ମୃତ ସ୍କୁଟି ଆରୋହୀ ଲାରମ୍ଭାରେ ଥାନା ଇନପୁର ଗାଁର ଟଙ୍କଧର ବିଶ୍ୱାଳ ବୋଲି ଜଣାପଡିଛି । ଘଟଣାକୁ ନେଇ ପାଟଣାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି ।
ବୁଢ଼ାନଈ ସଂରକ୍ଷିତ ଜଙ୍ଗଲରେ ନକ୍ସଲମାନେ ଲୁଚିରହିଥିବାନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ପରେ ପରେ ଘଟଣାସ୍ଥେଳରେ ପହଞ୍ଚି କୁମ୍ୱିଂ ଅପରେସନ ଆରମ୍ଭ କରିଥିଲା ।
ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିବା ବେଳେ ୨ଜଣ ଯୁବକଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।
ହୁତୁ ହୁତୁ ହୋଇ ଜଳିଲା ଘୋରମାବେଡା ଗ୍ରାମ୍ୟ ଜଙ୍ଗଲ । ଜଙ୍ଗଲ ନିଆଁ କାବୁ କରିବାକୁ ନାକେଦମ୍ ବନ ବିଭାଗ ।
ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛି ମୃତଦେହ
କୋଲକାତାରୁ କିଛି ଶିକାରୀ ଆସି ସ୍ଥାନୀୟ ଶିକାରୀଙ୍କ ସହ ମିଶି ହାତୀ ଶିକାର ପାଇଁ କ୍ୟାମ୍ପ ପକାଇଥିବା ଖବର RCCଙ୍କୁ ନିଜେ ଜଣାଇଥିଲେ ଭାନୁମିତ୍ର। ହେଲେ କର୍ତ୍ତୃପକ୍ଷ ଗୁରୁତର ସହ ନ ନେବାରୁ ଏମିତି ଘଟଣା ଘଟିଛି।
PCCF କହିଛନ୍ତି ୧୦ ଜଣ ଶିକାରୀ ଚିହ୍ନଟ ହୋଇଥିବା ବେଳେ ୨ ଗିରଫ ହୋଇଛନ୍ତି।
ଲକ୍ ଥାନା ଭୂତମୁଣ୍ଡାଇ କୁମାରସାହିରେ ଅଭାବୀନୟ ଘଟଣା
ବର୍ତ୍ତମାନ ସାଇବାର ଅପରାଧୀମାନେ ଠକେଇ କରିବାକୁ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଯାହା ଦ୍ୱାରା ଆପଣଙ୍କ ଗୋଟିଏ ଛୋଟିଆ ଭୁଲ୍ ଆପଣଙ୍କୁ ସେମାନଙ୍କ ଜାଲରେ ଫସାଇଦେଇପାରେ ।
ବରଗଡ଼ ଜିଲ୍ଲା ଭଟଲି ଥାନା ଝିକିଝିକି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ।
ବ୍ୟାଙ୍କରୁ ୧୫ ଲକ୍ଷର ସିକ୍ୟୁରିଟି ଜମା ଟଙ୍କା ଉଠାଣ ଅଭିଯୋଗ ହୋଇଛି । ଟାଙ୍ଗୀ ଥାନାରେ ବିଡିଓଙ୍କ ଏତଲା ପରେ ପୋଲିସର ଛାନଭିନ୍ ।
ଶିକାରୀମାନଙ୍କ ସହିତ ମୁହାଁମୁହିଁ ହେବାରୁ ଶିକାରୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ, ଆଉ ଏଇ ଗୁଳି ବିନିମୟରେ ନଅଣା ରେଞ୍ଜର ବନ କର୍ମଚାରୀ ବିଲମ କୁମାର ଜେନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ବାହାର ଗେଟରେ ତାଲା ପଡ଼ିଥିବା ବେଳେ ଭିତର ଏମାନଙ୍କ କାରବାର ଚାଲିଛି ପୂରା ଖୁଲମଖୁଲ୍ଲା। ନା କେହି ପଚାରିବାକୁ ଅଛି ନା ଏମାନଙ୍କର ଖାତିର ଅଛି। ପାଚେରି ଭାଙ୍ଗି ଯିବାଆସିବା କରୁଛନ୍ତି, ଘର ଭିତରେ ଆଡ୍ଡା ଜମାଇ ରହୁଛନ୍ତି।
ପୁଅକୁ ହରାଇ କାନ୍ଦୁଛି ବିଧବା ମା
ପଶ୍ଚିମ ଓଡ଼ିଶାର ଟାଣୁଆ ନେତାଙ୍କ ହତ୍ୟାକୁ ଆସନ୍ତା ମେ ୨୮ ତାରିଖରେ ପୂରିବ ୧୨୦ ଦିନ । ହେଲେ ଏଯାଏଁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଦାଖଲ କରି ପାରିଲାନି ମାମଲାର ଚାର୍ଜସିଟ୍ ।
ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ମାଳ ମାଳ ନକଲି ଶିକ୍ଷକ। ସବୁ ପ୍ରମାଣ ଥାଇ କାହିଁକି ନିଦାବିଷ୍ଣୁ ଜିଲ୍ଲା ଶିକ୍ଷାଧିକାରୀ ?
ପରିଚୟ ମେକାନିକ, କିନ୍ତୁ ପ୍ରଫେସନ ପକ୍କା ନିଶା ବେପାରୀ । ରାଜଧାନୀର ପୋସ୍ ଏରିଆ ୮ ନମ୍ବର ଅଞ୍ଚଳରେ ଗ୍ୟାରେଜ୍ ଦୋକାନ ବାହାନାରେ ଧଳା ଜହର ବିକି ଏସଟିଏଫ୍ ହାବୁଡ଼ରେ ପଡ଼ିଥିବା ଇଏ ସେଇ ଅଭିଯୁକ୍ତ ।
ଖାପ୍ ପଞ୍ଚାୟତ, କଙ୍ଗାରୁ କୋର୍ଟ, ଭିଡ଼ ହିଂସା...। ଏସବୁର କେବେ ଘଟିବ ଅନ୍ତ? ଆଧୁନିକ ସମାଜରେ ମଧ୍ୟଯୁଗୀୟ ବର୍ବରତା ବଞ୍ଚି ରହିବାର କାରଣ କଣ?
ପଶ୍ଚିମ ଓଡ଼ିଶାର ଟାଣୁଆ ନେତାଙ୍କ ହତ୍ୟାକୁ ଆସନ୍ତା ମେ ୨୮ ତାରିଖରେ ପୂରିବ ୧୨୦ ଦିନ । ହେଲେ ଏଯାଏଁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଦାଖଲ କରି ପାରିଲାନି ମାମଲାର ଚାର୍ଜସିଟ୍ ।
ସରକାରୀ କ୍ୱାର୍ଟର କ୍ୟାମ୍ପସରେ ଚାଲିଥିଲା ବ୍ରାଉନସୁଗର ଡିଲ । କମିଶନରେଟ ପୋଲିସ ସହାୟତାରେ ରେଡ କରିଛି STF ।
ସାମାନ୍ୟ ଚୋରି ଅଭିଯୋଗରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଅତି ନୃଶଂସ ଆକ୍ରମଣ କରି ହତ୍ୟା କରାଯାଇଛି । ଗଂଜାମ ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଏପର୍ଯ୍ୟନ୍ତ ଗିରଫ ହୋଇଛନ୍ତି ୭ ଅଭିଯୁକ୍ତ ।
ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ବୋହୂ ଅଦ୍ରିଜା ସିଂଙ୍କ ଅଭିଯୋଗ ପଞ୍ଜୀକରଣ ହୋଇଛି। ସ୍ୱାମୀ ଅର୍କେଶଙ୍କ ସମେତ ଶ୍ୱଶୁର ଅନଙ୍ଗ ଉଦୟ ସିଂଦେଓ, ଶାଶୁ ବିଜୟଲକ୍ଷ୍ମୀ ଦେବୀ, ଦେଢ଼ଶୁର କଳିକେଶ ସିଂଦେଓ ଓ ବଡ଼ ଯାଆ ମେଘନାଙ୍କ ବିରୋଧରେ ଅଦ୍ରିଜା ଯୌତୁକ ଓ ନିର୍ଯାତନା ଅଭିଯୋଗ ଆଣିଥିଲେ।
ଅଭିଯୁକ୍ତ ଜଣକ କ୍ରିପ୍ଟୋ କରେନ୍ସିରେ ଟଙ୍କା ନିବେଶ କରିବାକୁ ବ୍ୟକ୍ତିଙ୍କୁ କହିଥିଲା। ଟଙ୍କା ନିବେଶ କଲେ ଗୋଟିଏ ଦିନରେ ଟଙ୍କା ଡବଲ୍ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା।
ପୂରା ଟଙ୍କା ପଇଠ କରି ଆମାଜନରୁ ଲାପଟପ୍ ଅର୍ଡର କରାଯାଇଥିଲା । ହେଲେ ୫୬,୯୯୦ ଟଙ୍କା ମୂଲ୍ୟର HP କମ୍ପାନୀର ଲାପଟପ୍ ବଦଳରେ ଘରେ ପହଞ୍ଚିଲା . .
ଏମିତି କୁଳାଙ୍ଗାର ପୁଅ କାହାକୁ ନଦିଅନ୍ତୁ ଭଗବାନ୍ । ମାରିବା ପରେ ବାପା,ମା’, ଆଈଙ୍କ ମୃତଦେହରେ ସାନିଟାଇଜର ଢ଼ାଳି ଜାଳିଦେଲା ଅଭିଯୁକ୍ତ ।