• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Corona Tension in  institution
ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ପୁଣି କରୋନା ଭୟ

ଗୋଟେ ପଟେ ପାଠ ପଢ଼ାରେ ସ୍ୱାଭାବିକତା ଆଣିବାକୁ ପ୍ରୟାସ। ଅନ୍ୟପଟେ ସଂକ୍ରମଣର ଭୟ। ଏହା ଭିତରେ ସନ୍ତୁଳନ ରଖି, କେମିତି ଆଗକୁ ବଢ଼ିହେବ, ତାହା ଏବେ ସମସ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।

Coronavirus
ଓଡ଼ିଶାରେ ପୁଣି ବଢ଼ିଲା କି କରୋନା ସଂକ୍ରମଣ ? ୭୫ ଛାତ୍ରଛାତ୍ରୀ କୋଭିଡ୍‌ ପଜିଟିଭ୍‌

ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଏ‍ବେ ପୁଣିଥରେ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ବୁର୍ଲା ଭୀମସାର୍‌ରେ କିଛି ଡାକ୍ତରୀ ଛାତ୍ରଛାତ୍ରୀ ଓ ସୁନ୍ଦରଗଡ଼ରେ ଥିବା ଏକ ବାଳିକା ବିଦ୍ୟାଳୟରେ କିଛି ଛାତ୍ରୀ ପଜିଟିଭ୍‌ ଚିହ୍ନଟ ପରେ ଚିନ୍ତା ବଢ଼ିଛି।

Over 20 Students Of VIMSAR Test Positive For COVID-19
ବୁର୍ଲା ଭୀମସାରର ୨୨ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍

ବୁର୍ଲା ଭୀମସାରର ୨୨ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ I ୨୨ଜଣ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରୀ କୋଭିଡ୍ ଆକ୍ରାନ୍ତ I ସଂକ୍ରମିତ ମାନେ ଛାତ୍ରୀ ନିବାସରେ ରହୁଥିଲେ

22 Medical Students Of VIMSAR Test Positive For COVID-19
୨୨ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କରୋନା

ବୁର୍ଲା ଭୀମସାରର ୨୨ଜଣ ଛାତ୍ରଛାତ୍ରୀଙ୍କୁ କରୋନା ପଜିଟିଭ୍ I ୨୨ଜଣ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ରୀ କୋଭିଡ୍ ଆକ୍ରାନ୍ତ I ସଂକ୍ରମିତ ମାନେ ଛାତ୍ରୀ ନିବାସରେ ରହୁଥିଲେ

US Authorizes Pfizer, Moderna Covid-19 Vaccine Boosters For All Adults
ସମସ୍ତଙ୍କୁ ଦିଆଯିବ କୋଭିଡ୍ ବୁଷ୍ଟର୍ ଡୋଜ୍

ଆମେରିକାରେ ସମସ୍ତଙ୍କୁ ଦିଆଯିବ କୋଭିଡ୍ ଟିକାର ବୁଷ୍ଟର ଡୋଜ୍.. ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ଟିକାର ବୁଷ୍ଟର ଡୋଜ୍ ନେଇପାରିବେ..

Jatra Pendal
ଏଣିକି ଆୟୋଜନ ହୋଇପାରିବ ଯାତ୍ରା-ଅପେରା-ଡ୍ରାମା ! ଅନୁମତି ଦେଲେ SRC

ଯାତ୍ରା, ଅପେରା, ଡ୍ରାମା ଆଦି ପାଇଁ SRCଙ୍କ ନୂଆ ଗାଇଡଲାଇନ । ଏନେଇ SRCଙ୍କ ପକ୍ଷରୁ ଜାରି ହେଲା ନୂଆ ଗାଇଡ୍ଲାଇନ୍ ।

America Booster Dose
ବଢ଼ୁଛି ଶୀତ, ସଂକ୍ରମଣ ଆଶଙ୍କା ବେଶି ! ସମସ୍ତଙ୍କୁ ଦିଆଯିବ ବୁଷ୍ଟର ଡୋଜ୍‌

ଆମେରିକାରେ ବର୍ତ୍ତମାନ ପ୍ରବଳ ଶୀତ ଅନୁଭୁତ ହେଉଥିବା ବେଳେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ସରକାରଙ୍କ ବୁଷ୍ଟର ଡୋଜ୍ ଦେବା ନିଷ୍ପତ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମଡର୍ଣ୍ଣା ସିଇଓ ଷ୍ଟିଫେନ୍ ବାନସେଲ କହିଛନ୍ତି ।

MLA Sura Routray
କରୋନାରେ ସଂକ୍ରମିତ ହୋଇ ବି ବୁଲୁଛନ୍ତି ସୁରଭାଇ

କରୋନା ସଂକ୍ରମିତ ହୋଇ ସର୍ବସାଧାରଣରେ ବୁଲୁଥିବା ବିଧାୟକ ସୁରେଶ ରାଉତରାୟ ସୁପର ସ୍ପ୍ରେଡର ହେବେନି ତ ? କାହିଁକି ରହୁନାହାନ୍ତି ଘରେ ?

antiviral drugs
କୋଭିଡ୍ ବିରୋଧୀ ଲଢ଼େଇରେ ଗେମ୍ ଚେଞ୍ଜର ହୋଇପାରେ Paxlovid, Molnupiravir

କରୋନାକୁ ମାତ୍ ଦେବାକୁ ନୂଆ ଅସ୍ତ୍ର । ଖୁବ ଶୀଘ୍ର ମାର୍କେଟକୁ ଆସିବ ମଲନୁପିରାଭିର୍ ଓ ପାକ୍ସଲୋଭିଡ୍ ।

SURA - BISWABHUSAN
ଜଟଣୀ ବିଧାୟକ ସୁରେଶ ରାଉତରାୟ କରୋନା ପଜିଟିଭ୍‌

ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

WHO Chief
ବୁଷ୍ଟର୍ ଡୋଜ୍ ଏକ ସ୍କାଣ୍ଡାଲ, ତୁରନ୍ତ ବନ୍ଦ କରାଯାଉ: WHO

ଚୀନ୍, ବ୍ରିଟେନ୍, ରୁଷ, ଫ୍ରାନ୍ସ, ବ୍ରାଜିଲ ଓ ଜର୍ମାନୀରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଲାଣି। ସତରେ କଣ ଏବେ ବୁଷ୍ଟର୍ ଡୋଜର ଆବଶ୍ୟକତା ନାହିଁ? ସାରା ବିଶ୍ୱକୁ ଆନ୍ଦୋଳିତ କରୁଛି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। 

NOROVIRUS
କରୋନା ପରେ ଏବେ ମାଡ଼ି ଆସୁଛି ନୋରୋ ଭାଇରସ୍‌, କେରଳରେ ୧୩ ସଂକ୍ରମିତ ଚିହ୍ନଟ

ୱାୟାନାଡ ଜିଲ୍ଲାର ଭିଥିରି ନିକଟ ପୁକୋଡେଠାରେ ଏକ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ରହିଛି । ଦୁଇ ସପ୍ତାହ ପୂର୍ବେ ସେଠାକାର ୧୩ ଜଣ ଛାତ୍ରଙ୍କ ନିକଟରେ ଏହି ବିରଳ ନୋରୋ ଭାଇରସ୍‌ ଦେଖାଯାଇଥିଲା ।

Corona Third Wave
ମାଡ଼ି ଆସୁଛି ତୃତୀୟ ଲହର; ଭାଇରସ୍‌ ବଦଳାଉଛି ରୂପ, ଦେଖାଯାଉଛି ନୂଆ ଲକ୍ଷଣ..

କୋଲକାତାର ଡାକ୍ତରମାନେ କହିଛନ୍ତି ଯେ, ଅଧିକାଂଶ ଲୋକଙ୍କୁ କରୋନା ଟିକା ଲାଗିସାରିଛି ତେଣୁ ସେମାନେ ଏବେ ଏହି ରୋଗକୁ ଆଉ ଗୁରୁତ୍ୱର ସହ ନେଉ ନାହାନ୍ତି ।

Corona
ଡିସେମ୍ବର ସୁଦ୍ଧା ସରିବ କରୋନାର ପ୍ରଥମ ଡୋଜ୍ ଟିକାକରଣ !

ଡ଼ିସେମ୍ବର ସୁଦ୍ଧା ରାଜ୍ୟରେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍‌ ଟିକାକରଣ ସାରିବାକୁ ରଖାଯାଇଛି ଲକ୍ଷ୍ୟ

Pet Dog, Coronavirus,
ବ୍ରିଟେନ୍‌ରେ ପୋଷା କୁକୁରକୁ କରୋନା ! ମାଲିକ ଠାରୁ ସଂକ୍ରମିତ ହୋଇଥିବା ଆଶଙ୍କା

ବ୍ରିଟେନ୍‌ରେ ପୋଷା କୁକୁରକୁ କରୋନା ! ମାଲିକ ଠାରୁ ସଂକ୍ରମିତ ହୋଇଥିବା ଆଶଙ୍କା

Pet Dog, Coronavirus,
ବ୍ରିଟେନ୍‌ରେ ପୋଷା କୁକୁରକୁ କରୋନା ! ମାଲିକ ଠାରୁ ସଂକ୍ରମିତ ହୋଇଥିବା ଆଶଙ୍କା

କରୋନା ଆକ୍ରାନ୍ତ ହେଲା ପୋଷା କୁକୁର । ୟୁନାଇଟେଡ୍ କିଙ୍ଗଡମର ଗୋଟିଏ ପୋଷା କୁକୁର କରୋନା ଆକ୍ରାନ୍ତ ହୋଇଥିବା ସୂଚନା । କୁକୁରର ନମୂନା ପରୀକ୍ଷା ପରେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । 

booster dose
କେବେ ନେବା ଉଚିତ କୋଭିଡ ଟିକାର ବୁଷ୍ଟର ଡୋଜ୍ ? ମତ ରଖିଲେ ଭାରତ ବାୟୋଟେକ୍ ଏମଡି କ୍ରିଷ୍ଣା ଇଲା

ପ୍ରଧାନମନ୍ତ୍ରୀ ମୋଦି କୋଭାକ୍ସିନ ଟିକା ନେଇ ଦେଶର ବିଜ୍ଞାନ ଓ ଗବେଷଣା ଉପରେ ବିଶ୍ୱାସ ସୃଷ୍ଟି କରିଥିବା କହିଛନ୍ତି କ୍ରିଷ୍ଣା ଇଲା

96 Nations Agree To Mutually Recognise Vaccination Certificates With India
ଭାରତୀୟ ଟିକାର ସଫଳତା

କୋଭିଡ୍ ଟିକା ପ୍ରସ୍ତୁତିରେ ଭାରତକୁ ମିଳିଛି ବଡ଼ ସଫଳତା..ଭାରତରେ ପ୍ରସ୍ତୁତ କୋଭିସିଲଡ୍ ଓ କୋଭାକ୍ସିନ୍ ଟିକାକୁ ୯୬ଟି ଦେଶର ମଂଜୁରୀ ମିଳିଲାଣି

India Places Orders For 1 Crore Zydus Cadila \'Needle-Free\' Covid Shots At Rs 265 Each
ବିନା ଛୁଞ୍ଚିରେ ଦିଆଯିବ କରୋନା କବଚ

କୋଟିଏ ଡୋଜ୍ ଜାଇଡସ୍ କାଡିଲା ଭ୍ଯା ଭ୍ୟାକ୍ସିନ୍ କିଣିବ କେନ୍ଦ୍ର। ଡୋଜ୍ ପିଛା ୨୬୫ ଟଙ୍କାରେ କିଣିବାକୁ କମ୍ପାନୀକୁ ମିଳିଛି ଅର୍ଡର ।

Zydus Cadila
ପିଲାଙ୍କ ପାଇଁ ଏକ କୋଟି କରୋନା ଟିକା କିଣିବେ କେନ୍ଦ୍ର ସରକାର

ବିଶ୍ୱର ପ୍ରଥମ ଡିଏନଏ ଭିତ୍ତିକ ଏହି ଟିକା ସମ୍ପୂର୍ଣ୍ଣ ଯନ୍ତ୍ରଣାମୁକ୍ତ ହୋଇଥିବା ବେଳେ ଏହାକୁ ବାହୁରେ ନିଆଯିବ । ଏଥିପାଇଁ ସିରିଞ୍ଜ ବଦଳରେ ଫାର୍ମା ଜେଟ୍ ଆପ୍ଲିକେଟର ଆବଶ୍ୟକତା ପଡ଼ିବ । ପ୍ରତି ଆପ୍ଲିକେଟରର ଦାମ୍ ରହିଛି ୯୩ ଟଙ୍କା । ତେଣୁ ଟିକା ଓ ଆପ୍ଲିକେଟରକୁ ମିଶାଇ ମୋଟ ୩୫୮ ଟଙ୍କା ପଡ଼ିବ ।

Present Covid Wave In Europe & China Is Because Of Delta Variant | Odisha Public Health Director
“ଟିକା ନେଇଥିଲେ ବି ରୁହନ୍ତୁ ସାବଧାନ”

କମିନି କରୋନାର ପ୍ରକୋପ । ସରିନି ତୃତୀୟ ଲହରିର ଆଶଙ୍କା । ଟୀକା ନେଇ ସାରିଥିବା ପରେ ବି ଆମକୁ ସତର୍କ ରହିବାକୁ ପଡିବ । ଏପରି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

COVID-19
'ତୃତୀୟ ଲହର ଭୟ ଏଯାଏଁ ଯାଇନି, ଆମକୁ ସତର୍କ ରହିବାକୁ ହେବ'

କମିନି ତୃତୀୟ ଲହର ଭୟ । ରାଜ୍ୟରେ ତୃତୀୟ ଲହର ଆଶଙ୍କା ଏବେ ବି କମିନି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ବିଜୟ ପାଣିଗ୍ରାହୀ ।

Molnupiravir
ଆସିଲା ପ୍ରଥମ କରୋନା ବଟିକା: ମଲନୁପିରାଭିରକୁ ବ୍ରିଟେନର ଅନୁମତି

ବିଶ୍ୱବାସୀଙ୍କୁ ମିଳିଛି କରୋନା ବିରୋଧୀ ପ୍ରଥମ ବଟିକା । ମଲନୁପିରାଭିରକୁ ଆଜି ବ୍ରିଟେନ ସରକାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ।

Covid
କୋଭିଡ୍‌ ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କା; ଆରମ୍ଭ ହେଲା ପ୍ରକ୍ରିୟା, ଜାଣନ୍ତୁ କ’ଣ ରହିଛି କ୍ରାଇଟେରିଆ

କୋଭିଡ୍ ଅନୁକମ୍ପା ରାଶି ଦେବା ନେଇ ପ୍ରକ୍ରିୟା ଆରମ୍ଭ । ସୁପ୍ରିମକୋର୍ଟଙ୍କ ରାୟ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହିକ୍ରମରେ ରାଜ୍ୟରେ ଆରମ୍ଭ ହୋଇଛି କୋଭିଡ୍ ଅନୁକମ୍ପା ସହାୟତା ରାଶି ପ୍ରଦାନ ପ୍ରକ୍ରିୟା ।

Covaxin
ସବୁ ପ୍ରତୀକ୍ଷାର ଅନ୍ତ, ଭାରତ ବାୟୋଟେକର କୋଭାକ୍ସିନକୁ ମିଳିଲା ହୁ’ ମାନ୍ୟତା

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ବୈଷୟିକ କମିଟି ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ।