Advertisment

“ଟିକା ନେଇଥିଲେ ବି ରୁହନ୍ତୁ ସାବଧାନ”

କମିନି କରୋନାର ପ୍ରକୋପ । ସରିନି ତୃତୀୟ ଲହରିର ଆଶଙ୍କା । ଟୀକା ନେଇ ସାରିଥିବା ପରେ ବି ଆମକୁ ସତର୍କ ରହିବାକୁ ପଡିବ । ଏପରି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

author-image
Otv Khabar Bureau

କମିନି କରୋନାର ପ୍ରକୋପ । ସରିନି ତୃତୀୟ ଲହରିର ଆଶଙ୍କା । ଟୀକା ନେଇ ସାରିଥିବା ପରେ ବି ଆମକୁ ସତର୍କ ରହିବାକୁ ପଡିବ । ଏପରି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

Advertisment
Odisha COVID Updates In Odisha
Advertisment
Advertisment