• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Zydus Cadila

India Places Orders For 1 Crore Zydus Cadila \'Needle-Free\' Covid Shots At Rs 265 Each
ବିନା ଛୁଞ୍ଚିରେ ଦିଆଯିବ କରୋନା କବଚ

କୋଟିଏ ଡୋଜ୍ ଜାଇଡସ୍ କାଡିଲା ଭ୍ଯା ଭ୍ୟାକ୍ସିନ୍ କିଣିବ କେନ୍ଦ୍ର। ଡୋଜ୍ ପିଛା ୨୬୫ ଟଙ୍କାରେ କିଣିବାକୁ କମ୍ପାନୀକୁ ମିଳିଛି ଅର୍ଡର ।

Zydus Cadila
ପିଲାଙ୍କ ପାଇଁ ଏକ କୋଟି କରୋନା ଟିକା କିଣିବେ କେନ୍ଦ୍ର ସରକାର

ବିଶ୍ୱର ପ୍ରଥମ ଡିଏନଏ ଭିତ୍ତିକ ଏହି ଟିକା ସମ୍ପୂର୍ଣ୍ଣ ଯନ୍ତ୍ରଣାମୁକ୍ତ ହୋଇଥିବା ବେଳେ ଏହାକୁ ବାହୁରେ ନିଆଯିବ । ଏଥିପାଇଁ ସିରିଞ୍ଜ ବଦଳରେ ଫାର୍ମା ଜେଟ୍ ଆପ୍ଲିକେଟର ଆବଶ୍ୟକତା ପଡ଼ିବ । ପ୍ରତି ଆପ୍ଲିକେଟରର ଦାମ୍ ରହିଛି ୯୩ ଟଙ୍କା । ତେଣୁ ଟିକା ଓ ଆପ୍ଲିକେଟରକୁ ମିଶାଇ ମୋଟ ୩୫୮ ଟଙ୍କା ପଡ଼ିବ ।

Health Ministry
ଖୁବ୍‌ଶୀଘ୍ର ଭାରତରେ ଜାଇକୋଭ୍-ଡି, ଡେଙ୍ଗୁ ପାଇଁ ଟିକା ପ୍ରସ୍ତୁତ ବଡ଼ ଲକ୍ଷ

ଖୁବ୍‌ଶୀଘ୍ର ଭାରତରେ ଉପଲବ୍ଧ ହେବ କରୋନା ଟିକା ଜାଇକୋଭ୍-ଡି । ଟିକା କଂପାନୀ ଜାଇଡସ୍ କାଡିଲା ଦ୍ୱାରା ପ୍ରସ୍ତୁତ କରାଯାଉଛି ଏହି ଟିକା ଜାଇକୋଭ୍-ଡି । ତେବେ ନିର୍ଦ୍ଦିଷ୍ଟ ଭାବେ ଏହି କେବେ ଆସିବ ସେନେଇ ସ୍ପଷ୍ଟ ସୂଚନା ନାହିଁ ।

 Covid vaccine ZyCoV-D
୧୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ ପାଇଁ ଅକ୍ଟୋବରରେ ଆସିପାରେ ନିଡିଲ ଫ୍ରି ଭ୍ୟାକ୍ସିନ୍ ଜାଇକୋଭ୍-ଡି

କରୋନା ଭାଇରସର ତୃତୀୟ ଲହରୀର ଆଶଙ୍କା ମଧ୍ୟରେ ଦେଶକୁ ମିଳିଲା ଆଉ ଏକ ଟିକା । ଅକ୍ଟୋବର ମାସରେ କୋଭିଡର ତୃତୀୟ ଲହରୀ ଶିଖରରେ ରହିବ ବୋଲି ଆକଳନ କରାଯାଉଛି । ଦେଶରେ ଦୈନିକ କରୋନା ମାମଲାରେ ଯେପରି ଉତଥାନ-ପତନ ଦେଖିବାକୁ ମିଳୁଛି, କିଛି କହି ହେବନାହିଁ ।

Child-Tika
୧୨ରୁ ୧୮ ବୟସ୍କଙ୍କ ପାଇଁ ଲାଗିବ ବିନା ଛୁଞ୍ଚି ବାଲା କରୋନା କବଚ

ନୂଆଦିଲ୍ଲୀ: ୧୨ରୁ ୧୮ ବୟସ୍କଙ୍କ ପାଇଁ ଲାଗିବ ବିନା ଛୁଞ୍ଚି ବାଲା କରୋନା କବଚ । ଭାରତୀୟ କମ୍ପାନି ଜାଇଡସ୍ କାଡିଲା ଏହାର ତିନି ଡୋଜ୍ ବିଶିଷ୍ଟ ଜାଇକୋଭ୍-ଡି ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଆଜି DCGIର ଅନୁମତି ମାଗିଛି ।…