Advertisment

କରୋନା ସଂକ୍ରମଣର ୧୦ ହଜାର ଟ୍ରେଣ୍ଡ୍‌ରେ ଓଡ଼ିଶା

ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୧୧ ହଜାର ୮୭୯କୁ ବୃଦ୍ଧି ହୋଇଛି।

author-image
Chandan Shishu
Covid test Guidelines

Covid test Guidelines

ରାଜ୍ୟରେ ଆଜି ୧୦,୨୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  କ୍ୱାରେଣ୍ଟିନରୁ ୫୯୬୨, ଲୋକାଲ୍ କେସ୍ ୪୩୧୧ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୬୫ ଚିହ୍ନଟ ହୋଇଛନ୍ତି। ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୧୧ ହଜାର ୮୭୯କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଲୋକସମ୍ପର୍କ ବିଭାଗ।

Advertisment

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୩,୪୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼- ୧୦୪୯, କଟକ- ୮୪୪, ଷ୍ଟେଟପୁଲ୍- ୭୯୬, ସମ୍ବଲପୁର- ୫୨୯, ବାଲେଶ୍ୱର- ୪୫୭, ମୟୂରଭଞ୍ଜ- ୩୪୦, ପୁରୀ- ୨୬୯, କଳାହାଣ୍ଡି- ୨୦୩, ଝାରସୁଗୁଡ଼ା- ୨୦୨। 

ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭଦ୍ରକ, କଟକ, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮ ହଜାର ୪୭୬କୁ ବୃଦ୍ଧି ହୋଇଛି। 

Advertisment
COVID19 Corona Cases In Odisha Omicron Variant
Advertisment
Advertisment