• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Supreme Court On Dolo
ଡୋଲୋ-୬୫୦ ବିକ୍ରି ପଛରେ ୧୦୦୦ କୋଟିର ଲାଞ୍ଚ କାରବାର !

କରୋନା କାଳରେ ଜ୍ୱର ଉପଶମ ପାଇଁ ବ୍ୟବହୃତ ପାରାସିଟାମଲ ଟାବଲେଟ୍ ଡୋଲୋ- ୬୫୦ ବିକ୍ରି ପଛରେ ବଡ଼ ଧରଣର ଲାଞ୍ଚ କାରବାର । ଶହେ କି ଦୁଇ ଶହ ନୁହେଁ, ହଜାରେ କୋଟି ଟଙ୍କାର ଲାଞ୍ଚ ନେଣଦେଣ ଅଭିଯୋଗ ହୋଇଛି ।

Special story
ମାସ୍କ ନପିନ୍ଧିଲେ ଘରୁ ବାହାରିବା ମନା, ନିୟମ ଉଲ୍ଲଂଘନ କଲେ ୫୦୦ ଟଙ୍କା ଜରିମାନା

ରାଜଧାନୀ ଦିଲ୍ଲୀକୁ ପୁଣି ଫେରିଲା କଟକଣା । ମାସ୍କ ନପିନ୍ଧିଲେ ଦିଲ୍ଲୀବାସୀଙ୍କୁ ଘରୁ ବାହାରିବା ମନା ।

Covid 19
ଓଡ଼ିଶାରେ ବି ବଢ଼ିଲାଣି କରୋନା ପ୍ରକୋପ, ଦିନକରେ ୭୩୦ ନୂଆ ଆକ୍ରାନ୍ତ

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୮ ହଜାର ୮୭୫କୁ ବୃଦ୍ଧି । ଆକ୍ଟିଭ୍ କେସ୍- ୫୮୫୧, ସୁସ୍ଥ ହେଲେଣି ୧୩ ଲକ୍ଷ ୩ ହଜାର ୮୨୩ ଜଣ ।

Corona
ପୁଣି କାୟା ବିସ୍ତାର କଲାଣି କରୋନା, ଦିନକରେ ୪୦ ମୁଣ୍ଡ ନେଲା

ଏବେ ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୪ କୋଟି ୩୪ ଲକ୍ଷ ୮୪ ହଜାର ୧୧୦ ଜଣ ।

41 school students test Covid positive in Odisha
ଗୋଟିଏ ସ୍କୁଲ୍‌ରୁ ୪୧ କୋଭିଡ୍‌ ପଜିଟିଭ ଚିହ୍ନଟ

ରାୟଗଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୧ ଜଣ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି..

Reluctance to COVID-19 booster dose raises concerns in Odisha
ରାଜ୍ୟରେ ୮୭ % ଲୋକ ନେଇ ନାହାଁନ୍ତି ବୁଷ୍ଟର ଡୋଜ୍

ରାଜ୍ୟର ୮୭ ପ୍ରତିଶତ ଲୋକେ ବୁଷ୍ଟର ଡୋଜ୍ ନେଇ ନାହାଁନ୍ତି । ଅର୍ଥାତ୍ ରାଜ୍ୟର ୨ କୋଟି ୮୪ ଲକ୍ଷ ଲୋକ ବୁଷ୍ଟର ଡୋଜ୍‌ ନେଇ ନାହାଁନ୍ତି...

Faridabad janwar corona vaccine anchovax animal vaccine successful trial on zoo animals
ଏଣିକି କରୋନା କବଳରୁ ବଞ୍ଚିବେ ପଶୁ: ଦିଆଯିବ କୋଭିଡ୍ ଭ୍ୟାକ୍ସିନ

ପଶୁଙ୍କୁ ଦିଆଯିବ କରୋନା ଟିକା...୨ ବର୍ଷର କଠିନ ପରିଶ୍ରମ ପରେ ପ୍ରସ୍ତୁତ ହୋଇଛି ଆଙ୍କୋଭାକ୍ସ ଟିକା...

Vaccination
ଗଛ ତଳେ ଦିଆଯାଉଛି ଟିକା; ଭ୍ୟାକ୍ସିନେସନକୁ ନେଇ ଜୋର୍ ଧରିଛି ଚର୍ଚ୍ଚା

ବଲାଙ୍ଗିର ଗଛ ମୂଳେ ଚାଲିଛି କୋଭିଡ୍ ଭ୍ୟାକ୍ସିନେସନ୍ । ମାଗୁରପଡ଼ା ପଞ୍ଚାୟତର ବ୍ରାହ୍ମଣୀ ଡୁଙ୍ଗୁରୀ ଗାଁରେ ଗଛମୂଳେ ଲୋକଙ୍କୁ କୋଭିଡ୍ ଟିକା ଦେଲା ମେଡିକାଲ ଟିମ୍...

Odisha reports 872 Covid19 cases in last 24 hours
ସାମନ୍ୟ ଆଶ୍ୱସ୍ତି; ରାଜ୍ୟରେ କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ସାମନ୍ୟ କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

Odisha reports 1030 new COVID19 cases
ରାଜ୍ୟରେ ପୁଣି ହଜାରେ ଟପିଲା କରୋନା ଆକ୍ରାନ୍ତ

ବଢ଼ୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା...୨୪ ଘଣ୍ଟାରେ ଏତିକି ଆକ୍ରାନ୍ତ ଚିହ୍ନଟ....

Odisha logs 662 new COVID19 cases in last 24 hours
ରାଜ୍ୟରେ ୨୪ ଘଣ୍ଟାରେ ୬୬୨ ଆକ୍ରାନ୍ତ ଚିହ୍ନଟ

ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୪ ଜଣ ଆକ୍ରାନ୍ତ....

Covid 19
ରାଜ୍ୟରେ ଆଜି ବି ହଜାରେ ପାର୍‌ ସଂକ୍ରମଣ

ଆଜି ରାଜ୍ୟରେ ୨୪ ଘଣ୍ଟାରେ ୧୦୧୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 COVID19
ରାଜ୍ୟରେ ଆଜି ବି ୧୧ ଶହ ଉପରେ କରୋନା ସଂକ୍ରମଣ

ରାଜ୍ୟରେ ୩ ଦିନ ହେଲା ୧୧ ଶହ ଉପରେ କରୋନା ଦୈନିକ ସଂକ୍ରମଣ...

Corona test
୧୨ ଶହ ନିକଟତର ହେଲା ରାଜ୍ୟରେ ଦୈନିକ କରୋନା ସଂକ୍ରମଣ

ଖୋର୍ଦ୍ଧାରୁ ସର୍ବାଧିକ ୩୧୨ ଚିହ୍ନଟ ହୋଇଛନ୍ତି।

BMC makes face masks mandatory in Berhampur  as COVID-19 cases rise
ଏଣିକି ବ୍ରହ୍ମପୁରରେ ବି ମାସ୍କ ବାଧ୍ୟତାମୂଳକ

ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ...ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି ।

Odisha reports 945 new COVID19 infections in last 24 hours taking total active cases to 6316
ରାଜ୍ୟରେ ପୁଣି ହଜାରେ ମୁହାଁ କରୋନା ସଂକ୍ରମଣ

ଆଜି ୯୪୫ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, କେବଳ ଖୋର୍ଦ୍ଧାରୁ ୩୭୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି...

Odisha to run out of Covishield vaccine in 2-3 days: Top health official
ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା: ରାଜ୍ୟରୁ ସରିଯିବ କୋଭିସିଲ୍ଡ ଟିକା

ରାଜ୍ୟରୁ ଦୁଇ ତିନି ଦିନ ଭିତରେ ସରିଯିବ କୋଭିସିଲ୍ଡ ଟିକା...

Surge In COVID19 Cases In India
କରୋନାର କମ୍‌ ବ୍ୟାକ୍‌: ଦିନକରେ ୧୬ ହଜାର ଉପରେ ଆକ୍ରାନ୍ତ, ଚିନ୍ତା ବଢ଼ାଇଲା ଏହିସବୁ ରାଜ୍ୟ...

ଗତ ୭ ସପ୍ତାହରେ କରୋନା କେସ୍‌ ଓ ମୃତ୍ୟୁ ସଂଖ୍ୟା ଯେଉଁଭଳି ଲଗାତାର ଭାବେ ବୃଦ୍ଧି ପାଉଛି, ତାହା ଚିନ୍ତାର କାରଣ ହୋଇଛି।  ଗତ ୨୪ ଘଣ୍ଟାରେ ଦେଶରେ ୧୬,୯୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Odisha reports 872 Covid19 cases in last 24 hours
ରାଜ୍ୟରେ ଖସିଲା ଆକ୍ରାନ୍ତ ସଂଖ୍ୟା: ୨୪ ଘଣ୍ଟାରେ ୮୭୨ ପଜିଟିଭ୍ ଚିହ୍ନଟ

ରାଜ୍ୟରେ ସାମାନ୍ୟ କମିଲା କରୋନା । ଦିନକରେ ୮୭୨ ଆକ୍ରାନ୍ତ ଚିହ୍ନଟ...

People queue up at vaccination centre in Odisha
ଟିକାକରଣ କେନ୍ଦ୍ରରେ ନାହିଁ ନଥିବା ଭିଡ଼: ମିଳୁନି ଚାହିଦା ମୁତାବକ ଟିକା, ବଢ଼ୁଛି ଜନ ଅସନ୍ତୋଷ

ମାଗଣା ପ୍ରିକସନ୍ ଡୋଜ୍ ଘୋଷଣା ପରେ ଟିକାକରଣ କେନ୍ଦ୍ରରେ ନାହିଁ ନଥିବା ଭିଡ଼....

BMC asks owners of business establishments to put up no mask no goods' signages
ଏଣିକି ମାସ୍କ ନପିନ୍ଧିଲେ ଜିନିଷ ମନା

ମାସ୍କ କଟକଣା କଡ଼ା ପାଇଁ ଆଉ ଏକ ପଦକ୍ଷେପ ନେଲା ବିଏମ୍‌ସି ।

Covid Guidlines for Bol Bom Devotees
‘କାଉଡିଆମାନେ ଦଳ ଦଳ ହୋଇ ନଚାଲି ଦୂରତା ରକ୍ଷା କରି ଚାଲନ୍ତୁ’

ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ନେଇ କାଉଡିଆମାନଙ୍କୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ....

Booster Dose
ବୁଷ୍ଟର ଡୋଜ୍ ନମିଳିବାରୁ ହୋହାଲ୍ଲା, ଡାକ୍ତରଙ୍କୁ ତାଲା ପକାଇଦେଲେ

ଅଫଲାଇନ୍‌ରେ ଟିକା ମିଳୁନଥିବା ଅଭିଯୋଗ । ମେଡିକାଲ୍ କର୍ମଚାରୀଙ୍କୁ ଅଟକ ରଖିଲେ ଲୋକେ ।

Again Daily Covid-19 Count Breaches 1000 Mark In Odisha
ଓଡ଼ିଶାରେ ପୁଣି ହଜାରେ ଟପିଲା ଦୈନିକ କରୋନା ସଂକ୍ରମଣ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍ ୪୪୧ ରହିଛି।