ବର୍ଷ ୧୯୮୧ରେ ଭାରତୀୟ IT ସେକ୍ଟରରେ ଆରମ୍ଭ ହୋଇଥିଲା ଏକ ବିପ୍ଳବ । ଏହା କୌଣସି ପୁରୁଷଙ୍କ ଦ୍ୱାରା ନଥିଲା, ବରଂ ନିଜ ସ୍ୱାମୀଙ୍କ ସ୍ୱପ୍ନକୁ ବିଶ୍ୱାସ କରୁଥିବା ଜଣେ ମହିଳାଙ୍କ ଦ୍ୱାରା ଏହାର ମୂଳଦୁଆ ପଡ଼ିଥିଲା ।
ଆଦାନୀ ଗ୍ରୁପର ବିଦେଶୀ ଅଂଶଧନ ସମ୍ପର୍କରେ ତଦନ୍ତ ପାଇଁ ସେବି ଯଥେଷ୍ଟ ଆଗ୍ରହ ନଦେଖାଇବାର ଏହା ଏକ କାରଣ ବୋଲି ଦାବି କରିଛି ହିଣ୍ଡେନବର୍ଗ ରିସର୍ଚ୍ଚ ।
ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଲଗାତାର ନବମ ଥର ପାଇଁ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ ।
କଟକ ଛତ୍ରବଜାରକୁ ଆଜି ଆସି ପାରିନି ଆଳୁ ଗାଡ଼ି। ଫଳରେ ଆଳୁ ଦର ପୁଣି ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି। କଟକରେ ଆଳୁ ଦର କିଲୋ ପିଛା ୫୦ ଟଙ୍କା ଯାଏଁ ପହଞ୍ଚିଲାଣି।
ସୁନା ଦରରେ ପରିବର୍ତ୍ତନ । ସାମାନ୍ୟ ବଢିଲା ସୁନାର ଦାମ୍ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...
ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ-BSE। ମାର୍କେଟ ଖୋଲିବା ପରେ ସେନସେକ୍ସ ୧୫ ଶହରୁ ଅଧିକ ଖସିଥିବା ବେଳେ ନିଫଟି ୪୬୩ ପଏଣ୍ଟ ଖସିଛି।
ଆସନ୍ତୁ ଜାଣିବା ଆୟକର ଦାଖଲ କରିନଥିବା ବ୍ୟକ୍ତିଙ୍କ ପାଇଁ କ’ଣ ରହିଛି ପଦକ୍ଷେପ …
ସୁନା ଦରରେ ପରିବର୍ତ୍ତନ । ସାମାନ୍ୟ ବଢିଲା ସୁନାର ଦାମ୍ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...
ମାତ୍ର ୨୨ ବର୍ଷରେ କୋଟିପତି ବ୍ୟବସାୟୀ । ୨୦୦ ଟଙ୍କାରେ ଆରମ୍ଭ କରିଥିଲେ, ଏବେ ୧୦ କୋଟିରୁ ଅଧିକ ମୂଲ୍ୟର କମ୍ପାନୀ ।
ସୁନା ଦରରେ ପରିବର୍ତ୍ତନ । ଗତକାଲି ଅପେକ୍ଷା ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ହ୍ୱାଟ୍ସଆପ ମାଧ୍ୟମରେ ହେଉଛି ଆୟକର ରିଟର୍ଣ୍ଣ ଦାଖଲ । ଟ୍ୟାକ୍ସ ଫାଇଲିଂକୁ ଅଧିକ ସରଳ ଓ ସୁଗମ କରିବା ପାଇଁ ନୂଆ ବିକଳ୍ପ ।
ସୁନା ଦରରେ ପରିବର୍ତ୍ତନ । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଯେପରି ବାଙ୍ଗାଲୋରରେ ଚାକିରି କରିଥିବା ଏହି ମହିଳାଙ୍କ ସହ ହୋଇଛି । ଅଫିସ ଯିବା ଆସିବା ପାଇଁ ସେ କରିଥିବା କ୍ୟାବର ମାସିକ ବିଲ୍ ତାଙ୍କର ହୋସ୍ ଉଡାଇ ଦେଇଛି ।
ବିଶ୍ୱର ସବୁଠୁ ଧନୀ ମହିଳାଙ୍କ ସମ୍ପତ୍ତି ଜାଣି ଆଶ୍ଚର୍ଯ୍ୟ ! ଏଲନ ମସ୍କ, ମୁକେଶ ଅମ୍ବାନୀ, ଆଦାନୀଙ୍କ ସମ୍ପତ୍ତି ମିଶାଇଲେ ମଧ୍ୟ ସମାନ ହେଉନି ।
କମିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଗତ କିଛିଦିନ ତଳେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କର ବାହାଘର ହୋଇଛି । ତେବେ ଉକ୍ତ ବାହାଘରରେ ଯୋଗଦେବାକୁ ଜଣେ ଇନଫ୍ଲୁଏନ୍ସର୍ ମନାକରିଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
କମିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଭାରତ ସରକାରଙ୍କ ଫୋକସରେ ଖେଲୋ ଇଣ୍ଡିଆ । କ୍ରୀଡା ବଜେଟରେ ଖେଲୋ ଇଣ୍ଡିଆକୁ ମିଳିଲା ସିଂହଭାଗ ରାଶି ।
ବଢିଲା ଭତ୍ତା । ସାମାଜିକ ସୁରକ୍ଷା ଭତ୍ତା ବଢାଇଲେ ସରକାର । ସାମାଜିକ ସୁରକ୍ଷା ଭତ୍ତା ହେବ ୩ ହଜାର ୫ଶହ ଟଙ୍କା ।
ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ଆରମ୍ଭ ହେବ । ଏଥିପାଇଁ ବଜେଟରେ ୨୪୬୨ କୋଟି ବ୍ୟୟବରାଦ ହୋଇଛି । କଟକ ଏସ୍ସିବି ମେଡିକାଲ କଲେଜ ପୁନଃବିକାଶ କାର୍ଯ୍ୟ ପାଇଁ ୧ ହଜାର କୋଟି ରହିଛି । ଏବର୍ଷ ଯାଜପୁର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଅନାଥ ଶିଶୁଙ୍କ ପାଇଁ ବଜେଟରେ ନୂଆ ଯୋଜନା ହୋଇଛି ‘ଯଶୋଦା’ । ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ‘ଯଶୋଦା’ ଯୋଜନା କରାଯାଇଛି ।
ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍। ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। କ୍ଷମତାକୁ ଆସିବା ପରେ ବିଜେପି ସରକାରର ଏହା ପ୍ରଥମ ବଜେଟ ।
୨୦୨୩-୨୪ ତୁଳନାରେ ଏହି ବଜେଟର ପରିମାଣ ୧୫% ଅଧିକ ।
ସୁନା ଦରରେ ଲାଗିଲା ରୋକ୍ । କମିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦରରେ ପରିବର୍ତ୍ତନ ରହିଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ନୂଆ ସରକାର, ନୂଆ ବଜେଟ୍ । ପ୍ରଥମ ଥର ପାଇଁ ବିଜେପି ସରକାର ରାଜ୍ୟରେ ଶାସନକୁ ଆସିବା ପରେ ଆସୁଛି ବଜେଟ୍ ।