ଧରାରେ ଅଳସୀ ଫୁଲର କ୍ଷେତ । ଉପରେ ନିର୍ମଳ ଆକାଶ । ଧୀର ପବନରେ ଦୋହଲି ଦୋହଲି ଯେମିତି ଖୁସି ବାଣ୍ଟିଦିଏ ସମଗ୍ର ପରିବେଶକୁ । କୋରାପୁଟର ଏହି ଅଳସୀ କ୍ଷେତ ଏବେ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି ।
ଲାଞ୍ଚ ମାମଲାରେ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ସଂସଦୀୟ ଏଥିକ୍ସ କମିଟି ତାଙ୍କୁ ‘ସଂସଦରୁ ବହିଷ୍କାର’ କରିବା ସୁପାରିସକୁ ଅନୁମୋଦନ କରିଛି ।
କେମିତି ବାଣ ଫୁଟାଇବେ ଓ ଲୋକେ କେମିତି ଦୀପାବଳି ପାଳନ କରିବେ ସେ ନେଇ ଯତ୍ନବାନ ହେବେ । ଅଭିଭାବକଙ୍କ ଉପସ୍ଥିତିରେ ବାଣ ଫୁଟାଇବେ । ସିଧାସଳଖ ହାତରେ ଅଗ୍ନି ସଂଯୋଗ କରନ୍ତୁନି ।
ବୟସାଧିକ କାରଣରୁ ସିଂହୀ ବିନିର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିଲା । ଗତ କିଛି ଦିନ ଧରି ସେ ଚିକିତ୍ସିତ ହେଉଥିଲା । ୫ ତାରିଖରୁ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଗତକାଲି ତାର ମୃତ୍ୟୁ ଘଟିଥିବା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ଦୀପାବଳି ପୂର୍ବରୁ ଧନ୍ୱନ୍ତରୀଙ୍କ ଜୟନ୍ତୀ ପଡୁଥିବା ବେଳେ ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ ।ଘରେ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଧନଧାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଆୟୋଜନ ହୁଏ ।
ତାଙ୍କର ୧୯ ଲକ୍ଷ ଟଙ୍କାର ଜମାରାଶି ସମ୍ପର୍କରେ ସୂଚନା ମିଳିଛି ।ସେପଟେ ସୁଦର୍ଶନଙ୍କ ୩୨୩୨ ନମ୍ବରରେ ୩ଟି ଦାମୀ କାର ସହ ୩୨ ଲକ୍ଷ ଟଙ୍କା ମୂଲ୍ୟର ଏକ ବାଇକ ମଧ୍ୟ ରହିଛି।
ଗତକାଲି ଓଡ଼ିଶା ସୀମାନ୍ତବର୍ତ୍ତୀ ଛତିଶଗଡ଼ର କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ମାଓବାଦୀଙ୍କ IED ବିସ୍ଫୋରଣର ଶିକାର ହୋଇଥିଲେ ପ୍ରକାଶ ।
ପାରମ୍ପରିକ ବାଣରେ ଆର୍ସେନିକ, ଲିଥିୟମ ଓ ବେରିୟମ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ କେମିକାଲ ମିଶୁଥିବାବେଳେ ଗ୍ରୀନ କ୍ରାକରରେ ଏସବୁ ନ ଥାଏ । ଗ୍ରୀନ୍ କ୍ରାକରରେ ଆଲୁମିନିୟମ, ଲିଡ୍ ଓ କାର୍ବନ ଥାଏ, ଯାହାକି ଫୁଟିବା ବେଳେ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରିଥାଏ ।
ଜିଓଫୋନ୍ ପ୍ରିମା ହେଉଛି ଏକ 4G କି ପ୍ୟାଡ୍ ସ୍ମାର୍ଟଫୋନ୍ । ଯାହାକି ୨.୪ ଇଞ୍ଚ ହୋଇଥିବାବେଳେ TFT ଡିସପ୍ଲେ ରହିଛି । ଜିଓର ହୋମଗ୍ରାଉନ୍ ଅପରେଟିଂ ସିଷ୍ଟମ୍ Kai-OSରେ ୫୧୨MB RAMରେ ଚାଲିଥାଏ ।
ମହିଳା ସମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗ ମାମଲାରେ ଗତ ଶନିବାର ଟୁଟୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ଖାରବେଳ ନଗର ଥାନା ପୋଲିସ ।
ରଜନୀକାନ୍ତ କହିଛନ୍ତି, ସାମ୍ବିଧାନିକ ପଦରେ ଥିବାରୁ ଦଳୀୟ କାର୍ଯ୍ୟ କରିପାରୁନଥିଲି । ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଇସ୍ତଫା ଦେଲି । ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ଇସ୍ତଫା ଦେଇଛି ।
କେମିତି ଅବା ନଜାଣିବ ସେ । ସାଢ଼େ ତିନି ବର୍ଷ ହେଲା ସେ ପରା ଏଇଠି ଛୋଟରୁ ବଡ଼ ହୋଇଛି । ଆଉ ତା’ ବାବୁଙ୍କ କୋଳରେ କେତେ ଶୋଇଛି । ଆପଣ ଦେଖୁଥିବା ଏହି କୁକୁର ଆଉ କାହାର ନୁହେଁ ପୂର୍ବତନ ବାଚସ୍ପତି ତଥା ପୂର୍ବତନ ପୁରୀ...
ବିଶେଷକରି କୋରାପୁଟ ଜିଲ୍ଲାକୁ ଧାନର ଉତ୍ପତ୍ତିସ୍ଥଳୀ ଭାବେ କୁହାଯାଏ । ଏହା ଛଡ଼ା ମଣ୍ଡିଆ, କାଙ୍ଗୁ ସମେତ ଏଠାରେ ଅନ୍ୟାନ୍ୟ ବିଭିନ୍ନ ଲଘୁ ଖାଦ୍ୟଶସ୍ୟ ଉତ୍ପାଦିତ ହୋଇଥାଏ ।
ପୂର୍ବରୁ ସଂଘର ଦାବିକୁ ନେଇ ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା ହୋଇଛି । ଏମିତି କି ପରିବହନ ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଛି ସଂଘ । ହେଲେ ସଂଘର ଦାବି ମୁତାବକ ସରକାର ସେପରି କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି ।
ଇରାନ ରାଷ୍ଟ୍ରପତି ତତକ୍ଷଣାତ୍ ଅସ୍ତ୍ରବିରତି ଉଲ୍ଲଂଘନକୁ ହଟାଇବା ଏବଂ ଗାଜାବାସୀଙ୍କୁ ସହାୟତା ଯୋଗାଇବା ନେଇ କହିଛନ୍ତି । ଅଉ ଏହାକୁ ନେଇ ବଢ଼ୁଛି ଚର୍ଚ୍ଚା । ଘଟଣା ସମ୍ପର୍କରେ ପିଏମଓ ପକ୍ଷରୁ ମଧ୍ୟ କିଛି ସୂଚନା ଦିଆଯାଇଛି ।
ଚାନ୍ଦବାଲି ବ୍ଲକ ମାଧପୁରର ମନୋରମା ଦାସଙ୍କ ପାଇଁ ବି ସଂସାର ଯାକର ଦୁଃଖ ଦେଇଛି ସ୍ତନ କର୍କଟ । ଥରେ ନୁହେଁ ଦୁଇ ଦୁଇ ଥର ସେ କର୍କଟରେ ଆକ୍ରାନ୍ତ ହୋଇଛନ୍ତି ।
ଏହି ରୋଗ ମହିଳା ମାନଙ୍କ ଓଭାରିରେ ସୃଷ୍ଟି ହେବା ପରେ ଏହା ରିପ୍ରଡକ୍ଟିଭ ସିଷ୍ଟମ ଉପରେ ପ୍ରଭାବ ପକାଇବା ସହ ହରମୋନ ଓ ଅଣ୍ଡା ସୃଷ୍ଟି କରିବାରେ ଗୁରୁତର ସମସ୍ୟା ସୃଷ୍ଟି କରିଥାଏ ।
ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପରିବାର ସହ ମୃତ ମହିଳା କ୍ରିଷ୍ଣାପୁରୀ କଲୋନୀରେ ରହୁଥିଲେ । ଗୋଠପାଟଣା ବଜାରରେ ସେ ଏକ ଜଳଖିଆ ଦୋକାନ କରିଥିଲେ ।
୨୦୬ କୋବ୍ରା ବାଟାଲିୟନ ମାଓ ଦମନ ଅପରେସନ କଲାବେଳେ ଶ୍ରୀକାନ୍ତ ନାମକ ଜଣେ ଯବାନ ପ୍ରେସର ମାଇନ ଉପରେ ଗୋଡ଼ ପଡିବା ଯୋଗୁଁ ବିସ୍ପୋରଣ ହୋଇଥିଲା । ଗୁରୁତର ଯବାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ମାଓ ଇଲାକାର ମୋଟ ୧୨ଟି ନିର୍ବାଚନ ମଣ୍ଡଳୀରେ ୨୯୦୦ଟି ବୁଥ ହୋଇଛି । ଅତି ସମ୍ବେଦନଶୀଳ ଦେଢ ଶହ ବୁଥକୁ ହେଲିକପ୍ଟରରେ ପୋଲିଂ ଟିମ୍ ଯାଇ ପହଞ୍ଚିଛନ୍ତି ।