• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Flax flower
ଅଳସ ଭାଙ୍ଗୁଛି ସୁନ୍ଦରୀ ଅଳସୀ; ସକାଳର ସୁନେଲି ସୂର୍ଯ୍ୟ କିରଣରେ ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ

ଧରାରେ ଅଳସୀ ଫୁଲର କ୍ଷେତ । ଉପରେ ନିର୍ମଳ ଆକାଶ । ଧୀର ପବନରେ ଦୋହଲି ଦୋହଲି ଯେମିତି ଖୁସି ବାଣ୍ଟିଦିଏ ସମଗ୍ର ପରିବେଶକୁ । କୋରାପୁଟର ଏହି ଅଳସୀ କ୍ଷେତ ଏବେ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି ।

MP Mahua Moitra
ସାଂସଦ ପଦ ହରେଇବେ କି ମହୁଆ ମୈତ୍ର ?

ଲାଞ୍ଚ ମାମଲାରେ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରୁଥିବା ସଂସଦୀୟ ଏଥିକ୍ସ କମିଟି ତାଙ୍କୁ ‘ସଂସଦରୁ ବହିଷ୍କାର’ କରିବା ସୁପାରିସକୁ ଅନୁମୋଦନ କରିଛି ।

Diwali
ଦୀପାବଳି ପାଇଁ ନିୟମାବଳୀ ଜାରି କଲା ଅଗ୍ନିଶମ ବାହିନୀ; ଜାଣନ୍ତୁ କିପରି ସତର୍କ ରହିବେ

କେମିତି ବାଣ ଫୁଟାଇବେ ଓ ଲୋକେ କେମିତି ଦୀପାବଳି ପାଳନ କରିବେ ସେ ନେଇ ଯତ୍ନବାନ ହେବେ । ଅଭିଭାବକଙ୍କ ଉପସ୍ଥିତିରେ ବାଣ ଫୁଟାଇବେ । ସିଧାସଳଖ ହାତରେ ଅଗ୍ନି ସଂଯୋଗ କରନ୍ତୁନି ।

Lioness ‘Bini’ dies at Nandankanan Zoo in Bhubaneswar
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ 'ବିନି'ର ମୃତ୍ୟୁ

ବୟସାଧିକ କାରଣରୁ ସିଂହୀ ବିନିର ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିଲା । ଗତ କିଛି ଦିନ ଧରି ସେ ଚିକିତ୍ସିତ ହେଉଥିଲା । ୫ ତାରିଖରୁ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଗତକାଲି ତାର ମୃତ୍ୟୁ ଘଟିଥିବା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Dhanteras 2023
କାହା ଜନ୍ମଦିନକୁ ପାଳନ କରାଯାଏ ଧନତେରାସ ? ଜାଣନ୍ତୁ...

ଦୀପାବଳି ପୂର୍ବରୁ ଧନ୍ୱନ୍ତରୀଙ୍କ ଜୟନ୍ତୀ ପଡୁଥିବା ବେଳେ ଏହି ଅବସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ ।ଘରେ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଧନଧାତ୍ରୀଙ୍କ ଲାଗି ସ୍ୱତନ୍ତ୍ର ଆୟୋଜନ ହୁଏ ।

Odisha Ayurvedic college principal in Vigilance net: Cash, plots and vehicles seized
ପ୍ରିନ୍ସପାଲଙ୍କର ଅଚଳାଚଳ ସମ୍ପତ୍ତି; ବାହାରିଲାଣି ୨୮ଟି ପ୍ଲଟ, ୩ ବହୁତଳ କୋଠା

ତାଙ୍କର ୧୯ ଲକ୍ଷ ଟଙ୍କାର ଜମାରାଶି ସମ୍ପର୍କରେ ସୂଚନା ମିଳିଛି ।ସେପଟେ ସୁଦର୍ଶନଙ୍କ ୩୨୩୨ ନମ୍ବରରେ ୩ଟି ଦାମୀ କାର ସହ ୩୨ ଲକ୍ଷ ଟଙ୍କା ମୂଲ୍ୟର ଏକ ବାଇକ ମଧ୍ୟ ରହିଛି।

 BSF jawan Prakash Chandra
କାନ୍ଦୁଛି ମାଆ, ଝୁରୁଛି ଜନ୍ମମାଟି... ସରିଲା ସହିଦ ପୁଅର ଶେଷକୃତ୍ୟ

ଗତକାଲି ଓଡ଼ିଶା ସୀମାନ୍ତବର୍ତ୍ତୀ ଛତିଶଗଡ଼ର କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ମାଓବାଦୀଙ୍କ IED ବିସ୍ଫୋରଣର ଶିକାର ହୋଇଥିଲେ ପ୍ରକାଶ ।

Firecrackers
ଦୀପାବଳି ପାଇଁ ବାଣକୁ ନେଇ ଦ୍ୱନ୍ଦ୍ୱ; ଗ୍ରୀନ୍ କ୍ରାକର୍ କ'ଣ... ଚିହ୍ନିବେ କେମିତି ?

ପାରମ୍ପରିକ ବାଣରେ ଆର୍ସେନିକ, ଲିଥିୟମ ଓ ବେରିୟମ ଭଳି ପ୍ରଦୂଷଣକାରୀ ତଥା କ୍ଷତିକାରକ କେମିକାଲ ମିଶୁଥିବାବେଳେ ଗ୍ରୀନ କ୍ରାକରରେ ଏସବୁ ନ ଥାଏ । ଗ୍ରୀନ୍ କ୍ରାକରରେ ଆଲୁମିନିୟମ, ଲିଡ୍ ଓ କାର୍ବନ ଥାଏ, ଯାହାକି ଫୁଟିବା ବେଳେ କମ୍ ଅଙ୍ଗାରକାମ୍ଳ ନିର୍ଗମନ କରିଥାଏ ।

Reliance Jio 4G Smartphone
ଆସିଲା Jioର 4G ସ୍ମାର୍ଟଫୋନ୍‌; କମ୍‌ ଦାମ୍‌, ମିଳିବ ଅନେକ ସୁବିଧା

ଜିଓଫୋନ୍ ପ୍ରିମା ହେଉଛି ଏକ 4G କି ପ୍ୟାଡ୍ ସ୍ମାର୍ଟଫୋନ୍ । ଯାହାକି ୨.୪ ଇଞ୍ଚ ହୋଇଥିବାବେଳେ TFT ଡିସପ୍ଲେ ରହିଛି । ଜିଓର ହୋମଗ୍ରାଉନ୍ ଅପରେଟିଂ ସିଷ୍ଟମ୍ Kai-OSରେ ୫୧୨MB RAMରେ ଚାଲିଥାଏ ।

Ollywood Producer Tutu Nayak
ସାମ୍ବାଦିକାଙ୍କୁ ମାଡ଼ ମାମଲା; ଟୁଟୁ ନାୟକଙ୍କୁ ମିଳିଲା ଜାମିନ

ମହିଳା ସମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗ ମାମଲାରେ ଗତ ଶନିବାର ଟୁଟୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ଖାରବେଳ ନଗର ଥାନା ପୋଲିସ ।

Deputy Speaker Rajanikant Singh resigns Odisha Assembly
ପଦ ଛାଡ଼ିଲେ ଉପବାଚସ୍ପତି; ଅନୁଗୁଳରେ ଦଳୀୟ ସଂଗଠନ ସମ୍ଭାଳିପାରନ୍ତି ରଜନୀକାନ୍ତ

ରଜନୀକାନ୍ତ କହିଛନ୍ତି, ସାମ୍ବିଧାନିକ ପଦରେ ଥିବାରୁ ଦଳୀୟ କାର୍ଯ୍ୟ କରିପାରୁନଥିଲି । ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଇସ୍ତଫା ଦେଲି । ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ଇସ୍ତଫା ଦେଇଛି ।

Maheswar Mohantys Pet dog
କୁଆଡ଼େ ଗଲେ ମୋ ବାବୁ... ଆସୁନାହାନ୍ତି କାହିଁକି ?

କେମିତି ଅବା ନଜାଣିବ ସେ । ସାଢ଼େ ତିନି ବର୍ଷ ହେଲା ସେ ପରା ଏଇଠି ଛୋଟରୁ ବଡ଼ ହୋଇଛି । ଆଉ ତା’ ବାବୁଙ୍କ କୋଳରେ କେତେ ଶୋଇଛି । ଆପଣ ଦେଖୁଥିବା ଏହି କୁକୁର ଆଉ କାହାର ନୁହେଁ ପୂର୍ବତନ ବାଚସ୍ପତି ତଥା ପୂର୍ବତନ ପୁରୀ...

millet farming
କାଙ୍ଗୁ ଚାଷକୁ କେବେ ମିଳିବ ପ୍ରୋତ୍ସାହନ ? ହଜିଗଲାଣି ପାରମ୍ପରିକ ବିହନ

ବିଶେଷକରି କୋରାପୁଟ ଜିଲ୍ଲାକୁ ଧାନର ଉତ୍ପତ୍ତିସ୍ଥଳୀ ଭାବେ କୁହାଯାଏ । ଏହା ଛଡ଼ା ମଣ୍ଡିଆ, କାଙ୍ଗୁ ସମେତ ଏଠାରେ ଅନ୍ୟାନ୍ୟ ବିଭିନ୍ନ ଲଘୁ ଖାଦ୍ୟଶସ୍ୟ ଉତ୍ପାଦିତ ହୋଇଥାଏ ।

Private Bus strike
ପୁଣି ତାତିଲା ଘରୋଇ ବସ୍‌ ମାଲିକ ସଂଘ; ପହିଲାରୁ ବସ୍‌ ଧର୍ମଘଟ

ପୂର୍ବରୁ ସଂଘର ଦାବିକୁ ନେଇ ରାଜ୍ୟ ସରକାରଙ୍କ ସହ ବାରମ୍ବାର ଆଲୋଚନା ହୋଇଛି । ଏମିତି କି ପରିବହନ ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଛି ସଂଘ । ହେଲେ ସଂଘର ଦାବି ମୁତାବକ ସରକାର ସେପରି କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି ।

Iran President
ଥମିବ କି ଇସ୍ରାଏଲ-ହମାସା ଲଢ଼େଇ ? ଭାରତ କରିବ ମଧ୍ୟସ୍ଥତା !

ଇରାନ ରାଷ୍ଟ୍ରପତି ତତକ୍ଷଣାତ୍ ଅସ୍ତ୍ରବିରତି ଉଲ୍ଲଂଘନକୁ ହଟାଇବା ଏବଂ ଗାଜାବାସୀଙ୍କୁ ସହାୟତା ଯୋଗାଇବା ନେଇ କହିଛନ୍ତି । ଅଉ ଏହାକୁ ନେଇ ବଢ଼ୁଛି ଚର୍ଚ୍ଚା । ଘଟଣା ସମ୍ପର୍କରେ ପିଏମଓ ପକ୍ଷରୁ ମଧ୍ୟ କିଛି ସୂଚନା ଦିଆଯାଇଛି ।

cancer
ଭଦ୍ରକର ଦୁଇ ପୀଡ଼ିତଙ୍କ ଦୁର୍ବିସହ କାହାଣୀ; ଅର୍ଥର ଅଭାବ ପାଇଁ କର୍କଟ ଚିକିତ୍ସାରେ ବାଧା

ଚାନ୍ଦବାଲି ବ୍ଲକ ମାଧପୁରର ମନୋରମା ଦାସଙ୍କ ପାଇଁ ବି ସଂସାର ଯାକର ଦୁଃଖ ଦେଇଛି ସ୍ତନ କର୍କଟ । ଥରେ ନୁହେଁ ଦୁଇ ଦୁଇ ଥର ସେ କର୍କଟରେ ଆକ୍ରାନ୍ତ ହୋଇଛନ୍ତି ।

National Cancer Awareness Day
ମହିଳାଙ୍କ କ୍ଷେତ୍ରରେ ବଢ଼ୁଛି ଓଭାରିଆନ କ୍ୟାନସର; ହେଲେ କ’ଣ ପାଇଁ ?

ଏହି ରୋଗ ମହିଳା ମାନଙ୍କ ଓଭାରିରେ ସୃଷ୍ଟି ହେବା ପରେ ଏହା ରିପ୍ରଡକ୍ଟିଭ ସିଷ୍ଟମ ଉପରେ ପ୍ରଭାବ ପକାଇବା ସହ ହରମୋନ ଓ ଅଣ୍ଡା ସୃଷ୍ଟି କରିବାରେ ଗୁରୁତର ସମସ୍ୟା ସୃଷ୍ଟି କରିଥାଏ ।

Bhubaneswar
ଭୁବନେଶ୍ୱରରେ ବୀଭତ୍ସ ହତ୍ୟା; ମହିଳାଙ୍କୁ ଛୁରି ଭୁସି ହତ୍ୟା କଲେ ଦୁର୍ବୃତ୍ତ

ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପରିବାର ସହ ମୃତ ମହିଳା କ୍ରିଷ୍ଣାପୁରୀ କଲୋନୀରେ ରହୁଥିଲେ । ଗୋଠପାଟଣା ବଜାରରେ ସେ ଏକ ଜଳଖିଆ ଦୋକାନ କରିଥିଲେ ।

IED blast
ନିର୍ବାଚନ ଡ୍ୟୁଟିବେଳେ ମାଓ ହିଂସା; ଫୁଟିଲା ପ୍ରେସର ମାଇନ, ଯବାନ ଗୁରୁତର

୨୦୬ କୋବ୍ରା ବାଟାଲିୟନ ମାଓ ଦମନ ଅପରେସନ କଲାବେଳେ ଶ୍ରୀକାନ୍ତ ନାମକ ଜଣେ ଯବାନ ପ୍ରେସର ମାଇନ ଉପରେ ଗୋଡ଼ ପଡିବା ଯୋଗୁଁ ବିସ୍ପୋରଣ ହୋଇଥିଲା । ଗୁରୁତର ଯବାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Chhattisgarh election
ଭୋଟ୍‌ ଦେଉଛି ଛତିଶଗଡ଼; ମାଓ ଇଲାକାରେ ସ୍ୱତନ୍ତ୍ର ସୁରକ୍ଷାରେ ନେତା ବାଛୁଛନ୍ତି ଜନତା

ମାଓ ଇଲାକାର ମୋଟ ୧୨ଟି ନିର୍ବାଚନ ମଣ୍ଡଳୀରେ ୨୯୦୦ଟି ବୁଥ ହୋଇଛି । ଅତି ସମ୍ବେଦନଶୀଳ ଦେଢ ଶହ ବୁଥକୁ ହେଲିକପ୍ଟରରେ ପୋଲିଂ ଟିମ୍ ଯାଇ ପହଞ୍ଚିଛନ୍ତି ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।