• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

MP High Court
ଲିଭ୍ ଇନରେ ମଧ୍ୟ ଛାଡ଼ପତ୍ର, ବିବାହ ନକରିଥିଲେ ମଧ୍ୟ ଦେବାକୁ ପଡ଼ିପାରେ ଭତ୍ତା

ଲିଭ ଇନରେ ରହିବା ପରେ ଛାଡ଼ିଦେଲେ ବର୍ତ୍ତମାନ ମିଳିବ ଭରଣପୋଷଣ ଖର୍ଚ୍ଚ । ଜଣେ ପୁରୁଷଙ୍କ ସହ ରହୁଥିବା ଜଣେ ମହିଳା ଆଇନଗତ ଭାବରେ ବିବାହିତ ନଥିଲେ ମଧ୍ୟ ପୃଥକ ଭରଣପୋଷଣ ଖର୍ଚ୍ଚ ପାଇବାର ଅଧିକାର ଅଛି ବୋଲି କହିଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ ।

Politics
ବିଜେପି ଛାଡ଼ିଲେ ରଘୁନାଥ, ବଧୂ ନିର୍ଯ୍ୟାତନା ମାମଲାରେ ହୋଇଥିଲେ ଗିରଫ

ବିଜେପି ଛାଡ଼ିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିବା କହିଲେ ।

Election
ନିର୍ବାଚନକୁ କଳୁଷିତ କରିବାକୁ ଚୀନ କରୁଛି ହୀନ ଷଡ଼ଯନ୍ତ୍ର, ମାଇକ୍ରୋସଫ୍ଟ କଲା ଖୁଲାସା

ନିର୍ବାଚନକୁ କବଜାକୁ ନେଇପାରେ ଚୀନ । ଆଗକୁ ଭାରତରେ ସାଧାରଣ ନିର୍ବାଚନ ଆସୁଛି । ଏହାକୁ ଭ୍ରମିତ କରିବାକୁ ଖେଳ ଖେଳିପାରେ ଚୀନ । କୃତ୍ରିମ ବୁଦ୍ଧିମତା ସହାୟତାରେ ଭାରତର ନିର୍ବାଚନକୁ ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କରୁଛି ଚୀନ ।

Solar Eclipse
ଭାରତରେ ଦୃଶ୍ୟମାନ ହେବନି ସୂର୍ଯ୍ୟୋପରାଗ, ତଥାପି ଦେଖିବେ ଭାରତୀୟ; ଜାଣନ୍ତୁ କେମିତି

ଆସନ୍ତା ଏପ୍ରିଲ ୮ ତାରିଖରେ ଲାଗିବାକୁ ଯାଉଛି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ । ମା ଦୁର୍ଗାଙ୍କ ନବରାତ୍ରୀ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେଉଥିବା ବେଳେ ଏହାର ଦିନକ ପୂର୍ବରୁ ଲାଗିବାକୁ ଯାଉଛି ସୂର୍ଯ୍ୟୋପରାଗ ।

Heat wave
ଖରାତାତିର ତାଉରେ ଅସ୍ତବ୍ୟସ୍ତ ଜନଜୀବନ, ନିଆଁ ମାଡ଼ରେ ଅସୁସ୍ଥ ହେଲେଣି ୮

ରାଜ୍ୟରେ ତାତି ବଢିବା ସହ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ଅସୁସ୍ଥ ହେଲେଣି ୮ ଜଣ । ଅସୁସ୍ଥଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଅନୁଗୁଳରୁ ୫ ଜଣ ।

Earth Quake
ବିରଳ...ଷ୍ଟାଚ୍ୟୁ ଅଫ୍ ଲିବର୍ଟିକୁ ଛୁଇଁଲା ବଜ୍ରପାତ, ଭୂକମ୍ପ କାଟିଲା ୨୪୦ ବର୍ଷର ରେକର୍ଡ

ଦୁଇ ଦିନ ମଧ୍ୟରେ ନ୍ୟୁୟର୍କ ସିଟିରେ ଦୁଇଟି ବିରଳ ପ୍ରାକୃତିକ ଘଟଣା ଘଟିଯାଇଛି । ଗତ ଏପ୍ରିଲ୍ ୪, ୨୦୨୪ ରେ ଏକ ଭୟଙ୍କର ବଜ୍ରପାତ ହୋଇଥିଲା । ବଜ୍ରପାତଟି ନ୍ୟୁୟର୍କରେ ଥିବା ଷ୍ଟାଚ୍ୟୁ ଅଫ୍ ଲିବର୍ଟିକୁ ଛୁଇଁଥିଲା ।

Strict colleague
ବସ୍‌ଙ୍କୁ ପାନେ ଦେବାକୁ ଭଡ଼ାରେ ଗୁଣ୍ଡା ଆଣିଲେ ସହକର୍ମୀ, ମାରିଲେ ନିସ୍ତୁକ ମାଡ଼

ଏକ ଘରୋଇ ସଂସ୍ଥାର ଅଡିଟର ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ । ଗତ ଶୁକ୍ରବାରରେ ଆକ୍ରମଣ ହୋଇଥିଲା । ତେବେ ଏହି ଆକ୍ରମଣରେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିନେଇଛି ।

Growth rate
ଘରୋଇ ନିବେଶ ସହ ତାଳ ଦେଇ ବଢ଼ୁଛି ଭାରତର ଅଭିବୃଦ୍ଧି, ୨୦୨୪ରେ ୭.୫%

୨୦୨୪ରେ ଭାରତର ଅଭିବୃଦ୍ଧି ହାର ରହିବ ୭.୫ ପ୍ରତିଶତ । ଏଭଳି ଆକଳନ କରିଛି ୱାର୍ଲଡ ବ୍ୟାଙ୍କ । ଏହି ଆର୍ଥିକ ବର୍ଷରେ ଦକ୍ଷିଣ ଏସିଆରେ ୬ ପ୍ରତିଶତ ଅଭିବୃଦ୍ଧି ହେବ ।

Congress
କଂଗ୍ରେସରେ ଡିଲ୍ ଚାଲିଛି; ଟିକେଟ ନ ମିଳିବା ପରେ ଶିଶିର ଗମାଙ୍ଗଙ୍କ ଅଭିଯୋଗ

କଂଗ୍ରେସରେ ଚାଲିଛି ଡିଲ୍ । ଏମିତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଶିଶିର ଗମାଙ୍ଗ । ଶିଶିର ଗମାଙ୍ଗ କଂଗ୍ରେସର ନବରଙ୍ଗପୁର ଲୋକସଭା ଆସନ ପାଇଁ ଆଶାୟୀ ଥିଲେ । ଗତକାଲି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଆଶ୍ଚର୍ଯ୍ୟଚକିତ ଗମାଙ୍ଗ ପରିବାର ।

Arvind Kejriwal
ଜେଲ ଭିତରେ ଅସୁସ୍ଥ ଅଛନ୍ତି କେଜ୍ରିୱାଲ୍ ! ଓଜନ କମିଲାଣି ୪ କିଲୋ...

ଜେଲରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅସୁସ୍ଥ । କ୍ରମାଗତ ଭାବେ କେଜ୍ରିୱାଲଙ୍କ ଓଜନ ହ୍ରାସ ପାଉଥିବା ଜଣାପଡ଼ୁଛି । ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗିରଫ ହେବା ପରଠାରୁ କେଜରିୱାଲଙ୍କ ଓଜନ ପାଖାପାଖି ୪ କେଜି ହ୍ରାସ ପାଇଗଲାଣି ବୋଲି କୁହାଯାଉଛି ।

Girl Child
ଜନ୍ମ କଲା ଛୁଆକୁ ପୋଷ୍ୟ ସନ୍ତାନ ପାଇଁ ଦେଇଦେଲେ ଦମ୍ପତି, କହିଲେ ଛୁଆ ପାଳିବାକୁ ଆମ ପାଖରେ ସମୟ ନାହିଁ

କାମ ପ୍ରେସରର ଦ୍ୱାହି ଦେଇ ଜଣେ ଦମ୍ପତି ମାତ୍ର ୩ ମାସର ଶିଶୁକୁ ଲାଳନପାଳନ କେନ୍ଦ୍ରକୁ ଟେକି ଦେଇଛନ୍ତି । ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିନେବାକୁ ନିଜର ୩ ମାସର ଝିଅକୁ ଟେକି ଦେବା ଯେତିକି ଆଶ୍ଚର୍ଯ୍ୟକର, ସେତିକି ଘୃଣ୍ୟ ମଧ୍ୟ ।

Marriage
ଏମିତି ପରମ୍ପରା... ୬୩ ବର୍ଷୀୟ ବରକୁ ବାହା ହେଲେ ୧୨ ବର୍ଷୀୟ କନ୍ୟା

ବର ୬୩ କୁ କନ୍ୟା ୧୨ ବର୍ଷ । ଜଣେ ୬୩ ବର୍ଷୀୟ ପୁରୋହିତ ସହ ଜଣେ ୧୨ ବର୍ଷୀୟ ନାବାଳିକାର ବିବାହ ହେବା ପରେ ବିବାଦ ଦେଖାଦେଇଛି । ଏପରି ଘଟଣା ଘାନାରେ ଘଟିଛି ।

Vande Bharat Express
ପତ୍ନୀଙ୍କୁ ଛାଡ଼ିବାକୁ ଯାଇ ଲଗେଜ ରଖୁ ରଖୁ ଛାଡ଼ି ଦେଲା ଟ୍ରେନ, ଆଉ ତା’ପରେ ...

ପତ୍ନୀଙ୍କୁ ଛାଡ଼ିବାକୁ ଯାଇଥିଲେ । କିନ୍ତୁ ନିଜେ ରହିଗଲେ । ପତ୍ନୀଙ୍କର ଲଗେଜ ଲୋଡ୍ କରୁ କରୁ ଅଟୋମେଟିକ୍ ଡୋର୍ ବନ୍ଦ ହୋଇଗଲା । ଫଳରେ ପତ୍ନୀଙ୍କ ସ୍ୱାମୀ ମଧ୍ୟ ଟ୍ରେନ ମଧ୍ୟରେ ରହିଗଲେ ।

Saree Cancer
ଶାଢ଼ି ପିନ୍ଧିଲେ ହେବ କ୍ୟାନସର୍, ବୈଜ୍ଞାନିକ କଲେ ନୂଆ ଖୁଲାସା !

ସାଢ଼େ ପାଞ୍ଚରୁ ଛଅ ମିଟର ଲମ୍ବ ଏହି ପରିଧାନ ବସ୍ତ୍ର, ଭାରତୀୟ ନାରୀମାନଙ୍କର ଗର୍ବ ଓ ଗୌରବ । କିନ୍ତୁ ଆପଣମାନେ ଜାଣନ୍ତି କି, ଆମ ସମସ୍ତଙ୍କର ଅତିପ୍ରିୟ ଶାଢ଼ି କର୍କଟ ରୋଗର କାରଣ ହୋଇପାରେ ।

Ship
ବିଳମ୍ବ ହେଲା ବୋଲି ପଳାଇଲା ଜାହାଜ, ନିର୍ଜ୍ଜନ ଦ୍ୱୀପରେ ରହିଗଲେ ୮ଯାତ୍ରୀ

ଯାତ୍ରୀଙ୍କୁ ଛାଡ଼ି ଜାହାଜ ଫେରାର୍ । ପ୍ରାୟ ୮ ଜଣ ଯାତ୍ରୀଙ୍କୁ ଛାଡ଼ି ଦେଇ ପଳାଇଛି ଜାହାଜ । ଯାତ୍ରୀଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ଜଣେ ହୃଦଘାତ ରୋଗୀ ମଧ୍ୟ ରହିଛନ୍ତି । ଆଠ ଜଣ ଜାହାଜ ଯାତ୍ରୀ ଏକ ଆଫ୍ରିକୀୟ ଦ୍ୱୀପରେ ଫସି ରହିଥିବା...

Odisha Politics
ନିର୍ବାଚନ କମିଶନଙ୍କ କଡ଼ା ପଦକ୍ଷେପ, କ୍ଷମତା ଅପବ୍ୟବହାର ରୋକିବାକୁ ଜିଲ୍ଲାପାଳ-SPଙ୍କୁ ବଦଳି

ରାଜ୍ୟର ମୋଟ ୮ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ । ତୁରନ୍ତ ବଦଳି କରିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ ।

Share Market
୩୦ ବର୍ଷରେ ୭୫୦ ଗୁଣ ବୃଦ୍ଧି, କିଣିଥିଲେ ୫୦୦ରେ, ଏବେ ଦାମ୍ ୪ଲକ୍ଷ !

କିଣିଥିଲେ ୫୦୦ ଟଙ୍କାରେ, କିନ୍ତୁ ବର୍ତ୍ତମାନ ବିକ୍ରି କଲେ ହେବ ୩ ଲକ୍ଷ ୭୫ ହଜାର । ଜଣେ ବ୍ୟକ୍ତି ୧୯୯୪ ମସିହାରେ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୫୦୦ ଟଙ୍କାର ସେୟାର କିଣିଥିଲେ । ବର୍ତ୍ତମାନ ୩୦ ବର୍ଷ ପରେ ଏହି ସେୟାରଗୁଡ଼ିକ ବଢ଼ି ବଢ଼ି ପାଖାପାଖି ୪...

Baba Ramdev
ବିଭ୍ରାନ୍ତିକର ବିଜ୍ଞାପନ ମାମଲା: ସୁପ୍ରିମକୋର୍ଟଙ୍କ ନିକଟରେ ରାମଦେବଙ୍କ ନିସର୍ତ୍ତ କ୍ଷମା ପ୍ରାର୍ଥନା

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ରାମଦେବଙ୍କୁ ବାଜିଲା ସୁପ୍ରିମକୋର୍ଟଙ୍କ ଛାଟ । ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ଅଭିଯୋଗରେ ସୁପ୍ରିମକୋର୍ଟ, ବାବା ରାମଦେବଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

BJP Candidate
ଓଡ଼ିଶା ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା BJP, ସିଦ୍ଧାନ୍ତ-ଆକାଶଙ୍କୁ ମିଳିଲା ଟିକେଟ

ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ୧୧୨ ଟି ବିଧାନସଭା ସିଟ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବରୁ ସମସ୍ତ ଲୋକସଭା ସିଟ ପାଇଁ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ଆଜି ୧୧୨ ବିଧାନସଭା ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।

Bengal storm
ପଶ୍ଚିମବଙ୍ଗରେ ଭୟଙ୍କର ଘୂର୍ଣ୍ଣିଝଡ଼; ୫ ମୃତ, ୩ଶହରୁ ଊର୍ଦ୍ଧ୍ୱ ଆହତ

ପଶ୍ଚିମବଙ୍ଗରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଶହ ଜଣ ଗୁରୁତର ଆହତ ହୋଇଛନ୍ତି । ଜଲପାଇଗୁଡ଼ି ଜିଲ୍ଲାରେ ଏହି ଅଘଟଣ ଘଟିଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।