ଛାତିକୁ ଥରାଇ ଦେବା ଭଳି ଏ ଘଟଣା । ଘରେ ପଶିଲା...ଲୁଟ ପାଇଁ ହତ୍ୟା ଉଦ୍ୟମ କଲା । ସୁନା ଚେନ ଲୁଟିବା ପାଇଁ ହତ୍ୟା ଉଦ୍ୟମ । ବେକରେ ଗାମୁଛା ଗୁଡ଼ାଇ ଜଣେ ବୟସ୍କା ମହିଳାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।
ନୋମିନି ରଖିଲେନି ବୋଲି ମାରିଦେଲା । ନିଜେ ବେକାର ଥିଲା କିନ୍ତୁ ଅଫିସର ସ୍ତ୍ରୀକୁ ମାରିଦେଲା । କେବଳ ଏତିକି ନୁହେଁ, ପ୍ରମାଣ ନଷ୍ଟ କରିବାକୁ ଯାଇ ଦୁନିଆ ମିଛସତ କହି ପୋଲିସକୁ ଭୁତାଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ଶେଷରେ ଧରା ପଡ଼ିଲା ।
ବ୍ରହ୍ମପୁର ସହରରେ ଟ୍ରାଫିକ ସମସ୍ୟାର ସମାଧାନ ଲାଗି ଗେଟ ବଜାର ଠାରେ ଏକ ଓଭରବ୍ରିଜ ନିର୍ମାଣ ଲାଗି ଓଡ଼ିଶା ଷ୍ଟେଟ ବିଲଡିଂ କର୍ପୋରସେନ ସାନି ଟେଣ୍ଡର ଆହ୍ୱାନ କରିଛି । ୨ବର୍ଷ ଭିତରେ କାମ ଶେଷ କରିବାକୁ ଟେଣ୍ଡରରେ ଉଲ୍ଲେଖ ରହିଛି ।
ଆରବ ସାଗର ଓ ଆଡେନ ଉପସାଗରରେ ଭାରତୀୟ ନୌସେନାର ଦବଦବା । ପାକିସ୍ତାନୀ ବୋଟ୍ ଓ ୧୯ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଭାରତୀୟ ନୌସେନା ।
ସବୁ କଳ୍ପନାଜଳ୍ପନା ପରେ ଓଡ଼ିଶା ଜଙ୍ଗଲରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ନାଇଟ ସଫାରୀ । ଚନ୍ଦକା- ଡମପଡ଼ା ଅଭୟାରଣ୍ୟରେ ଆରମ୍ଭ ହୋଇଛି ନାଇଟ୍ ସଫାରୀ ।
ଶୀତ । ଉପାନ୍ତରୁ ଉପକୂଳ ସବୁଠି ଖସିଛି ପାରଦ । ତା ସାଙ୍ଗକୁ ଘନକୁହୁଡ଼ି ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଛି ।
ଗତକାଲି ବିଳମ୍ବିତ ରାତିରେ ବାସଭବନ ଛାଡ଼ିବା ପୂର୍ବରୁ ହେମନ୍ତଙ୍କର ଏକ ବିଏମଡବ୍ଲୁ କାର ଓ କିଛି ଡକ୍ୟୁମେଣ୍ଟ ଥିବା ଏକ ବ୍ୟାଗ ଜବତ କରି ନେଇଥିଲେ । ସୋରେନ ଘରେ ନ ଥିବାରୁ ଇଡି ଅଧିକାରୀମାନେ ପ୍ରାୟ ୧୩ ଘଣ୍ଟା ବାହାରେ ଜାଗି ରହିଥିଲେ ।
ସେ ମୃତ୍ୟୁର ଗନ୍ଧ ବାରି ସାରିଥିଲେ । କିନ୍ତୁ ତାଙ୍କ ଉପରେ ନ୍ୟସ୍ତ ଥିଲା ୫୦ରୁ ଅଧିକ ଜୀବନ । କେମିତି ବା ମୃତ୍ୟୁ କବଳରେ ପଡ଼ି ଥାଆନ୍ତେ । ନିଜେ ଚାଲିଯିବା ଆଗରୁ ବଞ୍ଚାଇ ଦେଇଗଲେ ୫୦ରୁ ଜୀବନ ।
ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୭୬ ତମ ତିରୋଧାନ ଦିବସ । ଏହି ଅବସରରେ ସାରାଦେଶ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ସକାଳୁ ସକାଳୁ ରାଜଘାଟରେ ଗାନ୍ଧିଜୀଙ୍କ ସ୍ମୃତିଚାରଣ ସହ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବହୁ ବରିଷ୍ଠ ନେତା ।
ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରକୁ ନିସ୍ତୁକ ମାଡ ମାରିଲେ ସମ୍ପର୍କୀୟ ।
କ୍ୟାବିନେଟ ବୈଠକରେ ଆଦିବାସୀ ଜମି ବିକ୍ରି ଆଇନ ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର । ପ୍ରସ୍ତାବିତ ସଂଶୋଧନକୁ ପ୍ରତ୍ୟାହାର ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଗତ ନଭେମ୍ବର ୧୪ରେ ଏନେଇ କ୍ୟାବିନେଟରେ ପ୍ରସ୍ତାବ ଆସିଥିଲା ।
ତପ୍ତପାଣିରେ ଉଷ୍ଣପ୍ରସବଣ ମା କନ୍ଧୁଣୀ ଦେବୀଙ୍କ ପୀଠ। ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର କୁହାଯାଉ ଥିବା ଏହି ପୀଠ ବ୍ରହ୍ମପୁର ସାନଖେମୁଣ୍ଡି ବ୍ଲକ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ଅବସ୍ଥିତ ।
‘ଛାତ୍ରଛାତ୍ରୀ ହେଉଛନ୍ତି ମୋ ଜୀବନ। ସେଥିପାଇଁ ମୋ ଜୀବନକୁ ମୁଁ ସରଶ ସୁନ୍ଦର କରିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛି।‘ ପିଲା ମାନଙ୍କୁ ପାଠ ପଢ଼ା ପ୍ରତି ଆକୃଷ୍ଟ କରିବାକୁ ନାଚ, ଗୀତ. ଗପ ଓ ଅଭିନୟ କରୁଛନ୍ତି ଦୀପକ କୁମାର ଦାସ। ସମସ୍ତେ ତାଙ୍କୁ ଅଞ୍ଚଳରେ ଦୀପକ...
ବାର୍ଷିକ ପରୀକ୍ଷା ପାଖେଇ ଆସିଲାଣି । ହେଲେ ନୂଆଡିହି ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ପିଲାଙ୍କୁ ମିଳିନି ଇଂରାଜୀ ବହି ।
ଶିମିଳିପାଳକୁ କ ଜାତୀୟ ଉଦ୍ୟାନ ମାନ୍ୟତା କେବେ । ଜାତୀୟ ଉଦ୍ୟାନ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ପକ୍ଷରୁ ଗତ ଜାନୁଆରୀ ୪ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯିବା ପରେ କୁହାଯାଉଛି ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ହସ୍ତକ୍ଷେପ ପରେ ଏହି ବିଜ୍ଞପ୍ତିକୁ ପୁଣି ସ୍ଥଗିତ କରାଯାଇଛି ।
ଅଯୋଧ୍ୟାରେ ଭଗବାନ ରାମ, ରାମଲଲ୍ଲା ବା ବାଳକ ଭାବେ ପୂଜା ପାଉଛନ୍ତି। ହେଲେ ଆମ ଭାରତରେ ଖାଲି ଭଗବାନ ରାମ ନୁହଁନ୍ତି। ଭଗବାନ କୃଷ୍ଣ ମଧ୍ୟ ବାଳକ ରୂପେ ପୂଜା ପାଆନ୍ତି। ହେଲେ କେଉଁଠି ଆପଣ ଭିଡିଓ ଦେଖିଲେ ଜାଣିପାରିବେ..
ଆଵାସ ଯୋଜନା ତାଲିକାରେ ନାଁ ଥାଇ ବି ମିଳୁନାହିଁ ପକ୍କା ଘର । ଥିଲା ବାଲାଙ୍କୁ ମିଳୁଛି ଆଵାସ, ନଥିଲା ବାଲା ଏଠି ରହୁଛନ୍ତି ମାଟି କାନ୍ଥ ଓ ଚାଳ ଛପର ଘରେ।
ଅସମ୍ଭାଳ ଶୀତ ରାତିରେ ଦେହ ଥରୁଛି ଦାନ୍ତକୁ ଦାନ୍ତ ବାଡ଼େଇ ହେଉଛି । ହେଲେ ମଣିଷ କରିବ ତ କଣ କରିବ ? ରାସ୍ତା କଡ଼େ ଜୀବନ ଜିଇଁବାକୁ ହିଁ ପଡ଼ିବ ।
ରାଜ୍ୟରେ ଜାରି ରହିଛି ଶୀତ ଲହରି । ଅଧିକାଂଶ ସ୍ଥାନରେ ୧୫ ଡିଗ୍ରୀ ତଳେ ପାରଦ ରହିଛି । ଦୁଇ ଦିନ ପରେ ରାତି ପାରଦ ଆହୁରି ୨ରୁ ୩ ଡିଗ୍ରୀ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
କୋରାପୁଟ ସହରରେ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ପୁଣି ଦେଖାଦେଇଛି କେଁ । ପୂର୍ବରୁ ଜାଗା ଚିହ୍ନଟ ଓ ଜମି ଅଧିଗ୍ରହଣ ପାଇଁ ପ୍ରକଳ୍ପ ଆରମ୍ଭରେ ବିଳମ୍ବ ହୋଇଥିଲା । ଏବେ ପୁଣି ଜମିର ମୂଲ୍ୟ ନିର୍ଦ୍ଧାରଣ ପାଇଁ ଏହି ପ୍ରକଳ୍ପର ଭାଗ୍ୟ ଅନଶ୍ଚିତତା ଭିତରକୁ ଠେଲି...