ସଜେଇ ହୋଇଛି ଅଗ୍ନି, ବ୍ରହ୍ମୋସ୍, ଆକାଶ ଭଳି ଇତିହାସ ରଚିଥିବା ମିସାଇଲ । ବିକଶିତ ଭାରତର ସ୍ୱପ୍ନ ପୂରଣ ପାଇଁ ପରମାଣୁ ଏବଂ ପଦାର୍ଥ ବିଜ୍ଞାନ ସଂପର୍କରେ ଚାଲିଛି ଆଲୋଚନା । ଫକୀରମୋହନ ବିଶ୍ଵ ବିଦ୍ୟାଳୟରେ ଅନୁଷ୍ଠିତ ହଇଛି ଓଡ଼ିଶା ଫିଜିକାଲ୍ ସୋସାଇଟିର ବାର୍ଷିକ ସମ୍ମିଳନୀ ।
Published By: Swadesi Megha Mallhar Prusty
Last updated: 11 February 2024, 10:54 AM IST
ପେଟ୍ରୋଲ ଅଧିକ ଜ୍ୱଳନଶୀଳ ପଦାର୍ଥ ଅଟେ । ସାମାନ୍ୟ ନିଆଁ ପାଖକୁ ଗଲେ ଏହା ଜଳିଉଠେ । ତେଣୁ ଏପରି ଖରାଗରମରେ କାରର ଫୁଏଲ ଟ୍ୟାଙ୍କ ଯୋଗୁ ବିପଦର ଆଶଙ୍କା ରହିବା ସ୍ୱାଭାବିକ । ତେବେ ଏହି ଫୁଏଲ ଟ୍ୟାଙ୍କ ଯୋଗୁ କାର ପ୍ରତି କେତେ ବିପଦ ରହିଛି ଆସନ୍ତୁ ଜାଣିବା ।