#ପଡ଼ୋଶୀଙ୍କ_ମଙ୍ଗଳ_କାମନା_କରି_ହୁଏ_ପୂଜା
କାହା ପାଟିରେ ମନ୍ଦାର ଫୁଲ ତ କାହା ପାଟିରେ ଦୁବଘାସ । ପାଟି ବନ୍ଦ କରି ପଣତ କାନିରେ ଦୁଆରରୁ ଦୁଆର ମୁହଁ ନ ଫିଟାଇ ଚାଲିଛି ଭିକ୍ଷା ଗ୍ରହଣ । ଆଉ ଏମିତି ଆଠ ଦୁଆରୁ ଆଠ ମୁଠା ଚାଉଳ ସଂଗ୍ରହ ପରେ ଗାଁ ମୁଣ୍ଡରେ ମା ବୁଢ଼ୀ ମଙ୍ଗଳାଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା । ଆଉ ଏହି ପୂଜାର ଉଦ୍ଦେଶ୍ୟ ହେଉଛି ନିଜ ପଡ଼ୋଶୀଙ୍କ ମଙ୍ଗଳକାମନା ।
Published By: Swadesi Megha Mallhar Prusty
Last updated: 11 February 2024, 11:02 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।