Advertisment

ପଡ଼ୋଶୀଙ୍କ ମଙ୍ଗଳ କାମନା କରି ହୁଏ ପୂଜା

କାହା ପାଟିରେ ମନ୍ଦାର ଫୁଲ ତ କାହା ପାଟିରେ ଦୁବଘାସ । ପାଟି ବନ୍ଦ କରି ପଣତ କାନିରେ ଦୁଆରରୁ ଦୁଆର ମୁହଁ ନ ଫିଟାଇ ଚାଲିଛି ଭିକ୍ଷା ଗ୍ରହଣ ।

author-image
Swadesi Megha Mallhar Prusty

#ପଡ଼ୋଶୀଙ୍କ_ମଙ୍ଗଳ_କାମନା_କରି_ହୁଏ_ପୂଜା
କାହା ପାଟିରେ ମନ୍ଦାର ଫୁଲ ତ କାହା ପାଟିରେ ଦୁବଘାସ । ପାଟି ବନ୍ଦ କରି ପଣତ କାନିରେ ଦୁଆରରୁ ଦୁଆର ମୁହଁ ନ ଫିଟାଇ ଚାଲିଛି ଭିକ୍ଷା ଗ୍ରହଣ । ଆଉ ଏମିତି ଆଠ ଦୁଆରୁ ଆଠ ମୁଠା ଚାଉଳ ସଂଗ୍ରହ ପରେ ଗାଁ ମୁଣ୍ଡରେ ମା ବୁଢ଼ୀ ମଙ୍ଗଳାଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା । ଆଉ ଏହି ପୂଜାର ଉଦ୍ଦେଶ୍ୟ ହେଉଛି ନିଜ ପଡ଼ୋଶୀଙ୍କ ମଙ୍ଗଳକାମନା ।

Advertisment
Odisha Locals
Advertisment
Advertisment