/odishatv-khabar/media/post_attachments/uploadimage/library/16_9/16_9_0/Panchang_1707617011.jpg)
Panchang
ସୌର ମକର ମାସ ମାଘ ଶୁକ୍ଳପକ୍ଷ । ଇଂରାଜୀରେ ୧୧ତାରିଖ ରବିବାର ଚନ୍ଦ୍ର- କୁମ୍ଭ ଅହୋରାତ୍ର ତିଥି- ୨ୟା ରାତ୍ରି ୦୯.୦ ଗତେ ୩ୟା ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୯.୦୯ ଗତେ ୧ ପାଦ- କୃଷିହାନି-ଭୂମିଦାନ ସନ୍ଧ୍ୟା ୦୫.୩୯ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ
ଶୁଭ ସମୟ
ପ୍ରାତଃ-୦୬.୨୧ ରୁ୧୦.୦୭
ଦିବା-୦୧.୨୫ ରୁ ୦୧.୫୪
ସନ୍ଧ୍ୟା-୦୬.୩୦ ରୁ ୦୯.୦୩
ରାତ୍ରି- ୧୨.୨୬ ରୁ ୦୧.୩୫
ରାତ୍ରି-୦୩.୧୧ ରୁ ୦୨.୦୭
ରାତ୍ରି-୦୨.୫୮ ରୁ ୦୩.୪୯
ଅଶୁଭ ସମୟ
ରାହୁକାଳ - ଦିବା ୦୪.୧୫ ରୁ ୦୫.୪୦
କାଳବେଳା- ଦିବା ୧୨.୦୦ ରୁ ୦୧.୨୫
ବାରବେଳା- ଦିବା ୧୦.୩୬ ରୁ ୧୨.୦୦
କାଳରାତ୍ରି- ରାତ୍ରି ୦୧.୩୫ ରୁ ୦୩.୧୧
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)