• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Rahul Narwekar
ପ୍ରଥମ ଅଗ୍ନି ପରୀକ୍ଷାରେ ପାସ୍‌ କଲେ ସିନ୍ଦେ, ନର୍ବେକର ହେଲେ ବାଚସ୍ପତି

ନିର୍ବାଚନରେ ରାହୁଲ ନାର୍ବେକରଙ୍କୁ ୧୬୪ ଓ ରାଜନ ସାଲ୍‌ଭିଙ୍କୁ ୧୦୭ ଖଣ୍ଡ ଭୋଟ୍ ମିଳିଥିଲା । ଏହି ନିର୍ବାଚନରେ ସମାଜବାଦୀ ପାର୍ଟିର ୨ ବିଧାୟକ କାହାରିକୁ ଭୋଟ୍ ଦେଇ ନାହାନ୍ତି ।

Swadheen Gaud
ପୁଣି ଏକ ନମ୍ବର ରାଙ୍କ କବ୍‌ଜା କଲେ ସ୍ୱାଧୀନ ଗୌଡ଼

ସେ ପୂର୍ବରୁ ସାରା ଓଡ଼ିଶାରେ ୧ ନମ୍ବର ରାଙ୍କରେ ରହିଥିବା ବେଳେ ଏଥର ମଧ୍ୟ ସେ ନିଜର ଶୀର୍ଷ ସ୍ଥାନ ଅକ୍ତିଆର କରି ରଖିଛନ୍ତି ।

Snake
ସାପ ପାଟିରୁ ବାହାରିଲା ୮ଟି ଗୋଟା କୁକୁଡ଼ା ଅଣ୍ଡା ! ଦେଖନ୍ତୁ ଭିଡିଓ..

ମୟୂରଭଂଜ ଜିଲ୍ଲା ଖୁଣ୍ଟା ବନାଞ୍ଚଳ କହ୍ନାଇବନ୍ଧ ଗାଁରୁ ଉଦ୍ଧାର ହୋଇଛି ଏକ ବିରାଟ ଚମ୍ପା ନାଗ ।

Bihar train
ଯାତ୍ରୀବାହୀ ଟ୍ରେନ୍‌ରେ ଲାଗିଲା ନିଆଁ, ହେଲେ ଜଣାପଡ଼ିନି କାରଣ.. ଦେଖନ୍ତୁ ଭିଡିଓ

ନିଆଁ ଲାଗିବାର କାରଣ ଅସ୍ଫଷ୍ଟ ରହିଥିବା ବେଳେ ଘଟଣାଟିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

Snake Bite Treatment
ସାପ କାମୁଡ଼ିଲେ ଡାକ୍ତରଖାନା ନୁହେଁ, ଶିବ ମନ୍ଦିର ଯାଉଛନ୍ତି ଲୋକେ

ଆଜି ବି ସମାଜରୁ ହଟିନି ଅନ୍ଧବିଶ୍ୱାସ । ନାବାଳକକୁ ସାପ କାମୁଡିବାରୁ ଗୁଣିଗାରେଡିର ନେଲେ ସାହାରା ।

Tina Dabi
ଚର୍ଚ୍ଚିତ IAS ଟିନା ଡାବିଙ୍କ ପୂର୍ବତନ ସ୍ୱାମୀ IAS ଆଥର୍ ଆମୀର କରିବେ ଦ୍ୱିତୀୟ ବିବାହ

ଡାକ୍ତର ମେହରାନା କାଜିଙ୍କୁ ବିବାହ କରିବେ ଆଥର୍ । ଟିନା ଡାବି ଓ ଆଥରଙ୍କ ହୋଇଛି ବିବାହ ବିଚ୍ଛେଦ ।

Uddhav- sinde
ଜୋରଦାର ହେବ ବିଧାନସଭା ବାଚସ୍ପତି ଲଢ଼େଇ

ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ନାମ ଘୋଷଣା କରିଛି ମହା ବିକାଶ ଅଗାଡି । ବିଜେପି ବିଧାୟକ ରାହୁଲ ନର୍ଭେକରଙ୍କ ବିପକ୍ଷରେ ଶିବସେନା ବିଧାୟକ ରାଜନ ସାଲଭିଙ୍କୁ ପ୍ରାର୍ଥୀ କରାଯାଇଛି ।

420 Tahasildar
ବାଡ଼ ଯଦି ଫସଲ ଖାଏ, ଆଉ ତହସିଲଦାର ଯଦି କରନ୍ତି ଜମି ଚୋରି ! ତେବେ କ’ଣ ହେବ ?

ବଲାଙ୍ଗିର ସହର ଉପକଣ୍ଠ ଧୂମମରା ଗାଁରେ ଥିବା ଆଦର୍ଶ ବିଦ୍ୟାଳୟ ପଛକୁ ଲାଗି ରହିଥିବା ଏକ ମୂଲ୍ୟବାନ ଜମିର ପ୍ରକୃତ ମାଲିକ ହେଉଛନ୍ତି ଧୁମାମରା ଗାଁର ହର୍ଷ ଷାଣ୍ଡ ।

Srimandir
ଶ୍ରୀଗୁଣ୍ଡିଚା ରୋଷଘର ଚୁଲି ଭାଙ୍ଗିଲା କିଏ ?

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କିନ୍ତୁ ଚୁଲି ଭଙ୍ଗା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି କୌଣସି ଚୁଲି ଭଙ୍ଗାଯାଇ ନାହିଁ । ବ୍ୟକ୍ତିଗତ ବିବାଦରୁ ଏଭଳି ଅଭିଯୋଗ ଆସିଥାଇପାରେ ।

Niranjan Pujari
ବଜେଟ୍ ୨୦୨୨; ମଧ୍ୟାହ୍ନ ଭୋଜନ ପାଇଁ ୮୫୧ କୋଟି, ବ୍ୟାଗ୍-ୟୁନିଫର୍ମ ପାଇଁ ୧୯୩ କୋଟି

ରାସ୍ତାଘାଟ ରକ୍ଷଣାବେକ୍ଷଣ ପାଇଁ ୨୯୭୦ କୋଟି ବିନିଯୋଗ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଜୁ ଏକ୍ସପ୍ରେସ ୱେ ପାଇଁ ୩ ଶହ କୋଟିର ବ୍ୟୟବରାଦ ପ୍ରସ୍ତାବ କରାଯାଇଛି ।

Haladhar Naga
ରଥଯାତ୍ରାରେ ରାଗଚଣା ବିକିଲେ ପଦ୍ମଶ୍ରୀ ହଳଧର ନାଗ

ରାଗଚଣା ଖାଇବାକୁ ଲାଗିଲା ବହୁଲୋକଙ୍କ ଭିଡ଼ । କୌଣସି କାମ ଛୋଟ ନୁହେଁ, ବାର୍ତ୍ତା ଦେଲେ ହଳଧର ।

Niranjan Pujari
ମୌସୁମୀ ଅଧିବେଶନରେ ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ୍, ୨ ଲକ୍ଷ କୋଟିର ବ୍ୟୟ ଅଟକଳ

କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି ବ୍ୟୟବରାଦ କରାଯାଇଛି ।

Mamata Banerjee
ଦ୍ରୌପଦୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱ ନେଇ ବଦଳିଲା ମମତାଙ୍କ ସ୍ୱର

ଜଣେ ମହିଳା ହିସାବରେ ଦ୍ରୌପଦୀଙ୍କ ପାଇଁ ଭାବନା ରହିଛି । ସମ୍ଭାବିତ ପ୍ରାର୍ଥୀ ନେଇ ଆଦୌ ଚର୍ଚ୍ଚା କରିନି ବିଜେପି ।

Ratha Jatra
ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଅଫତାବ୍‌ ହୁସେନଙ୍କ ଉଦ୍ୟମରେ ହେଲା ରଥଯାତ୍ରା

କରୋନା କଟକଣା ହଟିବା ପରେ ଇଟାମାଟିରେ ଅଫତାବଙ୍କ ଉଦ୍ୟମରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରାଯାଇଥିଲା ।

unmanned combat aircraft
ଏଥର ଆହୁରି ଡରିବେ ପାକିସ୍ତାନ-ଚୀନ ! ବିନା ପାଇଲଟରେ ଉଡ଼ିଲା ଯୁଦ୍ଧ ବିମାନ, ଦେଖନ୍ତୁ ଭିଡିଓ..

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଟୋନୋମସ ଫ୍ଲାଇଙ୍ଗ୍ ୱିଙ୍ଗ ଡେମନଷ୍ଟ୍ରେଟର ଟେକନଲୋଜିର ସଫଳ ପରୀକ୍ଷଣ ପାଇଁ ଡିଆରଡିଓକୁ ଧନ୍ୟବାଦ ଦେଇଛନ୍ତି ।

Ratha Jatra
ଘୋଷଯାତ୍ରାରେ କେତେ ଭାବ, କେତେ ଭଙ୍ଗୀ; ରଥାରୁଢ଼ ମହାପ୍ରଭୁଙ୍କ ଦର୍ଶନରେ କୃତ୍ୟ କୃତ୍ୟ ଭକ୍ତ

ନୃତ୍ୟ-ସଂକୀର୍ତ୍ତନରେ ବିଭୋର ହୋଇଗଲେ ଶ୍ରଦ୍ଧାଳୁ । ଭକ୍ତଙ୍କ ସେବା କରି ସ୍ୱେଛାସେବୀ ଲଭିଲେ ଆତ୍ମସନ୍ତୋଷ ।

Ketaki Chitale
ଜେଲ୍‌ରୁ ମୁକୁଳିଲେ କେତକୀ, ବାହାରିବା ପରେ ଦେଲେ ବିସ୍ଫୋରକ ବୟାନ

କେତକୀଙ୍କ ବ୍ୟତୀତ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ୨୩ ବର୍ଷୀୟ ଫାର୍ମାସୀ ଛାତ୍ର ନିଖିଲ ଭାମରେ ମଧ୍ୟ ଗିରଫ ହୋଇଥିଲେ। ତାଙ୍କ ବିରୋଧରେ ୬ଟି ମାମଲା ରୁଜୁ କରାଯାଇଛି।

Ratha Jatra
ରାଜ୍ୟ ଓ ରାଜ୍ୟ ବାହାରେ ବି ଗଡ଼ିଲା ରଥ, ଅହମ୍ମଦାବାଦ-କୋଲକାତା-ହାଇଦ୍ରାବାଦରେ ରଥଟଣା

ହାଇଦ୍ରାବାଦରେ ରଥଯାତ୍ରାରେ ସାମିଲ ହେଲେ ବୈଜୟନ୍ତ । ଚିଲିକାରେ ନୌକାରେ ନିର୍ମିତ ରଥରେ ଠାକୁରଙ୍କ ଜଳଯାତ୍ରା ।

Ratha Jatra
ଘୋଷଯାତ୍ରାରେ ମହାବାହୁ, ସଂଧ୍ୟା ପୂର୍ବରୁ ଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ

ପ୍ରାୟ ୧୨ଟା ୩୮ରେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଗୁଣ୍ଡିଚା ଅଭିମୁଖେ ଟାଣିନେଇଥିଲେ ଭକ୍ତ । ଏହା ପରେ ମା’ ସୁଭଦ୍ରାଙ୍କ ଦେବଦଳନ ଆଉ ଶେଷରେ ଘର୍‌ଘର୍‌ନାଦରେ, ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ବଡ଼ଦାଣ୍ଡରେ ଗଡ଼ିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ।

Corona
ରାଜ୍ୟରେ ବଢ଼ୁଛି ସଂକ୍ରମଣ ! ସତର୍କ ରହିବାକୁ ପରାମର୍ଶ

ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ହଜାର ୬୦୨କୁ ବୃଦ୍ଧି । ସୁସ୍ଥ ହେଲେଣି ୪ କୋଟି ୨୮ ଲକ୍ଷ ୮ ହଜାର ୬୬୬ ଆକ୍ରାନ୍ତ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।