• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Draupadi murmu
ହରଡ଼ଘଣାରେ କଂଗ୍ରେସ ! ଅଜୟ କୁମାରଙ୍କ ବୟାନ୍‌ ଦଳ ପାଇଁ ସାଜିଲା କାଳ

ଭଦ୍ରକ, ରାଉରକେଲା, କେନ୍ଦୁଝରରେ ବି ତୀବ୍ର ହୋଇଛି ପ୍ରତିବାଦର ସ୍ୱର । ସବୁଠି ଗୋଟିଏ ଦାବି, ଅଶାଳୀନ ମନ୍ତବ୍ୟ ପାଇଁ କ୍ଷମା ମାଗ ନଚେତ୍ ଆଗକୁ ତୀବ୍ର ହେବ ଆନ୍ଦୋଳନ ।

Dhanus
ଧନୁଷଙ୍କ ନୂଆ ହଲିଉଡ୍ ଫିଲ୍ମ ! ବଡ଼ ଷ୍ଟାରମାନଙ୍କୁ ନିର୍ଧୁମ ମାଡ଼ର ଜବରଦସ୍ତ ଟ୍ରେଲର, ଦେଖନ୍ତୁ ଭିଡିଓ..

ଜବରଦସ୍ତ ଫାଇଟିଂ ସିନ୍‌ରେ ଧନୁଷଙ୍କୁ ଦେଖିବାକୁ ମିଳିବ । ତେବେ ଅନ୍ୟମାନଙ୍କ ଭଳି ତାଙ୍କ ଅଭିନୟ ମାତ୍ର କିଛି ମିନିଟ୍‌ ପାଇଁ ନା ବଡ଼ ରୋଲ ପାଇଛନ୍ତି । ତାର ସ୍ପଷ୍ଟ ସୂଚନା ନାହିଁ ।

Amitabh Bachchan
ଖୁବ୍‌ଶୀଘ୍ର ‘କୌନ ବନେଗା କରୋଡ଼ପତି ୧୪’, ଅମିତାଭଙ୍କ ସହ ନଜର ଆସିବେ ଅମିର

ରିପୋର୍ଟ ଅନୁଯାୟୀ, ଅମିର ଖାନଙ୍କୁ ପ୍ରଥମ ଏପିସୋଡରେ ଦେଖିବାକୁ ମିଳିବ । ସେ ତାଙ୍କର ଆଗାମୀ ଫିଲ୍ମ ଲାଲ ସିଂ ଚଡ୍ଡାକୁ ପ୍ରମୋଟ୍ କରିବାକୁ ଆସୁଛନ୍ତି ।

Dipika Padukone
ଦେଖିବାକୁ ଅବିକଳ ଦୀପିକା ପାଦୁକୋନ, ରଣବୀର ଦେଖିଲେ ବି ଚିହ୍ନି ପାରିବେନି

ବିଶ୍ୱରେ ଏକା ଭଳି ଦେଖାଯାଉଥିବା ପ୍ରାୟ ୭ ଜଣ ଲୋକ ରହିଥାନ୍ତି । ଅର୍ଥାତ ପ୍ରତ୍ୟେକ ଲୋକର ହମ୍‌ସକଲ ରହିଛନ୍ତି ।

Virat kohli
ଦଳରୁ ବାଦ୍ ପଡ଼ିଲେ କିଙ୍ଗ୍ କୋହଲି ! ହେଲେ କାରଣ କହୁନି BCCI

କୋହଲିଙ୍କୁ ବାଦ୍ ଦିଆଯାଇଛି ନା ବିଶ୍ରାମ ? ଆହତ କାରଣରୁ ବାଦ୍ ପଡ଼ିଛନ୍ତି କି କୋହଲି ?

Stone Mafia
ପଥର ଖାଦାନରୁ ବେଧଡ଼କ ପଥର ଚୋରି, ଦିନରେ ଶୂନ୍‌ଶାନ୍‌ ରାତିରେ ବ୍ଲାଷ୍ଟ

କଥାରେ ଅଛି ଚେଇଁ ଶୋଇଥିବ ଯିଏ, ତାକୁ ଉଠେଇବ କିଏ ? ବ୍ୟବସ୍ଥାର ଉଦାସୀନତା ପଛରେ ଏହାହିଁ ପ୍ରକୃତ କାରଣ କି ? ରାତିରେ ପଥର ଚୋରି ହେଉଥିବା ସମସ୍ତେ ଜାଣୁଥିଲେ ବି, ଏହାକୁ ରୋକିବାକୁ କାହିଁକି ସାହସ କରୁନି ପ୍ରଶାସନ ?

Special story
ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ଦେଶଛାଡି ମାଳଦ୍ୱୀପ ପଳାଇବା ପରେ ଆହୁରି ଉଗ୍ର ହୋଇଛି ଆନ୍ଦୋଳନ

ଦେଶରେ ସ୍ଥିତି ନିୟନ୍ତ୍ରଣ ଲାଗି ବିକ୍ରମସଙ୍ଘେ ଦେଶରେ ଜରୁରୀକାଳୀନ ସ୍ଥିତି ଜାରି କରିଛନ୍ତି ।

Fake Note
ମାଳ ମାଳ ନୋଟ୍ । ବିଡ଼ା ବିଡ଼ା ୫ ଶହ ଟଙ୍କିଆ ନୋଟ୍

ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ନୂଆ ଅଡ଼ାପଢ଼ା ଗାଁରୁ ମିଳିଛି ଫେକ୍‌ ନୋଟ୍ । ଆଉ ଏହି କଳାଧନ୍ଧା ଚଳାଇଥିବା ୨ ଅଭିଯୁକ୍ତଙ୍କୁ ଧରିଛି ପୋଲିସ । 

OPSC
OPSC ଆଶାୟୀଙ୍କ ଚିନ୍ତା ବଢ଼ିଲା, ଛୋଟିଆ ଭୁଲ ପାଇଁ ପରୀକ୍ଷାରୁ ବଞ୍ଚିତ

ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରିଲିମ୍, ମେନ୍ ଓ ଭାଇଭା ଭଳି ତିନିଟି ସ୍ତରରେ ପରୀକ୍ଷା ହୋଇଥାଏ । ବର୍ଷ ବର୍ଷ ଧରି ପିଲାମାନେ ଏଥିପାଇଁ ପ୍ରସ୍ତୁତି କରିଥାନ୍ତି ।

OPSC
୭ ହଜାର ୩୯ ଓଡିଶା ସିଭିଲ ସର୍ଭିସ ଆଶାୟୀ ଦେଇପାରିବେ ନାହିଁ ପ୍ରିଲିମ ପରୀକ୍ଷା

ଆବେନରେ ତ୍ରୁଟି ଯୋଗୁଁ ଏକକାଳୀନ ଏତେ ସଂଖ୍ୟକ ଆବେଦନକାରୀଙ୍କ ଦରଖାସ୍ତ ନାକଚ କରିଦେଇଛି ଓପିଏସ୍‌ସି । ଯାହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।

Corona
ସତ ହେଲା କି ସ୍ୱାସ୍ଥ୍ୟ ବିଭାଗର ଶଙ୍କା ? ରଥଯାତ୍ରା ପାଇଁ ଧାଏଁ କରି ବଢ଼ିଗଲା କି ସଂକ୍ରମଣ ?

ଗତ କିଛି ଦିନ ହେଲା ସଂକ୍ରମଣର ୫ଶହ ଟ୍ରେଣ୍ଡ ଜାରି ରହିଥିବାବେଳେ ଆଜି ହଠାତ୍ ଲମ୍ବା ଡିଆଁ ମାରି ପହଞ୍ଚିଛି ୭୪୩ରେ ।

Fake Note
ଓଡ଼ିଶାରେ ଗଣ୍ତା ଗଣ୍ଡା ନକଲି ନୋଟ କାରଖାନା ! ୧୦ ବର୍ଷରେ ୧୦ କୋଟି ଧରାପଡ଼ିଲାଣି

ଗତ ୧୦ ବର୍ଷ ଭିତରେ ଓଡ଼ିଶା ପୋଲିସ ଧରିଲାଣି ୧୦ କୋଟିରୁ ଅଧିକ ଟଙ୍କାର ଜାଲି ନୋଟ୍ । ୩୨୦ରୁ ଅଧିକ ଅଭିଯୁକ୍ତ ଧରାପଡ଼ିଛନ୍ତି । ୧୮୦ରୁ ଅଧିକ ମାମଲା ରୁଜୁ ହୋଇଛି ।

Corona
କେନ୍ଦ୍ରର ପୁଣି ଏକ ବଡ଼ ନିଷ୍ପତ୍ତି, ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କୁ ମାଗଣାରେ ଦିଆଯିବ ବୁଷ୍ଟର ଡୋଜ୍

ଜୁଲାଇ ୧୫ ତାରିଖରୁ ୭୫ଦିନ ଚାଲିବ ବୁଷ୍ଟର ଡୋଜ୍ ଅଭିଯାନ । ରଥଯାତ୍ରା ପରେ ସାଢ଼େ ୭ଶହ ମୁହାଁ ଦୈନିକ ସଂକ୍ରମଣ ।

mines
ନିଲାମ ହେବ ୧୫ଟି ଖଣି ଓ ୧୬ଟି ଲଘୁ ଖଣିଜ ବ୍ଲକ

ଗତବର୍ଷ ଠାରୁ ୨୧.୭୮ ପ୍ରତିଶତ ଅଧିକ ରାଜସ୍ୱ ସଂଗ୍ରହ ହୋଇଛି ବୋଲି କହିଛନ୍ତି ଖଣି ମନ୍ତ୍ରୀ ।

Ruchika Mohanty
ଆନ୍ଦୋଳନରୁ ଓହରିଲେ ରୁଚିକାଙ୍କ ମାଆ, ନ୍ୟାୟ ଦାବିରେ ଦେଲେ ଓଡ଼ିଶା ବନ୍ଦ ଡାକରା

ନ୍ୟାୟ ଦିଅ ନ୍ୟାୟ ଦିଅ ବୋଲି ଚିତ୍କାର କରି ପୋଲିସକୁ ଗୁହାରି ହେଉଥିଲେ ରୁଚିକାଙ୍କ ମାଆ । ହେଲେ ଶୁଣିବା ସ୍ଥିତିରେ ନଥିଲା ପୋଲିସ ।

Srilanka
ଖୁବ୍‌ଶୀଘ୍ର ଶ୍ରୀଲଙ୍କା ଦଶା ଭୋଗିବ ପାକିସ୍ତାନ, ଅନ୍ୟ ୪ ଦେଶର ବି ସମାନ ସ୍ଥିତି

ପାକିସ୍ତାନ ମଧ୍ୟ ଅନାହାର ଓ ଦାରିଦ୍ର୍ୟ ଆଡ଼କୁ ଗତି କରୁଛି ବୋଲି ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।

OPSC
OPSC ଆଶାୟୀଙ୍କ ଆଶା ଧୂଳିସାତ୍ ! ୭୦୩୯ ଜଣଙ୍କ ଦରଖାସ୍ତ ନାକଚ କଲେ କମିଶନ

ଏତେ ସଂଖ୍ୟକ ପିଲାଙ୍କ ସ୍ୱପ୍ନ ଏବେ ଆଶଙ୍କା ଭିତରେ । ନାକଚ୍ ହୋଇଯିବା ପରେ ହତୋତ୍ସାହିତ ହୋଇପଡିଥିବା ଆଶାୟୀ ଏବେ ଅପେକ୍ଷା କରି ରହିଛନ୍ତି କମିଶନଙ୍କ ନିଷ୍ପତ୍ତିକୁ ।

Ruchika mohanty
ରୁଚିକାଙ୍କୁ ରାଗିଂ ନେଇ ସୁରାକ ପାଇଲାନି ପୋଲିସ୍, ପରିବାର ଲୋକ କହିଲେ ଆଉ କେମିତି ମିଳିଥାନ୍ତା ସୁରାକ୍ ?

ସାଇବର ବିଶେଷଜ୍ଞ, ଟେକନିକାଲ୍ ଏକ୍ସପର୍ଟ ଓ ସାଇଣ୍ଟିଫିକ୍ ଟିମ୍‌ର ସହାୟତା ନେଲା ପୋଲିସ । ତଥାପି ମିଳିଲାନି ପ୍ରମାଣ ।

Snigdharani suna
ଧରାପଡ଼ିଲେ ଇନ୍‌ସ୍‌ପେକ୍ଟର ସ୍ନିଗ୍ଧାରାଣୀ ସୁନା

ଦୁର୍ଘଟଣା ଘଟାଇ ଆହତଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଖସି ପଳାଇଥିଲେ ଇନ୍ସପେକ୍ଟର ।

ATM Van Lootera
ଧରାପଡ଼ିଲା ATM ଭ୍ୟାନ୍‌ ଲୁଟେରା, ସାଇକେଲ-ଅଟୋରେ ହୋଇଥିଲା ଫେରାର

ସିକ୍ୟୁରିଟି ଗାର୍ଡ଼ ଓ ୨ କର୍ମଚାରୀଙ୍କୁ ଛାଡ଼ି ଫେରାର ମାରିଥିଲା ଭ୍ୟାନ୍ ଡ୍ରାଇଭର । ପରେ ଭ୍ୟାନିଟି ପରିତ୍ୟକ୍ତ ଅବସ୍ଥାରେ ଭରୁଆକାନୀ ଜଙ୍ଗଲରୁ ଉଦ୍ଧାର ହୋଇଥିଲା ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।