• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Mid-day Meal
ମଧ୍ୟାହ୍ନ ଭୋଜନ ଖାଇ ୧୦୦ ଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ସମସ୍ତ ଛାତ୍ରୀ ଅସୁସ୍ଥ ହୋଇଥିବା ଆଶଙ୍କା କରାଯାଉଛି ।

Ragging
ରାଗିଂରେ କେମିତି ଲାଗିବ ଲଗାମ ? ୩ ମାସରେ ଗଲାଣି ୩ ଜୀବନ

ରାଗିଂ ହେଲେ ଚୁପ ନରହି ଅଭିଭାବକ ଓ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ କହିଲେ ଶିକ୍ଷାବିତ୍ ।

Soumya Ranjan Pattnaik
BJDକୁ ଅଡୁଆ ନିଜ ଦଳର ବିଧାୟକ, ସରକାରୀ ଅଧିକାରୀଙ୍କ ଉପରେ ବର୍ଷିଲେ ସୌମ୍ୟରଂଜନ

ସୌମ୍ୟ କହିଲେ ଭୁଲ୍ ତଥ୍ୟ ଦେଇ ଆମକୁ ସଜାଉଛନ୍ତି ମିଛୁଆ । ଆନନ୍ଦପୁରର ସ୍ୱାସ୍ଥ୍ୟ ଭିତ୍ତିଭୂମି ଗୁମର ଖୋଲିଲେ ଭାଗିରଥୀ

Mask
ଏଣିକି ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ନପିନ୍ଧିଲେ ୫୦୦ ଟଙ୍କା ଜରିମାନା

ଜନଗହଳି ପୂର୍ଣ୍ଣ ସ୍ଥାନରେ ଯଦି କେହି ମାସ୍କ ପିନ୍ଧି ନଥିବେ ତେବେ ତାଙ୍କ ବିରୋଧରେ ଗ୍ରହଣ କରାଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସେମାନଙ୍କଠାରୁ ଆଦାୟ ହେବ ୫୦୦ ଟଙ୍କା ଜରିମାନା ।

India Vs England
୭ ୱିକେଟ୍‌ରେ ଜିତିଲା ଇଂଲଣ୍ଡ, ୨-୨ରେ ସିରିଜ୍‌ ଡ୍ର

ସଫଳତାର ସହ ଖେଳ ପ୍ରଦର୍ଶନ କରି ଇଲଂଣ୍ଡ ବିଜୟ ହୋଇଛି । ଇଂଲଣ୍ଡର ଏହି ବିଜୟ ସହ ସିରିଜ ଡ୍ର ରହିଛି ।

Resturant
ସର୍ଭିସ ଚାର୍ଜ ନେଉଛି କି ରେସ୍ତୋରାଂ ? ତେବେ ଡାଏଲ କରନ୍ତୁ ଏହି ନମ୍ବର

ଗ୍ରାହକଙ୍କ ଅଭିଯୋଗ ଯଦି ସତ ପ୍ରମାଣିତ ହୁଏ ତେବେ ଏହି ବିଭାଗ ପକ୍ଷରୁ ରେସ୍ତୋରାଂ କିମ୍ବା ହୋଟେଲ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Suicide
ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସୁଇସାଇଡ୍ ନୋଟ୍‌ ଜବତ

ମୃତ୍ୟୁର କାରଣ ଅସ୍ପଷ୍ଟ, ମୃତଦେହ ଜବତ କରି ପୋଲିସର ଛାନ୍‌ଭିନ୍ । ମୃତ ଛାତ୍ରୀ ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିଲେ ।

Break Dance
କେତେ ବିପଜ୍ଜନକ ବ୍ରେକ୍‌ଡ୍ୟାନ୍ସ ଦୋଳି ? କୋଟପାଡ଼ରେ ୧୩ ବର୍ଷିୟା ଛାତ୍ରୀର ମୃତ୍ୟୁ

ମୀନା ବଜାରରେ ପଡୁଥିବା ଦୋଳିର ଯାଞ୍ଚ ହେଉଛି ତ ? ରାଜ୍ୟରେ ବେଧଡକ ଚାଲିଛି ବିପଦପୂର୍ଣ୍ଣ ଦୋଳି ।

Ruchika Mohanty
ରୁଚିକାଙ୍କୁ ନ୍ୟାୟ ଦାବିରେ ତେଜୁଛି ଆନ୍ଦୋଳନ, ଧାରଣାରେ ବସିଛନ୍ତି ପରିବାର ଓ ଛାତ୍ର ସଂଗଠନ

ସିବିଆଇ ତଦନ୍ତ ଦାବିରେ ବିଧାନସଭାରେ ହୋ-ହାଲ୍ଲା । କାହିଁକି ଚିହ୍ନଟ ହୋଇପାରୁନାହାନ୍ତି ୩ ସିନିୟର ?

Crime Against Women
ଓଡ଼ିଶାରେ କେତେ ସୁରକ୍ଷିତ ନାରୀ ? ୮ରୁ ଅଧିକ ମହିଳା ଓ ପାଖାପାଖି ୫ ନାବାଳିକା ଦୁଷ୍କର୍ମର ଶିକାର

୩ ବର୍ଷରେ ନିଖୋଜ ୨୫ ହଜାର ୯୭୩ ମହିଳା । ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ତଥ୍ୟରେ ବର୍ଷିଲେ ବିରୋଧୀ ।

Varsha - Anubhav
ବର୍ଷାଙ୍କୁ ଗୀତା ଉପହାର ଦେଲେ ଅନୁଭବ, କହିଲେ ଶାନ୍ତିରେ ରୁହ ଶାନ୍ତିରେ ରହିବାକୁ ଦିଅ

ବିବାହ ବିଚ୍ଛେଦ ମାମଲାରେ ଆଜି କଟକ ପାରିବାରିକ ଅଦାଲତରେ ସାକ୍ଷ୍ୟ ଦେଇଛନ୍ତି ଅନୁଭବ । ଏହି ସମୟରେ ବର୍ଷାଙ୍କ ଓକିଲ ଅନୁଭବଙ୍କୁ ଦୀର୍ଘ ସମୟ ଧରି ଜେରା କରିଥିଲେ ।

Black Baloon
ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଆଗକୁ କଳା ବେଲୁନ୍ ଛାଡ଼ି ପ୍ରତିବାଦ କଲା କଂଗ୍ରେସ, ଦେଖନ୍ତୁ ଭିଡିଓ..

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ହୋଇନଥିବା କଥାକୁ ଖଣ୍ଡନ କରିଛି ପୋଲିସ । ବିମାନବନ୍ଦରଠାରୁ ପ୍ରାୟ ସାଢେ ୪ କିଲୋମିଟର ଦୂରରୁ ଦୁଇଟି ବେଲୁନ ଛଡ଼ା ଯାଇଥିବା କଥା ଆନ୍ଧ୍ର ପୋଲିସ କହିଛି ।

Girl Missing
୩ ବର୍ଷରେ ରାଜ୍ୟରୁ ପ୍ରାୟ ୨୬ ହଜାର ମହିଳା ଗାୟବ

୩ ବର୍ଷ ଭିତରେ ୨୫୯୭୩ ମହିଳା ନିଖୋଜ ହୋଇଛନ୍ତି । ସେଥିରୁ ୯୯୨୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବାକି ୧୬,୦୫୩ ମହିଳା ଏବେବି ନିଖୋଜ ଅଛନ୍ତି ।

Anubhav Mohanty
କୋର୍ଟରେ ଅନୁଭବଙ୍କୁ ଜେରା କଲେ ବର୍ଷାଙ୍କ ଓକିଲ

ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ କୋର୍ଟ ଲଗାଇଥିଲେ ରୋକ୍ । SDJMଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଥିଲେ କଟକ ଜିଲ୍ଲା ଜଜ୍ ।

Accident
ମର୍ମନ୍ତୁଦ ଦୁର୍ଘଟଣା ! ବାଇକ୍‌ରେ ଯାଉଥିଲେ ୫, ଚାଲିଗଲା ୪ ଜଣଙ୍କ ଜୀବନ

କୋମନା ନିକଟସ୍ଥ କ୍ରିଷ୍ଣା ଗାଁ ଛକରେ ବାଇକକୁ ଧକ୍କା ଦେଇଥିଲା ସମ୍ମୁଖରୁ ଆସୁଥିବା ଟ୍ରକ୍‌ । ଘଟଣା ସ୍ଥଳରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା ।

Heavy rain
ଅସରାଏ ବର୍ଷାରେ ବେହାଲ ହେଲା ରାଜଧାନୀ, ଯୁଆଡ଼େ ଦେଖିବ ଖାଲି ପାଣି

ଆସନ୍ତା କିଛି ଦିନ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇପାରେ । ଏବେ ସାରା ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ତେଣୁ ବର୍ଷାର ପରିମାଣ ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

 BJB College
ବିଜେବି କଲେଜ ଛାତ୍ରୀ ମୃତ୍ୟୁ ମାମଲା, CBI ତଦନ୍ତ ଦାବି କଲେ ରୁଚିକାଙ୍କ ବାପା

ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଗଠନର ଧାରଣା । ଗେଟ୍ ଆଗରେ ଧାରଣାରେ ବସିଲେ ନବ ନିର୍ମାଣ ଛାତ୍ର ସଂଗଠନ ।

Ruchika Mohanty
ବିଜେବି ଛାତ୍ରୀ ଆତ୍ମହତ୍ୟାକୁ ନେଇ ବଢୁଛି ସସ୍‌ପେନ୍ସ, ସୁଇସାଇଡ୍ ନୋଟ୍‌ରେ ଥିବା ୩ ସିନିୟର କିଏ ?

ରୁଚିକା ଆତ୍ମହତ୍ୟା ଅଭିଯୋଗ ମାମଲାରେ ପୋଲିସ ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ଟୁଇଟ୍ କରି କହିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ।

Rain
ସ୍ୱଳ୍ପବୃଷ୍ଟିରୁ ପ୍ରଭାବିତ ଚାଷ, ଜୁନ୍ ୩୦ ସୁଦ୍ଧା ରାଜ୍ୟରେ ୪୦% କମ୍ ବର୍ଷା

ବର୍ଷା ଅଭାବରୁ ୯ ଜିଲ୍ଲାରେ ସ୍ଥିତି ସଂଗୀନ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ନବରଙ୍ଗପୁର, ଖୋର୍ଦ୍ଧା, ଭଦ୍ରକ ଓ ବଲାଙ୍ଗିରରେ ୫୦ ପ୍ରତିଶତରୁ କମ୍ ବର୍ଷା ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।