• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Ratha Jatra
ରଥଯାତ୍ରା ବେଳେ ବଢ଼ିଲା କରୋନା ଚିନ୍ତା, ଶ୍ରୀକ୍ଷେତ୍ରରେ ମାସ୍କ ବାଧ୍ୟତାମୂଳକ

କୋଭିଡ୍ ଲକ୍ଷଣ ଥିଲେ ଘରେ ବସି ଟିଭି ଦେଖିବାକୁ ପରାମର୍ଶ । ଘୋଷଯାତ୍ରାରେ ଭକ୍ତଙ୍କୁ ସୁରକ୍ଷା ସହ ସେବା ଯୋଗାଇବ ପୋଲିସ୍ ।

Odisha BJP
ବଦଳିବେ ରାଜ୍ୟ ବିରୋଧୀଦଳ ନେତା, ରେସ୍‌ରେ ଜୟନାରାୟଣ-ମୋହନ-ସୁବାଷ

ସାଧାରଣ ନିର୍ବାଚନ ପାଇଁ ହାତରେ ମାତ୍ର ଆଉ ଦୁଇ ବର୍ଷ । ତେଣୁ ରାଷ୍ଟ୍ରପତି ନିର୍ବାଚନ ଲଢ଼େଇ ଜୋରଦାର୍ ହେବ ବୋଲି କୁହାଯାଉଛି ।

Ratha Jatra
ରଥଯାତ୍ରା ପାଇଁ ପୁରୀକୁ ECORର ୨୦୫ ସ୍ୱତନ୍ତ୍ର ଟ୍ରେନ୍

ନାବେଶ ପରଦିନ ପୁରୀରୁ ୬ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ବିଭିନ୍ନ ସ୍ଥାନକୁ ଯିବ । ସୁନାବେଶ ପରଦିନ ଗୁଣପୁର, ରାୟଗଡ଼ା, ଭଦ୍ରକ, ବିଶାଖାପାଟଣା, କେନ୍ଦୁଝରକୁ ଯିବ ଟ୍ରେନ ।

Elephant
ପୁଣି ସାମ୍ନାକୁ ଆସିଲା ଆଉ ଏକ ହାତୀ କଙ୍କାଳ

ଗ୍ରାଉଣ୍ଡକୁ ଯାଇ ଅନୁଧ୍ୟାନ କରିଛନ୍ତି ଆଠଗଡ଼ ଡିଏଫ୍ଓ, ଅନୁଗୁଳ ସର୍କଳର ସିସିଏଫ୍, କ୍ରାଇମବ୍ରାଞ୍ଚର ଜଣେ ଡିଏସ୍‌ପି ମିଳିତ ଭାବେ ତଦନ୍ତ କରିଛନ୍ତି ।

cyber loot
ଜିଲ୍ଲାପାଳଙ୍କୁ ବି ଛାଡ଼ିଲେନି ସାଇବର ଲୁଟେରା ! ତାଙ୍କ ନାଁରେ ବି ଫେକ୍‌ ହ୍ୱାଟ୍ସଆପ୍‌ ଆକାଉଣ୍ଟ

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ନାଁରେ ଫେକ୍ ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲିଛନ୍ତି ସାଇବର ଠକ । ଏବଂ ତାଙ୍କ ନାଁରେ ଲୋକଙ୍କୁ ମେସେଜ୍ ପଠାଇ ଆମାଜନ ଗିଫ୍ଟ କାର୍ଡ ମାଗୁଛନ୍ତି ।

bus strike
ହେବନି ବସ୍‌ ଧର୍ମଘଟ, ସ୍ଥଗିତ ରଖିଲା ସଂଘ

ଜୁଲାଇ ପହିଲାରୁ ହେବାକୁ ଥିଲା ବସ୍ ଧର୍ମଘଟ । କିନ୍ତୁ ତାହା ଏବେ ସ୍ଥଗିତ ରହିଛି । ଏନେଇ ଆଜି ନିଷ୍ପତ୍ତି ନିଆଯାଇଛି । ଗତକାଲି ଘରୋଇ ବସ୍ ମାଲିକ ସଂଘ ଓ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା ।

Health Service In Koraput
ଶବକୁ ଅସମ୍ମାନ ! ଆମ୍ବୁଲାନ୍ସ ମିଳିଲାନି, କାନ୍ଧରେ ବୋହିଲେ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଲମତାପୁଟ ବ୍ଲକରେ ଗୋଟିଏ ମାତ୍ର ଶବବୁହା ଆମ୍ବୁଲାନ୍ସ ରହିଛି ।

Draupadi Murmu
ଓଟିଭି ପ୍ରଭାବ; ଦୀର୍ଘ ବର୍ଷ ପରେ ଦ୍ରୌପଦୀଙ୍କ ଗାଁକୁ ସଂଯୋଗ ହେଲା ବିଦ୍ୟୁତ୍, ଜଳିଲା ବଲ୍

ଶିକ୍ଷୟିତ୍ରୀରୁ ରାଜନୀତିକୁ ଆସିଥିଲେ ଦ୍ରୌପଦୀ । ସେ ରାଇରଙ୍ଗପୁରର କାଉନସିଲର୍ ଭାବେ ରାଜନୀତିର କ୍ୟାରିୟର ଆରମ୍ଭ କରି ଏବେ ରାଇସିନା ହିଲ୍ସର ରାଷ୍ଟ୍ରପତି ଭବନର ନିକଟ ହେଲେଣି ।

Fake Viral Video On Fastag
ଫାସ୍‌ଟ୍ୟାଗ୍‌ରୁ ଗାଏବ ହୋଇପାରିବ କି ଟଙ୍କା..? ପିଆଇବି ଦେଲା ସୂଚନା

ଏହି ଭିଡିଓରେ ଯେଉଁ ଦାବି କରାଯାଇଛି, ସେ ନେଇ ପିଆଇବି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

jayanarayana mishra
ଜୟନାରାୟଣଙ୍କ ଡାଇରେକ୍ଟ ଆଟାକ୍ ! ‘କାହିଁକି ପୋପ୍‌ଙ୍କୁ ଭେଟିଲେ ନବୀନ, କ’ଣ ଥିଲା ଆବଶ୍ୟକ ?’

କେଉଁ ପଇସାରେ ସେ ଇଟାଲୀ ଗସ୍ତ କରିଥିଲେ ? ଯଦି ସରକାରୀ ପଇସାରେ ଯାଇଥିଲେ, ତେବେ କଣ ଉପଲବ୍ଧି କଲେ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି ।

Modi On Man Ki Baat
ମୋଦିଙ୍କ ମନ୍ କି ବାତ୍‌ରେ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଗହଣକୁ ଯାଇଥାନ୍ତି ମହାପ୍ରଭୁ । ଯାତ୍ରାରେ ସାମିଲ ହୋଇ ସୌଭାଗ୍ୟପ୍ରାପ୍ତି କରିଥାନ୍ତି ଶ୍ରଦ୍ଧାଳୁ ।

Amogha
ଜାତୀୟ ସଡ଼କ ସୁରକ୍ଷା ମହୋତ୍ସବ ୨୦୨୨, ଶ୍ରେଷ୍ଠ ୪୦ ଚଳଚିତ୍ରରେ ହିଞ୍ଜିଳିକାଟୁର ଫିଲ୍ମ ଅମୋଘ

୬ଟି ଭାଷାରେ ଦେଶର ୨୬୦ ଚଳଚିତ୍ର ହୋଇଥିଲା ପ୍ରଦର୍ଶିତ । ହିଞ୍ଜିଳିକାଟୁ ନୃତ୍ୟମ ଗବେଷଣା କେନ୍ଦ୍ର ନିର୍ମାଣ କରିଛି ଫିଲ୍ମ ।

Kusum tete
ବିଧାନସଭା ପୂର୍ବରୁ ବଦଳିବେ ବିରୋଧୀ ଦଳ ନେତା

ଆମ ଦଳରେ ୨୨ ବିଧାୟକ, ଅଧିକାଂଶ ବରିଷ୍ଠ ଓ ଅଭିଜ୍ଞ । ସେମାନଙ୍କ ମଧ୍ୟରୁ ଯାହାକୁ ବିରୋଧୀଦଳ ନେତା କଲେ ଚଳିବ ବୋଲି କହିଛନ୍ତି କୁସୁମ ଟେଟେ ।

Agniveer
ଅଗ୍ନିପଥ ଯୋଜନା: ୪ ବର୍ଷର ସେବା ପରେ ଅଗ୍ନିବୀରଙ୍କ କେମିତି ହେବ ମୂଲ୍ୟାୟନ ?

ଅଗ୍ନିପଥ ଯୋଜନାରେ ସେନାର ସମସ୍ତ ତିନି ବାହିନୀରେ ଦେଶ ମାତୃକାର ସେବା କରିବାର ସୁଯୋଗ ପାଇବାକୁ ଥିବା ଅଗ୍ନିବୀରଙ୍କ କାର୍ଯ୍ୟକାଳର ଅବଧି କିନ୍ତୁ ସ୍ଥିରିକୃତ ।

Uddhav Thakrey
ବିଦ୍ରୋହୀଙ୍କୁ ପାରିଲେନି ଉଦ୍ଧବ ! ଏବେ ନୂଆ ଫର୍ମୁଲା ନେଇ ମଇଦାନକୁ ଓହ୍ଲାଇଲେ ପତ୍ନୀ

ସରକାରକୁ ବଞ୍ଚାଇ କିଭଳି ସଙ୍କଟର ସମାଧାନ କରାଯିବ ସେନେଇ ଠାକରେଙ୍କ ନେତ୍ୱତ୍ୱରେ ବସୁଛି ଘନଘନ ବୈଠକ ।

Draupadi Murmu
OTV ପ୍ରଭାବ; ଖବର ପ୍ରସାରଣ ପରେ ତତ୍ପର ବିଦ୍ୟୁତ ବିଭାଗ, ପରବେଡ଼ାରେ ପୋତିଲା ଖୁଣ୍ଟ

ବିଦ୍ୟୁତ୍ ବିଭାଗ ପକ୍ଷରୁ ଗତକାଲି ସର୍ଭେ ହେବା ପରେ ଆଜି ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଆରମ୍ଭ କରାଯାଇଛି ।

Ratha jatra
କେଉଁଠି ନିର୍ମାଣ ହେଉଛି ସବୁଠୁ ଉଚ୍ଚ ରଥ ? ଉତ୍ତର ରଖିଲେ ଗଜପତି ଦିବ୍ୟସିଂହ ଦେବ

ରଥଖଳାରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ । ତିନି ରଥର ୨୪ଟି ନାଟଗୋଡ ଦୁଆର ବେଢାରେ ସଂଯୁକ୍ତ ହେଲା ।

Tree Cutting
ନିୟମ କାନୁନ ମାନିବାକୁ ନାରାଜ ସରକାର ! ରାସ୍ତା ଚଉଡା କରିବାକୁ କଟାଯିବ ୨ ଶହ ଗଛ

କିସମ ଜଙ୍ଗଲ ଥିବା ଜମିରୁ ଗଛକଟାକୁ ପରିବେଶବିତଙ୍କ ବିରୋଧ । ଉଠାଦୋକାନୀଙ୍କୁ ସ୍ଥାୟୀ ଦୋକାନ ଦେବାକୁ ଜୋର ଧରିଲା ଦାବି ।

Raimohan Parida
ରାଇମୋହନଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସନ୍ଦେହ, ତଦନ୍ତ ପାଇଁ ପହଞ୍ଚିଲା ପୋଲିସ

କମିଶନରେଟ୍ ପୋଲିସର ଏକ ୪ ଜଣିଆ ଟିମ୍ ଗତକାଲି ରାଇମୋହନଙ୍କ ଘରେ ପହଞ୍ଚି ତାଙ୍କ ପତ୍ନୀ, ଦୁଇ ଝିଅ, ଜ୍ୱାଇଁ ଓ ପୁତୁରାଙ୍କୁ ପଚରାଉଚରା କରିଛନ୍ତି ।

Sura Routray
‘ମୁଁ ୯୯ ପ୍ରତିଶତ ଦ୍ରୌପଦୀଙ୍କୁ ସମର୍ଥନ କରୁଛି, ହେଲେ...’

ନରସିଂହଙ୍କ ବୟାନର ଦିନକ ପରେ ସୁର କହିଛନ୍ତି ଦ୍ରୌପଦୀଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିବାକୁ ସେ ସୋନିଆଙ୍କୁ ପରାମର୍ଶ ଦେଲେ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।