• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

NGT
ବେଆଇନ୍ ବାଲି ଖନନକୁ ନେଇ NGTର ଛାଟ ! ଲାଗିଲା ୩୬ କୋଟିର ଫାଇନ୍

ଲିଜ୍ ଧାରୀଙ୍କ ଉପରେ ୩୬ କୋଟିର ଫାଇନ୍ ଲଗାଇଛନ୍ତି ।

Subhashree
ଶୁଭଶ୍ରୀ ମୃତ୍ୟୁ ଘଟଣାରେ ଟ୍ୱିଷ୍ଟ ! ହତ୍ୟା ନୁହେଁ ଆତ୍ମହତ୍ୟା କହୁଛି ରିପୋର୍ଟ, ପୁରୁଷ ବନ୍ଧୁଙ୍କୁ ନେଇ ବଢ଼ୁଛି ସନ୍ଦେହ

ହତ୍ୟା ନୁହେଁ ଏହା ଆତ୍ମହତ୍ୟା ବୋଲି ରିପୋର୍ଟରୁ ଅନୁମାନ କରାଯାଉଛି । ମୃତଦେହ ପ୍ରଥମେ ଝୁଲନ୍ତା ଅବସ୍ଥାରେ ଥିଲା । ଏହାକୁ କଢ଼ାଯାଇ ବେଡ୍ ଉପରେ ରଖାଯାଇଥିଲା ।

Minakhi Mishra
ଆଶ୍ଚର୍ଯ୍ୟ ! ମୃତ୍ୟୁର ଦୁଇ ବର୍ଷ ପରେ ବିଜେଡି ମହିଳା କର୍ମକର୍ତ୍ତା ତାଲିକାରେ ମୀନାକ୍ଷୀଙ୍କ ନାଁ

ଇଏ ହେଉଛନ୍ତି ବିଜେଡିର ସେଇ ଦିବଙ୍ଗତ ନେତ୍ରୀ, ଯିଏ ନିଜ ପୁଅର ସୁରକ୍ଷାକୁ ନେଇ ପୋଲିସ୍ ପାଖରୁ ନ୍ୟାୟ ନପାଇ ଆତ୍ମହତ୍ୟା କରିଥିଲେ ।

Ganesh Puja
ଫେରିଛି ପାର୍ବଣର ମାହୋଲ ! ଗଣେଶ ପୂଜାରେ ଦୁଲୁକୁଛି ମଞ୍ଚ

କେଉଁଠି ସପ୍ତାହେ ତ ଆଉ କେଉଁଠି ମାସେ ପର୍ଯ୍ୟନ୍ତ ଚାଲିବ ବିଘ୍ନ ବିନାଶକଙ୍କ ପୂଜା । ତେଣୁ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମରୁ ମଜା ଉଠାଇବେ ଦର୍ଶକ । 

Farmers
ବନ୍ୟା ଭାଙ୍ଗିଦେଲା ଚାଷୀଙ୍କ ମେରୁଦଣ୍ଡ, ଧୋଇନେଲା ଧାନ ତଳି ! ଏବେ ସାର ବି ମିଳୁନି

କେନାଲ ପାଣି ଆସୁନଥିବାରୁ ଚାଷୀ ବର୍ଷକୁ ଗୋଟିଏ ସାରଦ ଧାନ ଚାଷ କରି ପରିବାର ପ୍ରତିପୋଷଣ କରେ । ହେଲେ ସେହି ଧାନଚାଷକୁ ଏବେ ବନ୍ୟା ଉଜାଡି ଦେଇଛି ।

Dawood Ibrahim
ଦାଉଦକୁ ଧରିବା ପାଇଁ NIA ତତ୍ପର, ନେଲା ବଡ଼ ପଦକ୍ଷେପ ! ନୂଆ ଫଟୋ ବି ଜାରି କଲା

ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ଏବେ ବି ସକ୍ରିୟ ଥିବା NIAର ସୂଚନା । ଛୋଟା ସକିଲ୍ ସଂପର୍କରେ ସୂଚନା ଦେଲେ ୨୦ ଲକ୍ଷ ପୁରସ୍କାର ।

Jaga
ସୁସ୍ଥ ହେଉଛି ଯୋଡ଼ାମୁଣ୍ଡ ଶିଶୁ ଜଗା, ବାପାଙ୍କ ସହ ଯାଇ ଚା’ ପିଉଛି ପାର୍କ ବୁଲୁଛି

ଜଗା ଫୁଲବାଣୀ ମେଡିକାଲ କ୍ୟାବିନ୍‌ରୁ ବାହାରି ଖେଳୁଛି ବୁଲୁଛି । ବାପାଙ୍କ ସହ ପ୍ରାତଃ ଭ୍ରମଣ କରୁଛି, ଚା ପିଉଛି ।

Nuakhai
ନୂଆଁଖାଇ ଭୁଲାଇ ଦିଏ ବିଭେଦ ଆଉ ଯୋଡ଼ି ଦିଏ ସମ୍ପର୍କ, ଧୁମ୍‌ଧାମ୍‌ରେ ମିଳିମିଶି ପାଳିଲେ ପର୍ବ

ପାଟଣାଗଡ଼ର ଇଷ୍ଟ ଦେବୀ ମାଆ ପାଟଣେଶ୍ୱରୀଙ୍କ ପାଖରେ ବି ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି ହୋଇଛି ।

BJD
ବିଜେଡିର ମିଶନ୍ ୨୦୨୪, ମହିଳା ହେବେ କି ମାଧ୍ୟମ ? ଛାତ୍ର ଓ ଯୁବ ପରେ ୩୯୩ ଜଣିଆ ଜୁମ୍ବୋ ଟିମ୍

ମହିଳା ଅସଦାଚରଣ ପ୍ରସଙ୍ଗରେ ଘେରିଲା ବିଜେପି । କଂଗ୍ରେସ କହିଲା ତୁଷ୍ଟୀକରଣ ରାଜନୀତି ।

Crime
ଶୁଭଶ୍ରୀ ହତ୍ୟା ମାମଲାରେ ଟ୍ୱିଷ୍ଟ ! ମୃତ୍ୟୁ ପୂର୍ବରୁ ନୟାଗଡ଼ ଯୁବକଙ୍କୁ କରିଥିଲେ ୭ ଥର କଲ, କ’ଣ ଥିଲା ସମ୍ପର୍କ ?

ହତ୍ୟାର ଠିକ୍ ଅଧ ଘଣ୍ଟାଏ ପୂର୍ବରୁ ଶୁଭଶ୍ରୀ କରିଥିବା ଶେଷ କଲ୍‌ର ଅବଧି ଥିଲା ୨୭ ସେକେଣ୍ଡ । ଆଉ ତା ପରେ ହିଁ ଘଟିଥିଲା ହତ୍ୟାକାଣ୍ଡ । 

Cyber Crime
ସାଇବର ପର୍ଣ୍ଣ ଓ ମର୍ଫିଂ ଚକ୍ରବ୍ୟୁହରେ ଓଡ଼ିଶା ମହିଳା, ଭିଡିଓ-ଫଟୋକୁ ମର୍ଫିଂ କରି ଶୋଷଣ କରୁଛନ୍ତି ସାଇବର ଠକ

ବଢୁଥିବା ମାମଲାରେ ଓଡ଼ିଶା ଦେଶରେ ପ୍ରଥମ । ସଚେତନତା ଅଭାବକୁ ଦାୟୀ କଲେ ବିଶେଷଜ୍ଞ ।

Cancer
ସର୍ଭିକାଲ କ୍ୟାନସର ପାଇଁ ଆସିଲା ସଞ୍ଜିବନୀ, ସରକାର ବାଣ୍ଟିବେ ଟିକା..

ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଲେଣି, ସର୍ଭିକାଲ କ୍ୟାନସର ଟିକା ଦିଆଗଲେ ଏହି ରୋଗରେ ଆକ୍ରାନ୍ତ କିଶୋରୀ ଓ ମହିଳା ମୃତ୍ୟୁହାରକୁ ଯଥେଷ୍ଟ କମାଇ ହେବ ।

Love Story
ଅଜବ ଲଭ୍‌ ଷ୍ଟୋରୀ ! ନିଜ ଭାଇକୁ ୬ ବର୍ଷ ହେଲା ଡେଟ୍‌ କରୁଥିଲେ, ଡିଏନ୍‌ଏ ରିପୋର୍ଟରୁ ଜଣାପଡ଼ିଲା ରକ୍ତ ସମ୍ପର୍କ

ଆମ ପାଖକୁ ଏମିତି ଏକ ଖବର ଆସିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କହିବେ କି ଯୁଗ ହେଲା..? କିଛି ନ ବୁଝି କେମିତି ପ୍ରେମ ହେଲା.. ?

Horse Died
ପାଣି ଟୋପାଏ ଦେଉନଥିଲା ମାଲିକ, ଶେଷରେ ପାଣି ଖୋଜିବାକୁ ଦୌଡ଼ିଲା ଘୋଡ଼ା ! ଚାଲିଗଲା ଜୀବନ..

ଅକ୍ଲାନ୍ତ ପରିଶ୍ରମ କରିବା ପରେ ଘୋଡ଼ାଟି ହାଲିଆ ମଧ୍ୟ ହୋଇଯାଇଥିଲା । ହେଲେ ମାଲିକ ତାକୁ ପାଣି ଟୋପାଏ ବି ପିଇବାକୁ ଦେଇନଥିଲା ।

Whats App New Feature
ହ୍ୱାଟ୍ସଆପ୍‌ ଆଣିଲା ନୂଆ ଫିଚର, ଏଣିକି ଆଉ ଅନ୍ୟକୁ ପଠାଇ ସେଭ୍‌ କରିବାକୁ ପଡ଼ିବନି ମେସେଜ୍

ବାରମ୍ବାର ହ୍ୱାଟ୍ସଆପ୍ ଟେକ୍ନୋଲୋଜିକୁ ନେଇ ଖବର ପ୍ରସାରିତ ହୋଇଥାଏ । ନିୟମିତ ବ୍ୟବଧାନରେ ଏହି ମଲ୍ଟି ମିଡିଆ ମେସେଜିଂ ଆପ୍‌କୁ ନେଇ ଚର୍ଚ୍ଚା ଲାଗି ରହିଥାଏ ।

Nuakhai
ମାଆ ସମଲେଇଙ୍କ ପାଖରେ ପହଞ୍ଚିଲା ପାହୁର ଭାର, ଏଥର ଧୁମ୍‌ଧାମ୍‌ରେ ପାଳନ ହେବ ନୂଆଁଖାଇ

ସମଲେଇଙ୍କ ପାଖରେ ନବାନ୍ନ ଲାଗି ପରେ ନୂଆଁଖିଆ । ମାଆଙ୍କ ପାଖରେ ପହଁଚିଲା ପାହୁର ଭାର ।

Ganesh Puja
ଟ୍ୱିନ୍‌ ସିଟିରେ ୫୦ ଫୁଟ୍‌ର ଗଜାନନ, ମୁଖ୍ୟ ଆକର୍ଷଣ ମୁମ୍ବାଇର ଲାଲ୍‌ବାଗରାଜା ଗଣେଶ

ଟ୍ୱିନ୍ ସିଟି ସାଙ୍ଗକୁ ଜଟଣୀ ଓ ତାଳଚେରରେ ବ୍ୟାପକ ଆୟୋଜନ । ଅଗ୍ରପୂଜ୍ୟଙ୍କ ଆଗମନରେ ଉତ୍ସବମୁଖର ପୁରପଲ୍ଲୀ । ୧୨ ଦିନିଆ ମହୋତ୍ସବକୁ ନେଇ ଉଠୁଛୁ ପଡ଼ୁଛି ମୁମ୍ବାଇ ।

JP Nadda
ବିଜେପି ଫୋକସ୍‌ରେ ଓଡ଼ିଶା, ଶାହଙ୍କ ଗସ୍ତର ମାସେ ପରେ ଆସୁଛନ୍ତି ନଡ୍ଡା ! କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଅଗଷ୍ଟରେ ଆସିଥିଲେ ଶାହା । ଏବେ ଆସିବେ ନଡ୍ଡା । ୨୦୨୪ରେ କ୍ଷମତା ଦଖଲ ଲାଗି ରଣନୀତି ପ୍ରସ୍ତୁତ କରିବ ବିଜେପି ।

OJS-OAS
ବଡ଼ ସମସ୍ୟା, ଚିନ୍ତାରେ ପରୀକ୍ଷାର୍ଥୀ ! OCS-OJS ପରୀକ୍ଷା ଖାତା ଦେଖିବାକୁ ନାହାନ୍ତି ଏକ୍‌ଜାମିନର..

ପରୀକ୍ଷାର ୮ମାସ ପରେ ବି ବାହାରିପାରୁନି OCS ଓ OJS ଫଳ । ମୂଲ୍ୟାୟନକାରୀ ନଥିବାରୁ ଉଚ୍ଚଶିକ୍ଷା ବିଭାଗକୁ OPSCର ଚିଠି  ।

NCRB
NCRB ଦେଲା ସାଂଘାତିକ ତଥ୍ୟ ! ରାଜ୍ୟରେ ବର୍ଷକରେ ହଜିଲେଣି ୪,୧୩୩ ଶିଶୁ, କୁଆଡ଼େ ଯାଉଛନ୍ତି ପତ୍ତା ନାହିଁ

ରାଜ୍ୟରେ ଦିନକୁ ଗାଏବ୍ ହେଉଛନ୍ତି ୧୧ ଶିଶୁ, ବର୍ଷକରେ ଶିଶୁ ନିଖୋଜ ଘଟଣାରେ ୪୨% ବୃଦ୍ଧି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।