• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Red Sandal Wood
ପୁରା ପୁଷ୍ପା ଷ୍ଟାଇଲ୍‌ ! ଟ୍ରକ୍‌ରେ ନଡ଼ା ଛପର କରି ଚାଲାଣ ହେଉଥିଲା ରକ୍ତ ଚନ୍ଦନ

ଆନ୍ଧ୍ରପ୍ରଦେଶ ପଲାସା, ଶ୍ରୀକାଲୁମ୍ ଜିଲ୍ଲା ଭଳି ତିନିଟି ଅଞ୍ଚଳରୁ ତିନିଟି ଟ୍ରକ୍‌କୁ ଧରିଛି ପୋଲିସ୍ ।

Swiggy Girl
ସ୍ୱିଗି ଡେଲିଭରୀ ଗାର୍ଲଙ୍କୁ ନେଇ ଖୁବ୍‌ ଚର୍ଚ୍ଚା, ୟୁଜର୍ସ କହିଲେ ଡେସ୍କ ଜବ୍‌ ଦିଅ

ହାତ ଗୋଡ଼ ଠିକ୍‌ ଠାକ୍‌ ଚାଲୁଥିଲେ ବି କୌଣସି କାମ ଧନ୍ଦା ନକରି ଭିକ୍ଷା ମାଗି ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ ସଂଖ୍ୟା ଆମ ସମାଜରେ ଏବେ ଖୁବ୍‌ ଅଧିକ ।

Rainfall Likely In Odisha From Today
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷିବ

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।

Konark temple
କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢ଼ାଯିବ ବାଲି, ଲାଗିବ ୩ ବର୍ଷ

ମନ୍ଦିର ଭିତରୁ ବାଲି କାଢ଼ିବା ଲାଗି ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଇଛି ।

Puri Srimandir
୪୦ ଫୁଟ୍ ଚଉଡ଼ା ହେବ ବାଲିସାହି-ସମୁଦ୍ରକୂଳ ରାସ୍ତା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଧିକ ସଶକ୍ତ କରିବା ଲାଗି ପ୍ରସ୍ତୁତ ବ୍ଲୁ-ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି ।

Odisha New Sraban Kumar
ବିଧାତା ଖେଳିଛି ଭିନ୍ନ ଖେଳ, ଦୃଷ୍ଟିବାଧିତ ପୁଅର ଭାର ବୋହୁଛନ୍ତି ବୁଢ଼ା ବାପାମାଆ

ଯାହାଙ୍କ ପାଇଁ ନିଜେ ଅଣ୍ଟା ସଳଖି ଚାଲିବା କାଠିକର ପାଠ, ସେମାନଙ୍କ ପିଠିରେ ଏବେ ଚିନ୍ତାର ପାହାଡ଼ । ଚିନ୍ତା ପେଟକୁ ନେଇ ଆଉ ତାଠୁ ବଳି ପୁଅକୁ ନେଇ ।

Kosal
ବିକ୍ଷୋଭ.. ନାରାବାଜି.. ପୋଡ଼ାଜଳା.., କେଉଁଠି ରାଜରାସ୍ତାରେ ଜଳିଲା ନିଆଁ.. ତ କେଉଁଠି ଶୂନଶାନ୍ ହାଟବଜାର

ପିକେଟିଂ ଯୋଗୁଁ ଆଜି ଦିନ ତମାମ ବହୁ ସ୍ଥାନରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା । କିଛି ସ୍ଥାନରେ ବନ୍ଦ ରହିଥିଲା ଶିକ୍ଷାନୁଷ୍ଠାନ ।

Housing For All
ରାଜଧାନୀରେ ଆଉ ସ୍ୱପ୍ନ ହେବନି ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ମୁଣ୍ଡ ଉପରେ ଛାତ

ଏହି ଯୋଜନାରେ ସରକାରୀ ହେଉ କି ବେସରକାରୀ ହାଉସିଂ ପ୍ରୋଜେକ୍ଟ, ସବୁଥିରେ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ରହିବ ନିଶ୍ଚିତ ସଂରକ୍ଷଣ ବ୍ୟବସ୍ଥା ।

Special story
୨୪ ନିର୍ବାଚନ ପାଇଁ ସବୁ ଦଳ ଆରମ୍ଭ କରିଛନ୍ତି ଷ୍ଟ୍ରାଟେଜି

ଭାରତ ଯୋଡ଼ ଯାତ୍ରା ମାଧ୍ୟମରେ ନିଜର ଅଭିଯାନ ଆରମ୍ଭ କରିଛି କଂଗ୍ରେସ୍ ।

Gajapati maharaja
ଶ୍ରୀନଅରରେ ସ୍ୱତନ୍ତ୍ର ସୁନିଆଁ ଉତ୍ସବ, ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଶାସନର ୬୫ ଅଙ୍କ

ସୁନିଆରେ ପ୍ରଚଳନ ହେଲା ନୂଆ ସ୍ୱର୍ଣ୍ଣ ମୁଦ୍ରା। ଶ୍ରୀମନ୍ଦିରରେ ପାରମ୍ପରିକ ରୀତିରେ ବାମନ ଜନ୍ମନୀତି ପାଳିତ।

Nilamadhav And Family
ବାପା-ମାଆ ନିଜେ ଚାଲିବା କଷ୍ଟ, ହେଲେ କାନ୍ଧରେ ବୋହୁଛନ୍ତି ଭେଣ୍ଡିଆ ପୁଅର ଭାର

ଯାହାଙ୍କ ପାଇଁ ନିଜେ ଅଣ୍ଟା ସଳଖି ଚାଲିବା କାଠିକର ପାଠ, ସେମାନଙ୍କ ପିଠିରେ ଏବେ ଚିନ୍ତାର ପାହାଡ଼ । ଚିନ୍ତା ପେଟକୁ ନେଇ ଆଉ ତାଠୁ ବଳି ପୁଅକୁ ନେଇ ।

Kosal
ପଶିଲା କେଁ, କୋଶଳ ମହାବନ୍ଦ ବିଫଳ, ସମ୍ବଲପୁରରେ ହିଁ କଡ଼ା ବିରୋଧ !

ପିକେଟିଂ ଯୋଗୁଁ ଆଜି ଦିନ ତମାମ ବହୁ ସ୍ଥାନରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା । କିଛି ସ୍ଥାନରେ ବନ୍ଦ ରହିଥିଲା ଶିକ୍ଷାନୁଷ୍ଠାନ ।

Puri Srimandir
ସିଂହଦ୍ୱାରରୁ ସ୍ୱର୍ଗଦ୍ୱାର ରାସ୍ତା ହେବ ଚଉଡ଼ା, ପୁଣି ଭାଙ୍ଗିବ ମଠ-ଦୋକାନ ବଜାର

ଜିଲ୍ଲାପାଳ କହିଛନ୍ତି ରାସ୍ତା ପ୍ରଶସ୍ତୀକରଣ ପାଇଁ ପର୍ଯ୍ୟାୟକ୍ରମେ ସମସ୍ତ ପକ୍ଷଙ୍କ ସହ ସବିଶେଷ ଆଲୋଚନା ହେଉଛି, କାମ ଶୀଘ୍ର ଆଗେଇବ ।

Housing For All
‘ହାଉସିଂ ଫର୍‌ ଅଲ୍‌’ ସ୍କିମ୍‌ ଘୋଷଣା, ସମସ୍ତଙ୍କୁ ମିଳିବ ଘର !

ସରକାରୀ ପ୍ରୋଜେକ୍ଟରେ ୨୦ ପ୍ରତିଶତ ଏବଂ ବେସରକାରୀ ପ୍ରୋଜେକ୍ଟରେ ୧୦ ପ୍ରତିଶତ ଘର ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ରଖାଯିବ ।

Robert Vadra
ଭାରତ ଯୋଡ଼ୋ ନା ପରିବାର ଯୋଡ଼ୋ ? ପୋଷ୍ଟରରେ ରବର୍ଟ ଭଦ୍ରାଙ୍କ ଫଟୋ ଦେଖି ବିରୋଧୀଙ୍କ ତାତ୍ସଲ୍ୟ

ରାଜନୀତି ସହ ଦୂର ଦୂର ପର୍ଯ୍ୟନ୍ତ ସମ୍ପର୍କ ନଥାଇ ବି ତାଙ୍କ ଫଟୋକୁ ପୋଷ୍ଟରରେ ରଖାଯିବା ପରେ ବିବାଦ ଦେଖାଦେଇଛି ।

PM-SHRI Scheme
କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି ! ୧୪ ହଜାର ସ୍କୁଲର ହେବ ନବକଳେବର, ଫାଇଦା ପାଇବେ ୧୮ ଲକ୍ଷ ଛାତ୍ରଛାତ୍ରୀ

ପିଏମ୍-ଶ୍ରୀ ସ୍କୁଲ ଯୋଜନାରେ ଉପକୃତ ହେବେ ୧୮ ଲକ୍ଷ ଛାତ୍ରଛାତ୍ରୀ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି ।

ACF Soumyaranjan Death Case
ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ନୂଆ ଫର୍ଦ୍ଦ; ଶୁଣାଣିରେ ରୋକ, ପତ୍ନୀଙ୍କୁ ଆଶ୍ୱସ୍ତି

ପିଟିସନର ଶୁଣାଣି କରି ତଳ କୋର୍ଟରେ ଶୁଣାଣି ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Varsha Priyadarshini
ପୁଣି ବ୍ୟାକ୍‌ଫୁଟ୍‌କୁ ଗଲେ ବର୍ଷା, ହାଇକୋର୍ଟରୁ ପ୍ରତ୍ୟାହାର କଲେ ପିଟିସନ୍‌

ଆଉ ଥରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ଆବେଦନ କରିଥିଲେ । ତଳ କୋର୍ଟରେ ଆବେଦନ ଅଗ୍ରାହ୍ୟ ହେବାରୁ ହାଇକୋର୍ଟ ଆସିଥିଲେ ବର୍ଷା ।

Cuttack Durga Puja
ଏଥର କଟକ ଦୁର୍ଗା ଭସାଣୀ ବେଳେ ଲାଗିବ GPS

ଏହି ନୂଆ ନିଷ୍ପତ୍ତି ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ବୈଠକ ସରିବା ପରେ ସେ ଏହା କହିଛନ୍ତି ।

Nitish Kumar
ନୀତୀଶ-କେଜରିୱାଲ ଭେଟ୍‌ଘାଟ, ପ୍ରଧାନମନ୍ତ୍ରୀ ପୋଷ୍ଟ ଖାଲି ନାହିଁ କହିଲେ ରବିଶଙ୍କର

ଦିଲ୍ଲୀରେ ବିରୋଧୀ ଦଳ ନେତାଙ୍କୁ ଭେଟୁଛନ୍ତି ନୀତୀଶ ସୀତାରାମ ୟେଚୁରୀ ଓ ଡି.ରାଜାଙ୍କୁ ଭେଟିଲେ ନୀତୀଶ  ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।