ମାଥିଲି ବ୍ଲକ୍ ହଳଦୀକୁଣ୍ଡ ଗାଁରେ କୋକୁଆ ଭୟ । ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି ମେଡିକାଲ୍ ଟିମ୍ ।
କିଙ୍ଗ ଚାର୍ଲ୍ସ ଏବେ ଯେ କୌଣସି ଦେଶକୁ ବିନା ପାସ୍ପୋର୍ଟ ମାଧ୍ୟମରେ ଯାଇପାରିବେ । କାରଣ ତାଙ୍କୁ କୌଣସି ପ୍ରକାର ଡକ୍ୟୁମେଣ୍ଟର ଆବଶ୍ୟକ ନାହିଁ । ତାଙ୍କ ନାଁରେ କୌଣସି ପ୍ରକାର ଡକ୍ୟୁମେଣ୍ଟ ଇସୁ ହେବାର ଆବଶ୍ୟକ ମଧ୍ୟ ନାହିଁ ।
ଇଶ୍ରିତା ପଣ୍ଡା । ଘର ଗଜପତିର ଅଡ଼ବା ଗାଁରେ । ପିଲାଟି ଦିନରୁ ପାଠ ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା ।
କେହି କେହି ଉକ୍ତ ଗାଡ଼ି ଡ୍ରାଇଭର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି । କାରଣ ଏହା ଧର୍ମିୟ ଭାବନାକୁ ଆଘାତ ପହଞ୍ଚାଇଛି ।
ଡାକ୍ତରଖାନାରେ ଷ୍ଟାଫ ନର୍ସ କେହି ନଥିବାରୁ ଡାକ୍ତରମାନେ ନିଜେ ନର୍ସଙ୍କ କାମ କରିବାକୁ ବାଧ୍ୟ ହେଉଛନ୍ତି ।
କେନ୍ଦ୍ରାପଡ଼ାରେ ରହିଛି ନିଶିଥ ପାରମାଣିକ ଓ ଯାଜପୁରରେ ରହିଛି ଅର୍ଜୁନ ମୁଣ୍ଡାଙ୍କ କାର୍ଯ୍ୟକ୍ରମ । ଅର୍ଜୁନ ମୁଣ୍ଡା ଯାଜପୁର ଯାଇ ଦଳୀୟ ପଦାଧିକାରୀଙ୍କ ସହିତ ଆଲୋଚନା କରିବେ ।
ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍ଆଇ ଆରମ୍ଭ କରିଛି ବାଲି ନିଷ୍କାସନ ପ୍ରକ୍ରିୟା । ବାଲି ବାହାର କରିବାକୁ ଘରୋଇ ସଂସ୍ଥା ନିର୍ମାଣ କରିବ ମେକାନିକାଲ ଓ୍ୱାର୍କିଂ ପ୍ଲାଟଫର୍ମ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପିଏମ୍ ମୋଦିଙ୍କ ଶୋକ । ବିଶ୍ୱ ଜଣେ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇଲା କହିଲେ ରାଷ୍ଟ୍ରପତି ।
ଲଦାଖ ଅଚଳାବସ୍ଥାରେ ସୁଧାର ସଙ୍କେତ । ଗୋଗ୍ରା ଓ ହଟ୍ସ୍ପ୍ରିଙ୍ଗ୍ର ପାଟ୍ରୋଲିଂ ପଏଣ୍ଟ-15ରୁ ସୈନ୍ୟ ଅପସାରଣ ।
ବିଜେପି ଯୁବମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ।
ମାର୍କେଟ ବିଲ୍ଡିଂର ଗୋଟିଏ ଦୋକାନରେ ନିଆଁ ଲାଗିଥିବା ସୂଚନା । ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୪ଟି ଦମକଳ ଗାଡ଼ି ।
ଘରୋଇ ସଂସ୍ଥାକୁ ବୈଷୟିକ ସହାୟତା ଦାୟିତ୍ୱ । ଭୂମିପୂଜା ସହ ବାଲି ନିଷ୍କାସନ ପ୍ରକ୍ରିୟା ଆରମ୍ଭ । ଆସନ୍ତା ୩ ବର୍ଷ ମଧ୍ୟରେ କାମ ସାରିବା ଲକ୍ଷ୍ୟ ।
ଅଖିଳେଶ ଯାଦବଙ୍କ ଏକ ବୟାନକୁ କାଉଣ୍ଟର କରି ବିଜେପି ନେତା କେଶବ ପ୍ରସାଦ କହିଛନ୍ତି, ‘ସତ୍ତା ହରାଇବା ପରେ ଅଖିଳେଶ ଯାଦବ ହତାଶ ହୋଇପଡ଼ିଛନ୍ତି ।
କାହିଁକି ଏଭଳି ଫଟୋ ପୋଷ୍ଟ କରାଯାଇଥିଲା ଏବଂ ପୋଷ୍ଟ ହେବା ପରେ କାହିଁକି ତାକୁ ଡିଲିଟ୍ କରାଗଲା । ସେନେଇ ଏବେ ରାଜନୀତି ବିଶାରଦ ମହଲରେ ଖୁବ୍ ଚର୍ଚ୍ଚା ଚାଲିଛି ।
ଆନ୍ଧ୍ରପ୍ରଦେଶ ପଲାସା, ଶ୍ରୀକାଲୁମ୍ ଜିଲ୍ଲା ଭଳି ତିନିଟି ଅଞ୍ଚଳରୁ ତିନିଟି ଟ୍ରକ୍କୁ ଧରିଛି ପୋଲିସ୍ ।
ହାତ ଗୋଡ଼ ଠିକ୍ ଠାକ୍ ଚାଲୁଥିଲେ ବି କୌଣସି କାମ ଧନ୍ଦା ନକରି ଭିକ୍ଷା ମାଗି ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ ସଂଖ୍ୟା ଆମ ସମାଜରେ ଏବେ ଖୁବ୍ ଅଧିକ ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।
ମନ୍ଦିର ଭିତରୁ ବାଲି କାଢ଼ିବା ଲାଗି ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଇଛି ।