• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Mahanadi Flood
ମହାନଦୀ ବନ୍ୟାକୁ ନେଇ ତେଜିଲା ରାଜନୀତି, ମନୁଷ୍ୟକୃତ କହି ସରକାରଙ୍କ ଉପରେ ବର୍ଷିଲା ବିଜେପି

ଦୁର୍ଗତଙ୍କୁ ରିଲିଫ୍ ମିଳୁନଥିବା କହି କଂଗ୍ରେସ୍ର ଟାର୍ଗେଟ୍ । ବନ୍ୟା ପରିଚାଳନା ନେଇ ବିଭାଗକୁ ରିପୋର୍ଟ ଦେବେ EIC ।

Flood
ଉତ୍ତର ଭାରତରେ ବନ୍ୟା ବିଭୀଷିକା, ଗଲାଣି ୩୧ ଜଣଙ୍କର ଜୀବନ

ବର୍ଷା ଲାଗି ରହିଥିବାରୁ ଜାମ୍ମୁ କାଶ୍ମୀରର ମାତା ବୈଷ୍ଣୋଦେବୀ ପୀଠ ଯାତ୍ରା ବନ୍ଦ ରହିଛି ।

Rahul Gandhi
ଅଣଗାନ୍ଧି ପରିବାର ହାତକୁ ଯିବ କଂଗ୍ରେସ ! ରାହୁଲ-ସୋନିଆ ଅରାଜି, ପ୍ରିୟଙ୍କା ଫ୍ଲପ୍

ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଉଥରେ ଦଳର ସଭାପତି ହେବାକୁ ଦାବି ହେଉଥିଲେ ବି ସେ ରାଜି ହେଉନାହାନ୍ତି ।

manish-sisodia
ED ରେଡ୍‌କୁ ଅସନ୍ତୋଷ ଜାହିର କଲେ ସିସୋଦିଆ, କହିଲେ ମୋଦି ଜି ଏସବୁ କି ଡ୍ରାମା ଚାଲିଛି..?

ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ଏହାସହ ଅନ୍ୟ ୧୩ ଜଣଙ୍କ ବିରୋଧରେ ମଧ୍ୟ ଲୁକ ଆଉଟ ସର୍କୁଲାର ଜାରି କରିଛି ସିବିଆଇ ।

Large Flood
ବଡ଼ ବନ୍ୟା ଆଶଙ୍କା, ସତର୍କ କରାଇଲେ SRC

ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ବିଶେଷ ପ୍ରଭାବିତ ହେବ ବୋଲି ସୂଚନା ଦେଇଛନ୍ତି । ଏହିସବୁ ଅଞ୍ଚଳରେ ବନ୍ୟା ପ୍ରକୋପ ଅଧିକ ରହିବ ।

The plight of flooded area
ରାତିର କିଟି କିଟି ଅନ୍ଧାରରେ ସବୁ ବନ୍ୟାଞ୍ଚଳର ସମାନ ଦୃଶ୍ୟ

କିଏ ଭାତ ଟିକେ ଫୁଟାଏ, ଆଉ କିଏ ପିଲାଙ୍କ ମୁହଁରେ ଶୁଖିଲା ଚୁଡ଼ାମୁଢ଼ି ଟିକେ ଦେଇ, ନିଜେ ଭୋକକୁ ଗିଳି ଶୋଇଯାଏ।

Rain woes | Five including two sisters die in wall collapse incidents across Odisha | Special Story
ସାମ୍ନାକୁ ଆସିଛି ଏମିତି ଏକ କରୁଣ ଦୃଶ୍ୟ ଯାହାକୁ କହି ହେଉନି କି ସହି ହେଉନି

ମୟୁରଭଞ୍ଜ ଜିଲ୍ଲା ଲୁହାକାନି ପଞ୍ଚାୟତ ଭୋଳବେଡ଼ା ଗାଁର ଅନୀଲ ଗିରିଙ୍କ ନାବାଳିକା ଝିଅ ସ୍ୱିଟି ଏବଂ ନିହାରିକା ଗତରାତିରେ ଶୋଇଥିବା ବେଳେ ବର୍ଷା ଯୋଗୁଁ ଘଟିଛି ଅଘଟଣ।

Baba Sarathi
ପୁଣି ଚର୍ଚ୍ଚାରେ ଆତ୍ମଘୋଷିତ ବାବାଙ୍କ ଆଶ୍ରମ କେନ୍ଦ୍ରାପଡ଼ାର ବାରିମୂଳ

ଏଇ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ସମୟରେ ଆଶ୍ରମକୁ ପ୍ରାୟ ୪୦ରୁ ୫୦ ଲୋକ ଆସି ପୂଜାର୍ଚ୍ଚନା କରିଥିଲେ ।

PMAY Scam
କଚ୍ଚା ଘରେ ବନ୍ୟା ପାଣି ପଶିବା ପରେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ବିପନ୍ନ

ପ୍ରାୟ ସପ୍ତାହେ ହେଲା ପାଣି ଜମି ରହିବା ଯୋଗୁଁ କାନ୍ଥ ବାଡ଼ ବତୁରି ଗଲାଣି

Online SI Exam
ନିିଯୁକ୍ତି ବିଜ୍ଞାପନର ଦୀର୍ଘ ୪ ବର୍ଷ ପରେ ତ୍ରୁଟି ସୁଧାର ପରୀକ୍ଷାରେ ବି ପୁଣି ଚରମ ଅବହେଳା

ପୂର୍ବ ସୂଚନା ଅନୁସାରେ ଦୂରଦୂରାନ୍ତରୁ ଆସିଥିଲେ ପରୀକ୍ଷାର୍ଥୀ । କିନ୍ତୁ ସେମାନେ ହଲରେ ବସିବା ପରେ ପୁଣି ସାମ୍ନାକୁ ଆସିଥିଲା ତ୍ରୁଟି ।

Online SI Exam
SI ପରୀକ୍ଷାରେ ପୁଣି ବିଭ୍ରାଟ ! ପରୀକ୍ଷା ହଲରେ ଖୋଲିଲାନି ପ୍ରଶ୍ନପତ୍ର

୪ ବର୍ଷ ବିଳମ୍ବରେ ହୋଇ ବି ବାରମ୍ବାର ତ୍ରୁଟିକୁ ନେଇ ଅସନ୍ତୋଷ । ଆୟୋଜକ ଓ ପରିଚାଳକଙ୍କୁ ଦାୟୀ କଲେ ପରୀକ୍ଷାର୍ଥୀ । ୧୫ ଦିନ ଭିତରେ ପୁଣି ପରୀକ୍ଷା ପାଇଁ OPRBର ନିଷ୍ପତ୍ତି ।

PMAY Scam
ବନ୍ୟା ଖୋଲିଦେଲା ଆବାସ ଗୁମର ! ପକ୍କାଘର ନଥିବାରୁ କେଉଁଠି କାନ୍ଥ ଭୁଶୁଡ଼ିଲା ତ କେଉଁଠି ଭାଙ୍ଗିଲା ଘର

ପଲିଥିନ ପାଇଁ ତହସିଲହଦାରଙ୍କ ଗୋଡ଼ତଳେ ପଡ଼ିଲେ ଜନ ପ୍ରତିନିଧି । ରାଜ୍ୟ ସରକାରଙ୍କ ଆବାସ ପ୍ରତିଶ୍ରୁତିକୁ ନେଇ ଘେରିଲେ ବିରୋଧୀ ।

Baba Sarathi
ପୁଣି ଚର୍ଚ୍ଚାରେ ସାରଥୀଙ୍କ ଆଶ୍ରମ, ଭାଇରାଲ୍ ହେଉଛି ଅନୁଗାମୀଙ୍କ ପୂଜାର୍ଚ୍ଚନା ଭିଡିଓ

ଆଶ୍ରମ ଇଡି ହେପାଜତ୍‌ରେ ଥାଇ ବି କେମିତି ହେଉଛି କାର୍ଯ୍ୟକ୍ରମ ? ପୂର୍ବ ମୁଦ୍ରାକୁ ଫେରିବାକୁ ଅନୁଗାମୀଙ୍କ ଜରିଆରେ ଚାଲ୍ ଚର୍ଚ୍ଚା ।

Hirakud Dam
ହୀରାକୁଦର ଆଉ ୪ ଗେଟ୍‌ ଖୋଲିଲା, ଦୁଇ ଦିନ ମଧ୍ୟରେ ସୁଧୁରିବ ସ୍ଥିତି

ହୀରାକୁଦର ଅନ୍ୟ ଗେଟ୍ ଆଜି ବନ୍ଦ କରିବାକୁ ଯୋଜନା ନାହିଁ, ପରିସ୍ଥିତି ଆସନ୍ତାକାଲି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

BOAT Capsized
ମହାନଦୀରେ ବଡ଼ ଅଘଟଣ ! ୩୦ ଜଣଙ୍କୁ ନେଇ ଯାଉଥିଲା ଡଙ୍ଗା, ସ୍ରୋତରେ ଭାସିଗଲା..

ଡଙ୍ଗାଟି ପାରାଦୀପରୁ ମହାକାଳପଡ଼ା ବାହାକୁଦ ଘାଟ ଅଭିମୁଖେ ଆସୁଥିଲା ।

Wedding Invitation
ବିବାହ ନିମନ୍ତ୍ରଣ କାର୍ଡରେ ଅତିଥିଙ୍କୁ ଅଶ୍ଲୀଳ ୱେବ୍‌ସାଇଟ୍‌ ଖୋଲି ଅପ୍‌ଡେଟ୍‌ ନେବାକୁ କହିଲେ କନ୍ୟା..!

ଜଣେ ମହିଳାଙ୍କ ବିବାହ କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାରଣ ଉକ୍ତ ନିମନ୍ତ୍ରଣ କାର୍ଡରେ ଏକ ବିରାଟ ତ୍ରୁଟି ଦେଖିବାକୁ ମିଳିଥିଲା ।

Babushan
୩୭ ସେକେଣ୍ଡର ଭିଡିଓରେ ସାମ୍ନାକୁ ଆସିଲେ ବାବୁଶାନ୍, କହିଲେ ଭୁଲ ହୋଇଗଲା ! ଦେଖନ୍ତୁ...

ନିଜର ଭୁଲ ସ୍ୱୀକାର କରିବା ସହ ପୁରା ଓନିଶାବାସୀଙ୍କୁ କ୍ଷମା ପ୍ରାର୍ଥନା କଲେ ଅଭିନେତା ବାବୁସାନ୍‌ । ଏକ ଭିଡିଓ ବାର୍ତ୍ତା ଜାରି କରି ବାବୁଶାନ୍‌ ଏଭଳି କହିଛନ୍ତି ।

Sarathi
ସାରଥୀ ଆଶ୍ରମରେ ଅନୁଗାମୀଙ୍କ ଭିଡ଼, ପୂଜାର୍ଚ୍ଚନା ସହ ଉତ୍ସବ ପାଳନ

ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଅବସରରେ ତାଙ୍କର କିଛି ଅନୁଗାମୀ ଓ ସମର୍ଥକ ଆଶ୍ରମ ଭିତରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଫଟୋକୁ ଆସ୍ଥାନରେ ରଖି ପୂଜାର୍ଚ୍ଚନା କରିଛନ୍ତି ।

OLA
OLAକୁ ଝଟ୍‌କା ! ଅଧିକ ଟଙ୍କା ଚାର୍ଜ କରୁଥିଲା, ଏବେ ଫସିଲା..

ଜାବେଜ ସାମୁଏଲ ନାମକ ଏହି ଅଭିଯୋଗକାରୀ କରିଛନ୍ତି ଯେ, ସେ ତାଙ୍କ ପତ୍ନୀ ଏବଂ ଜଣେ ସହକାରୀ ଗତ ୧୯ ଅକ୍ଟୋବର ୨୦୨୧ରେ ଚାରି ଘଣ୍ଟା ପାଇଁ ଏକ ଓଲା କ୍ୟାବ ଭଡ଼ାରେ ନେଇଥିଲେ ।

Odisha Plus 3 admission to start from today
ବଢ଼ିଲା +୨ ନାମ ଲେଖା ଅବଧି

ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାଶ ଏନେଇ ସୂଚନା ଦେଇଛନ୍ତି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।