• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

School
ଆଖିରେ ଆଖିଏ ସ୍ୱପ୍ନ ! ଜଙ୍ଗଲ ଭିତରେ ୧୨ କିଲୋମିଟର ଚାଲିକି ଯାଉଛନ୍ତି ସ୍କୁଲ

ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ କିଆଝର ପଂଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଟୁଙ୍ଗେଇଶୁଣୀ ଗାଁ । ଏଠାରୁ ଅନେକ ଛାତ୍ରଛାତ୍ରୀ ଜଙ୍ଗଲ ଘାଟି ରାସ୍ତା ପାର ହୋଇ ୧୨ କିଲୋମିଟରରୁ ଅଧିକ ବାଟ ଚାଲି ଚାଲି ଦୈନିକ ସ୍କୁଲ ଯାଆନ୍ତି ।

Viral Video
ରୋଡ୍ ଜାମ୍ କଲେ ଶହ ଶହ ବତକ, ଅଫିସ୍ ପହଞ୍ଚିବାରେ ବିଳମ୍ବ ! ଦେଖନ୍ତୁ ଭିଡିଓ

ଗୋଟିଏ କି ଦୁଇଟି ବତକ ନୁହେଁ, ଶହ ଶହ ବତକ ରାସ୍ତା ମଝିକୁ ଚାଲି ଆସିଲେ । ଆଉ ଗାଡ଼ିକୁ ଅଟକାଇଦେଲେ । ଏମିତିକି ଗାଡ଼ି ଚାରିପଟେ ବେଢ଼ିଗଲେ ।

Alcohol In japan
କି ଅଜବ ଚିନ୍ତା ! ସରକାର କହୁଛନ୍ତି ମଦ ପିଅ, ଅର୍ଥନୀତିକୁ ସୃଦୃଢ଼ କର

ଭାରତରେ ଦିନକୁ ଦିନ ଅଧିକରୁ ଅଧିକ ମଦ ଦୋକାନ ଖୋଲୁଥିଲେ ମଧ୍ୟ ସରକାର କେବେ ବି ସିଧାସଳଖ ଭାବେ କହିନାହାନ୍ତି ଯେ, ମଦ ପିଅ ଆଉ ଦେଶର ଅର୍ଥନୀତିକୁ ସୃଦୃଢ଼ କର । 

AAP
ଓଡ଼ିଶାରେ ବିଜେପି-ବିଜେଡିର ବିକଳ୍ପ ହେବ କି ଆପ୍ ? ୨୦୨୪ରେ ସରକାର ଗଢିବାକୁ କରୁଛି ଯୋଜନା

ବିଜେପି କହିଲା ଦୁର୍ନୀତିଗ୍ରସ୍ତ ଦଳକୁ ଗ୍ରହଣ କରିବେନି ରାଜ୍ୟବାସୀ । ତୁଚ୍ଛା ବାହାସ୍ପୋଟ କହିଲେ ବିଜେଡି ଓ କଂଗ୍ରେସ ।

Kamala Pujari
ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କେବିନ୍‌ରେ ତାଙ୍କୁ ଚିକିତ୍ସା କରୁଛନ୍ତି ଡାକ୍ତର ।

Flood
ବତୁରା ବହିପତ୍ରରୁ ଭବିଷ୍ୟତ ଖୋଜୁଛନ୍ତି ପିଲା, ଉଜୁଡ଼ା ଘରକୁ ଆସି ସଜାଡୁଛନ୍ତି ବହି

ଆଗକୁ କେମିତି ସ୍ୱାଭାବିକ ହେବ ପାଠପଢ଼ା, ଚିନ୍ତାରେ ଅଭିଭାବକ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ, ସ୍ଥିତି ଦେଖି ସ୍କୁଲ ଖୋଲା ନିଷ୍ପତ୍ତି ।

Mahanadi Flood
ମହାନଦୀ ବନ୍ୟାକୁ ନେଇ ତେଜିଲା ରାଜନୀତି, ମନୁଷ୍ୟକୃତ କହି ସରକାରଙ୍କ ଉପରେ ବର୍ଷିଲା ବିଜେପି

ଦୁର୍ଗତଙ୍କୁ ରିଲିଫ୍ ମିଳୁନଥିବା କହି କଂଗ୍ରେସ୍ର ଟାର୍ଗେଟ୍ । ବନ୍ୟା ପରିଚାଳନା ନେଇ ବିଭାଗକୁ ରିପୋର୍ଟ ଦେବେ EIC ।

Flood
ଉତ୍ତର ଭାରତରେ ବନ୍ୟା ବିଭୀଷିକା, ଗଲାଣି ୩୧ ଜଣଙ୍କର ଜୀବନ

ବର୍ଷା ଲାଗି ରହିଥିବାରୁ ଜାମ୍ମୁ କାଶ୍ମୀରର ମାତା ବୈଷ୍ଣୋଦେବୀ ପୀଠ ଯାତ୍ରା ବନ୍ଦ ରହିଛି ।

Rahul Gandhi
ଅଣଗାନ୍ଧି ପରିବାର ହାତକୁ ଯିବ କଂଗ୍ରେସ ! ରାହୁଲ-ସୋନିଆ ଅରାଜି, ପ୍ରିୟଙ୍କା ଫ୍ଲପ୍

ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଉଥରେ ଦଳର ସଭାପତି ହେବାକୁ ଦାବି ହେଉଥିଲେ ବି ସେ ରାଜି ହେଉନାହାନ୍ତି ।

manish-sisodia
ED ରେଡ୍‌କୁ ଅସନ୍ତୋଷ ଜାହିର କଲେ ସିସୋଦିଆ, କହିଲେ ମୋଦି ଜି ଏସବୁ କି ଡ୍ରାମା ଚାଲିଛି..?

ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି । ଏହାସହ ଅନ୍ୟ ୧୩ ଜଣଙ୍କ ବିରୋଧରେ ମଧ୍ୟ ଲୁକ ଆଉଟ ସର୍କୁଲାର ଜାରି କରିଛି ସିବିଆଇ ।

Large Flood
ବଡ଼ ବନ୍ୟା ଆଶଙ୍କା, ସତର୍କ କରାଇଲେ SRC

ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ବିଶେଷ ପ୍ରଭାବିତ ହେବ ବୋଲି ସୂଚନା ଦେଇଛନ୍ତି । ଏହିସବୁ ଅଞ୍ଚଳରେ ବନ୍ୟା ପ୍ରକୋପ ଅଧିକ ରହିବ ।

The plight of flooded area
ରାତିର କିଟି କିଟି ଅନ୍ଧାରରେ ସବୁ ବନ୍ୟାଞ୍ଚଳର ସମାନ ଦୃଶ୍ୟ

କିଏ ଭାତ ଟିକେ ଫୁଟାଏ, ଆଉ କିଏ ପିଲାଙ୍କ ମୁହଁରେ ଶୁଖିଲା ଚୁଡ଼ାମୁଢ଼ି ଟିକେ ଦେଇ, ନିଜେ ଭୋକକୁ ଗିଳି ଶୋଇଯାଏ।

Rain woes | Five including two sisters die in wall collapse incidents across Odisha | Special Story
ସାମ୍ନାକୁ ଆସିଛି ଏମିତି ଏକ କରୁଣ ଦୃଶ୍ୟ ଯାହାକୁ କହି ହେଉନି କି ସହି ହେଉନି

ମୟୁରଭଞ୍ଜ ଜିଲ୍ଲା ଲୁହାକାନି ପଞ୍ଚାୟତ ଭୋଳବେଡ଼ା ଗାଁର ଅନୀଲ ଗିରିଙ୍କ ନାବାଳିକା ଝିଅ ସ୍ୱିଟି ଏବଂ ନିହାରିକା ଗତରାତିରେ ଶୋଇଥିବା ବେଳେ ବର୍ଷା ଯୋଗୁଁ ଘଟିଛି ଅଘଟଣ।

Baba Sarathi
ପୁଣି ଚର୍ଚ୍ଚାରେ ଆତ୍ମଘୋଷିତ ବାବାଙ୍କ ଆଶ୍ରମ କେନ୍ଦ୍ରାପଡ଼ାର ବାରିମୂଳ

ଏଇ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ସମୟରେ ଆଶ୍ରମକୁ ପ୍ରାୟ ୪୦ରୁ ୫୦ ଲୋକ ଆସି ପୂଜାର୍ଚ୍ଚନା କରିଥିଲେ ।

PMAY Scam
କଚ୍ଚା ଘରେ ବନ୍ୟା ପାଣି ପଶିବା ପରେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ବିପନ୍ନ

ପ୍ରାୟ ସପ୍ତାହେ ହେଲା ପାଣି ଜମି ରହିବା ଯୋଗୁଁ କାନ୍ଥ ବାଡ଼ ବତୁରି ଗଲାଣି

Online SI Exam
ନିିଯୁକ୍ତି ବିଜ୍ଞାପନର ଦୀର୍ଘ ୪ ବର୍ଷ ପରେ ତ୍ରୁଟି ସୁଧାର ପରୀକ୍ଷାରେ ବି ପୁଣି ଚରମ ଅବହେଳା

ପୂର୍ବ ସୂଚନା ଅନୁସାରେ ଦୂରଦୂରାନ୍ତରୁ ଆସିଥିଲେ ପରୀକ୍ଷାର୍ଥୀ । କିନ୍ତୁ ସେମାନେ ହଲରେ ବସିବା ପରେ ପୁଣି ସାମ୍ନାକୁ ଆସିଥିଲା ତ୍ରୁଟି ।

Online SI Exam
SI ପରୀକ୍ଷାରେ ପୁଣି ବିଭ୍ରାଟ ! ପରୀକ୍ଷା ହଲରେ ଖୋଲିଲାନି ପ୍ରଶ୍ନପତ୍ର

୪ ବର୍ଷ ବିଳମ୍ବରେ ହୋଇ ବି ବାରମ୍ବାର ତ୍ରୁଟିକୁ ନେଇ ଅସନ୍ତୋଷ । ଆୟୋଜକ ଓ ପରିଚାଳକଙ୍କୁ ଦାୟୀ କଲେ ପରୀକ୍ଷାର୍ଥୀ । ୧୫ ଦିନ ଭିତରେ ପୁଣି ପରୀକ୍ଷା ପାଇଁ OPRBର ନିଷ୍ପତ୍ତି ।

PMAY Scam
ବନ୍ୟା ଖୋଲିଦେଲା ଆବାସ ଗୁମର ! ପକ୍କାଘର ନଥିବାରୁ କେଉଁଠି କାନ୍ଥ ଭୁଶୁଡ଼ିଲା ତ କେଉଁଠି ଭାଙ୍ଗିଲା ଘର

ପଲିଥିନ ପାଇଁ ତହସିଲହଦାରଙ୍କ ଗୋଡ଼ତଳେ ପଡ଼ିଲେ ଜନ ପ୍ରତିନିଧି । ରାଜ୍ୟ ସରକାରଙ୍କ ଆବାସ ପ୍ରତିଶ୍ରୁତିକୁ ନେଇ ଘେରିଲେ ବିରୋଧୀ ।

Baba Sarathi
ପୁଣି ଚର୍ଚ୍ଚାରେ ସାରଥୀଙ୍କ ଆଶ୍ରମ, ଭାଇରାଲ୍ ହେଉଛି ଅନୁଗାମୀଙ୍କ ପୂଜାର୍ଚ୍ଚନା ଭିଡିଓ

ଆଶ୍ରମ ଇଡି ହେପାଜତ୍‌ରେ ଥାଇ ବି କେମିତି ହେଉଛି କାର୍ଯ୍ୟକ୍ରମ ? ପୂର୍ବ ମୁଦ୍ରାକୁ ଫେରିବାକୁ ଅନୁଗାମୀଙ୍କ ଜରିଆରେ ଚାଲ୍ ଚର୍ଚ୍ଚା ।

Hirakud Dam
ହୀରାକୁଦର ଆଉ ୪ ଗେଟ୍‌ ଖୋଲିଲା, ଦୁଇ ଦିନ ମଧ୍ୟରେ ସୁଧୁରିବ ସ୍ଥିତି

ହୀରାକୁଦର ଅନ୍ୟ ଗେଟ୍ ଆଜି ବନ୍ଦ କରିବାକୁ ଯୋଜନା ନାହିଁ, ପରିସ୍ଥିତି ଆସନ୍ତାକାଲି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।