/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666254487.jpg)
Seed Crackers
ଇଏ ହେଉଛି ନିଆରା ବାଣ । ଯାହାକି ଫୁଟିବ ସତ । କିନ୍ତୁ ଫୁଟି ସାରିବା ପରେ ଯଦି ଏହା ମାଟିରେ ପଡ଼ୁଛି । ତାହାଲେ ପର ମୂହୁର୍ତ୍ତରେ ଏହା ଗଛ ଭାବେ ଉଠିବ । କାରଣ ଏଥିରେ ରହିଛି ମଞ୍ଜି । ବାଣ ଫୁଟିବା ପରେ ଗଛ ଉଠିବ ଆଉ ସବୁଜିମା ହେବ ପରିବେଶ । ସେଥିପାଇଁ ବାଣ ଭିତରେ ଖଞ୍ଜାଯାଇଛି ମଞ୍ଜି । ମାଙ୍ଗଲୁରୁରେ ଏଭଳି ବାଣ ପ୍ରସ୍ତୁତ କରାଯାଉଛି ।
Advertisment
#ସିଡ୍_କ୍ରାକର୍
ଇଏ ହେଉଛି ନିଆରା ବାଣ । ବାଣ ଫୁଟିବ । ମାଟିରେ ପଡିଲେ ଉଠିବ ଗଛ । ସବୁଜିମା ହେବ ପରିବେଶ । ବାଣ ଭିତରେ ଖଞ୍ଜାଯାଇଛି ମଞ୍ଜି । #SeedCracker#UniqueCracker#Mangaluru#OTVpic.twitter.com/hFm3jo11Yn— ଓଟିଭି (@otvkhabar) October 20, 2022
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)