ଇଏ ହେଉଛି ନିଆରା ବାଣ । ଯାହାକି ଫୁଟିବ ସତ । କିନ୍ତୁ ଫୁଟି ସାରିବା ପରେ ଯଦି ଏହା ମାଟିରେ ପଡ଼ୁଛି । ତାହାଲେ ପର ମୂହୁର୍ତ୍ତରେ ଏହା ଗଛ ଭାବେ ଉଠିବ । କାରଣ ଏଥିରେ ରହିଛି ମଞ୍ଜି । ବାଣ ଫୁଟିବା ପରେ ଗଛ ଉଠିବ ଆଉ ସବୁଜିମା ହେବ ପରିବେଶ । ସେଥିପାଇଁ ବାଣ ଭିତରେ ଖଞ୍ଜାଯାଇଛି ମଞ୍ଜି । ମାଙ୍ଗଲୁରୁରେ ଏଭଳି ବାଣ ପ୍ରସ୍ତୁତ କରାଯାଉଛି ।
Also Read
#ସିଡ୍_କ୍ରାକର୍
— ଓଟିଭି (@otvkhabar) October 20, 2022
ଇଏ ହେଉଛି ନିଆରା ବାଣ । ବାଣ ଫୁଟିବ । ମାଟିରେ ପଡିଲେ ଉଠିବ ଗଛ । ସବୁଜିମା ହେବ ପରିବେଶ । ବାଣ ଭିତରେ ଖଞ୍ଜାଯାଇଛି ମଞ୍ଜି । #SeedCracker #UniqueCracker #Mangaluru #OTV pic.twitter.com/hFm3jo11Yn