ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
କେବଳ ଥରେ ନୁହେଁ ସକାଳୁ ସନ୍ଧ୍ୟା ଯାଏଁ ସେ କ୍ଷୀର ବିକୁଛନ୍ତି ଏହି ବାଇକ୍ରେ । ସୋସିଆଲ ମିଡିଆରେ ଏହି ଭିଡିଓକୁ ଖୁବ୍ ଲୋକ ପସନ୍ଦ କରିଛନ୍ତି ।
ଗୁରୁବାର ଦିନ ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି ।
ରାୟପୁରରୁ ୪ ଜଣ ଡକାୟତଙ୍କୁ ଗିରଫ କଲା ସ୍ୱତନ୍ତ୍ର ସ୍କ୍ୱାଡ୍ ।
ଯିଏ ବି ଭିଡିଓ ଦେଖୁଛି, ରେଳ ଟିକେଟ୍ ଚେକିଂ କର୍ମଚାରୀଙ୍କୁ ନିନ୍ଦା କରୁଛି ।
ଯେଉଁଥିରେ ଜଣେ ଚାରି ବର୍ଷର କୁନି ଝିଅର ଶବ ରହିଛି । ଏହି ମାମଲା ହନୋକ ସହରର ଯୁଟା ବସ୍ତି ଅଞ୍ଚଳର ବୋଲି ଜଣାପଡ଼ିଛି ।
ଅର୍ଚ୍ଚନା ଓ ସହଯୋଗୀ ଖଗେଶ୍ୱରଙ୍କ ୨ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହାଜର ।
ଜାନୁଆରୀରୁ ଆରମ୍ଭ ହୋଇ ଚାରି ମାସ ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ ୨୩ରୁ ଏପ୍ରିଲ୍ ୨୩ ପର୍ଯ୍ୟନ୍ତ ଏହି ଯୋଜନା ଲାଗୁ ହେବ ।
୩୦ ଜଣଙ୍କ ମଧ୍ୟରୁ ୨୪ ଶିକ୍ଷକଙ୍କୁ କାଯର୍ୟାନ୍ତର କଲେ ଜିଲ୍ଲାପାଳ ।
ପୁଣି ଧାନ କିଣାରେ ଅବ୍ୟବସ୍ଥା ! ଗ୍ରାଉଣ୍ଡ ଜିରୋରୁ ସାମନାକୁ ଆସିଲା ଚାଷୀଙ୍କ ବିକଳ ଚିତ୍ର ।
କୁବଳୟା ହସ୍ତି ଓ ଅଷ୍ଟମଲ୍ଲଙ୍କୁ ମାରିବା ପରେ କଂସଙ୍କ ବଧ ହେବ ଅଭିନୀତ ।
ଆସନ୍ତା ୨ରୁ ୩ ଦିନ ଯାଏ ପାଗ ଶୁଖିଲା ରହିବା ସହ ପାଣିପାଗରେ ପରିବର୍ତ୍ତନ ନଥିବା କହିଛି ପାଣିପାଗ କେନ୍ଦ୍ର ।
ବିବାହ ପରେ ପୁଅ ଯଦି ପୁଅ ହୋଇ ରହିପାରୁଛି ଏବଂ ବାପାର ନାଁ ମଧ୍ୟ ବ୍ୟବହାର କରିପାରୁଛି ତେବେ ଝିଅ ମଧ୍ୟ ବିବାହ କରିବା ପରେ ଝିଅ ହୋଇ ରହିବ ଆଉ ବାପାର ନାଁ ବ୍ୟବହାର କରିପାରିବ ।
କାଶ୍ମୀରରେ ଏବେ ଏମିତି ସ୍ଥିତି ଉପୁଜିଛି । ପାଇପ୍ରୁ ପାଣି ବଦଳରେ ବାହାରୁଛି ବରଫ ।
କେତେ ରୋଜଗାର କରନ୍ତି ? ଉତ୍ତର ଦେଲେ କିଙ୍ଗ ଖାନ୍ ଫ୍ୟାନ୍ମାନେ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥିଲେ ଆଉ ଶାହରୁଖ୍ ସମସ୍ତ ଉତ୍ତର ଦେବାକୁ ମଧ୍ୟ ଚେଷ୍ଟା କରିଥିଲେ ।
ଏଣିକି ଟିକେଟ କ୍ୟାନ୍ସଲ କରି ପୁଣି ଥରେ ଟିକେଟ ବୁକ୍ କରିବାକୁ ପଡ଼ିବ ନାହିଁ କି ଏଥି ପାଇଁ କ୍ୟାନ୍ସଲେସନ ଫି’ କଟିବ ନାହିଁ।
ଯେଉଁଠି ପୋଲିସ ସୁରକ୍ଷିତ ନୁହଁନ୍ତି, ସେଠି ସାଧାରଣ ମହିଳା କିଭଳି ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଥିଲା ।
ସୌଭାଗ୍ୟବଶତଃ ଗାଡ଼ିଟିର ଆଗ ଚକା ନଥିଲେ ମଧ୍ୟ ତାହା ସେମିତି ଛିଡ଼ା ହୋପାରୁଥିଲା ।