ପୂର୍ବରୁ ସାଲୁଜା-ଜିଲ୍ଲାପାଳ, କେଭି-ବିଡିଓ ତୁତୁ ମେମେ ହୋଇଥିଲେ । ଏହା ଲୋକ ପ୍ରତିନିଧିଙ୍କୁ ଆବଶ୍ୟକ ଗୁରୁତ୍ୱ ଦିଆନଯିବାର ଫଳ ବୋଲି କହିଲେ ପୂର୍ବତନ ପ୍ରଶାସକ ।
BRS ଫୋକସ୍ରେ ଚାଷୀ ଭୋଟ୍ । ହାଇଦ୍ରାବାଦରୁ ଆନ୍ଦୋଳନ ପରିଚାଳନା ହେଉଥିବା ପରୋକ୍ଷରେ ସ୍ୱୀକାର ।
ଗତ ୨୦୨୨ ଗଣତନ୍ତ୍ର ଦିବସରେ ମଧ୍ୟ ସଫେଇ କର୍ମଚାରୀ, ଶ୍ରମିକ, ନିର୍ମାଣ ଶ୍ରମିକ ଏବଂ ଅଟୋ ଚାଳକଙ୍କୁ ନିମନ୍ତ୍ରଣ କରାଯାଇଥିଲା ।
ଏତେ ଥଣ୍ଡାରେ ରାହୁଲ କେମିତି ବିନା ଜ୍ୟାକେଟ୍ରେ ବୁଲୁଛନ୍ତି ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା ।
ସମସ୍ତେ ଚିନ୍ତା କରନ୍ତି ବିବାହ ଉତ୍ସବଟି କିଭଳି ସ୍ମରଣୀୟ ହୋଇ ରହିବ ।
ବିରୋଧୀ କହିଲେ ଚାଷୀ ମାରଣରେ ମାତିଛନ୍ତି ରାଜ୍ୟ ସରକାର । ଏ ସରକାର ଅମଳରେ ମଣ୍ଡିରୁ ଧାନ ସଂଗ୍ରହ ଠିକ୍ ଭାବେ ଚାଲିଛି କହିଲା ବିଜେଡି ।
କାଲି ସୁଦ୍ଧା ରିପୋର୍ଟ ମାଗିଲା ଉଚ୍ଚଶିକ୍ଷା ବିଭାଗ । ଇଣ୍ଟରନେଟ୍ ସମସ୍ୟାକୁ ଦୋଷ ଲଦି ଖସିିବାକୁ ଉଦ୍ୟମ ।
T20 ଏସିଆ କପ୍ ବେଳେ ଆଫ୍ଗାନିସ୍ତାନ ବିପକ୍ଷରେ ସେ ୭୧ ତମ ଶତକ ହାସଲ କରିଥିଲେ ।
ୟସ୍ ରାଜ ଫିଲ୍ମସ ବ୍ୟାନ୍ରରେ ନିର୍ମିତ ହେଉଥିବାରୁ ପଠାନ୍ ବକ୍ସ ଅଫିସ୍ରେ ହିଟ୍ କରିବ ବୋଲି ଆଶା କରାଯାଉଛି ।
ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି, ତାକୁ ଯିଏ ବି ଦେଖୁଛି ସିଏ ପ୍ରଶଂସା ନକରି ରହି ପାରୁନି ।
ଖାଲି ରକେଟ୍ରି ନୁହେଁ, ସେ ବ୍ରହ୍ମାସ୍ତ୍ରରେ ବି ଏକ ଛୋଟ ରୋଲ କରି ପରଦାକୁ ଆସିଥିଲେ । ଏବେ ଶାହରୁଖ୍ଙ୍କ ଫିଲ୍ମ ପଠାନ୍ ରିଲିଜ୍ ଅପେକ୍ଷାରେ ରହିଛି ।
ଡେଲିଭରୀ ବୟ ସେଠାରେ ପହଞ୍ଚି କବାଟ ବାଡ଼େଇବା ମାତ୍ରେ ପୋଷା କୁକୁରଟି ତାଙ୍କ ଆଡ଼କୁ ମାଡ଼ି ଆସିଲା । କୁକୁରଟି ଉକ୍ତ ଡେଲିଭରୀ ବୟକୁ ଦେଖି କାମୁଡ଼ିବାକୁ ଗୋଡ଼ାଇଲା ।
ସଂପୃକ୍ତ ଯୁବତୀ ଏକ ଆଇଟି କମ୍ପାନୀର ଚାକିରିଆ ଓ ଜଣେ ସମ୍ଭ୍ରାନ୍ତ ଘରର ଝିଅ ବୋଲି ମଧ୍ୟ କୁହାଯାଉଛି ।
ସେହିଭଳି ଘନ କୁହୁଡ଼ି ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଡାକୋଟା ବିମାନ ।
ବିନା ପ୍ରଦୂଷଣରେ ଅଳିଆ ଉଠାଇବା ପାଇଁ ହୋଇଥିଲା ବ୍ୟବସ୍ଥା ।
ନିଶ୍ଚିହ୍ନ ହେବାରେ ଲାଗିଛି ଝାଉଁବଣ, ବିପଦରେ ଜୀବନ ଜୀବିକା, ପଯର୍ୟଟନ ।
ଚିକିତ୍ସା ପରେ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ଅବଦୁଲ ଲସ୍କର-ଇ-ତୋଇବା ମୁଖ୍ୟ ହାଫିଜ୍ ସଇଦ୍ର ସମ୍ପର୍କୀୟ ।
ହାଡଭଙ୍ଗା ଜାଡ଼ରେ ଥରୁଛି ଉତ୍ତର ଭାରତ । ଅଗାମୀ ୩ ଦିନ ପାଇଁ ସତର୍କ କଲା IMD ।