୨୦୦୭ରେ ଚାଲାଣବେଳେ ଲକ୍ଷ୍ମଣନାଥ ଗେଟ୍ରୁ ଜବତ ହୋଇଥିଲା । ତାମିଲନାଡୁରୁ ପଶ୍ଚିମବଙ୍ଗ ଚାଲାଣବେଳେ ଜବତ ହୋଇଥିଲା ।
ଗତଥର ୬୭ କୋଟି, ଏଥର ପ୍ରାୟ ୧୧ ଶହ କୋଟି । ଡିଏମ୍ଏଫ୍ ଫଣ୍ଡ ବିନିଯୋଗ ଉପରେ ବର୍ଷିଲେ ବିରୋଧୀ ।
ହତ୍ୟା ଅଭିଯୋଗ ଆଣି ଓସିଏକୁ ଦାୟୀ କଲେ ବାପା । ଖେଳାଳି ଚୟନରେ ଅନିୟମିିତତା ହୋଇନି:OCA
କେରଳ ଷ୍ଟେଟ୍ କମିଶନ୍ ପ୍ରୋଟେକ୍ସନ ଅଫ୍ ଚାଇଲ୍ଡ ରାଇଟ୍ସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ପାଖାପାଖି ୧୬ଟି ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟରେ ସେ ଭାରତ ପାଇଁ ପ୍ରତିନିଧିତ୍ୱ କରିଛନ୍ତି ।
ଆଗାମୀ ଦିନରେ କୁକ୍ଙ୍କୁ ୮୦ ରୁ ୯୦ ପ୍ରତିଶତ ରାଶି ଦେବା ପାଇଁ ସଂସ୍ଥା ଯୋଜନା କରୁଛି । କୁକ୍ ୨୦୧୧ରୁ ଆପଲ୍ ସିଇଓ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି ।
ସୌଭାଗ୍ୟ ବଶତଃ ଲୋକମାନେ ଏହା ଦେଖି ପୂର୍ବରୁ ସତର୍କ ହେଲେ ଏବଂ ଉକ୍ତ ନିଶାଗ୍ରସ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚିନ୍ତା କଲେ
ୟୁନିଟ୍ ପିଛା ୩୦ପଇସା ଶସ୍ତାରେ ବିଜୁଳି କିଣୁଛି ତାମିଲନାଡୁ । ଓଇଆରସିର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ।
ବିଜୁ ଯୁବ ବାହିନୀ ଭେଳିକି ପ୍ରସଙ୍ଗ ଉଖାରିଲା କଂଗ୍ରେସ୍ ।
ପୁଣି ତେଜିଲା ବିଜେପି-ବିଜେଡି ଚାଉଳ କଳି । ଚାଉଳ ହିସାବ ଦୋହରାଇ ରାଜ୍ୟକୁ ଅପରାଜିତାଙ୍କ ଟାର୍ଗେଟ୍ ।
ରାଜ୍ୟ ସରକାର ଲୋକଙ୍କ ଭ୍ରମିତ କରି ରଖିଛନ୍ତି, ଏଣୁ ଚାଉଳ କିଏ ଦେଉଛି ଜାଣିବା ଦରକାର ବୋଲି କହିଛନ୍ତି ଅପରାଜିତା ।
ଗତ କିଛି ଦିନ ମଧ୍ୟରେ ଏଲନ୍ ମସ୍କଙ୍କ ସମ୍ପତ୍ତି ପାଖାପାଖି ୨୦୦ ବିଲିୟନ୍ ତଳକୁ ଖସିଯାଇଛି ।
ଏହାକୁ ଛିଡ଼ା କରିବା ପାଇଁ ମାତ୍ର କେଇ ଘଣ୍ଟା ହିଁ ସମୟ ଲାଗିବ । ଆଉ ଏହାର ଚାହିଦା ବି ଧିରେ ଧିରେ ବଢ଼ିବାରେ ଲାଗିଲାଣି ।
ଏମିତିକି ଗାଡ଼ିକୁ ପଛକୁ ନେଲା ବେଳେ ଚାଳକଙ୍କ ଗୋଡ଼ ବି ତଳେ ଲାଗୁନି ।
କେବେ ଟ୍ରଲର ମାଡ଼ରେ ମୃତ, କେବେ ବୁଲା କୁକୁରଙ୍କ ଆହାର । ବିପଦରେ ବିରଳ ଅଲିଭ୍ ରିଡ୍ଲେ କଇଁଛ ।
ସିଂହାରୀ, ସୁଆର ଓ ଦଇତାପତି ସେବାୟତଙ୍କ ସାଂଘାତିକ ଅଭିଯାଗ ।
ହଠାତ ନମ୍ବର କଟକଣା ପରେ ଚିନ୍ତାରେ ଗାଡି ଚାଳକ । ବୁକିଂର ମାସେ ପରେ ମିଳୁଥିବାରୁ ଚିନ୍ତା ।
ଏବେ ଆମେ ଯେଉଁ କଥା କହିବୁ ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଏଥର ଚର୍ଚ୍ଚା ତାଙ୍କ ପାଇଁ ନୁହେଁ ବରଂ ତାଙ୍କ ପୋଷା ବିଲେଇକୁ ନେଇ ।
ଆପଣ ଯଦି ଏକ ଦାମୀ ରେଷ୍ଟୁରାଣ୍ଟକୁ ଯାଇଥିବେ କିନ୍ତୁ ସେଠାରେ ଆପଣଙ୍କୁ ଗାଳି ଗୁଲଜ କରାଯିବ । ଏହାସହ ଅଶ୍ଲିଳ ଇଙ୍ଗିତ କରାଯିବ ।
ଏଭଳି ଦୃଶ୍ୟ କେବଳ ଦିଲ୍ଲୀ ଟ୍ରାଫିକ୍ରେ ହିଁ ଦେଖାଦେଇପାରେ ।