• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

COVID-19 Nasal Vaccine
କରୋନାକୁ ମାତ୍‌ ଦେବାକୁ ଆସିଲା ନୂଆ ଅସ୍ତ୍ର, ଭାରତର ପ୍ରଥମ ନାଜାଲ୍ କୋଭିଡ୍ ଟିକାକୁ ମିଳିଲା ମଂଜୁରୀ

ଭାରତ ବାୟୋଟେକ୍‌ର ଟିକାକୁ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଅନୁମତି । ଏମରଜେନ୍ସି ବ୍ୟବହାର ପାଇଁ ଗ୍ରୀନ୍ ସିଗନାଲ ।

Charchit Mishra
ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ଚର୍ଚ୍ଚିତଙ୍କୁ ଜାମିନ

ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଓ ପାସପୋର୍ଟ ଜମା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ପ୍ରତି ୧୫ ଦିନରେ ତଦନ୍ତ ଅଧିକାରୀଙ୍କୁ ସାକ୍ଷାତ ପାଇଁ ମଧ୍ୟ କଡ଼ା ନିର୍ଦ୍ଦେଶ ରହିଛି ।

Indian Economy
ବିଶ୍ୱ ଅର୍ଥନୀତି ରାଙ୍କିଂ; ବ୍ରିଟେନ୍‌କୁ ପଛରେ ପକାଇଲା ଭାରତ

କରୋନା ମହାମାରୀ ପରେ ଦରଦାମରେ ହୋଇଥିବା ଅହେତୁକ ଦର ବୃଦ୍ଧିକୁ ରୋକିବାରେ ବିଫଳ ହୋଇଥିବା ବ୍ରିଟେନ୍ ଷଷ୍ଠ ସ୍ଥାନକୁ ଖସିଆସିଛି ।

Judge
ପକ୍ସୋ କୋର୍ଟ ଜଜ୍‌ଙ୍କ ମୃତ୍ୟୁ ଘଟଣାରେ ଆସିଲା ଟ୍ୱିଷ୍ଟ, ଆତ୍ମହତ୍ୟା ନୁହେଁ ହତ୍ୟା !

ସୁବାସଙ୍କ ମୃତଦେହ ତାଙ୍କୁ ଦେଖିବାକୁ ଦିଆଯାଇ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

Nitish Kumar
ନୀତିଶଙ୍କୁ ବଡ଼ ଝଟ୍‌କା ! ଗୋଟିଏ ପରେ ଗୋଟିଏ ରାଜ୍ୟରୁ ସଫା ହେଉଛି ଜେଡିୟୁ

ନୀତିଶ କୁମାର ଦେଶରେ ମୋଦିଙ୍କ ବିକଳ୍ପ ବୋଲି ଜେଡିୟୁ ନେତା ଚିତ୍କାର କରୁଥିବା ବେଳେ ଏବେ ମଣିପୁର ଅବସ୍ଥା ଦେଖି ବିଜେପି ନେତା ନୀତିଶ ଓ ତାଙ୍କ ଦଳୀୟ ନେତାଙ୍କୁ ତାତ୍ସଲ୍ୟ କରିବା ଆରମ୍ଭ କରିଛନ୍ତି ।

Superstition
୭୦ ବର୍ଷ ହେଲା ବାସନ୍ଦ ହୋଇଛନ୍ତି, ହେଲେ କାରଣ କ’ଣ ? କାହାକୁ ଜଣାନାହିଁ !

ବାସନ୍ଦ ଯୋଗୁଁ ଆଖପାଖ ଗାଁରେ ନିଜ ଜାତିରେ ପୁଅ-ଝିଅ ବାହା ଦେଇ ପାରୁନାହାନ୍ତି କି ବୈବାହିକ ସଂପର୍କ ସ୍ଥାପନ କରିପାରୁ ନାହାନ୍ତି ।

Truck
ଛତିଶଗଡ଼ରୁ ଡାଲି-ଗହମ ଲୁଟ୍ କରି କାକଟପୁରରେ ଧରାପଡ଼ିଲା ଟ୍ରକ୍

୧୮ ଲକ୍ଷ ଟଙ୍କା ମୂଲ୍ୟର ଡାଲି ଓ ଗହମ ବୋଝେଇ ଟ୍ରକ୍ ଆସୁଥିଲା । କାକଟପୁର ଅଞ୍ଚଳରୁ ଟ୍ରକ୍ ଜବତ, ୨ ଗିରଫ  ।

India Pakistan
ସୁପର ସଣ୍ଡେରେ ଭାରତ-ପାକ୍‌ ମ୍ୟାଚ୍‌, ଜବରଦସ୍ତ ହେବ ମୁକାବିଲା

ସୁପର ସଣ୍ଡେରେ ଦୁବାଇ ଇଣ୍ଟରନ୍ୟାସନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ।

Orphan
କି ନିର୍ଦୟ ଏ ଦଇବ ! ୧୦ ଦିନ ଭିତରେ ଆରପାରିରେ ବାପା-ମା, ଦୁଇ କୁନି ଛୁଆ ଏବେ ଅନାଥ

ମାତ୍ର ୧୦ ଦିନ ବ୍ୟବଧାନରେ ଉଭୟ ବାପ-ମାଆ ତାଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି । ଯାହାଫଳରେ ଦୁଇ କୁନି ଛୁଆ ଏବେ ସମ୍ପୂର୍ଣ୍ଣ ଅନାଥ ।

Couple Suicide
ଦୁଇ ମାସ ହେବ ପ୍ରେମ ବିବାହ କରିଥିଲେ, ଏବେ ବିଷ ପିଇଦେଲେ !

ବାଲେଶ୍ୱରରେ ବିଷ ପିଇ ନବ ଦମ୍ପତିଙ୍କ ଆତ୍ମହତ୍ୟା! ସଦର ଥାନା ଚଷାଖଣ୍ଡି ପଞ୍ଚାୟତ ମଧୁପୁରା ଗାଁର ଘଟଣା ।

Special OJEE
୨୮ଟି ସହରରେ ୩୮ଟି ପରୀକ୍ଷା କେନ୍ଦ୍ର, କୋଲକତା-ରାଞ୍ଚି-ପାଟନାରେ ବି ପିଲା ଦେବେ ପରୀକ୍ଷା

ଚଳିତବର୍ଷ ୨୮ ହଜାର ୬୦୦ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ଦୈନିକ ୪ଟି ସିଫ୍ଟରେ ପରୀକ୍ଷା  ।

Nasa
ନାସାର ଚନ୍ଦ୍ର ଅଭିଯାନ; ସ୍ପେଶ ଲଞ୍ଚ ସିଷ୍ଟମ ରକେଟ୍ ସାହାଯ୍ୟରେ ଚନ୍ଦ୍ରକୁ ଯିବେ ମଣିଷ

୯୮ ମିଟର ଉଚ୍ଚର ଶକ୍ତିଶାଳୀ ସ୍ପେଶ ଲଞ୍ଚ ସିଷ୍ଟମ ରକେଟ୍ ଦ୍ୱାରା ହେବ ଉତ୍‌କ୍ଷେପଣ । ମଣିଷ ବଦଳରେ ତିନିଟି ମାନେକୁଇନ ବା ପିତୁଳା ପଠାଯିବ ।

BOAT Capsized
ଲେଉଟି ପଡ଼ିଲା ଡଙ୍ଗା ! ସାମାନ୍ୟ ଭୁଲ ପାଇଁ ଚାଲିଗଲା ୭ ଜଣଙ୍କ ଜୀବନ

ଏବେ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇସାରିଛି । ଆଜି ସକାଳୁ ୫ ଜଣଙ୍କର ମୃତଦେହ ପାଇଥିଲା NDRF ଟିମ୍ ।

Indian Navy
ଭାରତୀୟ ନୌସେନାରୁ ହଟିଲା ଗୁଲାମୀର ଚିହ୍ନ, ସାମ୍ନାକୁ ଆସିଲା ନୂଆ ପତାକା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ନୌସେନାର ନୂଆ ନିଶାନର ଅନାବରଣ କରିଛନ୍ତି ।

NGT
ବେଆଇନ୍ ବାଲି ଖନନକୁ ନେଇ NGTର ଛାଟ ! ଲାଗିଲା ୩୬ କୋଟିର ଫାଇନ୍

ଲିଜ୍ ଧାରୀଙ୍କ ଉପରେ ୩୬ କୋଟିର ଫାଇନ୍ ଲଗାଇଛନ୍ତି ।

Subhashree
ଶୁଭଶ୍ରୀ ମୃତ୍ୟୁ ଘଟଣାରେ ଟ୍ୱିଷ୍ଟ ! ହତ୍ୟା ନୁହେଁ ଆତ୍ମହତ୍ୟା କହୁଛି ରିପୋର୍ଟ, ପୁରୁଷ ବନ୍ଧୁଙ୍କୁ ନେଇ ବଢ଼ୁଛି ସନ୍ଦେହ

ହତ୍ୟା ନୁହେଁ ଏହା ଆତ୍ମହତ୍ୟା ବୋଲି ରିପୋର୍ଟରୁ ଅନୁମାନ କରାଯାଉଛି । ମୃତଦେହ ପ୍ରଥମେ ଝୁଲନ୍ତା ଅବସ୍ଥାରେ ଥିଲା । ଏହାକୁ କଢ଼ାଯାଇ ବେଡ୍ ଉପରେ ରଖାଯାଇଥିଲା ।

Minakhi Mishra
ଆଶ୍ଚର୍ଯ୍ୟ ! ମୃତ୍ୟୁର ଦୁଇ ବର୍ଷ ପରେ ବିଜେଡି ମହିଳା କର୍ମକର୍ତ୍ତା ତାଲିକାରେ ମୀନାକ୍ଷୀଙ୍କ ନାଁ

ଇଏ ହେଉଛନ୍ତି ବିଜେଡିର ସେଇ ଦିବଙ୍ଗତ ନେତ୍ରୀ, ଯିଏ ନିଜ ପୁଅର ସୁରକ୍ଷାକୁ ନେଇ ପୋଲିସ୍ ପାଖରୁ ନ୍ୟାୟ ନପାଇ ଆତ୍ମହତ୍ୟା କରିଥିଲେ ।

Ganesh Puja
ଫେରିଛି ପାର୍ବଣର ମାହୋଲ ! ଗଣେଶ ପୂଜାରେ ଦୁଲୁକୁଛି ମଞ୍ଚ

କେଉଁଠି ସପ୍ତାହେ ତ ଆଉ କେଉଁଠି ମାସେ ପର୍ଯ୍ୟନ୍ତ ଚାଲିବ ବିଘ୍ନ ବିନାଶକଙ୍କ ପୂଜା । ତେଣୁ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମରୁ ମଜା ଉଠାଇବେ ଦର୍ଶକ । 

Farmers
ବନ୍ୟା ଭାଙ୍ଗିଦେଲା ଚାଷୀଙ୍କ ମେରୁଦଣ୍ଡ, ଧୋଇନେଲା ଧାନ ତଳି ! ଏବେ ସାର ବି ମିଳୁନି

କେନାଲ ପାଣି ଆସୁନଥିବାରୁ ଚାଷୀ ବର୍ଷକୁ ଗୋଟିଏ ସାରଦ ଧାନ ଚାଷ କରି ପରିବାର ପ୍ରତିପୋଷଣ କରେ । ହେଲେ ସେହି ଧାନଚାଷକୁ ଏବେ ବନ୍ୟା ଉଜାଡି ଦେଇଛି ।

Dawood Ibrahim
ଦାଉଦକୁ ଧରିବା ପାଇଁ NIA ତତ୍ପର, ନେଲା ବଡ଼ ପଦକ୍ଷେପ ! ନୂଆ ଫଟୋ ବି ଜାରି କଲା

ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ଏବେ ବି ସକ୍ରିୟ ଥିବା NIAର ସୂଚନା । ଛୋଟା ସକିଲ୍ ସଂପର୍କରେ ସୂଚନା ଦେଲେ ୨୦ ଲକ୍ଷ ପୁରସ୍କାର ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।