• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

BJP
୨୪ ନିର୍ବାଚନ ପୂର୍ବରୁ ବିଜେପିକୁ ବଳ, ତ୍ରିପୁରା-ନାଗାଲାଣ୍ଡରେ ଗଢ଼ିବ ସରକାର

ନାଗାଲାଣ୍ଡରେ ବିଜେପି-NDPP ମେଣ୍ଟକୁ ସଫଳତା । ମେଘାଳୟରେ ଝୁଲା ବିଧାନସଭା ।

Love Story
ଏମିତି ପ୍ରେମ କାହାଣୀ ଆପଣ କେବେ ଶୁଣିନଥିବେ, ୭୫ରେ ପ୍ରପୋଜ୍ କଲେ, ବିବାହ ବି କଲେ !

ଏହି ପ୍ରେମ କାହାଣୀ କୌଣସି ଯୁବ ପିଢ଼ିଙ୍କର ନୁହେଁ । ଏହି ପ୍ରେମ କାହାଣୀରେ ଥିବା ଦୁଇ ପ୍ରେମୀ ଯୁଗଳଙ୍କ ବୟସ ୭୦ ଉପରେ ।

Stray Dog
ସାବଧାନ ! ମାତିଛନ୍ତି ବୁଲା କୁକୁର, କୁନି ଛୁଆଙ୍କୁ ବାହାରେ ଖେଳିବାକୁ ଛାଡ଼ିଲେ ରଖନ୍ତୁ ନଜର

ଗତ ମଙ୍ଗଳବାର ସନ୍ଧ୍ୟାରେ ଶିଶୁ କନ୍ୟାଟି ଘର ବାହାରେ ଖେଳୁଥିବା ବେଳେ ପାଖରେ ଥିବା ବଡ଼ ଭାଇ ଭଉଣୀମାନେ ଅଳ୍ପ ସମୟ ପାଇଁ ଘର ଭିତରକୁ ଯାଇଥିଲେ ।

Mukesh Ambani
ଏତେ ସହଜ ନୁହେଁ ଅମ୍ବାନୀଙ୍କ ଗାଡ଼ିର ଡ୍ରାଇଭର ଚାକିରି ପାଇବା !

ଅମ୍ବାନୀଙ୍କ ବିଳାସପୂର୍ଣ୍ଣ ଲାଇଫ୍‌ଷ୍ଟାଇଲ୍‌ ସହ ଖାପ ଖୁଆଇବା ଭଳି ଡ୍ରାଇଭରଙ୍କୁ ନିଯୁକ୍ତି କରାଯାଇଥାଏ ।

Gautam Adani
ହିଣ୍ଡେନ୍‌ବର୍ଗ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଅଦାନି ଗ୍ରୁପ ସ୍ୱାଗତ କରିଛି । ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ତଦନ୍ତ ସରିବ ।

Agnipariksha
ଭାଇ ବୋହୂ ସହ ସମ୍ପର୍କ ନଥିଲା... ପ୍ରମାଣ ପାଇଁ ଯୁବକ ଦେଲେ ଅଗ୍ନିପରୀକ୍ଷା

କଳି ଯୁଗରେ ବି ଲୋକଙ୍କୁ ଦେବାକୁ ପଡ଼ୁଛି ଅଗ୍ନିପରୀକ୍ଷା । ତାହା ପୁଣି ତ୍ରେତୟା ଯୁଗର ଅଗ୍ନି ପରୀକ୍ଷା ଷ୍ଟାଇଲ୍‌ରେ ।

Mantu Chhuria
ମଣ୍ଟୁ ଛୁରିଆଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ‘ପବ୍‌ ଜି’ ଖେଳୁଥିଲା ସାଇବର ଠକ

ଅଭିଯୁକ୍ତର ଘର ଦେବଗଡ ଜିଲ୍ଲାରେ ବୋଲି ଜଣାପଡ଼ିଛି । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।

Plus Two Exam
ଫୁଲ, ଚନ୍ଦନ ଓ ବନ୍ଦାପନା ସହ ପରୀକ୍ଷା ହଲରେ ପ୍ରବେଶ କଲେ ଛାତ୍ରଛାତ୍ରୀ

ପ୍ରଶ୍ନପତ୍ର ଲିକ୍ ଏବଂ କପି ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ ହୋଇଛି କଡା ସୁରକ୍ଷା ବ୍ୟବସ୍ଥା ।

OBC Card
ପଛୁଆ ବର୍ଗଙ୍କ ସର୍ଭେ ଲାଗି ଅଣ୍ଟା ଭିଡ଼ିଲେ କମିଶନ

ଜୁଲାଇ ୧୨ ତାରିଖ ସୁଦ୍ଧା ସର୍ଭେର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓବିସି କମିଶନ୍ ।

BJD - BJP
ବିଜେଡି- ବିଜେପି ମଧ୍ୟରେ ଟୁଇଟ୍ ୱାର ସାଙ୍ଗକୁ ପ୍ରେସ କନଫରେନ୍ସ ଲଢ଼େଇ

ଗତକାଲିର ଘଟଣାକୁ ନେଇ ଆଜି ଆଗ ବିଜେଡି ପ୍ରେସମିଟ୍ କରି ସିଧା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରସଙ୍ଗ ଭିତରକୁ ଟାଣି ତାଙ୍କରି ଅନୁସାରେ ହିଁ ସବୁ କିଛି ହୋଇଛି ବୋଲି ଟାର୍ଗେଟ୍ କରିଛି ।

Chinmayee
ସମାବର୍ତ୍ତନ ଉତ୍ସବରେ ସାମିଲ ହେବାକୁ ଆସିଥିଲେ, ଆଉ ଫେରିଲେନି ଚିନ୍ମୟୀ

ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ଭିସୁଟର ସମାବର୍ତ୍ତନ ଉତ୍ସବକୁ ଆସିଥିବା ଝିଅଟି ଯେ ଏମିତି ଅକାଳ ବିୟୋଗରେ ଚାଲିଯିବ, କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି ।

Pradeep jena
ପ୍ରଦୀପ କୁମାର ଜେନା ଏଣିକି ବାବୁ ନମ୍ବର ୱାନ୍

ବିଧିବଦ୍ଧ ଭାବେ ଗ୍ରହଣ କରିଛନ୍ତି ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ।

Pradeep jena
ନୂଆ ମୁଖ୍ୟ ଶାସନ ସଚିବଙ୍କ ଆଗରେ ୧୦ ବଡ଼ ଚ୍ୟାଲେଞ୍ଜ !

ଶ୍ରୀମନ୍ଦିରରୁ ଆଶିଷ ନେବା ପରେ ଦାୟିତ୍ୱ ଗ୍ରହଣ କଲେ ବାବୁ ନମ୍ବର ୱାନ୍ ତଥା ମୁଖ୍ୟ ସଚିବ ପ୍ରଦୀପ ଜେନା ।

Chinmayee
ବୁର୍ଲା ଭିସୁଟ୍ ଛାତ୍ରୀ ଚିନ୍ମୟୀଙ୍କ କେମିତି ହେଲା ମୃତ୍ୟୁ ? କ’ଣ ଘଟିଲା ବୁର୍ଲା ପାୱାର ଚାନେଲରେ ?

ହତ୍ୟା, ଆତ୍ମହତ୍ୟା ନା କୌଣସି ଦୁର୍ଘଟଣା ? ୨୦ ଘଣ୍ଟା ପରେ ବି ଲାଗିରହିଛି ସସପେନ୍ସ ।

BJD - BJP
BJP-BJD ତୁତୁ ମେମେ ଭିତରେ ତେଜିଲା ଟୁଇଟ୍ ୱାର୍

ଲୋୟର ପିଏମ୍‌ଜି ଖଣ୍ଡଯୁଦ୍ଧ ପରେ ବିଜେପି-ବିଜେଡି ମୁହାଁମୁହିଁ । ଧର୍ମେନ୍ଦ୍ରଙ୍କ ଇଙ୍ଗିତରେ ପୋଲିସକୁ ଆକ୍ରମଣ କରାଯାଇଛି କହିଛି ବିଜେଡି ।

OBC Card
୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ଖେଳୁଛି କି ଜାତି କାର୍ଡ ? ସରକାର ଆଣିବେ କି ସ୍ପେଶାଲ ସ୍କିମ୍ ?

ଘୋଷଣାର ଦୀର୍ଘଦିନ ପରେ ଓବିସି ସର୍ଭେକୁ ଗ୍ରୀନ୍ ସିଗ୍ନାଲ । ପଛୁଆ ବର୍ଗର ଭୋଟ୍ ନେବାକୁ କସରତ ଆରମ୍ଭ ।

Plus Two Exam
+୨ ପରୀକ୍ଷା ଆରମ୍ଭରୁ ପ୍ରଶ୍ନପତ୍ର ଭାଇରାଲ୍ ! ପ୍ରଶ୍ନପତ୍ର ଲିକ୍ ଉପରେ କେବେ ଲାଗିବ ରୋକ୍?

ସୋସିଆଲ ମିଡିଆରେ ବୁଲୁଥିବା ପ୍ରଶ୍ନପତ୍ର ନକଲି କହିଲେ ମନ୍ତ୍ରୀ । ସାଇବର ଥାନାରେ ଗଣଶିକ୍ଷା ବିଭାଗର ଏତଲା ।

Litisha Mangat Panda
ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଶିଖାଇଲେ ୟୁଥ୍ ଆଇକନ୍‌ ଲିତିଶା ମଙ୍ଗତ

ଏଥିରେ ରାଜ୍ୟର ବିଶିଷ୍ଟ ମହିଳା ଓ ଯୁବତୀ ମାନଙ୍କ ସଫଳତାର ଯାତ୍ରା ସଂପର୍କରେ ଆଲୋଚନା କରାଯାଇଥିଲା ।

Sameer Das
ନକଲି ପ୍ରଶ୍ନପତ୍ର ଭାଇରାଲ ବିରୋଧରେ ଏତଲା, ଭରସା କରନ୍ତୁ ନାହିଁ କହିଲେ ମନ୍ତ୍ରୀ

ଭାଇରାଲ୍ ପ୍ରଶ୍ନପତ୍ର ବିରୋଧରେ ସାଇବର ଥାନାରେ ଏତଲା ଦିଆଯାଇଥିବା ନେଇ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ।

Narasingh Mishra
‘ଭୁଲ୍ ତଥ୍ୟ ରଖି ଗୃହକୁ ବିଭ୍ରାନ୍ତ କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ’

ନୋଟିସ ପାଇଥିବା କହି ଅନୁଧ୍ୟାନ କରାଯାଉଛି କହିଛନ୍ତି ବାଚସ୍ପତି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।