• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Virus
H3N2 ଭୂତାଣୁ ଦେଶରେ ଛିଡ଼ା କରିବ କି କରୋନା ଭଳି ସ୍ୱାସ୍ଥ୍ୟ ସଙ୍କଟ..!

କର୍ଣ୍ଣାଟକ ଓ ହରିୟାଣାରେ ୨ ମୃତ୍ୟୁ ପରେ କେନ୍ଦ୍ରର ଆଡ଼ଭାଇଜାରୀ । ବିଶେଷଜ୍ଞ କହିଲେ କରୋନା ଭଳି ସଂକ୍ରମଣ ଶୈଳୀ ସମାନ ।

Viral Video
Viral Video: ହୋଲିରେ ମଦ ଗ୍ଲାସ ଧରି ଡାନ୍ସ କରୁଥିଲେ ପୋଲିସ ବାବୁ

ସସ୍‌ପେଣ୍ଡ ହୋଇଥିବା ପୋଲିସ ଅଧିକାରୀଙ୍କ ମଧ୍ୟରେ ଦୁଇ ଜଣ ଏସ୍‌ଆଇ ଏବଂ ୩ ଜଣ କନଷ୍ଟେବଲ ରହିଛନ୍ତି ।

Gun Fight
ଛାତରୁ ଗଣ୍ଡଗୋଳର ଭିଡିଓ କରୁଥିଲେ ଆଶିଷ; ଫୁଟିଲା ଗୁଳି, ଚାଲିଗଲା ଜୀବନ ! ଦେଖନ୍ତୁ ଭିଡିଓ...

ବାଘଲପୁର ନଉଗାଛିଆ ପୋଲିସ ଷ୍ଟେସନ୍‌ ଅଧିନରେ ଥିବା ରାଜେନ୍ଦ୍ର କଲୋନୀରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । 

Bull Attack
୪ ବର୍ଷର କୁନି ଛୁଆକୁ ଶିଙ୍ଗରେ ମାରି ଘୋଷାଡ଼ି ନେଲା ବୁଲା ଷଣ୍ଢ..

ଏଥର କିନ୍ତୁ ବୁଲା କୁକୁର ନୁହେଁ ବୁଲା ଷଣ୍ଢ । କୁନି ଛୁଆଟି ଅଜାଣତରେ ଏମିତି ବୁଲୁ ବୁଲୁ ଘର ବାହାକୁ ଚାଲିଆସିଥିଲା । ଆଉ ରାସ୍ତାରେ ବୁଲୁଥିବା ଷଣ୍ଢ ତାକୁ ଦେଖି ହୁରୁଡ଼ିଥିଲା ।

Crime
କାଳ ହେଲା ନିଶା...ସ୍ତ୍ରୀକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ସ୍ୱାମୀ କଲା ଆତ୍ମହତ୍ୟା..!

ପୋଲିସ ଆସି ଦେଖିଲା ବେଳକୁ ଗୋଟିଏ ବଖରାରେ ସ୍ୱାମୀର ମୃତଦେହ ଝୁଲୁଥିବା ବେଳେ ଆଉ ଗୋଟିଏ ବଖରାରେ ପତ୍ନୀ ଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛନ୍ତି ।

Watermelon
ନିଆରା ଜନ୍ମ ଦିନ ! କେକ୍‌ ବଦଳରେ କାଟିଲେ ତରଭୁଜ, ରହିଛି ମହତ ଉଦ୍ଦେଶ୍ୟ.. ଜାଣନ୍ତୁ

ଆମେ ସମସ୍ତେ ଜାଣିଛନ୍ତି ଅସହ୍ୟ ଗରମରୁ ରକ୍ଷା ପାଇବାକୁ ହେଲେ ତରଭୁଜ ଭଳି ଫଳ ଖାଇବା ଜରୁରୀ । ଏଥିପାଇଁ ବିଭିନ୍ନ ସମୟରେ ଲୋକଙ୍କୁ ଡାକ୍ତର ପରାମର୍ଶ ମଧ୍ୟ ଦେଇଥାନ୍ତି ।

Lottery
ହଜାରେ କୋଟିର ଲଟେରୀ ଲାଗିଲା ହେଲେ ଛୋଟିଆ ଭୁଲ ପାଇଁ ମିଳିଲାନି ଟଙ୍କା ! ଜାଣନ୍ତୁ କ’ଣ...

ୟୁକେରେ ରହୁଥିବା ଜଣେ ଯୁବତୀଙ୍କର ଲଟେରୀ ଲାଗିଲା । ଆଉ ତାହା ପୁଣି ୧୮୨ ମିଲିୟନ ୟୁରୋର ।

Bharat Matrimony
ଟ୍ରେଣ୍ଡ କରୁଛି #BoycottBharatMatrimony, ହେଲେ କାହିଁକି ? ଜାଣନ୍ତୁ କାରଣ...

ଏମିତି କିଛି ରଙ୍ଗ ଥାଏ, ଯାହା ଧୋଇଦେଲେ ସାଙ୍ଗେ ସାଙ୍ଗେ ଛାଡ଼ିଯାଏ । କିନ୍ତୁ ଏମିତି ବି କିଛି ରଙ୍ଗ ଅଛି ଯାହାକୁ ଯେତେ ଧୋଇଲେ ବି ଛାଡ଼ିବନି ।

Flight
ଏମିତି କ’ଣ କଲେ ମହିଳା...ବିପଦରେ ପଡ଼ିଥିଲା ବିମାନ ! ଓହ୍ଲାଉ ଓହ୍ଲାଉ ଗିରଫ କଲା ପୋଲିସ

ବେଙ୍ଗାଲୁରୁରେ ପହଞ୍ଚିବା ପରେ ମହିଳାଙ୍କୁ ଗିରଫ କରାଯାଇଛି । ଗିରଫ କରାଯିବା ପରେ ୩୩୬ ଦଫାରେ ମାମଲା ରୁଜୁ କରାଯାଇଛି । 

Marriage
ଏମିତି ବିବାହ ଆପଣ କେବେ ଦେଖିନଥିବେ... ଥରେ ଦେଖନ୍ତୁ

ବିବାହ ସରିବା ପରେ କନ୍ୟାର ବିଦାୟୀ ପାଇଁ ଏକ ଡୋଲିର ବ୍ୟବସ୍ଥା ମଧ୍ୟ ହୋଇଥିଲା । ବିବାହ କାର୍ଯ୍ୟକ୍ରମରେ ଗୀତ ନାଚର ବି ଆୟୋଜନ କରାଯାଇଥିଲା ।

Modi- Cricket
ଭାରତ-ଅଷ୍ଟ୍ରେଲିଆ ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି-ଆଲବେନସ୍

ଭାରତୀୟ ଟିମ ସିରିଜରେ ୨-୧ରେ ଆଗୁଆ ରହିଛି, ମାତ୍ର ତୃତୀୟ ଟେଷ୍ଟରେ ୯ ୱିକେଟରେ ପରାଜୟ ପରେ ଶେଷ ମୁକାବିଲାରେ ଲଢେଇ ଜୋରଦାର ହେବାନେଇ ଅନୁମାନ କରାଯାଉଛି ।

 panchanga
Today Panchang 8th March 2023: ଜାଣନ୍ତୁ ଆଜିର ଶୁଭବେଳା, ଆଉ କାହା ପାଇଁ ଦିନଟି ଘାତ ବାର

ପୁଷ୍କର ଦୋଷ – ୧ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୦୭.୪୩ ଗତେ ୨ପାଦ

Taranga Cine Flix
ତରଙ୍ଗର ୨ଦିନିଆ ସିନେ କନକ୍ଲେଭ୍ ‘ତରଙ୍ଗ ସିନେ ଫ୍ଲିକ୍ସ’, ପ୍ରଦର୍ଶିତ ହେବ ୧୦ ରାଜ୍ୟର ଫିଲ୍ମ

୧୧ ଓ ୧୨ରେ ତରଙ୍ଗ ପକ୍ଷରୁ ୨ଦିନିଆ ସିନେ କନକ୍ଲେଭ୍ । ପ୍ରଦର୍ଶିତ ହେବ ଆଞ୍ଚଳିକ ଭାଷାର ସିନେମା ।

Gopal Das - Naba Das
ଗୋପାଳ ଦାସ ପାଗଳ ନୁହେଁ ବୋଲି ସ୍ପଷ୍ଟ ହେବା ପରେ ଅକଳରେ କ୍ରାଇମବ୍ରାଂଚ

ସ୍ପଷ୍ଟ ରିପୋର୍ଟ ସତ୍ତ୍ୱେ କାହିଁକି ବେଙ୍ଗାଳୁରୁ ସ୍ଥିତ National Institue of Mental Helath and Neuroscience ବା ନିମହାନ୍ସକୁ ଗୋପାଳକୁ ନେବାକୁ ଚାହୁଁଛି କ୍ରାଇମବ୍ରାଞ୍ଚ ।

Happy Holi
ଘଣ୍ଟ ଘଣ୍ଟା, ଶଙ୍ଖ ହୁଳହୁଳିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର ପରିବେଶ

ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଦୋଳଗୋବିନ୍ଦ, ଦୋଳବେଦୀକୁ ବିଜେ କରିବା ବେଳେ ସୃଷ୍ଟି ହୋଇଥିଲା ଅପୂର୍ବ ପରିବେଶ ।

Chinmayee
ମର୍ଡର ନୁହେଁ ଚିନ୍ମୟୀଙ୍କ ମୃତ୍ୟୁ !

ସିଟିଭି, ସୋସିଆଲ୍ ମିଡିଆ ଓ ଅନ୍ୟ ସମସ୍ତ ପାରିପାର୍ଶ୍ୱିକ ତଥ୍ୟ ପ୍ରମାଣରୁ ଏହା ହତ୍ୟା ନୁହେଁ ବୋଲି ଜଣାପଡ଼ିଛି ।

JOLLYWOOD
ଯାତ୍ରାର ଆଗରୁ ଆଇଟମ ଡାନ୍ସ ନାଁରେ ବେଧଡକ୍ ଚାଲୁଛି ଅଙ୍ଗପ୍ରଦର୍ଶନ

ଯାତ୍ରା ପେଣ୍ଡାଲରେ ସୀମା ଟପିଗଲାଣି ନଗ୍ନତା । ସ୍ଥିତି ଏମିତି ହେଲାଣି ଯେ, ସପରିବାର ଏକାଠି ଆଉ ଯାତ୍ରା ଦେଖିବାକୁ ଯାଇ ପାରୁ ନାହାନ୍ତି ।

JOLLYWOOD
ଆଉ ଯାତ୍ରାରେ ଚଳିବନି ଅଶ୍ଳୀଳତା-ନଗ୍ନତା-ଅଙ୍ଗ ପ୍ରଦର୍ଶନ କିମ୍ବା ଦ୍ୱିଅର୍ଥ ବୋଧକ ଶବ୍ଦ

​​​​​​​ଜିଲ୍ଲାପାଳଙ୍କୁ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶ । କଳାକାରଙ୍କ ସ୍ୱାଗତ, ସଫଳ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ।

Happy Holi
ଭକ୍ତଙ୍କ ସହ ଭଗବାନଙ୍କ ରଙ୍ଗ ଖେଳ, ଦୋଳ ମେଳଣରେ ଦୁଲୁକୁଛି ଗାଁ ଦାଣ୍ଡ

ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ । ରାତି ପାହିଲେ ରଙ୍ଗର ପର୍ବ ହୋଲି ।

Gopal Das - Naba Das
'ପାଗଳ ନୁହେଁ ଗୋପାଳ ଦାସ', 'ସୁପାରୀ ଦେଇଥିବା ବ୍ୟକ୍ତି ହିଁ ଖସାଇବାକୁ ଦେଇଛି ପ୍ରତିଶ୍ରୁତି' !

କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଉପରେ ବଢିିଲା ସନ୍ଦେହ । କ୍ରାଇମବ୍ରାଂଚ ଓ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।