ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି- ଭୂମି ଓ ଅନ୍ନଦାନ ଦିବା ୧୧.୪୩ ଗତେ ୧ ପାଦ ।
ମାର୍ଚ୍ଚ ୩ ତାରିଖକୁ କାନଭାସ ପରିବାର ରାଉରକେଲା ଦିବସ ରୂପେ ପାଳନ କରୁଛି ।
ଓଟିଭି ଫୋରସାଇଟର ଏହି ତ୍ରୟୋଦଶ ସଂସ୍କରଣରେ ଏଥର ସାମିଲ୍ ହେବାକୁ ଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ବିଶିଷ୍ଟ ବଲିଉଡ୍ ଚଳଚ୍ଚିତ୍ର ନିର୍ଦେଶକ ବିବେକ ଅଗ୍ନିହୋତ୍ରୀ, ଜଣାଶୁଣା ଅଭିନେତ୍ରୀ ପଲ୍ଲବୀ ଯୋଷୀ, ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ପ୍ରମୁଖ।
ଘର ପାଖ ଗଡ଼ିଆରେ ଛକି ବସିଥିଲା ଯମ । ଶୌଚ ପାଇଁ ଯାଇଥିବା ବେଳେ ପାଣିରେ ପଡ଼ି ବରର ମୃତ୍ୟୁ ।
କାହାରି ଅନୁମତି ନ ନେଇ ଗଛ କାଟିଥିବା ଅଭିଯୋଗ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ରେଞ୍ଜ ଅଧିକାରୀ ।
ସ୍ଥିତି ସୁଧାରିବାକୁ ମୁଖ୍ୟମନ୍ତ୍ରୀ ଗସ୍ତ କରୁଥିବାର ଚର୍ଚ୍ଚା । ବିରୋଧୀ କହିଲେ-ଫରକ୍ ପଡ଼ିବନି ନବୀନଙ୍କ ଗସ୍ତ ।
ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ଦେଲା ଭିମସାର୍ । ବନ୍ଧୁ ପ୍ରୀତିମାନଙ୍କ ସହିତ ଆଉ ଜଣେ ଅଟକ ।
ଆସନ୍ତାକାଲି ସବୁ ଏସ୍ପି ଓ ଡିସିପି ଅଫିସ ଘେରାଉ । କାଉଣ୍ଟରରେ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି ।
ପୁରୀ ସ୍ୱର୍ଗଦ୍ୱାରରେ ପିଣ୍ଟୁ ନନ୍ଦଙ୍କ ହେଲା ଅନ୍ତିମ ସତ୍କାର । ଜଣେ ଓଡ଼ିଆ କଳାକାରଙ୍କୁ ସରକାରଙ୍କ ଅଣଦେଖା ନେଇ ବିଭିନ୍ନ ବର୍ଗର ନିନ୍ଦା ।
ଏଠାରେ ଆପଲ ଆଇଫୋନ୍ ଗୁଡ଼ିକୁ ଆସେମ୍ବଲ କରାଯିବ । ଯାହାଫଳରେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ପ୍ରାୟ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ନିରଜ ଏବଂ ତାଙ୍କ ପତ୍ନୀ ରୁବି ଦେବୀ ୨୦୦୯ ମସିହାରେ ବିବାହ କରିଥିଲେ । ଉଭୟଙ୍କ ୪ଟି ସନ୍ତାନ ମଧ୍ୟ ରହିଛି ।
ଉପାନ୍ତ ଅଞ୍ଚଳର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହେଉ କି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଥବା ସରକାରୀ ମେଡିକାଲ କଲେଜ, ସବୁଠି ଲାଗିବ ବାୟୋମେଟ୍ରିକ୍ ମେସିନ୍ ।
ମେଘାଳୟରେ ନିର୍ଦ୍ଦିଷ୍ଟ କୌଣସି ଦଳକୁ ସଂଖ୍ୟାଗରିଷ୍ଠତା ନମିଳିବାରୁ ପୁରା ଗୋଳମାଳିଆ ସ୍ଥିତି ଉପୁଜିଛି ।
କର୍ମୀଙ୍କ ଉପରେ ପୋଲିସର ଆକ୍ରମଣ ସୁଚିନ୍ତିତ ଯୋଜନା ଓ ଷଡ଼ଯନ୍ତ୍ର ଥିଲା ବୋଲି ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ଦଳ ।
ହେଲେ ମୃତ୍ୟୁ ଆଗରେ ମିଛ ହୋଇଗଲା ସବୁ ପ୍ରତିଶ୍ରୁତି । ଅଫେରା ରାଇଜକୁ ଫେରିଯାଇଛନ୍ତି ପୋଖତ ଅଭିନେତା ପିଣ୍ଟୁ ନନ୍ଦ ।
ଲୋକଙ୍କୁ ଡରି ବାଘଟି ଟିମନା ଗାଁ ପାଖ ଏଇ ଲଣ୍ଡା ପାହଡ଼ରେ ଥିବା ବୁଦୁବୁଦିକିଆ ଜଙ୍ଗଲରେ ଲୁଚିଥିବାରୁ ଦିନ ବେଳା ଖୋଜାଖୋଜି ପରେ ରାତିକୁ ଲମ୍ବିଥିଲା ଅପରେସନ୍ ।
ରାଜଧାନୀର ସୌନ୍ଦର୍ଯ୍ୟକରଣ ପାଇଁ ୪ ବର୍ଷରେ ୫ କୋଟିରୁ ଅଧିକ ଟଙ୍କାର ଗଛ ଲଗାଇଛନ୍ତି ରାଜ୍ୟ ସରକାର ।
କାଁ ଭାଁ ଲାଗିଛି, ଅନ୍ୟ କେଉଁଠି ନାହିଁ ଚିହ୍ନବର୍ଣ୍ଣ । ସିଜିନାଲ ଗଛ, ମରିଗଲା ବୋଲି କହିଲେ ମେୟର । ଦୁର୍ନୀତି ଗନ୍ଧ ବାରିଲେ ବିରୋଧୀ ।
ରାଜ୍ୟରେ ୧୦ ହଜାର ୭୧୯ କ୍ୟାଡର ପୋଷ୍ଟ ଥିବା ବେଳେ ମାତ୍ର ୪୦ରୁ ୪୫ ପ୍ରତିଶତ ଡାକ୍ତରରେ କାମ ଚାଲିଛି । ତେଣୁ ସରକାର ଡାକ୍ତରମାନଙ୍କୁ ୨୪ ଘଣ୍ଟା କାମରେ ଖଟାଉଛନ୍ତି ।
କାଲି ସବୁ ଥାନାରେ FIR ଦେବ ବିଜେପି । ଶନିବାର SP ଅଫିସ ଆଗରେ ବିକ୍ଷୋଭ । ରାଜ୍ୟରେ ଚାଲିଛି ହିଟଲରୀ ଶାସନ କହିଲା କଂଗ୍ରେସ ।