• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

 Mutton Shop
ଗଣେଶ ପୂଜାରେ ଖୋଲିପାରିବନି ମାଂସ ଦୋକାନ, ପ୍ରଶାସନ ଦେଲା ନିର୍ଦେଶ

ଏକ ନୋଟିସ ଜାରି କରି ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଗଣେଶ ପୂଜା ଅର୍ଥାତ ଅଗଷ୍ଟ ୩୧ ତାରିଖ ଦିନ କୌଣସି ବି ମାଂସ ଦୋକାନ ଖୋଲିବ ନାହିଁ ।

Congress Leader rahul gandhi
କିଏ ଧରିବ କଂଗ୍ରେସ ମଙ୍ଗ ? ରାଜି ନାହାନ୍ତି ରାହୁଲ, ଅକ୍ଟୋବର ୧୯ରେ ସ୍ପଷ୍ଟ ହେବ ଚିତ୍ର

କଂଗ୍ରେସର କ’ଣ ହେବ ? ବଦଳିବେ କି କଂଗ୍ରେସ ମୁଖିଆ ? ନା ପୁଣି ସେହି ଚିରାଚରିତ ଢଙ୍ଗରେ ଚାଲିବ କଂଗ୍ରେସ ?

Twin Tower
ଭାଙ୍ଗିଲା ବହୁ ଚର୍ଚ୍ଚିତ ଟ୍ୱିନ୍‌ ଟାୱାର, ନିମିଷକ ମଧ୍ୟରେ ମିଶିଗଲା ମାଟିରେ; ଦେଖନ୍ତୁ ଭିଡିଓ

ଦୁଇ ତୃତୀୟାଂଶ ଫ୍ଲାଟ୍ ବୁକ୍ କରିସାରିଥିଲେ ଗ୍ରାହକ । ଏହି ସମସ୍ତ ଗ୍ରାହକଙ୍କୁ ସେମାନଙ୍କ ମୂଳ ଟଙ୍କା ସୁଧ ସମେତ ଫେରସ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Elephant Death
ପୁଣି ମାଈ ହାତୀ ମୃତ, ବାରହା ଫାଶରେ ପଡ଼ି ଚାଲିଗଲା ଜୀବନ

ଗତ ୨୫ ତାରିଖରେ କେନ୍ଦୁଝର ସଦର ରେଂଜ ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବିଦ୍ୟୁତ ତାର ଲାଗି ଦୁଇଟି ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା ।

Cannabis
ନୂଆ ଷ୍ଟାଇଲ୍‌ରେ ଗଞ୍ଜେଇ ଚାଲାଣ, ଦାମୀ କାର୍‌ରେ ସିକ୍ରେଟ୍ ଚାମ୍ବର

ଯୋଜନା ପଣ୍ଡ କଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ  ।

Rape
ଜନପ୍ରତିନିଧିଙ୍କ ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଥାନାରେ ଏତଲା ପରେ ନାଏବ ସରପଞ୍ଚ ଫେରାର । ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ ।

BMC
କେବେ ତୁଟିବ ଅଳିଆ କଳି ? ଦୁର୍ଗନ୍ଧମୟ ହେଲାଣି ସାରା ରାଜଧାନୀ

ଗ୍ରାମସଭାର ନିଷ୍ପତ୍ତି ପର୍ଯ୍ୟନ୍ତ ଭୁଆଶୁଣିଠାରେ ଅଳିଆ ପଡିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ ।

Smart City BMC
ସ୍ମାର୍ଟସିଟିରେ ଆବର୍ଜନାକୁ ନେଇ ସଙ୍ଗୀନ ସ୍ଥିତି, ୨ ସପ୍ତାହ ହେଲା ଉଠୁନି ଅଳିଆ

ବିଏମ୍‌ସିର ପରିଚାଳନା ତ୍ରୁଟିରୁ ଲୋକେ ଅଣନିଶ୍ୱାସୀ ଅଭିଯୋଗ । ମହାନଗର ନିଗମ କହୁଛି ସମସ୍ୟାର ହୋଇ ସାରିଛି ସମାଧାନ ।

AIIMS
କେଉଁ ନାଁରେ ନାମିତ ହେବ ଭୁବନେଶ୍ୱର AIIMS ? କେନ୍ଦ୍ର ସରକାର ଦେଲେ ୪ ବର୍ଗର ଅପ୍‌ସନ୍‌

ବରପୁତ୍ର-ସ୍ୱାଧୀନତା ସଂଗ୍ରାମୀ-ଐତିହ୍ୟସ୍ଥଳ ଓ ଐତିହାସିକ ଘଟଣାକୁ ଗୁରୁତ୍ୱ । ୪ କ୍ୟାଟାଗୋରିରୁ ନାଁ ପଠାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ।

Sweta
ଇଂଜିନିୟର ଶ୍ୱେତା ସୁଇସାଇଡ୍‌ର ଗୁମର ଖୋଲିବେ ସାଙ୍ଗ ? ସାମ୍ନାକୁ ଆସିଲା ହାତଲେଖା ଡାଏରୀ

ଡିସିପିଙ୍କୁ ଭେଟି ୪ ବନ୍ଧୁଙ୍କ ନାଁ ଦେଲେ ଶ୍ୱେତାଙ୍କ ପରିବାର । ପ୍ରେମିକ ସୌମ୍ୟଜିତ୍ ଶ୍ୱେତାଙ୍କୁ ପତ୍ନୀ ଭାବେ ଗ୍ରହଣ କରିଥିବା ଉଲ୍ଲେଖ ।

IAS-IPS-IFS
ପାଓ୍ୱାର କରିଡରରେ ଅଜବ ବ୍ୟବସ୍ଥା ! IAS-IPS-IFSଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ସୁରେଶ ମହାପାତ୍ରଙ୍କର ହୋଇଛି ୨ଥର କାର୍ଯ୍ୟକାଳ ବୃଦ୍ଧି । ଦେବୀଦତ୍ତ ବିଶ୍ୱାଳଙ୍କ ପୋଷ୍ଚିଂ ପରେ ପାଓ୍ୱାର କରିଡରରେ ଚର୍ଚ୍ଚା ।

Jaydev Jena
ଜୟଦେବଙ୍କ ସତର୍କବାଣୀ ! ବିଜେଡି-ବିଜେପି ଏକ, କଂଗ୍ରେସ ଏକମାତ୍ର ବିକଳ୍ପ; ୨୦୨୪ ଶେଷ ସୁଯୋଗ

ରାଜ୍ୟ କଂଗ୍ରେସ ପାଇଁ ଶେଷ ସୁଯୋଗ କି ୨୦୨୪ ? ଏକଜୁଟ୍ ନହେଲେ ଭଗବାନ ବି ସାହାଯ୍ୟ କରିବେନି-ଜୟଦେବ ଜେନା ।

Women Police
ମଣିଷ ପଣିଆ ! ମାଆ ଯାଇଥିଲା SI ଫିଟ୍‌ନେସ୍‌ ଟେଷ୍ଟ ଦେବାକୁ, ଛୁଆର ଦାୟିତ୍ୱ ନେଲେ ମହିଳା ପୋଲିସ

ସବୁବେଳେ ଖବର କିମ୍ବା ମନୋରଞ୍ଜନ ପାଇଁ ସୋସିଆଲ ମିଡିଆ ପରିଚିତ ନୁହେଁ । ଅନେକ ଇମୋସନାଲ କାହାଣୀକୁ ବି ଏଥିରେ ଲୋକେ ଖୁବ୍‌ ପସନ୍ଦ କରନ୍ତି । ଠିକ୍‌ ଏମିତି କିଛି କାହାଣୀ ବା ଫଟୋ ଆମେ ଦେଖାଇବୁ । ଯାହା ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ ।

Love Story
ବ୍ରେକ୍‌ଅପ୍‌ର ପଜିଟିଭ୍‌ ଇଫେକ୍ଟ ! ବଦଳାଇ ଦେଲା ଷ୍ଟାଇଲ୍, ବନିଗଲେ ଷ୍ଟାର

ଆମ କାହାଣୀରେ ଜଣେ ଯୁବକକୁ ତାର ଗାର୍ଲପ୍ରେଣ୍ଡ ଇନ୍‌ସଲ୍ଟ କଲା । ଆଉ ବ୍ରେକ୍‌ଅପ୍‌ କରିଦେଲା । ଗାର୍ଲଫ୍ରେଣ୍ଡର ଏହି ଇନ୍‌ସଲ୍ଟ ବଦଳାଇଦେଲା ଯୁବକଙ୍କ ଜୀବନ ଶୈଳି ।

Odish BJP
ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍, କାନ୍ଥ ଭୁଶୁଡ଼ି ପରିବାରର ୬ ଜଣଙ୍କ ଜୀବନ ଯାଇଛି; ଦାୟୀ କିଏ ?

ମୟୂରଭଞ୍ଜ ଜିଲ୍ଲାରେ ବନ୍ୟାଞ୍ଚଳ ବୁଲିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ମୟୂରଭଞ୍ଜରେ କଚ୍ଚା ଘର ଭାଙ୍ଗି ୬ ଜଣଙ୍କ ମୃତ୍ୟୁ ହୋଇଛି କହିଲେ ସମୀର ମହାନ୍ତି ।

Indian Army
ଭାରତୀୟ ସେନାର ଉଦାରତା, ଆକ୍ରମଣ କରିବାକୁ ଆସିଥିବା ଆତଙ୍କବାଦୀକୁ ଦେଲେ ନୂଆ ଜୀବନ

ପାକିସ୍ତାନ ଗୁଇନ୍ଦା ସଂସ୍ଥାର କର୍ଣ୍ଣେଲ ୟୁନୁସ୍ ଚୌଧୁରୀ ତାଙ୍କୁ ପଠାଇଥିଲେ । ୩୦୦୦୦ ଟଙ୍କା ପାଇଁ ଆକ୍ରମଣ କରିବାକୁ ଆସିଥିଲା ।

Sweta
ଶ୍ୱେତା ମୃତ୍ୟୁ ମାମଲାରେ ନୂଆ ଫର୍ଦ୍ଦ ଯୋଡ଼ିଲେ ସାଙ୍ଗ, ଡାଇରୀ କହୁଛି ସେମାନେ ସ୍ୱାମୀ-ସ୍ତ୍ରୀ !

XIMB ଯାଇ ବଦଳି ଯାଇଥିଲେ ସୌମ୍ୟ । ଶ୍ୱେତା-ସୌମ୍ୟ ସମ୍ପର୍କକୁ ନେଇ ଗୁମୁର ଖୋଲିଲେ ବନ୍ଧୁ । ଓଟିଭିକୁ ପ୍ରତିକ୍ରିୟା ଦେଲେ ଶ୍ୱେତାଙ୍କ ବନ୍ଧୁ ପ୍ରୀତୀଶ ନାୟକ ।

OTV Relief
ବନ୍ୟା ବିପନ୍ନଙ୍କୁ ଓଟିଭି କେୟାର୍ସ ପକ୍ଷରୁ ରିଲିଫ୍‌ ବଣ୍ଟନ

୩ ଶହରୁ ଅଧିକ ବିପନ୍ନ ପରିବାରକୁ ଓଡ଼ିଶା ଟେଲିଭିଜନ୍ ଲିମିଟେଡ୍ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି ।

Father-Daughter
ବାପା ଯେମିତି ଝିଅ ସେମିତି, କେହି କାହାଠୁ କମ୍‌ ନୁହେଁ ! ଗୋଟିଏ ଟୁର୍ଣ୍ଣାମେଣ୍ଟରେ ଜିତିଲେ ସ୍ୱର୍ଣ୍ଣ ପଦକ

ଗୋଟିଏ ଟୁର୍ଣ୍ଣାମେଣ୍ଟରେ ବାପ-ଝିଅଙ୍କୁ ଗୋଲ୍ଡ ମେଡାଲ । ଷ୍ଟେଟ୍ ପାଓ୍ୱାରଲିଫ୍ଟିଂ ଚାମ୍ପିୟନସିପରେ ଉଭୟ ଜିତିଲେ ସ୍ବର୍ଣ୍ଣ ଚର୍ଚ୍ଚାରେ ଜୟପୁରର ବାପା-ଝିଅ ଯୋଡ଼ି, ଛୁଟୁଚ୍ଛି ଶୁଭେଚ୍ଛାର ସୁଅ ।

Babushan Mohanty
ଛିଣ୍ଡୁନି ଷ୍ଟାର କଳି ! ୫ କୋଟିର ମାନହାନି ମକଦ୍ଦମା, ୟୁଟ୍ୟୁବ୍‌ରୁ ଭିଡିଓ ଡିଲିଟ୍ ପାଇଁ ପ୍ରକୃତିଙ୍କ ଆବେଦନ

ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଏବଂ ଶ୍ୱଶୁର ଲଳିତ ଶତପଥୀଙ୍କ ବିରୋଧରେ ଭୁବନେଶ୍ୱର କୋର୍ଟରେ ଦାୟର କରିଛନ୍ତି ୫ କୋଟିର ମାନହାନି ମୋକଦ୍ଦମା ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।