• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

BJP
ମିଶନ୍ ୨୪ ପାଇଁ ହୁଙ୍କାର ! ସନ୍ତୋଷଙ୍କ ଫର୍ମୁଲା, ଅସମ୍ଭବ ନୁହେଁ ନବୀନଙ୍କୁ ଗାଦିଚ୍ୟୁତ

ଏକ ହୋଇ ଲଢ଼ିବାକୁ ସୁରେଶଙ୍କ ଟ୍ବିଟ୍‌କୁ ନେଇ ଚର୍ଚ୍ଚା । ନବୀନଙ୍କ ୨୫ ବର୍ଷ ସେବାର ବାର୍ତ୍ତା ପହଞ୍ଚାଇବାକୁ ଶଙ୍ଖର ଯୋଜନା।

Road Accident
ବଡ଼ ଦୁର୍ଘଟଣା ! ବସ୍‌କୁ ପିଟିଲା ହାଇୱା.. ୬ ମୃତ, ୧୦ ଗୁରୁତର

ଘଟଣାସ୍ଥଳନରେ ସାମାନ୍ୟ ଉତ୍ତେଜନା ଦେଖାଯାଇଛି । ଲୋକଙ୍କ ଭିଡ଼ ଜମିଛି ।

India - china
ଭାରତ-ଚୀନ୍‌ ସମ୍ପର୍କ ! ନା ହାତ ମେଳାଇଲେ ନା ପଦେ କଥା ହେଲେ, ପାଖାପାଖି ଛିଡ଼ା ହୋଇ ବି କେହି କାହାକୁ ଚାହିଁଲେନି

ଏହି ସମ୍ମିଳନୀରେ ଅନେକ ଦେଶର ବଡ଼ ବଡ଼ ନେତାଙ୍କ ସହ ମୋଦିଙ୍କ ଭେଟ ହୋଇଛି । ମୋଦିଙ୍କୁ ସମସ୍ତେ ପ୍ରଶଂସା କରିଥିବା ମଧ୍ୟ ଦେଖାଯାଇଛି । ଏହି ସବୁ ଭିତରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Maharastra Woman Swims 70 km
ଚିତା ବାଘକୁ ଦେଖି ନଦୀକୁ ଡେଇଁ ପଡ଼ିଲେ ମହିଳା, ୭୦ କିଲୋମିଟର ପହଁରିଲେ

ବାଘଠାରୁ ନିଜ ଜୀବନ ବଂଚାଇବା ପରେ ସମ୍ପୃକ୍ତ ମହିଳା ଜଣକ କହିଛନ୍ତି ଯେ, ‘ମୁଁ ନିଜେ ବି ଜାଣିନଥିଲି ବାଘଠୁ ବଂଚିବା ପାଇଁ ମୁଁ ୭୦ କିଲୋମିଟର ପହଁରିବି ।’

Human Interest
ଭୋଭୋ ହୋଇ କାନ୍ଦୁଛି ମାଆ, ପୁଅ ଜୀବନ ହାରିଲା ସତ ହେଲେ ଦୁଇ ଜଣଙ୍କୁ ଦେଖାଇଲା ନୂଆ ଦୁନିଆ

ଯାହାକୁ ବଢେଇ କୁଢେଇ ଦୁନିଆ ଦେଖାଇଥିଲା, ଆଜି ସିଏ ଯେତେବେଳେ ଦୁନିଆ ଛାଡି ପଳାଇଲା ସେତେବେଳେ କୋଉ ମାଆର ବା ଧୈର୍ଯ୍ୟ ରହିବ ?

Rahul Gandhi
ପୁଣି ଅପଦସ୍ତ ରାହୁଲ ! ଭାରତ ଯୋଡ଼ୋ ଯାତ୍ରାରେ ଆକ୍ଟିଭ୍‌ ପକେଟ୍‌ମାର୍‌ ଗ୍ୟାଙ୍ଗ ! ଫଟୋ ଭାଇରାଲ..

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ଆରମ୍ଭ ହୋଇଛି ଥଟ୍ଟା ମଜା ।

Baitarani
ରକ୍ଷା କର..! ବୈତରଣୀ ଦେଖାଉଛି କରାଳ ରୂପ, ଅଧା ଗାଁ ଗିଳି ସାରିଲାଣି.. ଆଉ ଅଳ୍ପ ବାକି ଅଛି

ବର୍ଷା ଦିନେ ବୈତରଣୀ ଯେତେବେଳେ କରାଳ ରୂପ ଦେଖାଉଛି ସେତେବେଳେ ଆତଙ୍କିତ ହେଉଛନ୍ତି ଗାଁ ଲୋକେ ।

School
ଛଣ ଛପର ସ୍କୁଲ-ଗୋବର ଲିପା ଚଟାଣ-ଜରିପାଲ କାନ୍ଥ ! ଏମିତି ଚାଲିଛି ସ୍କୁଲ..

ସରକାର ଯାହା କହୁଛନ୍ତି ବାସ୍ତବରେ ତାର ଚିତ୍ର କିନ୍ତୁ ଭିନ୍ନ ରହୁଛି । ଲୋକଙ୍କୁ ବିଜ୍ଞାପନ ମାଧ୍ୟମରେ ସରକାର କେବଳ ଗୋଲାପୀ ଚିତ୍ର ଦେଖାଉଛନ୍ତି ।

Railway Minister Ashwini Vaishnaw
ଓଡ଼ିଶାରେ ଖୁବଶୀଘ୍ର 5G ସେବା, ରେଡିଏସନ ପ୍ରଭାବକୁ ଖଣ୍ଡନ କଲେ ମନ୍ତ୍ରୀ

ପୁରୀରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା । ରେଡିଏସନ ପ୍ରଭାବ ଆଦୌ ନାହିଁ, ଆଶ୍ୱସ୍ତ ରୁହନ୍ତୁ କହିଲେ ମନ୍ତ୍ରୀ ।

Jayanarayan Mishra
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ, ସମାଲୋଚନା କଲେ ଜୟନାରାୟଣ

ମୁମ୍ବାଇ ଇନଭେଷ୍ଟର୍ସ ମିଟ୍‌କୁ ନେଇ ବିଜେପିର ସମାଲୋଚନା । ଓଡିଶାବାସୀଙ୍କୁ ଭକୁଆ ବନାଉଛନ୍ତି ରାଜ୍ୟ ସରକାର ବୋଲି କହିଲେ ଜୟନାରାୟଣ ।

Share Market
ଲୋଭ ହେଲା କାଳ ! ସେୟାର ମାର୍କେଟ୍‌ରେ ଟଙ୍କା ଲଗାଇ ଡବଲ ପାଇବାର ମୋହ କରିଦେଲା କାଙ୍ଗାଳ

କାଳ ହେଲା ସେୟାର ମାର୍କେଟ୍‌ରେ ଟଙ୍କା ଦୁଇଗୁଣାର ମୋହ । ୨୦ ଲକ୍ଷ ହରାଇ ଜୀବନ ହାରିଲେ ବଲାଙ୍ଗିରର ବିନୋଦ ଯାଦବ ।

Ukraine
ପୁଣି ଯୁଦ୍ଧତ୍ରସ୍ତ ଦେଶକୁ ଯିବେ ଛାତ୍ରଛାତ୍ରୀ, କଲେଜ୍‌ ରଖିଛି କଡ଼ା ସର୍ତ୍ତ

ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଭରସିଟି ରଖିଲା ସର୍ତ୍ତ, ୟୁକ୍ରେନ୍ ଯିବାକୁ ମେଡିକାଲ ପିଲାଙ୍କୁ ବାଧ୍ୟ କରୁଛନ୍ତି ସ୍ଥାନୀୟ ୟୁନିଭର୍ସିଟି ।

BJP
ବିଜେପିର ୨୪ ରୋଡ୍‌ମ୍ୟାପ୍, ପଞ୍ଚାୟତ ସ୍ତରରୁ ଲଢ଼େଇ ପାଇଁ ଗୁରୁମନ୍ତ୍ର

ନେତାଙ୍କୁ ଗୁରୁମନ୍ତ୍ର ଦେଲେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ. ସନ୍ତୋଷ । ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଅସ୍ତ୍ର କରିବାକୁ ଆହ୍ବାନ ।

‘Special Bird’ Flight
ଚିତା ବାଘ ଆଣିବ ବୋଲି ବିମାନକୁ ଦିଆଗଲା ସ୍ୱତନ୍ତ୍ର ରୂପ, ବାଘ ଭଳି ଦିଶୁଛି..

ଚିତାକୁ ଭାରତ ଆଣିବାକୁ ନାମିବ୍ୟାରେ ପହଞ୍ଚି ସାରିଛି ଏହି ସ୍ୱତନ୍ତ୍ର ବିମାନ ।

Whatsapp
ହ୍ୱାଟ୍‌ସଆପ୍‌ ପାଇଁ ସିକ୍ରେଟ୍‌ ଟ୍ରିକ୍, ନମ୍ବର ସେଭ୍‌ ନକରି ମଧ୍ୟ ପଠାଇ ପାରିବେ ମେସେଜ୍ ! ଜାଣନ୍ତୁ..

ୟୁଜରଙ୍କୁ ସହଜ ଏବଂ ସରଳ ଉପାୟରେ ସେବା ଯୋଗାଇବା ପାଇଁ ସଂସ୍ଥା ଅନେକ ଫିଚର ଦେଇଛି । ୟୁଜର ଫ୍ରେଣ୍ଡଲି ଫିଚର ଉପଲବ୍ଧ କରାଇବାରେ ହ୍ୱାଟ୍ସଆପ୍‌ ସବୁଠୁ ଆଗରେ।

Putin
ପୁଣି ପୁଟିନ୍‌ଙ୍କୁ ହତ୍ୟା ଉଦ୍ୟମ, କାରକେଡ୍‌ ବ୍ଲକ୍ କଲା ଅଜଣା ଆମ୍ବୁଲାନ୍ସ...ଚାରି ଆଡ଼ ଧୂଆଁମୟ

ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଚାଲିଛି । ଏହାରି ଭିତରେ ବାରମ୍ବାର ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ।

Good news for you who wanted to buy a house
ଘର କିଣିବାକୁ ଆଗ୍ରହୀ ଲୋକଙ୍କ ପାଇଁ ଖୁସି ଖବର, ଘରର ମୂଲ୍ୟାୟନରେ ରହିବ ସ୍ୱଚ୍ଛତା

ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ଓ ବିକାଶ ନିୟମ-୨୦୧୭ରେ ସଂଶୋଧନ ଆଣିଛନ୍ତି ସରକାର।

Lots of money found from bus passenger
ଗଦା ଗଦା ନୋଟ୍, ପାଞ୍ଚ ଶହଠୁ ଆରମ୍ଭ କରି ଶହେ ଟଙ୍କିଆ ନୋଟ ଗଦା

ଏହି ବିପୁଳ ନୋଟ୍ ମିଳିଛି ବ୍ରହ୍ମପୁରରୁ କଟକ ଅଭିମୁଖେ ଏକ ଘରୋଇ ବସ୍‌ରେ ଯାଉଥିବା ଜଣେ ବ୍ୟକ୍ତିଙ୍କ ଠାରୁ। ତାଙ୍କ ଠାରୁ ଏହି ପୁଳା ପୁଳା ନୋଟ୍ ପୂରା ଫିଲ୍ମି ଷ୍ଟାଇଲ୍‌ରେ ମିଳିଛି।

BJP
୨୪ରେ ଓଡିଶାରେ ବିଜେପି ସରକାର ! ଅମିତ ଶାହଙ୍କ ଏହି ଦୃଢୋକ୍ତି ପରେ ଏବେ ଫୁଲ୍ ଜୋସରେ ବିଜେପି ଶିବିର

ଗତ ସପ୍ତାହରେ ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଗୁରୁମନ୍ତ୍ର ପରେ ଆଜିଠୁ ପୁରୀରେ ଆରମ୍ଭ ହୋଇଛି ତିନି ଦିନିଆ ପ୍ରଶିକ୍ଷିଣ ଶିବିର ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।