• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Loan
୧୦ କୋଟି ଋଣ ଦେବେ କହି ସ୍କୁଲରୁ ଠକି ନେଲେ ୩୦ ଲକ୍ଷ !

ମଲ୍ଲିକାର୍ଜୁନ୍‌ ଏବଂ କାର୍ତ୍ତିକ ମାତ୍ର ୪୫ ଦିନ ଭିତରେ ସ୍କୁଲ ପାଇଁ ୧୦ କୋଟି ଟଙ୍କା ଲୋନ୍‌ କରାଇଦେବେ ବୋଲି ସ୍କୁଲ ମ୍ୟାନେଜ୍‌ମେଣ୍ଟକୁ ପ୍ରତିଶ୍ରୁତି ଦେଲେ ।

Santosh Singh Saluja
ବିଧାନସଭାରେ ପୁଣି ନବ ଦାସ ହତ୍ୟା ପ୍ରସଙ୍ଗ, ସରକାରଙ୍କୁ ଘେରିଲେ ବିରୋଧୀ..

ନବ ଦାସ ହତ୍ୟାକାଣ୍ଡକୁ ୩୦ଦିନ ପୁରିବାକୁ ଯାଉଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ କୌଣସି ଟେର ପାଉନି ବୋଲି ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି ।

Pension
ବଡ଼ ଖବର ! ଉଚ୍ଚ ପେନ୍‌ସନ୍‌ ପାଇଁ ଆବେଦନ ଅବଧି ବଢ଼ିଲା, ଜାଣନ୍ତୁ କେତେ ?

ଉଚ୍ଚ ପେନ୍‌ସନ୍‌ ପାଇବାକୁ ହେଲେ ଉଭୟ ଏମ୍ପ୍ଲୟର ଏବଂ ଏମ୍ପ୍ଲଇ ମିଳିତ ଭାବେ ଆବେଦନ କରିବାକୁ ହେବ ।

CAT
Viral Video: ବାଲ୍‌କୋନୀର ରେଲିଂରେ ଚଢ଼ୁଥିଲା କୁନି ଛୁଆ, ମନା କରୁଥିଲା ବିଲେଇ

ଆଜି ଆମେ ଯେଉଁ ଭିଡିଓ କଥା କହୁଛୁ ସେଥିରେ ବିଲେଇ ତା’ ମାଲିକ ପ୍ରତି କେତେ ଯତ୍ନବାନ ତାହା ଦେଖିବାକୁ ମିଳିଛି ।

EPFO
EPFOର ନୂଆ ଗାଇଡ୍‌ଲାଇନ୍‌, ଅଧିକ ପେନ୍‌ସନ୍‌ ପାଇବାକୁ କେଉଁମାନେ ଯୋଗ୍ୟ ?

ପେନ୍‌ସନ୍‌ ସ୍କିମ୍‌କୁ ନେଇ ୨୦୧୪ରେ ଯେଉଁ ନୂଆ ନିୟମ ଘୋଷଣା କରାଯାଇଥିଲା, ତାକୁ ରଦ୍ଦ କରିଥିଲେ ସୁପ୍ରିମ୍‌କୋର୍ଟ ।

Lime Pie
ସାନଭାଇ ମୁହଁକୁ ବଡ଼ଭାଇ ଛାଟିଦେଲା ପାଣି, ଏବେ ୩୦ ବର୍ଷ ଜେଲ୍‌..!

ଫ୍ଲୋରିଡାର ନିୟମ ଅନୁଯାୟୀ ଏଭଳି ଘଟଣାରେ ଜଣେ ବ୍ୟକ୍ତିକୁ ୩୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଭୋଗିବାର ସମ୍ଭାବନା ରହିଛି ।

HighCourt on Constable
ହାଇକୋର୍ଟରେ ସରକାରଙ୍କ ଆବେଦନ ଖାରଜ ! ଅପରାଧିକ ମାମଲାର ତଦନ୍ତ କରିପାରିବେନି କନଷ୍ଟେବଲ

କୃତିତ୍ୱ ହାସଲ କରିଥିବା କନଷ୍ଟେବଳ ଓ ହାବିଲଦାରଙ୍କୁ ତଦନ୍ତ କ୍ଷମତା ପ୍ରଦାନ ପାଇଁ ସରକାର ବିଜ୍ଞପ୍ତିରେ ଉଲ୍ଲେଖ କରିଥିଲେ ।

DJ - Car Accident
DJ ବାଜୁଥିଲା ବରଯାତ୍ରୀ ନାଚୁଥିଲେ, ମାଡ଼ିଗଲା କାର ! ଜଣେ ମୃତ

ଆହତଙ୍କୁ ଖପ୍ରାଖୋଲ ଓ ପାଟଣାଗଡ ହସ୍ପିଟାଲରେ ଭର୍ତି କରାଯାଇଛି । ଖପ୍ରାଖୋଲ ପୋଲିସ ଘଟଣାର ତଦନ୍ତ କରୁଛି ।

Pakistan
କି ଅବସ୍ଥା ! ସାଂସଦ ମନ୍ତ୍ରୀଙ୍କ ଦରମା ବନ୍ଦ, ରିଟାର୍ଡ ଜଜ୍‌ଙ୍କ ପେନ୍‌ସନ୍‌ ବନ୍ଦ; ISIକୁ ମିଳିବନି ଖର୍ଚ୍ଚ...

ଦେଶ ବୁଡ଼ିଯିବା ଅବସ୍ଥାକୁ ଆସିଥିବାରୁ ବହୁ ମନ୍ତ୍ରୀ ଓ ବରିଷ୍ଠ ସରକାରୀ ଅଧିକାରୀ ମାନେ ନିଜ ଆଡ଼ୁ ଦରମା ଓ ଭତ୍ତା ଆଦି ନେବାକୁ ମନା କରିଦେଇଛନ୍ତି ।

EV Charging Station
ବର୍ଷକ ଭିତରେ ଖୋଲିବ ଆଉ ୧୦୦ EV ଚାର୍ଜିଂ ଷ୍ଟେସନ୍‌

କମ୍ପାନୀ ଖୁବଶୀଘ୍ର ବାଲେଶ୍ୱର ସୋରଠାରେ ରାଜ୍ୟର ପ୍ରଥମ LNG ପମ୍ପ ଖୋଲିବ ।

Tracking Device
ଆଶ୍ୱସ୍ତି ! ୩ ମାସ ଭିତରେ ଗାଡ଼ିରେ ଲଗାନ୍ତୁ ଟ୍ରାକିଂ ଡିଭାଇସ୍ ଆଉ ପ୍ୟାନିକ୍‌ ବଟନ୍‌

ପୁରୁଣା ଯାନବାହନଗୁଡ଼ିକ କ୍ଷେତ୍ରରେ ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ ବଟନ୍ ବାଧ୍ୟତାମୂଳକ ଅବଧିକୁ ୨୦୨୩ ଜୁନ ୩୦ ଯାଏଁ ବୃଦ୍ଧି କରାଯାଇଛି ।

Accident
ଭୟଙ୍କର ଦୁର୍ଘଟଣା ! ପିଟିଦେଲା ଟ୍ରକ, ୭ ମୃତ

ଦୁର୍ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Dhana Mandi
ମଣ୍ଡିରୁ ଧାନ ଉଠିବା ପୂର୍ବରୁ ଉଠିଗଲେ ଚାଷୀ

ଟାର୍ଗେଟ୍ ସରିଯାଇଥିବା କହି ମଣ୍ଡି କର୍ତ୍ତୃପକ୍ଷ କୁଆଡ଼େ ଧାନ କିଣୁ ନଥିଲେ ।

santoshi mata temple
ପତ୍ନୀ ପ୍ରେମର ଅନନ୍ୟ ନିଦର୍ଶନ

ପୁରା ଦକ୍ଷିଣ ଭାରତ ଶୈଳୀରେ ନିର୍ମିତ ହୋଇଥିବା ଏହି ମନ୍ଦିରର ମୁଖଶାଳା ୮୬ ଫୁଟ୍ ଉଚ୍ଚ ହୋଇଥିବା ବେଳେ ମୁଖ୍ୟ ମନ୍ଦିରର ଉଚ୍ଚତା ହେଉଛି ୬୫ ଫୁଟ ।

Honey Trap
ପୁଣି ହନିଟ୍ରାପ.. ପୁଣି ମନିଟ୍ରାପ୍.. ମହଙ୍ଗା ପଡ଼ିଲା ପାକିସ୍ତାନୀ ଯୁବତୀଙ୍କ ମାୟାଜାଲ

ରାୱଲପିଣ୍ଡିର ଯୁବତୀଙ୍କ ମାୟାଜାଲରେ ପଡି ଡିଆରଡିଓରୁ ତଥ୍ୟ ଲିକ୍ କରିଥିବା ଆଶଙ୍କା କରାଯାଉଛି ।

Dhana Mandi
ଧାନ ଉଠିଲାନି ବୋଲି ଜୀବନ ହାରିଦେଲେ ଚାଷୀ, ତା’ପରେ ଉଠିଲା ଧାନ..!

ମଣ୍ଡିରେ ଚାଷୀର ଜୀବନ ନେଲା ହତାଶାର ନିଆଁ । ୨୩ ଦିନ ଧରି ଧାନ ଉଠିବାରୁ ଚାଷୀ ମୃତ୍ୟୁ ଅଭିଯୋଗ ।

Naba Das
ନବ ହତ୍ୟା ମାମଲା, ମୋଟିଭ୍ ସଂପର୍କରେ ଜାଣି ଜାଣି ଅଜଣା ହେଉଛି କି କ୍ରାଇମବ୍ରାଞ୍ଚ ?

କ୍ରାଇମବ୍ରାଞ୍ଚ ତଦନ୍ତର ଗତିବିଧିକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ । ୨୬ ଦିନ ପରେ ବି ଫିଟୁନି ନବ ଦାସ ହତ୍ୟା ପଛର ରହସ୍ୟ ।

Honey Trap
ପୁଣି ଚାନ୍ଦିପୁର ITRରେ ହନିଟ୍ରାପ୍, ପାକିସ୍ତାନ ସୁନ୍ଦରୀଙ୍କ ମାୟାରେ ପଡ଼ିଲେ କର୍ମଚାରୀ

ହନି ସହ ମନି ଟ୍ରାପରେ ପଡ଼ି ଦେଇଦେଲେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବରିଷ୍ଠ ଟେକ୍ନିକାଲ୍ ଅଫିସର ଗିରଫ ।

BUDGET 2023
ଏଥର ୨ ଲକ୍ଷ ୩୦ ହଜାର କୋଟିର ବଜେଟ୍, ନିର୍ବଚନ ଥିବାରୁ ସରକାର ଦେଖାଇଛନ୍ତି ଗୋଲାପୀ ଚିତ୍ର

ପୂର୍ବ ବର୍ଷ ଅପେକ୍ଷା ୧୫% ଅଧିକ ବ୍ୟୟବରାଦ । ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ବ ଦିଆଯାଇଛି ।

Russia Ukraine war
ବର୍ଷେ ହେଲା ଚାଲିଛି ରୁଷ-ୟୁକ୍ରେନ୍ ଯୁଦ୍ଧ, ତୃତୀୟ ବିଶ୍ୱଯୁଦ୍ଧ ନେଇ ବଢ଼ୁଛି ଆଶଙ୍କା

ପଛଘୁଞ୍ଚା ଦେଉନି କିଭ୍ କି ଯୁଦ୍ଧରେ ପଡୁନି ଯବନୀକା । ଅନିଶ୍ଚିତତା ଭିତରେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।