• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Dibyashankar Mishra
ଦ୍ୱିତୀୟ ବିବାହ କରିବେ ବିଧାୟକ ଦିବ୍ୟଶଙ୍କର ମିଶ୍ର !

ଫେବୃୟାରୀ ଶେଷ ସପ୍ତାହରେ ତଥା ୨୫ ତାରିଖରେ ପୁରୀରେ ସେ ବିବାହ କରିବେ ବୋଲି ସୂଚନା ମିଳିଛି ।

Father Son Love
Viral Video: ୧୦୫ ବର୍ଷିୟ ବାପାଙ୍କ ପାଇଁ ୭୫ ବର୍ଷିୟ ପୁଅ ଗାଉଛନ୍ତି ଗୀତ, ଦେଖିଲେ ଆଖିରେ ଲୁହ ଆସିଯିବ

ରୋଗ ଶଯ୍ୟାରେ ପଡ଼ିଥିବା ବାପାଙ୍କ ବୟସ ୧୦୫ ହୋଇଥିବା ବେଳେ ପୁଅର ବୟସ ୭୫ ।

Sonu Nigam Attacked
Viral Video: କନସର୍ଟ ବେଳେ ସୋନୁ ନିଗମଙ୍କୁ ଆକ୍ରମଣ, ଧକ୍କା ମାରି ତଳେ ପକାଇଦେଲେ...ଦେଖନ୍ତୁ

ଖାଲି ସେତିକି ନୁହେଁ ତାଙ୍କ ହାତକୁ ବି ଧରିଥିଲେ । ସୋନୁ ଏନେଇ ଆପତ୍ତି ଜଣାଇଥିବା ବେଳେ ତାଙ୍କ ବନ୍ଧୁମାନେ ମଧ୍ୟ ଏହାକୁ ବାରଣ କରିଥିଲେ ।

Somalika Das
ରଫା ଦଫା କରିବାକୁ ସୋମାଲିକାଙ୍କୁ ଆସୁଛି ଅଜଣା କଲ, ଶୁଣନ୍ତୁ...

ତାଙ୍କୁ ଫୋନ୍ ଯୋଗେ ପରାମର୍ଶ ଦେଉଥିବା ବ୍ୟକ୍ତି ଜଣକ କିଏ ସେନେଇ ତାଙ୍କ ନିକଟରେ କିଛି ସୂଚନା ନଥିବା ସୋମାଲିକା କହିଛନ୍ତି ।

Anup Sai
ଅନୁପ ସାଏଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପୋଲିସ କନେଷ୍ଟବଳ

ଛତିଶଗଡ଼ ଅଞ୍ଚଳରେ ଘଟିଥିବାରୁ ଛତିଶଗଡ଼ ପୋଲିସ ତାଙ୍କୁ ଗିରଫ କରିଥିଲା ।

Cricket
T20 ବିଶ୍ୱକପ୍ ସେମିରେ ଭାରତୀୟ ମହିଳା କ୍ରିକେଟ ଦଳ

DLS ନିୟମ ଆଧାରରେ ଭାରତ ବିଜୟୀ । ଆର୍ୟାଲାଣ୍ଡକୁ ୫ ରନରେ ହରାଇ ସେମିରେ ଭାରତ ।

Turkey Earthquake
ତୁର୍କୀରେ ପୁଣି ଭୂକମ୍ପ ! ଦୁଇ ଦୁଇ ଥର ଥରିଲା...

ଲଗାତାର ଭାବେ ଦୁଇଟି ଝଟ୍‌କା ଅନୁଭୂତ । ୬.୪ ଓ ୫.୮ ତୀବ୍ରତାର ଦୁଇଟି ଭୂକଂପ ଝଟ୍‌କା।

Odisha Politics
ଏଥର ତାତିବ ବିଧାନସଭାର ବଜେଟ୍ ଅଧିବେଶନ

କେଉଁ କେଉଁ ପ୍ରସଙ୍ଗକୁ ବିଧାନସଭାରେ କିଭଳି ଢଙ୍ଗରେ ଉଠାଯିବ ସେ ନେଇ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛି ବିଜେପି ।

SHG
ଗାଁ ଗାଁରୁ ଆସି ରାଜଧାନୀରେ ଗର୍ଜିଲେ

ସରକାର ନିର୍ବାଚନଠୁ ଆରମ୍ଭ କରି ସବୁ କାମରେ ଆମକୁ ଲଗାଉଛନ୍ତି, ହେଲେ ପରିଶ୍ରମର ଫଳ ଦେବା ବେଳେ ମୁହଁ ମୋଡି ଦେଉଛନ୍ତି ।

Odisha Politics
କ୍ରାଇମବ୍ରାଞ୍ଚ ସାଇଲେଣ୍ଟ, ପୋଲିସ୍ ଡିଜି ପୁରା ଚୁପ୍

DGP କହିଥିଲେ ଗୋପାଳ କାହିଁକି ନବ ଦାସଙ୍କୁ ମାରିଲା, ତା କେବଳ ମହାପ୍ରଭୁ ଜଗନ୍ନାଥଙ୍କୁ ଜଣା ।

IAS Love Story
ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ବଲାଙ୍ଗିରର ଜିଲ୍ଲାପାଳ ଓ ସମ୍ବଲପୁର ଜିଲ୍ଲାପାଳ

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଞ୍ଚଳ ଓ ଅନନ୍ୟା ନିଜେ ଗହଣା ଦୋକାନକୁ ଯାଇ ସୁନାଗହଣା ବି କିଣିଥିଲେ ।

Acid Attack
ପ୍ରଥମେ ବିଶ୍ୱାସରେ ବିଷ ଆଉ ପରେ ଯୁବତୀଙ୍କ ସର୍ବନାଶ ଉଦ୍ୟମ

୪ ଆହତ ଚିତ୍କାର କରୁଥିବା ବେଳେ ଘଟଣାସ୍ଥଳରୁ ଫେରାର ମାରିଥିଲେ ଅଭିଯୁକ୍ତ ଚନ୍ଦନ ଓ ତାର ସହଯୋଗୀ ।

Organ Donation
ସାନ ସିନା, ଦାନ ତା ମହାନ ! ବାପାଙ୍କୁ ଯକୃତ ଦେଇ ଦେଲା ନୂଆ ଜୀବନ

ବାପାଙ୍କ ଜୀବନ ବଞ୍ଚାଇଲା ୧୭ ବର୍ଷର ଝିଅ । ଦେଶର ସର୍ବକନିଷ୍ଠ ଅଙ୍ଗଦାତା ।

Odisha Politics
ଏଥର ବିଧାନସଭା ଅଧିବେଶନରେ ବିରୋଧୀଙ୍କ ହାତରେ ଗଣ୍ତା ଗଣ୍ଡା ଅସ୍ତ୍ର, ଜୋରଦାର ହେବ କି ଆକ୍ରମଣ ?

ଉଠିବ ମନ୍ତ୍ରୀ ନବ ଦାସ ହତ୍ୟାଠୁ ଆରମ୍ଭ କରି ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରସଙ୍ଗ । କାଉଣ୍ଟର ପାଇଁ କେନ୍ଦ୍ର ଅବହେଳାକୁ ଅସ୍ତ୍ର କରିବ ଶାସକ ଦଳ ।

Odisha Politics
ନବ ହତ୍ୟା ମାମଲା: ମୁହଁ ବୁଲାଇ ଚାଲିଗଲେ DGP, ମୋହନ ମାଝି କହିଲେ ତୃତୀୟ ମହଲାରେ ଅସଲି DGP

ମନ୍ତ୍ରୀ ନବ ଦାସ ହତ୍ୟା ପଛର ଉଦ୍ଦେଶ୍ୟ କଣ ? ଗୋପାଳର ମୋଟିଭ୍ ନେଇ ନାର୍କୋ ଟେଷ୍ଟରୁ ମିଳିଲା କି ଖିଅ ?

Acid Attack
ନୃଶଂସ ! ପ୍ରତିଶୋଧ ପରାୟଣ ଯୁବକର ଏସିଡ୍ ମାଡ଼, ଜଳିଗଲା ୭୫ ଭାଗ ଶରୀର...

ଗୁରୁତର ଯୁବତୀ କଟକ ବଡ଼ ମେଡିକାଲରେ ଭର୍ତ୍ତି । ଅନ୍ୟ ଜଣେ ମହିଳା ଓ ଦୁଇ ଛୁଆ ମଧ୍ୟ ଆହତ । ଅଭିଯୁକ୍ତ ଯୁବକ ଫେରାର୍, ଖୋଜୁଛି ପୋଲିସ ।

SHG
ବିଜେଡିକୁ ଚିନ୍ତା ୨୦୨୪ ନିର୍ବାଚନ ! ମିଶନ ଶକ୍ତିକୁ ଢାଲ କରୁଛି କି ସରକାରୀ ଦଳ ?

ଆନ୍ଦୋଳନ ଆଳରେ SHG ସଦସ୍ୟାଙ୍କୁ ଡକାଇ ସମାବେଶ ଚର୍ଚ୍ଚା । ନିର୍ବାଚନୀ କାମରେ ବ୍ୟବହାର ହେଉଥିବା ନେଇ ଖୋଲିଲେ ଗୁମର ।

Narasingh Mishra
ନବ ଦାସ ହତ୍ୟା ମାମଲା: ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ନରସିଂହ

ନବ ଦାସ ହତ୍ୟା ଘଟଣାରେ ପୋଲିସ ଡିଜି ଓ କ୍ରାଇମବ୍ରାଞ୍ଚ ମୁହଁ ଖୋଲୁନଥିବା ପ୍ରସଙ୍ଗରେ ନରସିଂହ କହିଛନ୍ତି ଓଡ଼ିଶାରେ ଡିଜି ନଥିବା ଭଳି ମନେ ହେଉଛି ।

Acid Attack
ଘରେ ପଶି ପତ୍ନୀଙ୍କୁ ଏସିଡ୍‌ ମାଡ଼ କଲା ସ୍ୱାମୀ !

ବାହାଘର ପରେ ସ୍ୱାମୀ ପୂର୍ବରୁ ବିବାହିତ ଥିବା ଜାଣି ମହିଳା ଜଣଙ୍କ ତାଙ୍କ ସହିତ ଆଉ ଯାଇନଥିଲେ ।

Bijay Pattnaik
ଜଣ ଜଣ କରି ବରିଷ୍ଠ ନେତାଙ୍କ ଘରକୁ ଯାଇ ଭେଟୁଛନ୍ତି ବିଜୟ ପଟ୍ଟନାୟକ ! କ’ଣ ରହିଛି ରଣନୀତି..?

ବିଜୟ ପଟ୍ଟନାୟକ ଭୁବନେଶ୍ୱରରୁ ଲଢ଼ିଲେ ଭଲ ହେବ ଏବଂ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦେବା ପରେ ଦଳ ଆହୁରି ମଜବୁତ ହେବ ବୋଲି ସୁର କହିଛନ୍ତି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।