ଅଭିଯୁକ୍ତର ବାପା ଗୃହ ବିଭାଗରେ ଅଫିସର ଥିବାରୁ ତାଙ୍କୁ ପୋଲିସଠାରୁ ନ୍ୟାୟ ମିଳିବନି ବୋଲି ଦୋହରାଇଛନ୍ତି ଚିନ୍ମୟୀଙ୍କ ମାଆ । ତେଣୁ ନ୍ୟାୟ ପାଇଁ ଦରକାର ପଡ଼ିଲେ ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଏଁ ଯିବୁ ବୋଲି କହିଛନ୍ତି ଚିନ୍ମୟୀଙ୍କ ମାଆ ।
ଓଡ଼ିଶା ସରକାର ଗୋପାଳକୁ ବଞ୍ଚେଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିବା କହି ସାଂଘାତିକ ଅଭିଯୋଗ କରିଛନ୍ତି ଜୟନାରାୟଣ ।
ଗୋଟିଏ ସ୍ଥାନରେ ୪ଟି ପ୍ରପାତର ମଜା ଉଠାଇପାରିବେ । ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଅଂଚଳବାସୀଙ୍କ ଦାବି ।
ରେଳ ମନ୍ତ୍ରାଳୟ ପକ୍ଷରୁ ନିକଟରେ ଏକ ଟ୍ୱିଟ୍ କରାଯାଇଥିଲା । ଯେଉଁଥିରେ ଏହି ‘X’ବିଷୟରେ କୁହାଯାଇଛି । ଏହି ବିରାଟ ‘X’ ବା ଛକ ଚିହ୍ନ ବିଷୟରେ ଜାଣିବା ପରେ ଆପଣ ବି ତାଜୁବ ହେବେ ।
ପ୍ରଚଣ୍ଡ ଶବ୍ଦ କରି ୫ ବଖରା ଛାତ ଘର ଉଡ଼ି ଯାଇଥିଲା । ଯେଉଁଥିରେ ସେହି ଗାଁର ଏକ ଦଂପତିଙ୍କ ମୃତ୍ୟୁ ଘଟିଥିଲା ।
କ୍ୟାପଟେନ ଦୀକ୍ଷା କିଛି ଦିନ ତଳେ ଅପରେସନ ଦୋସ୍ତରେ ସାମିଲ ହୋଇ ଭୂକଂପ ପୀଡ଼ିତ ତୁର୍କୀକୁ ଯାଇଥିଲେ କ୍ଷତାକ୍ତ ବିପନ୍ନଙ୍କ ଚିକିତ୍ସା ପାଇଁ ।
ଚର୍ଚ୍ଚା ହେଉଛି ଏଣିକି ବିଜୁ ଓଡ଼ିଶା ବନାମ୍ ନବୀନ ଓଡ଼ିଶା ହେବ । ଦଳର ଭବିଷ୍ୟତ ଉତ୍ତରାଧିକାରୀ ଲାଗି ନବୀନ ଓଡ଼ିଶା ନାରା ବୋଲି କୁହାଯାଉଛି ।
ଗାଁର ଜନବସତି ଅଞ୍ଚଳରୁ ଅଧ କିଲୋମିଟର ଦୂରରେ ଥିବା ଏକ ଘରେ ଘଟିଥିଲା ଅଘଟଣ ।
କ୍ୟାପଟେନ ଦୀକ୍ଷା କିଛି ଦିନ ତଳେ ଅପରେସନ ଦୋସ୍ତରେ ସାମିଲ ହୋଇ ଭୂକଂପ ପୀଡ଼ିତ ତୁର୍କୀକୁ ଯାଇଥିଲେ କ୍ଷତାକ୍ତ ବିପନ୍ନଙ୍କ ଚିକିତ୍ସା ପାଇଁ ।
ଦୋଳପୂର୍ଣ୍ଣିମା ଆତସବାଜି ପ୍ରତିଯୋଗିତା ପାଇଁ ଚାଲିଥିଲା ପ୍ରସ୍ତୁତି । କେଉଁଠୁ ଆସୁଥିଲା କଞ୍ଚାମାଲ, କେମିତି ତିଆରି ହେଉଥିଲା, ତଦନ୍ତ ଜାରି ।
ପୋଲିସ ଓ ପ୍ରଶାସନର ଢିଲାପଣକୁ ନେଇ ଉଠିଲା ପ୍ରଶ୍ନ । ସଠିକ୍ SOP ଅନୁପାଳନ ପାଇଁ ପରାମର୍ଶ ।
ଭାଇରାଲ୍ ରୋକିବାକୁ ହୋଇଛି ସ୍ୱତନ୍ତ୍ର ଷ୍ଟ୍ରାଟେଜି । ଏକଜାମ୍ ହଲକୁ ମୋବାଇଲ୍ ମନା । ୩୧୬ ନୋଡାଲ ସେଣ୍ଟରରେ ରହିଛି ପ୍ରଶ୍ନପତ୍ର ।
ଦୁଇ ଏବିଭିପି ଛାତ୍ରନେତା ଓ ସାଲୁଜାଙ୍କ ପୁଅ ବି ଗିରଫ ହୋଇ ଜେଲରେ । ରାଜ୍ୟ ସରକାରଙ୍କ ବିରୋଧୀ ଦମନ ଅଭିଯାନକୁ ନେଇ ପ୍ରଶ୍ନ ।
ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନବାଣକୁ ନେଇ ଚର୍ଚ୍ଚା । କ୍ଷମତାର ମହୁ ଖାଇବା ଯୋଗ୍ୟତା ତୁମର ଅଛି କି କହିଲେ ସୌମ୍ୟ ।
‘ଆପଣଙ୍କ ଜେଲ୍ କମ୍ ପଡ଼ିଯିବ, ରାବଣ ଦୁର୍ଯ୍ୟୋଧନ ଅହଂକାର ତିଷ୍ଠିବନି । ରାଜ୍ୟରେ ସିଷ୍ଟମ୍ ଫେଲ୍ ଆଡକୁ ଯାଉଛି, ଲ ଲେସନେସ୍ ଆଡକୁ ଯାଉଛି’
ଟେଷ୍ଟ ରିପୋର୍ଟ ଅନୁସାରେ ଗୋପାଳ ପାଗଳ ନୁହେଁ ବୋଲି ସ୍ପଷ୍ଟ ଉଲ୍ଲେଖ ।
ଓଟିଭି ପାଇଁ ଗୀତ ମଧ୍ୟ ଗଇଛନ୍ତି ଅନୁ ମଲ୍ଲିକ । ଅନ୍ ଦ ସ୍ପଟ୍ ଗୀତ ଲେଖିଲେ । ଷ୍ଟେଜ୍ ଉପରେ କହୁ କହୁ ଓଟିଭି ପାଇଁ ଗାଇଦେଲେ ଗୀତ ।
ବର୍ତ୍ତମାନର ଯୁବ ପିଢ଼ି କିଭଳି ସୋସିଆଲ ମିଡିଆ ଜରିଆରେ ରାତା ରାତି ଷ୍ଟାର ହେଉଛନ୍ତି, ସେହି ବିଷୟରେ ମଧ୍ୟ କହିଛନ୍ତି । ଆଉ ଏହାର ପ୍ରଭାବ କେତେ ଖରାପ ତାହା ମଧ୍ୟ କହିଛନ୍ତି ।
ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ ଅନୁମତି ହାସଲ କରିବାଠାରୁ ଆରମ୍ଭ କରି ବର୍ତ୍ତମାନର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ପର୍ଯ୍ୟନ୍ତ ଚେତନାଙ୍କ ମନ୍ଦେସୀ ମହିଳା ସହକାରୀ ବ୍ୟାଙ୍କ କେତେ ସମସ୍ୟାକୁ ଅତିକ୍ରମ କରିଛି ସେ କାହାଣୀ ବଖାଣିଥିଲେ ।
ମୁଖ୍ୟବକ୍ତା ଭାବେ ଯୋଡ଼ିହୋଇଥିଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ତାଙ୍କୁ ସ୍ୱାଗତ କରିଥିଲେ ଜଗି ।