OBC Card
ପଛୁଆ ବର୍ଗଙ୍କ ସର୍ଭେ ଲାଗି ଅଣ୍ଟା ଭିଡ଼ିଲେ କମିଶନ । ଭୋଟ୍ ପୂର୍ବରୁ ଓବିସିଙ୍କୁ ହାତରେ ରଖିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ । ଘୋଷଣାର ବହୁ ଦିନ ପରେ ପଛୁଆ ବର୍ଗ ସର୍ଭେକୁ ମିଳିଲା ଗ୍ରୀନ୍ ସିଗନାଲ । ବିହାର ପରେ ଓଡ଼ିଶା କରିବାକୁ ଯାଉଛି ନିଜସ୍ୱ ଓବିସି ସର୍ଭେ । ଜୁଲାଇ ୧୨ ତାରିଖ ସୁଦ୍ଧା ସର୍ଭେର ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓବିସି କମିଶନ୍ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)