• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Education System
କି ଅବସ୍ଥା ! ସ୍କୁଲ ସରକାରୀ କିନ୍ତୁ ଶିକ୍ଷକ ଭଡ଼ାରେ, ଗୋଟିଏ କୋଠରୀରେ ୩ ଶ୍ରେଣୀ

ସ୍କୁଲ ସରକାରୀ କିନ୍ତୁ ଏଠାରେ ପାଠ ପଢାଉଥିବା ଶିକ୍ଷକଙ୍କୁ ଭଡାରେ ଆଣିଛନ୍ତି ଗାଁ ଲୋକେ । ଆଉ ପାରିଶ୍ରମିକ ବାବଦରେ ଗାଁ କମିଟି ଦେଉଛି ଟଙ୍କା ।

Tara
ମୋକିମଙ୍କୁ ଟାର୍ଗେଟ୍‌ କଲେ ତାରା

କଂଗ୍ରେସ ବିରୁଦ୍ଧରେ କହିଲେ ଲୋକେ ମୋକିମଙ୍କୁ ଗ୍ରହଣ କରିବେନି । ବିଧାୟକ ମହମ୍ମଦ ମୁକିମଙ୍କୁ କାଉଣ୍ଟର କଲେ ବିଧାୟକ ତାରାପ୍ରସାଦ ବାହିନୀପତି ।

Sura Routray
‘ରାହୁଲ ପିଏମ୍‌ ହେବେ, ଶରତ ସିଏମ୍ ହେବ’

କଂଗ୍ରେସ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବା ଗୁଜବକୁ ନେଇ ଏମିତି କହିଲେ ବିଧାୟକ ସୁର ରାଉତରାୟ 

Protest
ହଟହଟା ହେଲେ ଜିଲ୍ଲାପାଳ, ଲୋକେ ଛାଡ଼ିଲେନି

ଗାଡ଼ି ସାମ୍ନାରେ ଶୋଇଲେ। ପ୍ରବଳ ଗହଳି ଜନଅସନ୍ତୋଷ ଭିତରେ ଚାଲିଚାଲି ଗଲେ ଜିଲ୍ଲାପାଳ। ଦେଖନ୍ତୁ ରାୟଗଡ଼ା ଜିଲ୍ଲା ଗୁଣୁପୁରରୁ ଏ ଘଟଣା

Jayanarayan Mishra
ଦିଲ୍ଲୀରେ ନଡ୍ଡା ଓ ଶାହାଙ୍କୁ ଭେଟି ଫେରିବା ପରେ ପ୍ରତିକ୍ରିୟା ରଖିଲେ ଜୟନାରାୟଣ

ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ ପରେ ଓଡ଼ିଶା ଫେରି ବର୍ଷିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

Tara-Moquim
କଂଗ୍ରେସ ବିଧାୟକ ମୋକିମ ଝାଡ଼ିଲେ ଅସନ୍ତୋଷ

ସୋ-କଜ୍ ରିପ୍ଲାଇ ନମିଳିବା ଯାଏ କଂଗ୍ରେସ ଭବନ କିମ୍ବା କୌଣସି କାର୍ଯ୍ୟକ୍ରମକୁ ଯିବିନି, କେବଳ କଟକରେ ସୀମିତ ରହିବି କହିଲେ ମୋକିମ ।

Salia Sahi Raid
ଦେଶୀମଦ କାରବାର ଅଭିଯୋଗ ନେଇ ସାଲିଆସାହି ବସ୍ତିରେ ପୋଲିସର ବଡ଼ ଚଢାଉ

ବସ୍ତିରେ ପଶି କବାଟ ବାଡ଼େଇଲା ପୋଲିସ । ବ୍ୟାପକ ଦେଶୀମଦ କାରବାର ହେଉଥିବା ଅଭିଯୋଗକୁ ଭିତ୍ତି କରି ଭୁବନେଶ୍ୱର ସାଲିଆସାହି ବସ୍ତିରେ ପୋଲିସର ବଡ଼ ଚଢାଉ ।

DCP Pratik Singh
ସାଲିଆସାହିରେ ରେଡ୍ ନେଇ DCP ପ୍ରତୀକ ସିଂହ କହିଲେ..

ସାଲିଆସାହିରେ ରେଡ୍ ନେଇ DCP ପ୍ରତୀକ ସିଂହଙ୍କ ସୂଚନା । 

Hostel Girls
କେତେ ସୁରକ୍ଷିତ ହଷ୍ଟେଲ ଛାତ୍ରୀ ? ବାପା-ମାଆ କାହା ଭରସାରେ କଲେଜ ଛାଡ଼ିବେ ଝିଅକୁ

ସଚେତନ ପାଇଁ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ।

Ukraine - Russia War
ଛତ୍ର ଭଙ୍ଗ ଦେଲାଣି ଋଷ ସେନା ! ଭାରି ପଡ଼ିଲାଣି ୟୁକ୍ରେନ୍‌, ଘନ ଘନ କରୁଛି ଏୟାର ଷ୍ଟ୍ରାଇକ୍

ସମଗ୍ର ୟୁକ୍ରେନ୍‌କୁ ରୁଷିଆ ମୁକ୍ତ କରିବା ଆମର ଲକ୍ଷ୍ୟ । ଯେକୌଣସି ପରିସ୍ଥିତିରେ ଏହା କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଜେଲେନସ୍କି ।

Sashi Tharoor
ଜୋରଦାର ଚର୍ଚ୍ଚା ! ଶଶି ଥରୁର ହୋଇପାରନ୍ତି କଂଗ୍ରେସ ଅଧ୍ୟକ୍ଷ, ସୋନିଆ ଦେଲେ ଗ୍ରୀନ୍‌ ସିଗ୍‌ନାଲ

ଏହି ଖବର ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ସୋନିଆ ଗାନ୍ଧିଙ୍କ ସହ ଶଶି ଥରୁର ଘଣ୍ଟାଏରୁ ଅଧିକ ସମୟ ଧରି ଆଲୋଚନା ସାରି ବାହାରିଥିଲେ ।

Jacqueline  Fernandez
୨୦୦ କୋଟି ମନି ଲଣ୍ଡ୍ରିଂ ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ପୁଣି ଜେରା କଲା EOW

EOW ର ଯୁଗ୍ମ କମିଶନର ଛାୟା ଶର୍ମା ଏବଂ ସ୍ୱତନ୍ତ୍ର କମିଶନର ରବିନ୍ଦ୍ର ଯାଦବଙ୍କ ନେତୃତ୍ୱରେ ଅଧିକାରୀଙ୍କ ଏକ ଟିମ୍ ଅଭିନେତ୍ରୀଙ୍କୁ ପଚରାଉଚରା କରିଥିବା ଜଣାପଡିଛି ।

Chandigarh University Hostel Bathroom Video Viral
ଛାତ୍ରୀମାନଙ୍କ ବାଥ୍‌ରୁମ୍ ଭିଡିଓ ଭାଇରାଲ ଘଟଣା, ହଷ୍ଟେଲ ଛାତ୍ରୀ-ବୟ ଫ୍ରେଣ୍ଡ ଗିରଫ

ପୋଲିସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କେବଳ ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ହୋଇଥିବା କହୁଛନ୍ତି । ପଂଜାବ ସରକାର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ୩ ଜଣିଆ ସଦସ୍ୟ ବିଶିଷ୍ଟ ଏସ୍ଆଇଟି ଗଠନ ହୋଇଛି ।

India Cricket Team
ଅଷ୍ଟ୍ରେଲିଆ ବିପକ୍ଷରେ ବଡ଼ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବ ଭାରତୀୟ ଟିମ୍‌

T-20 ବିଶ୍ୱକପ ପୂର୍ବରୁ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ସିରିଜ ଖେଳିବ ଭାରତ ।

Akhilesh Yadav
ଜୋରଦାର ରାଲି ବାହାର କରିଥିଲେ ଅଖିଳେଶ, ଭଣ୍ଡୁର କରିଦେଲା ୟୁପି ପୋଲିସ

ଅଖିଲେଶଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ରାସ୍ତା ଉପରେ ବସି ବିରୋଧ ପ୍ରଦର୍ଶନ କରିଥିଲେ ।

Amarinder Singh
ପଞ୍ଜାବ ଲୋକ କଂଗ୍ରେସକୁ ବିଜେପିରେ ମିଶାଇଲେ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ

କିଛି ଦିନ ପୂର୍ବରୁ ସେ ନିଜେ ଗଢ଼ିଥିବା ପଞ୍ଜାବ ଲୋକ କଂଗ୍ରେସ ଦଳକୁ ବିଜେପି ସହ ମିଶାଇ ଦେଇଛନ୍ତି ।

Duplicate Medicine
ପୁଣି ବାହାରିଲା ନକଲି ଔଷଧ ! ଆହୁରି ୧୩୦୦ ନକଲି ଟେଲ୍‌ମା-୪୦ ଷ୍ଟ୍ରିପ୍‌ ଜବତ

ମିଳିଥିବା ଖବର ଅନୁସାରେ, ୧୩୫୦ ଷ୍ଟ୍ରିପ୍ ନକଲି ଔଷଧ ଜବତ ହୋଇଛି ।

Bhubaneswar Traffic
କମିଶନରେଟ୍ ପୋଲିସକୁ ଘାରିଲାଣି ଚିନ୍ତା, ପୂଜାରେ କେମିତି ହେବ ଟ୍ରାଫିକ୍‌ କଣ୍ଟ୍ରୋଲ ?

ରାଜଧାନୀର ଅଧିକାଂଶ ମଣ୍ଡପ ରାଜପଥ କଡ଼ରେ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବାରୁ ଭିଡ଼ ନିୟନ୍ତ୍ରଣ କରିବା କମିଶନରେଟ୍ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିବ ।

Number Plate
ପହିଲାରୁ ଜୋରଦାର ହେବ ଚେକିଂ, ନମ୍ବର ପ୍ଲେଟ୍‌ ନଥିଲେ ପଠାଯିବ ଇ-ଚାଲାଣ

ଖାଲି ଚେକିଂ ହେବ ତାହା ନୁହେଁ ବରଂ ଯେଉଁମାନେ ନିୟମ ଖିଲାପ କରିଥିବେ ସେମାନଙ୍କ ପାଖରୁ ମୋଟା ଅଙ୍କର ଫାଇନ୍‌ କଟାଯିବ ।

Indian Army
ପୁଅ ସେନାରେ ଯାଇ ଜୀବନ ହାରିଲା, ହେଲେ ମିଳିଲାନି ପେନ୍‌ସନ୍‌ ! ପରିବାର ଏବେ ଦୁର୍ଦିନରେ..

ବାପା ପ୍ରଫୁଲ୍ଲ ପକ୍ଷାଘାତ ରୋଗରେ ପୀଡିତ ଓ ମା ମଞ୍ଜୁଲତାଙ୍କ ଦେହର ଅବସ୍ଥଆ ଭଲ ନାହିଁ । ପରିବରର ଆର୍ଥିକ ସ୍ଥିତି ବି ଭଲ ନାହିଁ । ଭାଇର ଚାକିରି ପାଇବା ଆଶାରେ ବସିଥିବା ସାନ ଭାଇର ବୟସ ବି ଗଡି ଗଲାଣି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।