ସାରା ନିଜକୁ ମହାଦେବଙ୍କ ଭକ୍ତ ବୋଲି ପ୍ରମାଣ କରିବା ସହ ଭଗବାନ ଶିବଙ୍କ ନିକଟରେ ଛିଡ଼ା ହୋଇ ଫଟୋ ପୋଷ୍ଟ କରିଥିଲେ । ଆଉ ମଥାରେ ଚନ୍ଦନ ମାରିଥିଲେ ।
ମନମୋହନ ପୂର୍ବରୁ ମଧ୍ୟ ରାଜ୍ୟ ବିଜେପି ସଭାପତି ଦାୟିତ୍ୱ ତୁଲାଇ ଥିଲେ । ରାଜ୍ୟରେ ମେଣ୍ଟ ସରକାର ବେଳେ ମନ୍ତ୍ରୀ ଥିଲେ ମନମୋହନ ।
ତୁର୍କୀ ଏବଂ ସିରିୟା ପରେ ଏବେ ଏସିଆରେ ସେହିଭଳି ଏକ ବଡ଼ ଧରଣର ଭୁ-କମ୍ପ ହେବ ବୋଲି ଆଶଙ୍କା କରାଯାଇଛି ।
କ୍ୟାଟ୍ ଫ୍ୟାମିଲିରେ ବାଘର ଶରୀର ସବୁଠାରୁ ବଡ଼ ହୋଇଥାଏ । ବାଘ ଶରୀରରେ ଥିବା କଳା ଦାଗ ଯୋଗୁଁ ତାକୁ ସହଜରେ ଚିହ୍ନି ହୋଇପାରେ । ସିଂହ ତୁଳନାରେ ବାଘ ଅଧିକ ଲମ୍ବା ଏବଂ ଅଧିକ ମୋଟା ବା ସୁସ୍ଥ ଦେଖାଯାଆନ୍ତି ।
SHGଙ୍କ ପାଇଁ ଆସୁଥିବା ଟଙ୍କାରେ ମହାଜନୀ କାରବାର । କେଉଁଠି ସବୁ ଅର୍ଥ ଚଳୁ ତ କେଉଁଠି ସୁଧ ବେପାର ଅଭିଯୋଗ ।
କେନ୍ଦ୍ର ଓ ଛତିଶଗଡ଼ ଉପରେ ବର୍ଷିଲା ବିଜେଡି । ରାଜ୍ୟ କୋର୍ଟକୁ ବଲ୍ ଫିଙ୍ଗି ବିରୋଧୀଙ୍କ କଡ଼ା ସମାଲୋଚନା ।
କଂପ୍ୟୁଟରରୁ ମିଳିଲା କାନ୍ଦଭରା ଫଟୋ ଓ ଭଏସ ମେଲ୍ ! ମୃତ୍ୟୁ ପାଇଁ ପ୍ରବର୍ତ୍ତାଇବାର ପ୍ରମାଣ ଖୋଜୁଛି ପୋଲିସ ।
ଏହି ଛୋଟ ବିଦ୍ୟୁତ ପ୍ରକଳ୍ପ କରିବା ପାଇଁ କେଦାର ପ୍ରସାଦ ନିଜ ହାତରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ।
ସୋସିଆଲ ମିଡିଆରେ କିଛି ଫଟୋ ଏବେ ଭାଇରାଲ ହେଉଛି । ସେହି ଫଟୋ ଗୁଡ଼ିକୁ ଦେଖିଲେ ଆପଣ ଭାବିବେ ଯେ ଡୋନାଲ୍ଡ ଟ୍ରମ୍ପଙ୍କୁ ପୋଲିସ ଗିରଫ କରିଛି ।
ଯିଏ ବି ଦେଖୁଛି ଟିକେ ଅଟକି ଯାଉଛି । ଆଉ ଲାଇକ୍ କମେଣ୍ଟ ସହ ଅନେକ ଳୋକ ଭିଡିଓକୁ ସେୟାର ମଧ୍ୟ କରୁଛନ୍ତି ।
ରେଳ ଷ୍ଟେସନ୍ରେ ଥିବା ରେଲୱେ ପୋଲିସ ଷ୍ଟେସନ୍ରେ ଦଶରଥ ଏହି ମୋବାଇଲ ଧରି ପହଞ୍ଚିଲେ ଆଉ ତାକୁ ପୋଲିସ ଜିମାରେ ଦେଲେ ।
ମୋଟ୍ ୮୬୮ ପୋଷ୍ଟ ପାଇଁ SBI ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆବେଦନ କରିବାର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ ୨୦୨୩ ।
ପୋଷ୍ଟ ଅଫିସ୍ରେ RD କଲେ ଆପଣଙ୍କୁ ଅତି କମ୍ରେ ୫.୮ ହାରରେ ସୁଧ ମିଳିବ । ସବୁଠାରୁ ବଡ଼ କଥା ହେଲା, ସରକାର ପ୍ରତି ୩ ମାସରେ ଏହାର ସୁଧ ହାର ନିର୍ଣ୍ଣୟ କରନ୍ତି ।
ଭୁ-କମ୍ପର ରିକ୍ଟର ସ୍କେଲ୍ରେ ତୀବ୍ରତା ୫.୫ ରହିଥିଲା । ସେପଟେ ଜମ୍ମୁକାଶ୍ମୀରରେ ମଧ୍ୟ ଭୂକମ୍ପର ଝଟକା । ଆଫଗାନିସ୍ତାନ ଥିଲା ଭୂକମ୍ପର କେନ୍ଦ୍ର ।
ଭେଡା ଅଂଚଳର ବରାହିପୁର ଗାଁରେ ୮ ବଖରା ଘରକୁ ସର୍ବନାଶ କରିଦେଇଛି କୁଆପଥର ମାଡ ସାଙ୍ଗକୁ ପ୍ରବଳ ଝଡ ବର୍ଷା ।
ଆରଟିଆଇ ଓ ବିଧାନସଭା ତଥ୍ୟରୁ ମିଳିଛି ଏଭଳି ସାଂଘାତିକ ତଥ୍ୟ ।
ପୋଲିସକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି, ପୋଲିସର କମାଣ୍ଡ ବ୍ୟବସ୍ଥା ଭୁଶୁଡ଼ିପଡ଼ିଛି । କେହି କାହାକୁ ମାନୁ ନାହାନ୍ତି ।
ବିଧାୟକମାନେ ଲୋକଙ୍କ ପ୍ରତିନିଧି, ଆମେ ଲୋକଙ୍କ କଥା ଉଠାଇବୁ, କ୍ରୀତଦାସ କେମିତି ହେବୁ ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରୟଣ ।
ଅଫିସ ପରିସରରେ ଏବଂ ବାହାରେ ଲୋକଙ୍କ ସହ ମୁହାଁମୁହିଁ ହୋଇଥିଲେ ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କଅଁର ।
କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ‘ଫାଶି ବଦଳରେ ଅପେକ୍ଷାକୃତ କମ୍ ଯନ୍ତ୍ରଣାଦାୟକ ବିକଳ୍ପ ଖୋଜ’ ।