ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯଦି ଆପଣ ଆଧାର ର୍ଡ ସହ ପାନ୍ ଲିଙ୍କ୍ ନକରିବେ ତେବେ ୨୦୨୩ ଏପ୍ରିଲ ୧ ତାରିଖଠାରୁ ଆପଣଙ୍କ ପାନ କାର୍ଡ ଅଚଳ ହୋଇଯିବ ।
ବିଧାନସଭାରେ ବିଲ୍ ଆଗତ କଲେ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ । ଫ୍ରି ହୋଲ୍ଡ, ଲିଜ୍ ହୋଲ୍ଡ ସବୁ ଜମି ଉପରେ ଲାଗୁ ହେବ ନିୟମ ।
ମୃତ ଝିଅର ବାପା ଜଣେ ବ୍ୟବସାୟୀ ବୋଲି ପୋଲିସ କହିଛି ।
ସେଥିରେ ଜଣେ ୧୮ ମାସର ପୁଅ ରହିଥିବା ବେଳେ ଦୁଇ ଝିଅ ରହିଛନ୍ତି । ଜଣଙ୍କର ବୟସ ୩ ଓ ଆଉ ଜଣଙ୍କର ବୟସ ୫ ବୋଲି ଜଣାପଡ଼ିଛି ।
ଲେଖା ଅଛି ୧୦୦% ଭେଜ୍ ବଟର ଚିକେନ୍ । ଏହା ଶୁଣିବା ପରେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗୁଥିବ । ଚିକେନ୍ ପୁଣି ଭେଜ୍ ହେଲା କେମିତି ?
ଭୁବନେଶ୍ୱର ସମେତ ରାଜ୍ୟରେ ଉତ୍କଟ ପାନୀୟ ଜଳ ସମସ୍ୟା ହେବ ।
ବ୍ଲେଡର ଉଦ୍ଭାବନ ପଛରେ ଏକ ମଜାଦାର କାହାଣୀ ରହିଛି । ବାସ୍ତବରେ ବ୍ଲେଡ୍ ପ୍ରଥମେ ୧୯୦୧ ମସିହାରେ ୱିଲିୟମ୍ ନିକରସନଙ୍କ ସାହାଯ୍ୟରେ ଜିଲେଟ୍ କମ୍ପାନୀର ମୁଖ୍ୟ ପ୍ରତିଷ୍ଠାତା କିଙ୍ଗ କ୍ୟାମ୍ପ ଜିଲେଟ୍ ଦ୍ୱାରା ନିର୍ମିତ ହୋଇଥିଲା ।
ସ୍କଟ୍ଲାଣ୍ଡରେ ଫିଲ୍ମର ସୁଟିଂ ଅବଧି ସରି ଆସୁଥିବାରୁ ଅକ୍ଷୟ କୁମାର ଆହତ ହୋଇ ମଧ୍ୟ ସୁଟିଂ ଜାରି ରଖିଥିଲେ ।
ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ୩୮% ମହଙ୍ଗା ଭତ୍ତା ପାଉଥିଲେ । ବର୍ଦ୍ଧିତ ନିଷ୍ପତ୍ତି ପରେ ଏହା ୪୨% ଛୁଇଁବ ।
ବାଲୁକା କଳା ଜରିଆରେ ପୃଥିବୀର ସୁରକ୍ଷା ଲାଗି ଘଣ୍ଟାଟିଏ ଲାଇଟ୍ ବନ୍ଦ କରିବା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି ସୁଦର୍ଶନ।
ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିବ ।
ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀଙ୍କ ନମୂନା ସଂଗ୍ରହ । ନମୂନାକୁ ପରୀକ୍ଷା ପାଇଁ ପଠାଯାଇଥିବା ସୂଚନା ।
୧୬ ଶହ ମିଟର ଦୌଡ଼ରେ ଅଚେତ, ପରେ ମୃୃତ୍ୟୁ । ପ୍ରାଥମିକ ତଦନ୍ତ ଅନୁସାରେ ହାର୍ଟ ଆଟାକ ।
୨୨ କ୍ୟାରେଟ୍ ସୁନାର ମୂଲ୍ୟ ୫୫ ହଜାର ଟଙ୍କା ରହିଛି ।
ସେମାନଙ୍କ କେମେଷ୍ଟ୍ରୀ ସାଧାରଣ ଲୋକଙ୍କୁ ବି ଖଟ୍କା ଲାଗୁଥିଲା । ସେମାନଙ୍କର ବଡି ଲାଙ୍ଗୁଏଜ୍ ସେମାନଙ୍କୁ ମ୍ୟାଚ୍ କରୁନଥିଲା ।
କାହିଁକି ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ମାଡ଼ କଲା ଏସିଡ୍ ? ତାହା ପୁଣି କୋର୍ଟ ପରିସରରେ । କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
୪ ବର୍ଷ ପୁରୁଣା ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ସଜା ହେବା ପରେ, ତାଙ୍କ ପାଇଁ ଆହୁରି ଅନେକ ଅଡ଼ୁଆ ବଢ଼ିବାକୁ ଯାଉଛି ବୋଲି ଆଶଙ୍କା କରୁଛନ୍ତି ସମ୍ବିଧାନ ବିଶାରଦ ।
କେବଳ ଏହି ଗଛର କାଠ ନୁହେଁ ଦୁନିଆରେ ଏମିତି ଅନେକ ଜିନିଷ ରହିଛି ଯାହାର ଦାମ୍ ସାଧାରଣ ଲୋକଙ୍କ ହୋସ୍ ଉଡ଼ାଇଦେବ ।
ରାସ୍ତା ତ ରାସ୍ତା, ଏହା ମଧ୍ୟରେ ଫରକ କ’ଣ ? କାହିଁକି ଏହାକୁ ଏଭଳି ବିଭିନ୍ନ ପ୍ରକାର ନାଁରେ ପାର୍ଥକ୍ୟ ସୃଷ୍ଟି କରାଯାଇଛି ।
ଯୁଦ୍ଧ ସମୟରେ ଗୋଟିଏ ଜାହାଜରୁ ଅନ୍ୟ ଗୋଟିଏ ଜାହାଜକୁ ଯବାନମାନଙ୍କୁ ମଧ୍ୟ ସ୍ଥାନାନ୍ତର ହେବାର କୌଶଳ ଶିଖାଯାଉଛି ।