ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ଚିକିତ୍ସା କେନ୍ଦ୍ରରେ ହେଲ୍ପ ଡେସ୍କ ରହିବା ବାଧ୍ୟତାମୂଳକ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ହେଲ୍ପ ଡେସ୍କଗୁଡ଼ିକ ସପ୍ତାହ ସାରା…
ହରିୟାଣା: ହରିୟାଣାରେ ପାନିପଥ ରିଫାଇନାରୀ ପକ୍ଷରୁ ଲୋକାର୍ପିତ ହୋଇଛି ବୃହତ କୋଭିଡ୍ ହସ୍ପିଟାଲ । ପାନିପଥ ରିଫାଇନାରୀର ୫ଶହ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍ ହସ୍ପିଟାଳକୁ ମାଗଣାରେ ଅକ୍ସିଜେନ୍ ଯୋଗାଇବ ଇଣ୍ଡିଆନ ଅଏଲ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ହରିୟାଣା…
ଭୁବନେଶ୍ୱର: କୋଭିଡ୍ ଆକ୍ରାନ୍ତ ଶିଶୁଙ୍କୁ ପର୍ଯ୍ୟବେକ୍ଷଣ ଲାଗି ଗଠନ ହେଲା କମିଟି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗଠନ କରାଯାଇଛି ଏହି କମିଟି । DMETଙ୍କ ଅଧ୍ୟକ୍ଷତାରେ ଏହି ୮ ଜଣିଆ କମିଟି ଗଠନ ହୋଇଛି…
ଭୁବନେଶ୍ୱର: ପ୍ରଥମ ଅପେକ୍ଷା ଦ୍ୱିତୀୟ ଲହରରେ କାହିଁକି ଅଧିକ ଘାତକ ହେଉଛି କରୋନା ? ଗତ ଥର ଅପେକ୍ଷା ଏଥର କଣ ପାଇଁ ଅଧିକ ମୁଣ୍ଡ ନେଉଛି ମହାମାରୀ ? ଏପ୍ରିଲରେ ରାଜ୍ୟରେ ୧୨୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ମେ’…
ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିକୁ ହୃଦବୋଧ କରି କରୋନା କଷ୍ଟବେଳେ ମଣିଷଙ୍କ ସେବା କରିଚାଲିଛନ୍ତି ଅନେକ ବ୍ୟକ୍ତି ବିଶେଷଠୁ ଆରମ୍ଭ କରି ନାନା ଅନୁଷ୍ଠାନ । ସେମାନଙ୍କ ଭିତରୁ ଆଜି ଆମେ ଦୁଇ ଦମ୍ପତିଙ୍କ ସେବା…
ପୁରୀ: ବଢ଼ିଲା ଶ୍ରୀମନ୍ଦିର କଟକଣା । ପୁଣି କାଳିଆ ଦର୍ଶନଠାରୁ ଦୂରରେ ରହିବେ ଭକ୍ତ । ଜୁନ ୧୫ ତାରିଖ ଯାଏଁ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କଟକଣା ଅବଧି ବୃଦ୍ଧି କରାଯାଇଛି…
ଭୁବନେଶ୍ୱର: ପୁଣି ରାଜଧାନୀରୁ ୧୩୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ । ୧୩୫୩ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେବଳ ପଟିଆ ଅଞ୍ଚଳରୁ ସର୍ବାଧିକ…
ନୂଆଦିଲ୍ଲୀ: ସ୍ଥଳଭାଗ ଛୁଇଁବାର ଢେର୍ ପୂର୍ବରୁ ବିପଯର୍ୟୟ ଘଟାଇଛି ସାମୁଦ୍ରିକ ଝ଼ଡ଼ ତାଉତେ । କେରଳର ଥିରୁଅନନ୍ତପୁରମରେ ସମୁଦ୍ରର ଉଚ୍ଚ ଜୁଆରରେ ଭାଙ୍ଗିରୁଜି ଚୁରମାର ହୋଇଯାଇଛି ତଟବର୍ତ୍ତୀ ଅଞ୍ଚଳର ଲୋକଙ୍କ ଘର ଦ୍ୱାର । ଭାଲିଆଥୁରା ଅଞ୍ଚଳର ସମୁଦ୍ର ଜୁଆରରୁ ଘରକୁ…
ନୂଆଦିଲ୍ଲୀ: ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ରୂପାନ୍ତରିତ ହୋଇସାରିଲାଣି ସାମୁଦ୍ରିକ ଝଡ଼ ତାଉତେ । ଏହାର ପ୍ରଭାବରେ ଗୋଆରେ ପ୍ରବଳ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ି ରହିଥିବା ବେଳେ ଯାତାୟତ ମଧ୍ୟ ବନ୍ଦ…
ମାତ୍ର ୨ ସେକେଣ୍ଡରେ ମାଟିରେ ମିଶିଗଲା ୧୨ ମହଲା ବିଶିଷ୍ଟ ଗାଜା ଟାଓ୍ୱାର୍ । ଇସ୍ରାଏଲର ମିସାଇଲ୍ ମାଡ଼ରେ ଭୟଙ୍କର ବିସ୍ଫୋରଣ ପରେ ଫିଲିସ୍ତିନରେ ଏହି ବିଶାଳ କୋଠା ଭୁଶୁଡ଼ି ପଡ଼ିଛି । ଏଥିରେ ଅନ୍ତର୍ଜାତୀୟ ଗଣାମାଧ୍ୟମ ସଂସ୍ଥା ଆସୋସିସିଏଟେଡ୍ ପ୍ରେସ୍…
ଭୁବନେଶ୍ୱର: ରାଜଧାନୀରେ ଅନଲାଇନ୍ ମଦ ବିକ୍ରି ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଅନୁମତି ଦେଇଛନ୍ତି । ଫଳରେ ଦୋକାନିମାନେ ଅନଲାଇନ ଜରିଆରେ ମଦ ବିକ୍ରି କରିପାରିବେ । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏ ଅନଲାଇନରେ ମଦ ବିକିବା…
ପୁରୀ: ପୁରୀ ସ୍ୱର୍ଗଦ୍ୱାରର ନବୀକରଣ ପରେ ଶନିବାର ଏହା ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଲୋକାର୍ପଣ କରିଛନ୍ତି । ପ୍ରାୟ ୬ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ସ୍ୱର୍ଗଦ୍ୱାରର ନବୀକରଣ କାର୍ଯ୍ୟ କରାଯାଇଛି…
ବ୍ରହ୍ମପୁର: ମାଆ ଓ ଝିଅର ମୃୃତଦେହକୁ ଛୁଇଁଲେନି ଗ୍ରାମବାସୀ । ଶେଷରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ କଲେ ଶବସତ୍କାର । ଗଂଜାମ ଜିଲ୍ଲା ଆସିକା ଅଂଚଳରେ ଘଟିଛି ଏଭଳି ଏକ ଅଭାନୀୟ ଘଟଣା । ସାନଖେମୁଣ୍ଡି…
ମହାମାରୀ ସହ ଲଢ଼ି ଲଢ଼ି ସ୍ଥିତି ଟିକିଏ ସୁଧୁରିଛି କି ନାହିଁ, ମହାରାଷ୍ଟ୍ର ଓ ଗୁଜରାଟ ଉପରେ ଘୋଟି ଆସିଲାଣି ବାତ୍ୟା ବିପଦ । ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ତାଉତେ ଭୟଙ୍କର ରୂପ ନେଇ କୋଙ୍କଣ ତଟ ନିକଟ…
ନୂଆଦିଲ୍ଲୀ: ଦେଶର ଯେଉଁ ଜିଲ୍ଲାରେ ଅଧିକ କରୋନା ସଂକ୍ରମଣ ହେଉଥିବା ଜାଣାପଡ଼ୁଛି, ସେହି ଅଞ୍ଚଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ଆବଶ୍ୟକ । ଏନେଇ ଶନିବାର ଦେଶରେ କରୋନା ମହାମରୀ ସ୍ଥିତି ଏବଂ ଟକାକରଣ ନେଇ ସମୀକ୍ଷା…
ଭୁବନେଶ୍ୱର: ବିଏମସିର ନୂଆ ବ୍ୟବସ୍ଥା । ଏଣିକି ଫୋନ୍ କଲେ ଘରେ ପହଞ୍ଚିବ ବିଏମସି । ଆଉ ସାମ୍ପୁଲ ସଂଗ୍ରହ କରିବ । ଏନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ । ସେ କହିଛନ୍ତି ଯେ, ଏଣିକି…
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ବିଶେଷ କରି ଲକଡାଉନ୍ କାରଣରୁ ପଶ୍ଚିମ ଓଡ଼ିଶାରେ ସଂକ୍ରମଣ କମିବାରେ ଲାଗିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର । ସେ କହିଛନ୍ତି ରାଜ୍ୟର ୧୦…
ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ମହାମାରୀ ଜାଲରେ ଛନ୍ଦି ହୋଇ ରହିଛି । ପ୍ରତ୍ୟେକ ଦିନ ପ୍ରାୟ ୪ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅନ୍ୟପଟେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି…
ଭୁବନେଶ୍ୱର: ଅଫିସ ବାହାନାରେ ଆଉ ମନଇଚ୍ଛା ବୁଲିପାରିବେନି ଅମାନିଆ । ଟୁଇନସିଟି ପାଇଁ ପୁଣି କଡ଼ା ଆଇନ ଲାଗୁ କଲା କମିଶନରେଟ ପୋଲିସ । ଅମାନିଆଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି…
ନୂଆଦିଲ୍ଲୀ: ଭାରତର ପୂର୍ବତନ ଚୟନକର୍ତ୍ତା ସରନଦୀପ ସିଂହ, ଟେଷ୍ଟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସାମିଲ କରାନଯିବା ଘଟଣାକୁ ସମର୍ଥନ କରିଛନ୍ତି । ସେ ବର୍ତ୍ତମାନର ଚୟନ କମିଟିର ନିଷ୍ପତ୍ତିକୁ ସମର୍ଥନ କରି କହିଛନ୍ତି ଯେ, ଏହି ଅଲରାଉଣ୍ଡର ଖେଳାଳି ଯଦି ଦଳକୁ…