
ମହାପ୍ରଭୁଙ୍କ ଶ୍ରୀପୟର ଦର୍ଶନ କଲେ ମୋକ୍ଷ ମିଳେ । କାହିଁକି ସୁଭଦ୍ରାଙ୍କ ପାଖରେ ରୁହନ୍ତି ସୁଦର୍ଶନ ମହାରାଜ ? ଆଜି ମହାପ୍ରଭୁଙ୍କ ସୁନାବେଶ.. ୧୩୮ ପ୍ରକାର ସ୍ୱର୍ଣ୍ଣାଭୂଷଣରେ ସଜେଇ ହେବେ ଜଗନ୍ନାଥ ।
Published By: Satyendu Shekher Mishra
Last updated: 29 June 2023, 05:35 PM IST
ସ୍ନାନ ବେଦୀକୁ ଯିବା ପୂର୍ବରୁ ତାଙ୍କର ଚତୁର୍ଥୀ ହୋମ ହୋଇ ସାରିଥାଏ, କିନ୍ତୁ ସେ ଅଣସର ଘରେ ରହିଥିବାରୁ ସପ୍ତମଙ୍ଗଳାର ବାହା ଗଇଣ୍ଠାଳ ଫିଟା କର୍ମ ବାକିଥାଏ l ଗୋଟିଏ ଦିନ ବି ସେ ମାଆ ଲକ୍ଷ୍ମୀଙ୍କ ସହ ଏକାନ୍ତ ବାସରେ ବିତାଇ ନଥାନ୍ତି l ପୁଣି ଗୁଣ୍ଡିଚା ଯାତ୍ରାରେ ସେ ଲକ୍ଷ୍ମୀ ଠାକୁରାଣୀଙ୍କୁ ସାଙ୍ଗରେ ନନେଇ ଭାଇ ଭଉଣୀଙ୍କୁ ଧରି ବାହାରି ଯାଆନ୍ତି lଏହାକୁ କୋଉ ଘରଣୀ ସହିବ?