• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Ambulance
ଜୀବନ ଦେବା ବଦଳରେ ଜୀବନ ନେଇଗଲା ଆମ୍ବୁଲାନ୍ସ

ରାସ୍ତାରେ ଛକିଥିଲା ଯମ । ପରିବାର ସହ କାର୍‌ରେ ଯାଉଥିବା ବେଳେ ସରିଗଲା ତେଲ । ରାସ୍ତା କଡ଼ରେ ଛିଡା ହୋଇ ଫୋନ୍‌ରେ କଥା ହେଉଥିବା ବେଳେ ଚଢିଗଲା ଆମ୍ବୁଲାନ୍ସ...ଚାହୁଁଚାହୁଁ ଚାଲିଗଲା ଜୀବନ

Brother Sister Viral Video
ଭାଇ-ଭଉଣୀଙ୍କ ଭିଡିଓ ଭାଇରାଲ୍‌...ଦେଖନ୍ତୁ ଆଉ କମେଣ୍ଟ ଦିଅନ୍ତୁ

ପ୍ରଥମେ ଭାଇକୁ କ୍ଷମା ମାଗୁଛି ଭଉଣୀ...ଭାଇ କିଛି ଉତ୍ତର ନଦେବାରୁ ମାଡ ମାରିବାର ଧମକ ବି ଦେଉଛି କୁନି ଭଉଣୀ । ଏମିତି ମଜାଳିଆ ଭିଡିଓ ଇନଷ୍ଟାରେ ସେୟାର କଲେ ପିଲାଙ୍କ ମାଆ...

Women Need Help
ବଞ୍ଚି ଥାଉଥାଉ ଦେଲନି...ମରିଗଲେ କ’ଣ ଘର ଦେବ ?

ସରକାରଙ୍କୁ ପ୍ରଶ୍ନ ପଚାରୁଛି ଜଣେ ଅସହାୟ ମହିଳା । ବାରମ୍ବାର ଦଉଡି ଦଉଡି ଘରେ ଖଣ୍ଡିଏ ଦେଲନି...ଭୋଟ୍‌ ମାଗିଲ, ଆମେ ଦେଲୁ । ଏବେ ତ କିଛି ଶୁଣୁନ, ମୁଁ ମଲା ପରେ କଣ ଘର ଦେବ ?

Berhampur Bus Stand
ଉଦଘାଟନ ହେଲା କିନ୍ତୁ କାମରେ ଲାଗୁନି : ପାଣିରେ ପଡିଲା ୭ କୋଟି !

ଟ୍ରାଫିକ୍‌ ସମସ୍ୟା କମାଇବାକୁ ୭ କୋଟି ଟଙ୍କା ବ୍ୟୟରେ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୨୦୧୬ ଠୁ ଆଜିଯାଏଁ ଗୋଟିଏ ବସ୍‌ ବି ଯାଇନାହିଁ ନୂଆ ଷ୍ଟାଣ୍ଡକୁ । ନିଜ ଜିଦ୍‌ରେ ଅଟଳ ଘରୋଇ ବସ୍‌ ମାଲିକ ସଂଘ । ସେପଟେ ନୂଆ ବସଷ୍ଟାଣ୍ଡର ଅବସ୍ଥା ପୂରା...

Mahadev Temple
ମହାଦେବଙ୍କ ଅପାର କରୁଣା : ଖରାରେ ରହିବାକୁ ଦେଲେ ସ୍ୱପ୍ନାଦେଶ...ସେବେଠୁ ଆଜିଯାଏଁ...

ମହାଦେବଙ୍କ ଅପାର କରୁଣା । ରାଜାଙ୍କ ସ୍ୱପ୍ନାଦେଶ ହେଲା ମୁଁ ପୂଜା ପାଉଥିବା ଜାଗାରେ ମନ୍ଦିର ତୋଳିବୁ ନାହିଁ । ଖରା, ବର୍ଷା ଓ ଶୀତରେ ମୁଁ ରହିବି...ସେବେଠୁ ଯେତେଥର ଛାତ କଲେ ବି ରହୁନି । ସକାଳୁ ସକାଳୁ ଭକ୍ତଙ୍କର ଲାଗୁଛି ଲମ୍ବା ଲାଇନ୍‌

Viral Video
ଦେଶୀ ଜୁଗାଡ଼ : ଗୋଟିଏ ବାଇକ୍‌ରେ ସବାର ହେଉଛନ୍ତି

ୟାଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ । ପୂରା ଦେଶୀ ବୁଦ୍ଧି ଲଗାଇଲେ...ବାଇକ୍‌ରେ ୮ ଜଣଙ୍କୁ ବସାଇ ନେବାର ବ୍ୟବସ୍ଥା କରିଦେଲେ ...ଦେଖିବା ଲୋକ ବି ଆଶ୍ଚର୍ଯ୍ୟ ହେଉଛି

Orphan Girl Marriage
ପିଲାଟି ଦିନରୁ ପାଳିଥିଲା..ଚାକିରି କରାଇବା ପରେ ଏବେ ବାହା ଦେଲା ପ୍ରଶାସନ

ପିଲାଟି ଦିନରୁ ପାଳିଥିଲା...ପାଠ ପଢାଇଲା, ଚାକିରି ବି କରାଇଲା । ଏବେ ବଡ଼ ହେବା ପରେ ବ୍ରାହ୍ମଣ ଘରେ ବାହା ଦେଲା । ୭ ଜନ୍ମର ସାଥୀ ହେବାକୁ ଅଗ୍ନିଙ୍କ ଆଗରେ ଶପଥ କଲେ ଜିନା ଓ ଜିତେନ୍ଦ୍ର....ଉପସ୍ଥିତ ଥିଲେ ଜିଲ୍ଲାର ସବୁ ପ୍ରଶାସନିକ ଅଧିକାରୀ

Old Man
ପାଖରେ କିଛି ନାହିଁ : ୮୫ ବର୍ଷରେ ବି ଦିନେ ଝଗଡ଼ା ନାହିଁ

ପିଲାଛୁଆ କେହି ନାହାନ୍ତି । ଘର ଦ୍ୱାର ବି କିଛି ନାହିଁ...ଭଙ୍ଗା କୁଡିଆରେ ୮୫ ବର୍ଷରେ ରହୁଛନ୍ତି ଏଇ ଦମ୍ପତି । ଏତେ ଅଭାବରେ ରହୁଥିବା ପରେ ବି ଦିନେ ଏମାନଙ୍କ ଭିତରେ ଝଗଡା ହୋଇନି କି ମନମାଳିନ୍ୟ ହୋଇନି । କେବେ କିଛି ମାଗିନାହାନ୍ତି...ବୟସର ଅପରାହ୍ନରେ ମାଗୁଛନ୍ତି...

Wate Crisis
ପ୍ରୋଜେକ୍ଟ ଘୋଷଣା ହେଉଛି ସତ ପାଣି ମିଳୁନି

ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟ ଘୋଷଣା କରୁଛନ୍ତି ରାଜ୍ୟ ସରକାର । ହେଲେ ପ୍ରୋଜେକ୍ଟ ସରୁନି କି ଲୋକଙ୍କୁ ପାଣି ମିଳୁନି...ବାବୁ କହୁଛନ୍ତି ନିର୍ଦ୍ଧାରିତ ସମୟରେ କାମ ସରିନଥିବାରୁ ପୁଣି ଥରେ ବଢାଯାଇଛି ଧାର୍ଯ୍ୟ ସମୟ

Biraja Temple
୨ ବର୍ଷ ଭିତରେ ବଦଳିଯିବ ବିରଜା ମନ୍ଦିରର ରୂପରେଖ !

ଆଉ ମାତ୍ର ଦେଢରୁ ୨ ବର୍ଷ...ପୂରାପୂରି ବଦଳିଯିବ ବିରଜା ମନ୍ଦିରର ରୂପରେଖ । ପଥର ଖୋଦେଇ ହୋଇ ଜୋରସୋରରେ ଚାଲିଛି କାମ୍‌ । ନୂଆ ମନ୍ଦିର ଦେଖିଲେ ଝଲସିଯିବ ଆଖି

s
ଭକ୍ତଙ୍କ ବିଶ୍ୱାସ ସହ ଖେଳ ! ମହାପ୍ରଭୁଙ୍କ ଅବଢ଼ା ନାଁରେ ପୁରୀରେ ମିଳୁଛି ଭେଜାଲ ଅବଢ଼ା

ଭକ୍ତଙ୍କ ବିଶ୍ୱାସ ସହିତ ଖେଳ। ମହାପ୍ରଭୁଙ୍କ ଅବଢ଼ା ନାଁରେ ନକଲି ଅବଢ଼ା ବିକ୍ରି ଅଭିଯୋଗ। ପୁରୀ ପାଇକ ସାହିରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଅସ୍ଥାୟୀ ଟେଣ୍ଟରେ ଅନ୍ନ, ଡାଲି, ବେସର, ଅନ୍ୟାନ୍ୟ ବ୍ୟଞ୍ଜନ ପ୍ରସ୍ତୁତି ହେଉଥିବା ଦେଖିବାକୁ ମିଳିଥିଲା। ଏହାକୁ ଭକ୍ତଙ୍କୁ ଦେବାକୁ ପ୍ରସ୍ତୁତ...

successful marriage
ପାଖରେ କିଛି ନାହିଁ: ୮୫ ବର୍ଷରେ ବି ଦିନେ ଝଗଡ଼ା ନାହିଁ

ପିଲାଛୁଆ କେହି ନାହାନ୍ତି । ଘର ଦ୍ୱାର ବି କିଛି ନାହିଁ...ଭଙ୍ଗା କୁଡିଆରେ ୮୫ ବର୍ଷରେ ରହୁଛନ୍ତି ଏଇ ଦମ୍ପତି । ଏତେ ଅଭାବରେ ରହୁଥିବା ପରେ ବି ଦିନେ ଏମାନଙ୍କ ଭିତରେ ଝଗଡା ହୋଇନି କି ମନମାଳିନ୍ୟ ହୋଇନି । କେବେ କିଛି ମାଗିନାହାନ୍ତି... ବୟସର ଅପରାହ୍ନରେ...

Jajpur Biraja Temple
୨ ବର୍ଷ ଭିତରେ ବଦଳିଯିବ ବିରଜା ମନ୍ଦିରର ରୂପରେଖ !

ଆଉ ମାତ୍ର ଦେଢରୁ ୨ ବର୍ଷ... ପୂରାପୂରି ବଦଳିଯିବ ବିରଜା ମନ୍ଦିରର ରୂପରେଖ । ପଥର ଖୋଦେଇ ହୋଇ ଜୋରସୋରରେ ଚାଲିଛି କାମ୍‌ । ନୂଆ ମନ୍ଦିର ଦେଖିଲେ ଝଲସିଯିବ ଆଖି

temple of Lord Shiva
ମହାଦେବଙ୍କ ଅପାର କରୁଣା : ଖରାରେ ରହିବାକୁ ଦେଲେ ସ୍ୱପ୍ନାଦେଶ...ସେବେଠୁ ଆଜିଯାଏଁ...

ମହାଦେବଙ୍କ ଅପାର କରୁଣା । ରାଜାଙ୍କ ସ୍ୱପ୍ନାଦେଶ ହେଲା ମୁଁ ପୂଜା ପାଉଥିବା ଜାଗାରେ ମନ୍ଦିର ତୋଳିବୁ ନାହିଁ । ଖରା, ବର୍ଷା ଓ ଶୀତରେ ମୁଁ ରହିବି...ସେବେଠୁ ଯେତେଥର ଛାତ କଲେ ବି ରହୁନି । ସକାଳୁ ସକାଳୁ ଭକ୍ତଙ୍କର ଲାଗୁଛି ଲମ୍ବା ଲାଇନ୍‌

Viral Video
ଦେଶୀ ଜୁଗାଡ଼: ଗୋଟିଏ ବାଇକ୍‌ରେ ସବାର ହେଉଛନ୍ତି ୮

ୟାଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ । ପୂରା ଦେଶୀ ବୁଦ୍ଧି ଲଗାଇଲେ...ବାଇକ୍‌ରେ ୮ ଜଣଙ୍କୁ ବସାଇ ନେବାର ବ୍ୟବସ୍ଥା କରିଦେଲେ ...ଦେଖିବା ଲୋକ ବି ଆଶ୍ଚର୍ଯ୍ୟ ହେଉଛି ।

Orphan Girl Marriage
ପିଲାଟି ଦିନରୁ ପାଳିଥିଲା..ଚାକିରି କରାଇବା ପରେ ଏବେ ବାହା ଦେଲା ପ୍ରଶାସନ

ପିଲାଟି ଦିନରୁ ପାଳିଥିଲା... ପାଠ ପଢାଇଲା, ଚାକିରି ବି କରାଇଲା । ଏବେ ବଡ଼ ହେବା ପରେ ବ୍ରାହ୍ମଣ ଘରେ ବାହା ଦେଲା । ୭ ଜନ୍ମର ସାଥୀ ହେବାକୁ ଅଗ୍ନିଙ୍କ ଆଗରେ ଶପଥ କଲେ ଜିନା ଓ ଜିତେନ୍ଦ୍ର.... ଉପସ୍ଥିତ ଥିଲେ ଜିଲ୍ଲାର ସବୁ ପ୍ରଶାସନିକ ଅଧିକାରୀ...

Water Probelm
ପ୍ରୋଜେକ୍ଟ ପରେ ପ୍ରୋଜେକ୍ଟ ଘୋଷଣା ହେଉଛି, ହେଲେ ପାଣି ମିଳୁନି

ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟ ଘୋଷଣା କରୁଛନ୍ତି ରାଜ୍ୟ ସରକାର । ହେଲେ ପ୍ରୋଜେକ୍ଟ ସରୁନି କି ଲୋକଙ୍କୁ ପାଣି ମିଳୁନି...ବାବୁ କହୁଛନ୍ତି ନିର୍ଦ୍ଧାରିତ ସମୟରେ କାମ ସରିନଥିବାରୁ ପୁଣି ଥରେ ବଢାଯାଇଛି ଧାର୍ଯ୍ୟ ସମୟ।

Elderly couple
ବାପା ଚାକିରି ଦେଇଥିଲେ : ଘରେ ଏକୁଟିଆ ଛାଡ଼ି ପୁଅ ପଳେଇଲା

ନିଜେ ଚାକିରି ଛାଡି ପୁଅକୁ ଦେଇଥିଲେ ଚାକିରି । ଭାବିଥିଲେ ବୁଢା ବୟସରେ ସେବା କରିବ...ଯତ୍ନ ନେବ । ହେଲେ ଏବେ ବୁଢା ବାପା-ମାଆଙ୍କୁ ଘରେ ଛାଡି ପଳେଇଗଲେ ତିନି ପୁଅ ବୋହୂ । କହୁଛନ୍ତି ସବୁଦିନ ବୁଢାବୁଢୀଙ୍କୁ ଘରେ ରଖିବ କିଏ ?

Raja Sankranti 2023
ଗାଁ ମୁଣ୍ଡ ବରଗଛରୁ ସହରର ପାର୍କ, ସବୁଠି ଦୋଳିର ଆସର

ଗାଁ ମୁଣ୍ଡ ବରଗଛରୁ ସହରର ପାର୍କ, ସବୁଠି ଦୋଳିର ଆସର। ରଜ ଦୋଳିର ପାରମ୍ପରିକ ଗୀତ ସାଙ୍ଗକୁ ଆଧୁନିକ ସଙ୍ଗୀତର ତାଳେ ତାଳେ ଝୁମିଛନ୍ତି କୁଆଁରୀ ଓ ଝିଅ ବୋହୂ। ରଜ ସଂକ୍ରାନ୍ତିରେ ଉତ୍ସବମୁଖର ପୁରପଲ୍ଲୀ। ରଜପାନ ଓ ପୋଡ଼ପିଠାର ବାସ୍ନାରେ ମହକୁଛି ପରିବେଶ।

Accident
ବେଆଇନ ପାର୍କିଂ ପାଇଁ ବଢୁଛି କି ଦୁର୍ଘଟଣା?

ମଙ୍ଗଳବାର ରାତିରେ ବଲାଙ୍ଗୀର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ପରେ ଏବେ ଚାଲିଛି କାରଣ ଖୋଜା। କୁହାଯାଉଛି, ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଟ୍ରକ୍ ନଥିଲେ ଏତେ ବଡ଼ ଦୁର୍ଘଟଣା ହୋଇ ନଥାନ୍ତା। ତେଣୁ ଜାତୀୟ ରାଜପଥ କଡ଼ରେ ବେଆଇନ ଭାବେ ଠିଆ ହେଉଥିବା ଗାଡ଼ିଗୁଡ଼ିକୁ ନେଇ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି