ବଡ ଭଉଣୀର ବାହାଘର ଥିଲା, ଭିଣୋଇଙ୍କଠାରୁ କେତେ କଣ ଡିମାଣ୍ଡ ନେଇଥିଲା ଶାଳୀ । ବାହାଘର ସରିବା ପରେ ଖାଇପିଇ ଘରକୁ ଫେରୁଥିଲେ । ବସ୍ରେ କଥା ହେଉଥିଲେ ସକାଳୁ କେତେ କଣ କିଣିବେ ବୋଲି...ହେଲେ ବାଟରେ ରାସ୍ତାରେ ଜଗିଥିଲା ଯମ...ମାତ୍ର କେଇ ଘଂଟା ପୂର୍ବରୁ ହାତ ଗଣ୍ଠି...
ହିମାଚଳ ଏବଂ ଉତ୍ତରାଖଣ୍ଡର ପାହାଡ଼ିଆ ଅଞ୍ଚଳ ହେଉ, କି ମେଟ୍ରୋ ସିଟି ଦିଲ୍ଲୀ। ଉତ୍ତର ଭାରତରେ ଜାରି ରହିଛି ବର୍ଷା ବିତ୍ପାତ। କେଉଁଠି ଭୂସ୍ଖଳନ ଯୋଗୁଁ ଯାତାୟାତ ଠପ୍, ପୁଣି କେଉଁଠି ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ...
ଆଡ଼ପମଣ୍ଡପରେ ଆସନ୍ତାକାଲି ନବମୀ ତିଥିରେ ଶ୍ରୀଜୀଉଙ୍କ ଶେଷ ଦର୍ଶନ ବା ସାଂଧ୍ୟଦର୍ଶନ। ତେବେ ବାହୁଡ଼ା ନୀତିକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଏଥର ସାଂଧ୍ୟ ଦର୍ଶନକୁ ସଂଧ୍ୟା ପରିବର୍ତ୍ତେ ଅପରାହ୍ନ ୫ଟା ସୁଦ୍ଧା ସାରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଗତକାଲି ରାଜଧାନୀ ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ନାଗା ବେଶଧାରୀ କିଛି ଭଣ୍ଡବାବା ଭଜନ କୀର୍ତ୍ତନ ଆଳ ଦେଖାଇ କଳାକନା ବୁଲାଇ ଚମ୍ପଟ ମାରିଥିଲେ। ଆଉ କାଲିର ଖବର ଗଣମାଧ୍ୟମରେ ଜଣାପଡ଼ିବା ପରେ ଆଜି ଏମାନଙ୍କୁ ସନ୍ଦେହ କରି ଲୋକେ ନିଜଆଡୁ ପୋଲିସକୁ ଖବର ଦେଇଦେଇଛନ୍ତି।
କାଲି ଯେଉଁ ଶୁଭ ବେଦୀ ବର-କନିଆଁଙ୍କୁ ଦାଂପତ୍ୟ ଜୀବନର ନୂଆ ରଜ୍ଜୁରେ ବାନ୍ଧିଥିଲା ଆଜି ସେଇ ବେଦୀ ପାଖେ ବନ୍ଧା ଚାଲିଛି ଆତ୍ମିୟଙ୍କୁ ଅଲଗା କରିବାର କୋକେଇ । ଝିଅ ବାହାଘରକୁ ନେଇ କାଲି ଯେଉଁ ଘର ଆଗରେ ସରାଗର ସମ୍ଭାର ଥିଲା, ଆଜି ସେଠି ଛାଇ ଯାଇଛି...
ଗଂଜାମ ଦିଗପହଣ୍ଡିରେ ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍ର ନଥିଲା ପରମିଟ୍ । କେବଳ ସେତିକି ନୁହେଁ, ୨୫ ବର୍ଷର ଭଙ୍ଗା ଦଦରା ବସକୁ ଫିଟନେସ୍ ସାର୍ଟିଫିକେଟ୍ ମିଳିଥିଲା। ବସ୍ ଟ୍ରାଜେଡିକୁ ୧୮ ଘଂଟା ବିତିଥିବା ବେଳେ ଦୁର୍ଘଟଣାର କାରଣ ଖୋଜା ଚାଲିଛି। ସେପଟେ ଦୁର୍ଘଟଣା ପରେ ଫେରାର ହୋଇଯାଇଥିବା OSRTC ବସ୍...
ଥମୁନି ଫାଇଭ୍ ଟି ସଚିବଙ୍କ ଗସ୍ତ ବିବାଦ । ସିଏମ୍ଙ୍କ ଜାଣତରେ ନା ଅଜାଣତରେ ହେଉଛି ଗସ୍ତ ? ବିରୋଧୀଙ୍କ ଟାର୍ଗେଟରେ ମୁଖ୍ୟମନ୍ତ୍ରୀ । ବିରୋଧୀଙ୍କ ଘନ ଘନ ଟାର୍ଗେଟରେ 5T ସଚିବ। ଆଜି 5T ସଚିବଙ୍କ ବରଗଡ଼ ଗସ୍ତ ଥିବା ବେଳେ ସଚିବଙ୍କୁ ଟାର୍ଗେଟ୍ କରିଛନ୍ତି ବରଗଡ଼...
ଗ୍ରାହକଙ୍କୁ ଲୁଟି ଚାଲିଛି ଟାଟା ପାୱାର। ଭିନ୍ନ ଭିନ୍ନ ଏରିଆରେ ଆପଣେଇଛି ଲୁଟ୍ର ଭିନ୍ନ ଭିନ୍ନ ତରିକା। କେଉଁଠି ନିଜ ବିଭାଗର ଭୁଲ୍ ସତ୍ତ୍ବେ ଜୋର ଜବରଦସ୍ତ ଫାଇନ୍ କାଟି ଉପଭୋକ୍ତାଙ୍କୁ ଶୋଷୁଛି ତ’ ଆଉ କେଉଁଠି ୪୦ ଦିନିଆ ବିଲ୍ ଦେଇ ହାୟର ସ୍ଲାବରେ ଦେୟ ଆଦାୟ...
ଆବାସ ବଣ୍ଟାଗଲେ କାଳେ ବିଜେପି ମାଇଲେଜ୍ ନେଇଯିବ ଓ ଯୋଜନାରୁ ବଂଚିତ ହେଉଥିବା ଲୋକଙ୍କ ଭିତରେ ଅସନ୍ତୋଷ ବଢିବ, ସେହି ଆଶଙ୍କାରେ ରାଜ୍ୟ ସରକାର ମୋ ଘର ଯୋଜନା ଆରମ୍ଭ କରିଥିବା କୁହାଯାଉଛି। ତେଣୁ ଏବେ ପିଏମ୍ ଆବାସ ବନାମ୍ ମୋ ଘର ନେଇ ଚାଲିଛି ପ୍ରତିଯୋଗିତା।
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଚାଲିଛି ବାହୁଡ଼ା ଯାତ୍ରା ପ୍ରସ୍ତୁତି । ତିନି ରଥର ଦକ୍ଷିଣ ମୋଡ କରାଯାଉଛି । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ଟଣା ହୋଇ ନାକଚଣା ଦ୍ୱାର ଆଗରେ ଲାଗିବ ତିନି ରଥ । ଦକ୍ଷିଣ ମୋଡ଼ ସମୟରେ ଦେବୀ ସୁଭଦ୍ରାଙ୍କ ରଥ ପ୍ରଥମେ...
ପୁଣି ସୌମ୍ୟଙ୍କ ସଂପାଦକୀୟ ତୀର । ଜନ ପ୍ରତିନିଧିଙ୍କ ବଦଳରେ ସଚିବଙ୍କ ରାଜୁତି ବଢୁଥିବାରୁ କଲମ ମୁନରେ କଲେ ଟାର୍ଗେଟ୍ । 5T ସଚିବ ଉପଭୋଗ କରୁଥିବା କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ଗୋଚରରେ ନା ନାହିଁ ମାଗିଲେ ସ୍ପଷ୍ଟୀକରଣ, ସମର୍ଥନ କଲେ ବିରୋଧୀ
ଏମିତି ସରପଂଚଙ୍କୁ ସାଲ୍ୟୁଟ୍ । ଘର ଭିତରେ ଶବରେ ସାଲୁବାଲୁ ହେଉଥିଲେ ପୋକ ...ଗନ୍ଧରେ କେହି ପାଖ ମାଡୁନଥିଲେ । ବାସ୍ ଏଇ ଖବର ପାଇବା ପରେ ସାଙ୍ଗେ ସାଙ୍ଗେ ପହଞ୍ଚିଗଲେ ସରପଞ୍ଚ । କାନ୍ଧରେ ଶବ କାନ୍ଧେଇଲେ...ଶ୍ମଶାନ ନେଇ ସଂସ୍କାର କଲେ
ୟୁଟ୍ୟୁବ୍ ଦେଖି ବାଡିରେ ଲଗାଇଲେ ଭିନ୍ନ କିସମର ଆମ୍ବ ଗଛ । ପ୍ରବଳ ମାତ୍ରାରେ ଫଳୁଛି ଫଳ...କିଲୋ ପିଛା ପୁଣି ଦାମ୍ ରହିଛି ୨ ଲକ୍ଷରୁ ଅଧିକ
ଥାନାରେ ରହିଛି ହଜାର ହଜାର ଗାଡି । ଧୂଳି ମାଡିଗଲାଣି...ଅଧା ଗାଡିରେ ପାର୍ଟ୍ସ ବି ନାହିଁ । ମାମଲା ରୁଜୁ କରି ଦେଇ ବସୁଛି ପୋଲିସ୍ । ସ୍ଥିତି ଏମିତି ହେଲାଣି ଯେ ଜବତ ଗାଡିକୁ ଥାନାରେ ରଖିବାକୁ ଆଉ ଜାଗା ନାହିଁ
ବିଶ୍ୱାସର କଥା : ପ୍ରତିଦିନ କମୁଛି ବଢୁଛି ଶିବଲିଙ୍ଗ । ପୁଣି ପାତାଳ ରାସ୍ତାରେ କାନ ପାରିଲେ ଶୁଭୁଛି ଭୟଙ୍କର ଗର୍ଜନ । ପଥର ଦ୍ୱାର ଖୋଲିଥିଲେ ବୋଲି ଜଣେ ବାବାଜୀଙ୍କର ଯାଇଥିଲା ପ୍ରାଣ । ଏବେ ମନ୍ଦିରର ବିକାଶ ଲାଗି ଜୋର ଧରିଲାଣି ଦାବି
ଖାଲି ମଣିଷ ନୁହେଁ ବରଂ କୁକୁର ବି କଲା ଯୋଗ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ...ତାଜୁବ ହେଲେ ୟୁଜର୍ସ
ଏମିତି କେମିତି ହେଲା? ସକାଳେ ଫକ୍ଫକ୍ କିନା ଡେଉଁଥିଲେ, ସଂଧ୍ୟାରେ ମରିପଡିଲେ । ଆଖି ସାମ୍ନାରେ ଚାଷ ଉଜୁଡିଯିବାରୁ ପୋଖରୀ ହୁଡାରେ ବସି ଭୋ ଭୋ କାନ୍ଦିଲେ ଚାଷୀ ।
କଳିଯୁଗର କୁଳାଙ୍ଗାର ପୁଅ । ପାଠ ପଢାଇବାକୁ ବାପା-ମାଆ ପେଟରେ ଓଦାକନା ଦେଉଥିଲେ..ଭାବିଥିଲେ ଚାକିରି କରିବା ପରେ ଦୁଃଖ ଯିବ । ଏବେ ଚାକିରି କରିବା ପରେ କୋଠାବାଡି ସବୁ ତିଆରି କଲା, ହେଲେ ବାପା ମାଆଙ୍କୁ ପଚାରୁନି । ଏଇ ସାଇକେଲ ଦୋକାନରେ ସକାଳେ ଖଟିଲେ ସଂଧ୍ୟାରେ...
ମାତ୍ର ବର୍ଷେ ଭିତରେ କାମ ସରିଲା...୭୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଲା । ହେଲେ ଶେଷରେ ଅଫିସ୍ ନୁହେଁ ବରଂ ମଦୁଆଙ୍କର ହେଲା ଆଡ୍ଡାସ୍ଥଳ । ବିଧାୟକଙ୍କ ହସ୍ତକ୍ଷେପ ପରେ ବି କର୍ଣ୍ଣପାତ କରୁନି ପ୍ରଶାସନ
ଭୟଙ୍କର ସ୍ଥିତି । ସରକାରୀ ଜାଗାରେ ଘର କରି ରହୁଥିଲେ ଗରିବ ଖଟିଖିଆ ଲୋକେ...ଘର ଛାଡି ଯିବାକୁ କହୁଥିଲେ ଗାଁ ଲୋକେ । ସେମାନେ ନଯିବାରୁ ଦିନଦ୍ୱିପ୍ରହରେ ଘରେ ଲଗାଇ ଦେଲେ ନିଆଁ । ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କ୍ଷତିଗ୍ରସ୍ତ