• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

ଫରଫର ଉଡୁଛି ପତିତପାବନ ବାନା
ରାତି ପାହିଲେ ରଥଯାତ୍ରା: ଏବେଠୁ ଲୋକାରଣ୍ୟ ବଡ଼ଦାଣ୍ଡ

ରାତି ପାହିଲେ ଶ୍ରୀଜିଉଙ୍କ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି। ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି। ତେବେ ରଥଯାତ୍ରା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ...

fathers Day
ଇଏ ବି ଜଣେ ବାପା : ଝିଅକୁ ପାଠ ପଢାଇବାକୁ ସମାଜ ସହ ଲଢେଇ କଲା, ବିଜୟ ବି ହେଲା

ଝିଅକୁ ପାଠ ପଢାଇବା ପାଇଁ ସମାଜ ସହ ଲଢିବାକୁ ପଛାଇଲେନି ବାପା । ଗୋଡ଼ କଟିଯିବା ସତ୍ତ୍ୱେ ଝିଅର ସାହସର ସାହାରା ହେଲେ । ଯେଉଁ ବସ୍ତିରେ କେହି ସ୍କୁଲ୍ ମାଟି ମାଡ଼ିନଥିଲେ, ମାଟ୍ରିକ ପରୀକ୍ଷାରେ କମାଲ କରିଦେଲେ ସେହି ବସ୍ତିର ଝିଅ ପ୍ରମିଳା । ଅନ୍ତର୍ଜାତୀୟ ପିତୃ...

Fathers Day
ମଜୁରୀ ଖଟି ପୁଅକୁ ମଣିଷ କରିଥିଲେ : ଚାକିରି କରିବା ପରେ ବାପାକୁ ଛାଡ଼ି ଦେଲା ଜରାଶ୍ରମରେ

ଶହେ ମାନସିକ କରି ପୁଅ ପାଇଥିଲେ। ପାଳି ପୋଷି ବଡ଼ ବାବୁ କଲେ। ହେଲେ ମୁଣ୍ଡକୁ ହାତ ପାଇଯିବା ପରେ ଆଉ ପଚାରୁନି ପୁଅ । ଶେଷରେ ଜରାଶ୍ରମରେ ଯନ୍ତ୍ରଣାରେ ଜିଇଁବାକୁ ବାଧ୍ୟ ହେଉଛନ୍ତି ବାପା। ଅନ୍ତର୍ଜାତୀୟ ପିତୃ ଦିବସରେ ଜରାଶ୍ରମରେ ଥିବା ବାପା, ହତାଦର କରି ଘରୁ...

Fathers Day Special
ସମସ୍ତେ ଅଛନ୍ତି ହେଲେ କେହି ନାହାନ୍ତି

ଶହେ ମାନସିକ କରି ପୁଅ ପାଇଥିଲେ। ପାଳି ପୋଷି ବଡ଼ ବାବୁ କଲେ। ହେଲେ ମୁଣ୍ଡକୁ ହାତ ପାଇଯିବା ପରେ ଆଉ ପଚାରୁନି ପୁଅ । ଶେଷରେ ଜରାଶ୍ରମରେ ଯନ୍ତ୍ରଣାରେ ଜିଇଁବାକୁ ବାଧ୍ୟ ହେଉଛନ୍ତି ବାପା। ଅନ୍ତର୍ଜାତୀୟ ପିତୃ ଦିବସରେ ଜରାଶ୍ରମରେ ଥିବା ବାପା, ହତାଦର କରି ଘରୁ...

Fathers Day
ଏମିତି ବାପା ଜଗରେ ନାହିଁ

ବାପା ତ୍ୟାଗ ଓ ଆଶିଷର ପ୍ରତୀକ । ବାପା ପରିବାରର ମେରୁଦଣ୍ଡ ସନ୍ତାନଙ୍କ ପାଇଁ ସୁପର ହିରୋ । ୮୦ ବର୍ଷ ବୟସରେ ଦୃଷ୍ଟିବାଧିତ ପୁଅର ସେବା କରୁଛନ୍ତି ଜୟପୁରର ଅର୍ଜୁନ ସେନାପତି । ସେହିପରି ଭେଣ୍ଡିଆ ପୁଅକୁ ହରାଇଥିଲେ ମଧ୍ୟ ଛାତିକୁ ପଥର କରି ବାପା ମାଆ...

Water Probelm
ଭୟଙ୍କର ସ୍ଥିତି: ଦିନକୁ ଘଣ୍ଟାଏ ପାଇଁ ବାହାରୁଛି ପାଣି

ଗଡିଆ, ପୋଖରୀ ସବୁ ଶୁଖିଯାଇଛି । ନଳକୂଅ ଥିଲେ ବି ଅଧା କାମ କରୁନି...ଯେଉଁଟା କାମ କରୁଛି ସେଥିରୁ ଦିନରେ ମାତ୍ର ଘଣ୍ଟାଏ ବାହାରୁଛି ପାଣି । ବାହାଘରଠୁ ସୁଧଘର କାମ ପାଇଁ ହଇରାଣ ହେଉଛନ୍ତି ଲୋକେ

Boy blackmails
ପାଗଳ କରିଥିଲା ପ୍ରେମ : ଶାରୀରିକ ସମ୍ପର୍କ ଲାଗି କରୁଥିଲେ ବ୍ଲାକ୍‌ମେଲ୍‌

ପ୍ରେମରେ ପୂରା ପାଗଳ ଥିଲେ ପ୍ରେମିକ । ବାରମ୍ବାର ଶାରୀରିକ ସଂପର୍କ ରଖିବାକୁ କରୁଥିଲେ ବାଧ୍ୟ : ବିରକ୍ତ ହେଲେ ପ୍ରେମିକା । ହୋଟେଲ୍‌କୁ ଯିବା ପାଇଁ ବ୍ଲାକ୍‌ମେଲ୍‌ କରିବାରୁ ପୋଲିସ୍‌ରେ ଅଭିଯୋଗ କଲେ ।

Dasia Bauri's
ଘୋଷଯାତ୍ରାରେ ଭକ୍ତ ଦାସିଆଙ୍କ ଗାଁରୁ କାହିଁକି ଯାଏ ତୁଳସୀ?

ପାଖେଇ ଆସୁଛି ଘୋଷଯାତ୍ରା । ରଥରେ ବସିଥିବା ଦିଅଁଙ୍କୁ ଭକ୍ତ ଦାସିଆଙ୍କ ଗାଁରୁ ତୁଳସୀ ଲାଗି ହେଲେ ଗଡେ ନନ୍ଦିଘୋଷ ରଥ । ଜାଣନ୍ତୁ କଣ ରହିଛି କିମ୍ବଦନ୍ତୀ?

Udala
ଇଏ ବି ଜଣେ ବାପା : ମାଆର ସ୍ନେହ ଦେଇ ବଢାଉଛନ୍ତି ଦୁଇ ପୁଅଙ୍କୁ

ମାଆ ଚାଲିଗଲା ପରେ..ଦୁଇ ପୁଅଙ୍କୁ ମାଆର ସ୍ନେହ ଧରି ପାଳୁଛନ୍ତି ଜଣେ ବାପା । ରୋଷେଇବାସଠୁ ଶୁଆଇ ଦେବା...ଖୁଆଇ ଦେବାଠୁ ପଢାଇବା...ସବୁ କାମ ଟିକିନିଖି କରି କରୁଛନ୍ତି । ଦ୍ୱିତୀୟ ବିବାହ ପାଇଁ ପରିବାର ଲୋକ କହିଲେ ବି ମନାକରିଦେଲେ

Ratha Jatra
ଏଇ ତୁଳସୀ ପିନ୍ଧିଲେ ଗଡ଼ିବ ନନ୍ଦିଘୋଷ

ପାଖେଇ ଆସୁଛି ଘୋଷଯାତ୍ରା । ରଥରେ ବସିଥିବା ଦିଅଁଙ୍କୁ ଭକ୍ତ ଦାସିଆଙ୍କ ଗାଁରୁ ତୁଳସୀ ଲାଗି ହେଲେ ଗଡେ ନନ୍ଦିଘୋଷ ରଥ । ଜାଣନ୍ତୁ କଣ ରହିଛି କିମ୍ବଦନ୍ତୀ?

DJ Ajex's last video
ଜୀବନ ହାରିବା ପୂର୍ବରୁ ଏଇଟା ଥିଲା ଶେଷ ଭିଡ଼ିଓ

କେମିତି ମଲେ ଡିଜେ ଆଜେକ୍ସ? କଣ ଥିଲା ପୂରା କାରଣ? ଏଇ ଭିଡ଼ିଓରେ ସବୁ ସତ କହିବା ପରେ ଜୀବନ ହାରିଥିଲେ ଆଜେକ୍ସ । ଦେଖନ୍ତୁ ଏହି ଭିଡିଓ

Sarapancha House
୨୧ ବର୍ଷ ରାଜନୀତି କଲେଣି : ଘର ଖଣ୍ଡିଏ କି ପାଇଖାନାଟିଏ କରିନାହାନ୍ତି

୨୧ ବର୍ଷର ରାଜନୈତିକ ଜୀବନ । ନିଜ ପାଇଁ ଘର ଖଣ୍ଡିଏ କରିନାହାନ୍ତି କି ପାଇଖାନାଟିଏ କରିନାହାନ୍ତି । ବଡ଼ କଷ୍ଟରେ ଘରଟିଏ କଲେ ଯେ ପ୍ଲାଷ୍ଟର ବି କରିହେଉନି...ଆବାସ ପାଇଁ ଯୋଗ୍ୟ ବିବେଚିତ ହେବା ପରେ ବି ନିଜ ଘରକୁ ଦେଇଦେଲେ ଅନ୍ୟକୁ । ଲୋକେ କହୁଛନ୍ତି...

Nuapada Farmer
ଚାଷୀ ଭାଇଙ୍କ ଲାଗି ବଡ଼ ଖବର : ଏଣିକି ଘରେ ପହଞ୍ଚିବ ବିହନ

ଆଉ ଟେନ୍‌ସନ୍‌ ନାହିଁ । ଏଣିକି ବିହନ ଲାଗି କାଟିବାକୁ ପଡ଼ିବନି ସରକାରୀ ଦପ୍ତର ଚକ୍କର...ଘର ଦୁଆର ମୁହଁରେ ଉନ୍ନତମାନର ବିହନ ପହଞ୍ଚାଉଛି ପ୍ରଶାସନ

Boy blackmails
ଦେହର ଭୋକ ମେଣ୍ଟାଇବାକୁ ପ୍ରେମିକାଙ୍କୁ କରୁଥିଲେ ବ୍ଲାକ୍‌ମେଲ୍‌ : ଆଉ ପ୍ରେମିକା ଏମିତି କାମ କଲେ ଯେ...

ପ୍ରେମରେ ପୂରା ପାଗଳ ଥିଲେ ପ୍ରେମିକ । ବାରମ୍ବାର ଶାରୀରିକ ସଂପର୍କ ରଖିବାକୁ କରୁଥିଲେ ବାଧ୍ୟ : ବିରକ୍ତ ହେଲେ ପ୍ରେମିକା । ହୋଟେଲ୍‌କୁ ଯିବା ପାଇଁ ବ୍ଲାକ୍‌ମେଲ୍‌ କରିବାରୁ ପୋଲିସ୍‌ରେ ଅଭିଯୋଗ କଲେ ।

Train Accident
ଓଡ଼ିଶା ଟ୍ରେନ୍‌ ଟ୍ରାଜେଡ଼ି: ଏଇ ମେଡିକାଲ ପାଇଁ ମଲେ ୨୮୮ !

କେବଳ ଦୁର୍ଘଟଣା ପାଇଁ ଖୋଲିଥିଲା ଏହି ମେଡିକାଲ । ହେଲେ ଭିତ୍ତିଭୂମିର ବିକାଶ ନହେବାରୁ କାମରେ ଆସୁନି ସ୍ୱାସ୍ଥ୍ୟକେନ୍ଦ୍ର । ଯଦି ଶୁକ୍ରବାର ଦିନ ଏଇ ମେଡିକାଲ ଖୋଲାଥାଆନ୍ତା ତାହାଲେ ଏତେ ସଂଖ୍ୟାରେ ଲୋକ ମରିନଥାଆନ୍ତେ

Water Crisis
ଭୟଙ୍କର ସ୍ଥିତି: ଦିନକୁ ଘଣ୍ଟାଏ ପାଇଁ ବାହାରୁଛି ପାଣି !

ଗଡିଆ, ପୋଖରୀ ସବୁ ଶୁଖିଯାଇଛି । ନଳକୂଅ ଥିଲେ ବି ଅଧା କାମ କରୁନି...ଯେଉଁଟା କାମ କରୁଛି ସେଥିରୁ ଦିନରେ ମାତ୍ର ଘଣ୍ଟାଏ ବାହାରୁଛି ପାଣି । ବାହାଘରଠୁ ସୁଧଘର କାମ ପାଇଁ ହଇରାଣ ହେଉଛନ୍ତି ଲୋକେ

Nuapada Road
ହଜାରେ ଟଙ୍କାଏ ଲେଖାଏଁ ଆଦାୟ କଲେ...ନିଜ ଗାଁ ରାସ୍ତା ନିଜେ କଲେ

ଗୁହାରି ପରେ ବି ଶୁଣିଲାନି ପ୍ରଶାସନ । ହଇରାଣ ହେଉଥିଲେ ଗାଁ ଲୋକେ...ମଣ୍ଡପରେ ବୈଠକ ହେଲା, ୧ ହଜାର ଲେଖାଏଁ ଆଦାୟ ହେଲା । ମହିଳା-ପୁରୁଷ ମିଶି ଏକାଠି ହେଲେ, ଗାଁକୁ ପକ୍କା ରାସ୍ତା କଲେ

Ailing woman
ବାପା ନାହାଁନ୍ତି, ମାଆଙ୍କୁ ଲିଭର ରୋଗ....ଏବେ ପିଲାଏ ପଢିବେ କେମିତି ?

ବାପା ଚାଲିଗଲେ, ମାଆଙ୍କୁ ଲିଭର ସିରୋସିସ୍‌ ରୋଗ । ଯାହା ଯେତିକି ଟଙ୍କା ଥିଲା ସେତିକିରେ କଷ୍ଟରେ ଚଳୁଥିଲା ପରିବାର । ଏବେ ଡାକ୍ତର କହୁଛନ୍ତି ଚିକିତ୍ସା ଲାଗି ଦରକାର ଅଧିକ ଟଙ୍କା । ଏମିତି ସ୍ଥିତିରେ ମାଆ କହୁଛି ମୋର କିଛି ହେଲେ ମୋ ପିଲାଙ୍କ ଦାୟିତ୍ୱ...

Daily Market
ଟିକସ ନେଉଛନ୍ତି, ପାଣି ଟୋପାଏ ଦେଉନାହାନ୍ତି

ଚର୍ଚ୍ଚାରେ ଦଶପଲ୍ଲା ହାଟ । ବ୍ୟବସାୟୀଙ୍କଠୁ ମୋଟା ଅଙ୍କର ଟିକସ ନେଉଛି ପ୍ରଶାସନ ...ହେଲେ ଶୌଚାଳୟ ଟିଏ ନାହିଁ କି ପାଣି ଟୋପାଏ ମିଳୁନି । ପରିବା କିଣି ଆଣିବା ବେଳକୁ ଗାଡ଼ି ନେଇ ପଳାଉଛନ୍ତି ଦୁର୍ବୃତ୍ତ।

Pakistan Reporter
ରିପୋର୍ଟିଂ ପାଇଁ...ଗଭୀର ପାଣିକୁ ଡେଇଁଲେ ରିପୋର୍ଟର : ତା’ପରେ ...

ଅଜବ୍‌ ନିଶା ନା ପାଗଳାମୀ ? ରିପୋର୍ଟିଂ ବେଳେ ପାଣି କେତେ ଅଛି ଦେଖାଇବାକୁ ଗଭୀର ପାଣିକୁ ଡେଇଁ ପଡିଲେ ପାକିସ୍ତାନୀ ରିପୋର୍ଟର । ଦେଖନ୍ତୁ ଏହାପରେ ହେଉଛି କଣ?

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି