• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

IMFA
ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ପାଇଁ ଚୟନ ଛାତ୍ରଛାତ୍ରୀ ସମ୍ମାନିତ

୨୦୨୨-୨୩ ଶିକ୍ଷା ବର୍ଷରେ ୩ ଜଣ ବୃତ୍ତିଧାରୀ ବିଭିନ୍ନ ଆଇଆଇଟି ଏବଂ ଅନ୍ୟ ୩ ଜଣ ଏନଆଇଟି ରାଉରକେଲା, ଭିସୁଟ୍ ବୁର୍ଲା ଓ ଏମକେସିଜି ମେଡିକାଲ କଲେଜରେ ଶିକ୍ଷା ଲାଭ କରୁଛନ୍ତି।

Students admitted to hospital in Bhadrak after lizard found in hostel food
ଡାଲମାରେ ପଡ଼ିଲା ଝିଟିପିଟି

ରାତ୍ରୀ ଭୋଜନ ଖାଇବା ପରେ ଅସୁସ୍ଥ ହେଲେ ୧୪ ଛାତ୍ର । ସବୁଦିନ ପରେ ଗତକାଲି ରାତିରେ ହଷ୍ଟେଲରେ ଖାଇଥିଲେ କିନ୍ତୁ ଜଣଙ୍କ ପରେ ଜଣେ ଅସୁସ୍ଥ ହେଲେ । ଡାଲମାରେ ଝିଟିପିଟି ପଡିଥିବା ନେଇ ହେଲା ଅଭିଯୋଗ

ସମୁଦ୍ର ପଥରେ କେଉଁମାନେ ଆମ ଦେଶକୁ ଆସୁଛନ୍ତି?
ସମୁଦ୍ର ପଥରେ କେଉଁମାନେ ଆମ ଦେଶକୁ ଆସୁଛନ୍ତି?

ସମୁଦ୍ର ପଥରେ କେଉଁମାନେ ଆମ ଦେଶକୁ ଆସୁଛନ୍ତି? ସେମାନଙ୍କ ପାଖରେ ସବୁ ଡକ୍ୟୁମେଣ୍ଟ ଠିକ୍‌ ରହିଛି ତ? ଯେଉଁମାନେ ଜଳପଥ ଦେଇ ଆସୁଛନ୍ତି ସେମାନଙ୍କୁ ତନତନ କରି କରିଯାଉଛି ଯାଂଚ । ରାମେଶ୍ୱରମଠାରେ ଜୋରଦାର ଚାଲିଛି ଚେକିଂ

Nuapada Bus Stand
କୋଟିଏ ଖର୍ଚ୍ଚ କରି ନିର୍ମାଣ ହୋଇଥିଲା ବସଷ୍ଟାଣ୍ଡ : ଯାତ୍ରୀ ଆସିଲେନି...କୁକୁର ଶୋଉଛି

ନୂଆପଡା ଜିଲ୍ଲା ଖରିଆରରୋଡର ଥିବା ବସଷ୍ଟାଣ୍ଡର ଅବସ୍ଥା ପୂରା ବେହାଲ । ସରକାରୀ ରାଜସ୍ୱରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କ ଲାଗି ନିର୍ମାଣ ହୋଇଥିବା ଏଇ ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ନେଇ ଭାରି ଚର୍ଚ୍ଚା

CCTV cameras
ସାବଧାନ ଅପରାଧୀ ! ପୂରା ସହରକୁ ଜଗିଛି ସିସିଟିଭି

ଆଉ କେହି ଖସିପାରିବେନି । ସହର ସାରା ଲାଗିଲାଣି ସିସିଟିଭି... ଟିକିଏ ଏପଟ ସେପଟେ ହେବ ତ ସିଧା ଯାଇ ଥାନାରେ ପହଞ୍ଚିବ।

Education on the edge
ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଯାଉଛି ଭୁଲ୍ ପାଠ ?

ଭୟଙ୍କର ତ୍ରୁଟି । ଦଶମ ପିଲାଙ୍କ ବହିରେ ମାଳମାଳ ଭୁଲ୍‌ ତଥ୍ୟ... ସେହି ଭୁଲକୁ ପଢି ପିଲାଏ ଶିଖିବେ କ’ଣ ?

Water Problem
ପାଣି ପାଇଁ ନାଟ: ‘ଗାଁକୁ ଆସିଲେ ଏଣିକି ଜୋତାମାଳ ସହ ମିଳିବ ଝାଡ଼ୁ ପାହାର’

କହି କହି କେହି ଶୁଣିଲେନି । ଏଣିକି ଯିଏ ଗାଁକୁ ଆସିବ ତାକୁ ଜୋତାମାଳ ସହିତ ଦିଆଯିବ ଝାଡୁ ପାହାର । କିଛି ଏମିତି କହୁଛନ୍ତି କେନ୍ଦ୍ରାପଡା ଆଳିର ମେଢ଼ପୁର ପଂଚାୟତର ୭ ନମ୍ବର ୱାର୍ଡ ଗାଁ ଲୋକେ ।

5T School
ଫାଇଭ୍‌-ଟି ନାଁରେ ଭୟଙ୍କର ଦୁର୍ନୀତି : ପୁରୁଣା ଘରେ ରଙ୍ଗ ମାରି ଚାଲିଛି ଅର୍ଥ ଲୁଟ୍‌

ଦୁର୍ନୀତିର ଗନ୍ତାଘର ଫାଇଭ୍‌-ଟି। ପୁରୁଣା ଘରେ ରଙ୍ଗ ମାରି ବିଲ୍‌ ହେଉଛି କୋଟି କୋଟି । ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ । ବିଜେପି ଅଭିଯୋଗ କରିଛି, କେବଳ ଦୁର୍ନୀତି ଲାଗି ଖୋଲାଯାଇଛି ଏଇ ବିଭାଗ ।

Bridge Problem
ଇଏ ଏମିତି ଏକ ଗାଁ, ଯେଉଁଠି ୪ ମାସ ହୁଏ ଲକ୍‌ଡାଉନ୍‌ !

ଆଉ କେତେ ଦିନ ? ଖଣ୍ଡେ ସେତୁ ଲାଗି ବାରମ୍ବାର ଗୁହାରି କରିବା ପରେ ବି କେହି ଶୁଣିଲେନି । କାମ ଥିଲେ ଜୀବନକୁ ବାଜିରେ ଲଗାଇ ପାର ହୁଅ ନାଳ । ଲୋକେ କହୁଛନ୍ତି, ପ୍ରତିବର୍ଷ ୪ ମାସ ଲାଗି ଆମେ ରହୁ ଲକଡାଉନରେ।

shoes
ଟେନ୍‌ସନ୍‌ ନାହିଁ: ଏଣିକି ପାଦ ସହ ତାଳ ଦେଇ ବଢ଼ିବ ଜୋତା

ଆଶ୍ଚର୍ଯ୍ୟ !! ଚମକି ଯିବେ ଆପଣ...ଏଣିକି ଜୋତାର ରହିବନି ଟେନସନ୍ । ପାଦ ଯେତିକି ଯେତିକି ବଢିବ, ଜୋତା ବି ସେହି ଅନୁସାରେ ବଢିବ ।

Wife Need Help
ମଜୁରୀ ଖଟୁ ଖଟୁ ପ୍ରେମ: ଝିଅ ଜନ୍ମ ହେବା ପରେ ସ୍ତ୍ରୀକୁ ଛାଡି ଛୁ ମାରିଲା ସ୍ୱାମୀ

ଇଏ କେମିତିକା ପ୍ରେମ ? ଭଲପାଇଲେ...ବାହା ହେଲେ....ଝିଅ ଜନ୍ମ ହେବା ପରେ ସ୍ତ୍ରୀକୁ ଛାଡିଦେଲେ । ଏବେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ପୁଷ୍ପଲତା । ସ୍ୱାମୀ ଫୋନ୍‌ କରୁନାହାନ୍ତି...ମାଆ କୋଳରେ ବଞ୍ଚିବାକୁ ଗେଂଜିଛନ୍ତି ମୁଣ୍ଡ ।

CMC council meeting
ଏମିତି କଣ ଚାଲିଛି, ହାତ ଯୋଡୁଛନ୍ତି ମେୟର୍

କଟକ ମହାନଗର ନିଗମରେ କେମିତି ଚାଲିଛି ଦୁର୍ନୀତି, ଏଇ ଭିଡିଓଟି ଦେଖିଲେ ବୁଝିଯିବେ । ମେୟର୍ ହାତ ଯୋଡୁଛନ୍ତି

Aparajita Sarangi
ସାଂସଦ ଅପରାଜିତା ଷଡଙ୍ଗୀ କହିଲେ, କଣ କଣ ସବୁ କରିଛନ୍ତି ଅଭିଯୋଗ

କେନ୍ଦ୍ର ନିକଟରେ ଏଇ ସବୁ ଅଭିଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏହା ପରେ 5ଟି ସଚିବଙ୍କ ବିରୋଧରେ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର

tomatoes
ଶହେ ଟପିଲା ଟମାଟୋ ଦର, କିଲୋ ପିଛା ୧୨୦ ଟଙ୍କାରେ ବିକ୍ରି...

ଶହେ ଉପରେ ଟମାଟୋ ଦର। କଟକ ରେ ଟମାଟୋ କିଲୋ ପିଛା ଶହେରୁ ୧୨୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ବାଲେଶ୍ୱର ରେ କେଜି ପ୍ରତି ଶହେ ଟଙ୍କା ରହିଛି ଟମାଟୋ ଦର। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ରେ ମଧ୍ୟ ବିଭିନ୍ନ ବଜାରରେ ଟମାଟୋ କେଜି ଶହେ ଟଙ୍କାରେ...

Sakhigopal Temple
ସାକ୍ଷୀଗୋପାଳ ମନ୍ଦିରରେ ନୀତିକାନ୍ତି ବନ୍ଦ; ଉପାସରେ ପ୍ରଭୁ ଗୋପାଳଜୀଉ

ଦୁଇ ଦିନ ହେଲା ଉପାସରେ ପ୍ରଭୁ ଗୋପାଳଜୀଉ । ସାକ୍ଷୀଗୋପାଳର ଗୋପାଳଜୀଉ ମନ୍ଦିରର ନୀତିକାନ୍ତି ଗତକାଲିଠାରୁ ବନ୍ଦ ରଖିଛନ୍ତି ମନ୍ଦିରର ସେବାୟତ। ଏଥିସହିତ ସିଂହଦ୍ୱାରକୁ ମଧ୍ୟ ବନ୍ଦ ରଖିଛନ୍ତି । ମନ୍ଦିରର ସେବାୟତଙ୍କ ପାଇଁ ଉଦ୍ଦିଷ୍ଟ ଶ୍ମଶାନ ଜମିରେ ଥିବା ନିର୍ମାଣ ଭଙ୍ଗାକୁ ବିରୋଧ କରି ନୀତିକାନ୍ତି ବନ୍ଦ...

ODI World Cup 2023
ପାକିସ୍ତାନକୁ ICC ଝଟକା; ଅହମ୍ମଦାବାଦରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ

ପୁଣି ବିଶ୍ୱକପ୍‌ରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ-ପାକିସ୍ତାନ । ବିଶ୍ୱକପ୍ ୨୦୨୩ ପାଇଁ ଜାରି ହୋଇଛି କାର୍ଯ୍ୟସୂଚୀ । ଅକ୍ଟୋବର ୧୫ରେ ଖେଳାଯିବ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ । ଅହମ୍ମଦାବାଦରେ ପାକିସ୍ତାନକୁ ଭେଟିବ ଭାରତ । ଅକ୍ଟୋବର ୫ରୁ ବିଶ୍ବକପ୍ କ୍ରିକେଟ ଆରମ୍ଭ ହେବ ।...

OPCC Chief Sarat Pattanayak
‘ଅଡିଓ ବର୍ତ୍ତାରେ କ’ଣ ରହିଛି ସତ୍ୟତା ? ତାହା ମୁଖ୍ୟମନ୍ତ୍ରୀଙ୍କର ତ ?’, ପଚାରିଲେ ଶରତ

ଅଡ଼ୁଆରେ 5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ! ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ସାରା ରାଜ୍ୟରେ ବୁଲିବା ପରେ ବିରୋଧୀଙ୍କ ଟାର୍ଗେଟ୍‌ରେ ଥିଲେ ସଚିବ । ଆଉ ଏବେ ଏହା ଉଗ୍ର ରୂପ ନେବାରେ ଲାଗିଛି । ଅପରାଜିତାଙ୍କ ପ୍ରେସ୍‌ମିଟ୍‌ ପରେ ସାରା ରାଜ୍ୟରେ ସଚିବଙ୍କ ବିରୋଧରେ...

Gajapati Maharaja
ଆଡପ ମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଗଜପତି ମହାରାଜା

ଆସନ୍ତାକାଲି ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା। ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ଏପଟେ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂରତୀଙ୍କୁ ସପରିବାର ଦର୍ଶନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି ଦିବ୍ୟସିଂହ ଦେବଙ୍କ ସହ ମହାରାଣୀ ଲୀଳାବତୀ ପାଟ ମହାଦେଇ ଓ ତାଙ୍କ ପରିବାର ସଦସ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଆସନ୍ତାକାଲି...

Rammurty Gamango
ପତ୍ନୀ ହତ୍ୟା ମାମଲାରେ ଗୁଣପୁର ପୂର୍ବତନ ବିଧାୟକ ରାମମୂର୍ତ୍ତିକୁ ଆଜୀବନ ଜେଲ୍‌

ପତ୍ନୀଙ୍କୁ ହତ୍ୟା ମାମଲାରେ ପୂର୍ବତନ ଗୁଣପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗକୁ ଆଜୀବନ ସଜା। ଗର୍ଭବତୀ ପତ୍ନୀକୁ ହତ୍ୟା ଅଭିଯୋଗରେ ଦଫା ୩୦୨ରେ ଆଜୀବନ ସଜା ସହ ୫୦ ହଜାର ଫାଇନ ମଧ୍ୟ କରାଯାଇଛି । ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ ସଜା ନେଇ ନିର୍ଦ୍ଦେଶ ରହିଛି...

Berhampur Accident
ଅଧା ରାସ୍ତାରେ ଛକିଥିଲା ଯମ...ନେଇଗଲା ଶାଳୀଙ୍କ ସହ ୧୦ ଜଣଙ୍କ ଜୀବନ

ବଡ ଭଉଣୀର ବାହାଘର ଥିଲା, ଭିଣୋଇଙ୍କଠାରୁ କେତେ କଣ ଡିମାଣ୍ଡ ନେଇଥିଲା ଶାଳୀ । ବାହାଘର ସରିବା ପରେ ଖାଇପିଇ ଘରକୁ ଫେରୁଥିଲେ । ବସ୍‌ରେ କଥା ହେଉଥିଲେ ସକାଳୁ କେତେ କଣ କିଣିବେ ବୋଲି...ହେଲେ ବାଟରେ ରାସ୍ତାରେ ଜଗିଥିଲା ଯମ...ମାତ୍ର କେଇ ଘଂଟା ପୂର୍ବରୁ ହାତ ଗଣ୍ଠି...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି