ଗାଁ ମୁଣ୍ଡ ବରଗଛରୁ ସହରର ପାର୍କ, ସବୁଠି ଦୋଳିର ଆସର। ରଜ ଦୋଳିର ପାରମ୍ପରିକ ଗୀତ ସାଙ୍ଗକୁ ଆଧୁନିକ ସଙ୍ଗୀତର ତାଳେ ତାଳେ ଝୁମିଛନ୍ତି କୁଆଁରୀ ଓ ଝିଅ ବୋହୂ। ରଜ ସଂକ୍ରାନ୍ତିରେ ଉତ୍ସବମୁଖର ପୁରପଲ୍ଲୀ। ରଜପାନ ଓ ପୋଡ଼ପିଠାର ବାସ୍ନାରେ ମହକୁଛି ପରିବେଶ।
Published By: Sarbeswar
Last updated: 15 June 2023, 09:32 PM IST
ମଙ୍ଗଳବାର ରାତିରେ ବଲାଙ୍ଗୀର ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ପରେ ଏବେ ଚାଲିଛି କାରଣ ଖୋଜା। କୁହାଯାଉଛି, ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଟ୍ରକ୍ ନଥିଲେ ଏତେ ବଡ଼ ଦୁର୍ଘଟଣା ହୋଇ ନଥାନ୍ତା। ତେଣୁ ଜାତୀୟ ରାଜପଥ କଡ଼ରେ ବେଆଇନ ଭାବେ ଠିଆ ହେଉଥିବା ଗାଡ଼ିଗୁଡ଼ିକୁ ନେଇ ପ୍ରଶ୍ନ ଉଠିଲାଣି।