• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Mohan Majhi
ଆମର ଲକ୍ଷ୍ୟ ଓଡ଼ିଶାରେ ଡବଲ ଇଂଜିନ୍ ସରକାର; ମୋହନ ମାଝି

ନିର୍ବାଚନରେ ବିଜୟୀ ହେବା ପାଇଁ, ବିଜେପି ଗୌହଟିରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି । ବୈଠକ ପରେ ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକମୋହନ ଚରଣ ମାଝୀ....

Vigilance team
ଭିଜିଲାନ୍ସ ଜାଲରେ ଆରଆଇ; ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଭିଜିଲାନ୍ସ ଜାଲରେ ଆରଆଇ । ଲାଞ୍ଚ ନେବାବେଳେ ଧରାପଡ଼ିଲେ ମାଲକାନଗିରି ସିନ୍ଦ୍ରିମାଳ ଆରଆଇ ସୀମାଞ୍ଚଳ ସାହୁ । ଜଣେ ହିତାଧିକାରୀଙ୍କଠାରୁ ୨୫ ହଜାର ଟଙ୍କା ନେଉଥିବାବେଳେ ଧରିଲା ଭିଜିଲାନ୍ସ ....

Several food
'ମହୁଲର ମଦ ନୁହେଁ ଆମେ ପ୍ରସ୍ତୁତ କରୁଛୁ ଏହି ସ୍ୱାଦିଷ୍ଟ ଆଇଟମ୍'

ସମ୍ବଲପୁର ବିଶ୍ୱବିଦ୍ୟାଳୟର ଫୁଡ୍ ଓ ନ୍ୟୁଟ୍ରିସନ ଏବଂ ଜିଲ୍ଲା ବନବିଭାଗ ସହଯୋଗରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ୪ ଦିନିଆ କର୍ମଶାଳା । ଏଥିରେ ଖାଦ୍ୟ ପ୍ରସ୍ତୁତି ନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ମହୁଲ, ସଜନା ପତ୍ର ଓ ଆମ୍ବରୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ...

Egg Attack on 5T Secretary Vehicle
କାଲି ସୋନପୁର, ଆଜି ବୌଦ; 5T ସଚିବଙ୍କ ଗାଡ଼ିକୁ ପୁଣି ଅଣ୍ଡାମାଡ଼ !

ବୌଦ ଗସ୍ତରେ ଯାଇଥିବା 5T ସଚିବ ଭି.କେ. ପାଣ୍ଡିଆନଙ୍କୁ ବିରୋଧ । କଚେରୀ ଛକ ନିକଟରେ ବିରୋଧୀଙ୍କ ପକ୍ଷରୁ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହୋଇଥିବା ସୂଚନା ମିଳିଛି । ଫଳରେ ତାଙ୍କ ଗାଡିରେ ଚିହ୍ନ ଥିବା ଦେଖିବାକୁ ମିଳିଛି । ବିରୋଧୀ ପକ୍ଷରୁ ଜଣେ କର୍ମୀଙ୍କୁ ଉଠାଇ...

ବୁର୍ଲାରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ପିଟାପିଟି
ବୁର୍ଲାରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ପିଟାପିଟି

ବୁର୍ଲାରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ପିଟାପିଟି । ‘ୟୁଫୋରିଆ’ ଉତ୍ସବବେଳେ ମୁହାଁମୁହିଁ ଭୀମସାର ଏବଂ ବ୍ରହ୍ମପୁର ଏମକେସିଜି ଛାତ୍ର । ବସ୍ ଭିତରକୁ ଏକ୍ସଟିଂଗୁଇସର୍ ଗ୍ୟାସ୍ ଛାଡ଼ି ଦେବାରୁ ଅନେକ ଛାତ୍ର ଅସୁସ୍ଥ

ଥମୁନି ଜଗନ୍ନାଥଙ୍କ ନାଁରେ ଠକେଇ
ଥମୁନି ଜଗନ୍ନାଥଙ୍କ ନାଁରେ ଠକେଇ

ଥମୁନି ଜଗନ୍ନାଥଙ୍କ ନାଁରେ ଠକେଇ । ‘ଉତ୍ସବ’ ପରେ ମାତିଛି ‘ଶାଲିଗ୍ରାମ ଶାଳ’ ମୋବାଇଲ୍ ଆପ୍ । ଦିଅଁଙ୍କ ପୂଜା ଓ ବ୍ରାହ୍ମଣ ଭୋଜନ ସେବା ପାଇଁ ଭକ୍ତଙ୍କୁ ଲୁଟ୍ କରୁଥିବା ଅଭିଯୋଗରେ ସିଂହଦ୍ବାର ଥାନାରେ ଏତଲା

irregular flight
ଶୁଭାରମ୍ଭର ମାତ୍ର ୬ ମାସ ନଯାଉଣୁ ରାଉରକେଲାରୁ ବିମାନ ସେବା ବ୍ୟାଘାତ

ଶୁଭାରମ୍ଭର ମାତ୍ର ୬ ମାସ ନଯାଉଣୁ ରାଉରକେଲାରୁ ବିମାନ ସେବା ବ୍ୟାଘାତ । ଛୋଟ ରନୱେ ଓ ନାଇଟ୍ ଲାଇଟ୍ ଅଭାବରୁ ବିମାନ ଲ୍ୟାଣ୍ଡିଂରେ ସମସ୍ୟା । ନାଗରିକ ସୁରକ୍ଷା କମିଟି ଓ ବଣିକ ସଂଘର ଅସନ୍ତୋଷ

ଫାଇଭ-ଟି ସଚିବଙ୍କ ଗସ୍ତକୁ ନେଇ ତେଜୁଛି ବିରୋଧ
ଫାଇଭ-ଟି ସଚିବଙ୍କ ଗସ୍ତକୁ ନେଇ ତେଜୁଛି ବିରୋଧ

ଫାଇଭ-ଟି ସଚିବଙ୍କ ଗସ୍ତକୁ ନେଇ ତେଜୁଛି ବିରୋଧ । ସୁବର୍ଣ୍ଣପୁରରେ କାରକେଡ୍ ଉପରକୁ ଆପ୍ କର୍ମୀଙ୍କ ଅଣ୍ଡାମାଡ଼, ବିଜେପିର ଧାରଣା । ସିଏମ୍ଓ ଡୋରଷ୍ଟେପରେ ପହଞ୍ଚୁଥିବା କହି ଯୁକ୍ତି ବାଢ଼ିଲା ଶାସକଦଳ

Train Accident
ଭୁଲ୍ ସିଗନାଲିଂ ପାଇଁ ଘଟିଗଲା ଭୟଙ୍କର ବାହାନଗା ଟ୍ରେନ୍ ଟ୍ରାଜେଡି

ଭୁଲ୍ ସିଗନାଲିଂ ପାଇଁ ଘଟିଗଲା ଭୟଙ୍କର ବାହାନଗା ଟ୍ରେନ୍ ଟ୍ରାଜେଡି । ରେଲୱେ ସେଫ୍ଟି କମିଶନରଙ୍କ ତଦନ୍ତ ରିପୋର୍ଟରେ ମାନବୀୟ ତ୍ରୁଟିକୁ ଦର୍ଶାଯାଇଛି କାରଣ । ସିଗନାଲିଂ ସହ ଟେଲି କମ୍ୟୁନିକେସନ୍ ବିଭାଗର ତ୍ରୁଟିକୁ ବି ଉଜାଗର କଲା ଇନକ୍ୱାରୀ ତଥ୍ୟ

ପିସି ଲୋଭି ଅଫିସରଙ୍କୁ ପାନେ
ପିସି ଲୋଭି ଅଫିସରଙ୍କୁ ପାନେ

ପିସି ଲୋଭି ଅଫିସରଙ୍କୁ ପାନେ । ପରିବା ଓ ପ୍ୟାଣ୍ଟ ସାର୍ଟ ଖୋଲି ରାସ୍ତା ନିର୍ମାଣ ପାଇଁ ପ୍ରାଚୀ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସରେ କଂଗ୍ରେସ ନେତା ଓ ହିତାଧିକାରୀଙ୍କ ଅଭିନବ ଦାବି । ୭ ଦିନରେ କାମ ସାରିବାକୁ ହାତଯୋଡ଼ି ଇଂଜିନିୟର ଦେଲେ ପ୍ରତିଶ୍ରୁତି

Maharashtra political crisis
ବିଜେଡିକୁ ଘାରିଛି କି ‘ମହାରାଷ୍ଟ୍ର’ ଛନକା

ବିଜେଡିକୁ ଘାରିଛି କି ‘ମହାରାଷ୍ଟ୍ର’ ଛନକା ! ଏନସିପିରେ ବିଦ୍ରୋହ ପରେ ଶଙ୍ଖ ଦଳରେ ହେବ କି ସେଭଳି ସ୍ଥିତି । ତାରା କହିଲେ ବିଜେପି ଚାହିଁଲେ ଭାଗ ଭାଗ ହେବ ବିଜେଡି, ଉଭୟ ଦଳ ରଖିଲେ ଜବାବ

Artificial intelligence  can do work of HR Departments
ଅଫିସ୍‌ରେ ଛୋଟିଆ କାମ ପାଇଁ ଆଉ ଦରକାର ପଡ଼ିବେନି HR !

ଅଫିସ୍‌ରେ ଛୋଟିଆ କାମ ପାଇଁ ଆଉ ଦରକାର ପଡ଼ିବେନି HR, ଆଗକୁ ସବୁ କାମ କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି

ୋ
ଯୋଡ଼ା ହେଲା କଟା ହାତ: ରଥଯାତ୍ରା ବେଳେ ଘରକୁ ଫେରୁଥିବା ବେଳେ ହାଣି ଦେଇଥିଲେ ଦୁର୍ବୃତ୍ତ

ଯୋଡ଼ା ହେଲା କଟା ହାତ। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କଟକ SCB ମେଡିକାଲ୍‌ରେ ଏହି ସଫଳ ଅପରେସନ୍ ହୋଇଛି। ରଥଯାତ୍ରା ବେଳେ ରେଲ୍‌ୱେ ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ଯୁବକଙ୍କ ହାତକୁ ହାଣି ଦେଇଥିଲେ।...

traditional healers
ଡାକ୍ତର ଭଲ କଲେନି ଚେରମୂଳି ଭଲ କଲା

ଇଏ ବିଶ୍ୱାସର କଥା । ଆଜିକା ସମୟରେ ବି ଲୋକମାନେ ଡାକ୍ତରଖାନା ଯାଉନାହାନ୍ତି ବରଂ ଚେରମୂଳି ଉପରେ ନିର୍ଭର କରୁଛନ୍ତି । ହେଲେ ସେଇଠି ଭଲ ହେଲେ ନାହିଁ...ବରଂ ଏଇଠି ଚେରମୂଳି ଖାଇବା ପରେ ଭଲ ହେଉଥିବା କୁହାଯାଉଛି । ମାଲକାନଗିରିରୁ ଆସିଛି ଏମିତି ଦୃଶ୍ୟ

IMFA
ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ପାଇଁ ଚୟନ ଛାତ୍ରଛାତ୍ରୀ ସମ୍ମାନିତ

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ଇଞ୍ଜିନିଅରିଂ, ମେଡିସିନ୍ ଏବଂ ଉଦାରବାଦୀ କଳା କ୍ଷେତ୍ରରେ ପେସାଦାର ଡିଗ୍ରୀ ହାସଲ କରିବା ପାଇଁ ପ୍ରତିବର୍ଷ ୬ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି...

PCC PRESIDENT
ଦଳ କେମିତି ମଜବୁତ ହେବ ସେନେଇ ରଣନୀତି ପ୍ରସ୍ତୁତ ହେଉଛି

ଦଳ କେମିତି ମଜବୁତ ହେବ ସେନେଇ ରଣନୀତି ପ୍ରସ୍ତୁତ ହେଉଛି । ୩୧୪ ବ୍ଲକରେ କର୍ମୀ ଓ ନେତାଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ । ବିଜେପି ଓ ବିଜେଡ଼ିର ଅସଫଳତା ସମ୍ପର୍କରେ କୁହାଯିବ : ପିସିସି ସଭାପତି

Sarat Patnaik
୫-ଟି ସଚିବ ଯାହା କରୁଛନ୍ତି ତାହା ଗ୍ରହଣୀୟ ନୁହେଁ

୫-ଟି ସଚିବ ଯାହା କରୁଛନ୍ତି ତାହା ଗ୍ରହଣୀୟ ନୁହେଁ । ଓଡ଼ିଶାବାସୀ ଏହାକୁ ଗ୍ରହଣ କରିବେ ନାହିଁ...ତାଙ୍କ ଦଳରକର୍ମୀମାନେ ଏହାକୁ ଯଦି ଗ୍ରହଣ କରୁଥିବେ ତାହା ଭିନ୍ନ କଥା : ଶରତ ପଟ୍ଟନାୟକ, ପିସିସି ସଭାପତି

Kalma barrage
କଲମା ବ୍ୟାରେଜ ଖୋଲିଦେଲା ଛତିଶଗଡ଼

କଲମା ବ୍ୟାରେଜର ସମସ୍ତ ୬୪ଟି ଗେଟ୍ ଖୋଲିଦେଲା ଛତିଶଗଡ଼.. କଲମା ବ୍ୟାରେଜ ଦେଇ ମହାନଦୀକୁ ପଶୁଛି ୧.୧୮ ଲକ୍ଷ କ୍ୟୁସେକ୍

PM Modi
ମେଟ୍ରୋରେ ବସି ଯୁବଗୋଷ୍ଠୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି.. ଏଥିପାଇଁ ମେଟ୍ରୋ ଟ୍ରେନରେ ବସି ଯାତ୍ରା କରୁଛନ୍ତି ଏବଂ ସହଯାତ୍ରୀଙ୍କ ସହ କଥାବାର୍ତ୍ତା କରୁଛନ୍ତି

s
ଆଠଗଡ଼ରେ ଧବଳେଶ୍ୱର ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇଗଲା.. କେମିତି ବାବା ଧବଳେଶ୍ୱରଙ୍କ ଦର୍ଶନ କରିବେ ଭକ୍ତ !

ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା। ମହାନଦୀରେ ପାଣି ଆସିବାରୁ ଆଠଗଡ଼ ଧବଳେଶ୍ୱର ପୀଠକୁ ଯିବାକୁ ଥିବା ଅସ୍ଥାୟୀ ରାସ୍ତା ଧୋଇଯାଇଛି। ଫଳରେ ବାବା ଧବଳେଶ୍ୱରଙ୍କ ଦର୍ଶନରୁ ଶ୍ରଦ୍ଧାଳୁ ବଞ୍ଚିତ ହୋଇଛନ୍ତି।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି