• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Herapanchami
ଆଡ଼ପ ମଣ୍ଡପରେ ନବମୀ ସଂଧ୍ୟା ଦର୍ଶନ ୫ଟାରୁ ବନ୍ଦ

ବାହୁଡ଼ାଯାତ୍ରା ପାଇଁ ଆଡପ ମଣ୍ଡପରେ ଆସନ୍ତା ୨୭ତାରିଖରେ ହେବାକୁ ଥିବା ନବମୀ ସଂଧ୍ୟା ଦର୍ଶନ ୫ଟାରୁ ବନ୍ଦ ହେବ । ୨୭ ତାରିଖ ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନବମୀ ଦର୍ଶନ ପାଇଁ ସ୍ଥିର ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।...

Odisha Vigilance
ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ରେଡ୍‌, ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଛନ୍ତି। ଭଦ୍ରକ, ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି।

s
‘ଏବେ ସମୟ ଆସିଛି AI ର ଅର୍ଥାତ୍‌- ଆମେରିକା ଓ ଇଣ୍ଡିଆ’

ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏସ୍‌ କଂଗ୍ରେସର ମିଳିତ ଅଧିବେଶନରେ ନିଜ ଅଭିଭାଷଣ ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘ଏବେ ସମୟ ଆସିଛି AI ଅର୍ଥାତ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର। ମାତ୍ର ମୁଁ ଅନ୍ୟ ଏକ AI କଥା କହୁଛି । ଏହି AI ହେଲା ଆମେରିକା...

s
ମହାସାଗରର ଅଥଳ ଜଳରାଶିରେ ବୁଡ଼ିଗଲା ଟାଇଟନ୍ ଜାହାଜ, ଚାଲିଗଲା ୫ ଜୀବନ

ଆଟଲାଣ୍ଟିକ ମହାସାଗରର ଅଥଳ ଜଳରାଶିରେ ସ୍ୱତନ୍ତ୍ର ଟାଇଟନ୍ ବୁଡାଜାହାଜ ବୁଡ଼ି ଯିବା ଯୋଗୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଗତ ରବିବାର ଦିନ ଟାଇଟାନିକ୍ ଜାହାଜର ଧ୍ୱଂସାବଶେଷ ଦେଖିବାକୁ ଏମାନେ ଯାଇଥିଲେ। ତେବେ ଯାତ୍ରା ଆରମ୍ଭର ମାତ୍ର ୨ ଘଣ୍ଟା ମଧ୍ୟରେ ମୁଖ୍ୟ ଜାହାଜ ସହ ଟାଇଟନ୍‌ର ଯୋଗାଯୋଗ...

Fathers Day
ପର କରିଦେଲେ ପୁଅ-ବୋହୂ : ବୃଦ୍ଧାଶ୍ରମରୁ ପିଲାଙ୍କୁ ଆଶୀର୍ବାଦ ଦେଉଛନ୍ତି ବାପା

ଇଏ ବି ଜଣେ ବାପା । ପିଲାଙ୍କୁ ମଣିଷ କରିବାକୁ ନିଜେ ଭୋକରେ ରହୁଥିଲେ...ଏବେ ସେହି ପିଲା ୟାଙ୍କୁ ପର କରିଦେବାରୁ ବୃଦ୍ଧାଶ୍ରମ ହିଁ ଏମାନଙ୍କର ଠିକଣା । ଏତେ କଷ୍ଟରେ ଥିଲେ ବି ପୁଅ ବୋହୂଙ୍କ ବିପକ୍ଷରେ ପଦେ କହୁନାହାନ୍ତି...ବରଂ ଆଶ୍ରମରୁ ଦେଉଛନ୍ତି ଆଶୀର୍ବାଦ

Elephant
ଛୁଆ ଦେହରେ ପ୍ରାଣ ନାହିଁ : ମାଆ ହାତୀର ମନ ମାନୁନି...ଦେଖନ୍ତୁ ଏହି ଭିଡିଓ

ମାଆ ଆଖି ସାମ୍ନାରେ ମରିଗଲା ଛୁଆ ହାତୀ । ଜୀବନ ବଂଚାଇବାକୁ ଚିତ୍କାର କରି କାନ୍ଦୁଥିଲା ମାଆ ହାତୀ...୨ କିମି ପର୍ଯ୍ୟନ୍ତ ଟାଣିନେଇ ନଈରେ ପକାଇଲା । ହେଲେ ଛୁଆ ଉଠିଲାଣି । ଦେଖନ୍ତୁ ଏହି ହୃଦୟ ବିଦାରକ ଦୃଶ୍ୟ ।

Yojna
ମୂଳରୁ ପୋଖରୀ ନାହିଁ...ପୁନରୁଦ୍ଧାର ନାଁରେ ବିଲ୍‌ ହେଲା ୮ ଲକ୍ଷ

ପଡିଆକୁ କରିଦେଲେ ପୋଖରୀ, ଲୁଟି ନେଲେ ୮ ଲକ୍ଷ ଟଙ୍କା । ସତ ଜାଣିବା ପରେ ଗାଁ ଲୋକ କଲେ ବିରୋଧ।

Free Coacing Center
ଗରିବ ପିଲାଙ୍କୁ ପାଠ ପଢାଇବାକୁ ଖୋଲିଲା କୋଚିଂ ସେଣ୍ଟର

ନିଆରା...ଏଇ କୋଚିଂ ସେଣ୍ଟରରେ କେବଳ ଗରିବ ମେଧାବୀ ପିଲାଙ୍କୁ ଦିଆଯିବ କୋଚିଂ । କେମିତି ଚାକିରି ପାଇବେ, ଭଲ ପଢିବେ । ସେଇଥି ପାଇଁ କରାଯାଉଛି ସ୍ୱତନ୍ତ୍ର ରଣନୀତି । ପିଲାଏ କହୁଛନ୍ତି ଟଙ୍କା ଲାଗି ଆମେ ପାଠ ପଢିପାରୁନଥିଲୁ... ଏବେ ଭଲରେ ପାଠ ପଢୁଛୁ।

Viral Video
ଶାଢି ପିନ୍ଧିଲେ...ସ୍କୁଟି ଉପରୁ ଡେଇଁ ଷ୍ଟଣ୍ଟ କଲେ

ଏମିତି ଷ୍ଟଣ୍ଟ କେବେ ଦେଖିନଥିବେ । ସ୍କୁଟି ଉପରେ ଚଢିଗଲେ...ଶାଢି ପିନ୍ଧି ଷ୍ଟଣ୍ଟ ଦେଖାଇଲେ । ଭାଇରାଲ ହେଲା ଭିଡିଓ

Singada
ସିଙ୍ଗଡ଼ା ଖାଇଲେ ମିଳୁଛି ୭୧ ହଜାର ପୁରସ୍କାର

ବାହୁବଳି ସିଙ୍ଗଡ଼ାକୁ ନେଇ ଏବେ ଭାରି ଚର୍ଚ୍ଚା । ୩୦ ମିନିଟ୍‌ରେ ଯିଏ ୟାକୁ ଖାଇଦେବ...ତାକୁ ସାଙ୍ଗେ ସାଙ୍ଗେ ମିଳିବ ୭୧ ହଜାର ନଗଦ ପୁରସ୍କାର

Women Need Help
ସ୍ୱାମୀ ଚାଲିଗଲେ...୬ ପିଲାଙ୍କ ପାଇଁ କାଠ ହାଣୁଛି ମାଆ

ହଠାତ୍‌ ଚାଲିଗଲେ ସ୍ୱାମୀ । ୬ ପିଲାଙ୍କ ପେଟରେ ଦାନା ଦେବାକୁ ଦିନରାତି ଏକ କରି ପର ଦୁଆରେ ମୂଲ ଲାଗୁଛି ମାଆ । ଦିବ୍ୟାଙ୍ଗ ଝିଅ ଥିବା ପରେ ବି ମିଳୁନି ସରକାରୀ ସହାୟତା । ସକାଳେ ନଖଟିଲେ ସଂଧ୍ୟାରେ ଜଳୁନି ଚୁଲି ।

Physical Disable
‘ଜଗା ମତେ ଆଖି ଦେଇନି...ପରିବାର ଚଳେଇବାକୁ କଳା ଦେଇଛି’

ଦୃଷ୍ଟିବାଧିତ ହେବା ପରେ ବି ହାର୍‌ ମାନି ନାହାନ୍ତି । ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି....ଗୀତ ଗାଇ ରୋଜଗାର କରୁଛନ୍ତି ଟଙ୍କା । କହୁଛନ୍ତି, ଆଖି ଥିଲେ କେବଳ ରୋଜଗାର କରିବା ସମ୍ଭବ ଭାବିବା ଭୁଲ୍‌

Similipal forester killing
ପ୍ରତୀକାତ୍ମକ ଧର୍ମଘଟରେ ବନ କର୍ମଚାରୀ: ଡ୍ୟୁଟିରେ ଥାଇ ବି ଜଙ୍ଗଲରେ ଫୁଟ୍ ପାଟ୍ରୋଲିଂକୁ ବର୍ଜନ

ଅସୁରକ୍ଷା ପ୍ରତିବାଦରେ ପ୍ରତୀକାତ୍ମକ ଧର୍ମଘଟରେ ବନ କର୍ମଚାରୀ। ସଂକଟରେ ଜଙ୍ଗଲ ସୁରକ୍ଷା। ବନ କର୍ମଚାରୀ ମାନେ ଆଜିଠୁ ଜଙ୍ଗଲ ଭିତରେ ପାଟ୍ରୋଲିଂକୁ ବଏକଟ୍ କରିଛନ୍ତି। ଫଳରେ ପରିଣାମ ସ୍ବରୂପ ଶିକାରୀଙ୍କ ପ୍ରାଦୁର୍ଭାବ ଆହୁରି ବଢ଼ିବ ଓ ଜଙ୍ଗଲ ଉଜୁଡ଼ିଯିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ। ଏପଟେ...

Weather Update
ତାତିରେ ଲାଗିବ ବ୍ରେକ୍; କାଲିଠୁ ବଦଳିବ ପାଗର ମିଜାଜ୍

ଆଉ ୨ରୁ ୩ ଦିନ ଭିତରେ ଓଡିଶାକୁ ମୌସୁମୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିବା ପରେ, ଆଶ୍ୱସ୍ତ ହୋଇଛନ୍ତି ଖରା ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ସାଧାରଣ ଜନଜୀବନ । ଖାସ୍ କରି ଚାଷୀଙ୍କ ମଧ୍ୟରେ ଖୁସିର ଲହରି ।

Power Cut
ବିଜୁଳି ବିଭ୍ରାଟ: ବିଜେପିର ପ୍ରଶ୍ନ ୧୫ ହଜାର କୋଟି ଟଙ୍କା ଖାଇଲା କିଏ ?

ବିଜେପିର ପ୍ରଶ୍ନ ୧୫ ହଜାର କୋଟି ଟଙ୍କା କିଏ ଖାଇଲା ? ଗ୍ରୀଡକୋ ଅଫିସ ଘେରାଉ କରି ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ। ସୁନ୍ଦରଗଡ଼, ଢେଙ୍କାନାଳ, ବାଲେଶ୍ବରରେ ତାତିଲେ ଲୋକେ। ଏଥର ଅସହ୍ୟ ଗ୍ରୀଷ୍ମପ୍ରବାହକୁ ବଳିଗଲା ଲାଇନ୍ କଟ୍। ଆଉ ଏହା ହେଉଛି ତାର ପ୍ରତିଫଳନ। ଭୁବନେଶ୍ୱର...

Statement over CM Naveen Patnaik's
CM କାହିଁକି ଅସମର୍ଥ ପଚାରିଲେ ଅପରାଜିତା, ପାଣ୍ଡିଆନ୍‌ଙ୍କୁ ପାୱାର ଅଫ୍ ଆଟର୍ଣ୍ଣି ଦିଅନ୍ତୁ କହିଲେ ମୋହନ

ଫାଇଭ ଟି ସଚିବଙ୍କ ଉପରେ ବିଜେପି ତୁହାକୁ ତୁହା ଆଟାକ୍ ପରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟକୁ ନେଇ ଘନେଇଲା ବିବାଦ। ବିରୋଧୀଙ୍କ ହାତରେ ସମାଲୋଚନାକୁ ତୀବ୍ର କରିବାର ବଡ଼ ଅସ୍ତ୍ର । ସାଂସଦ ଅପରାଜିତା ବି ମୌକାକୁ ହାତ ଛଡ଼ା ନକରି ଟୁଇଟ୍ କରି ସିଧା...

Ratha Jatra
ରାତି ପାହିଲେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା; ସିଂହଦ୍ୱାର ସମ୍ମୁଖରେ ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ

ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିବେ କାଳିଆ ସାଆନ୍ତ । ରଥରେ ବିଜେ କରି ନବଦିନ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯିବେ ମହାପ୍ରଭୁ । ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି ହୋଇଛି...

Nabajoubana darshan
ଅଣସର ପରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ; ଭାବର ଠାକୁରଙ୍କୁ ଦର୍ଶନ କରି ଭାବବିହ୍ୱଳ ଭକ୍ତ

ବିଭିନ୍ନ ପ୍ରାନ୍ତରୁ ଆସି ମହାବାହୁଙ୍କ ନବଯୌବନ ବେଶ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ସକାଳେ ବିଭିନ୍ନ ନୀତିକାନ୍ତି ପରେ ତାଟି ଫିଟିଥିଲା । ଏହାପରେ ଅବକାଶ, ଦଶ ଅବତାର ଦିଅଁ ବାହୁଡ଼ା ବିଜେ ହୋଇ ସକାଳ ୭ଟା ୨୦ରୁ ପାରିମାଣିକ ଦର୍ଶନ ଓ ପରେ ପରେ ସକାଳ ୮ଟା...

Ratha Jatra
ଘୋଷଯାତ୍ରା ପାଇଁ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର, ଏଥର ଜଗିବ ହେଲିକପ୍ଟର

ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର । ସ୍ଥଳ, ଜଳ ଓ ଆକାଶ, ତିନି ପଥରେ ଟାଇଟ୍ ସିକ୍ୟୁରିଟି । ସବୁଆଡୁ ପୁରୀ ଉପରେ ରହିଛି ୨୪ ଘଂଟିଆ ନଜର । ପ୍ରଥମ ଥର ପାଇଁ ରଥଯାତ୍ରାରେ ମୁତୟନ ହୋଇଛି ହେଲିକପ୍ଟର । ଭାରତୀୟ ତଟରକ୍ଷୀ...

Traffic arrangements
ରଥ ବେଳେ କେଉଁଠି ରଖିବେ ଗାଡ଼ି ? ସବୁ ଟୁରିଷ୍ଟ ବସ୍ ମାଳତୀପାଟପୁରରେ ରହିବେ, ଆଉ ବାକି...

ରଥଯାତ୍ରା ବେଳେ ପୁରୀକୁ ଆସୁଥିବା ବସ୍‌ଗୁଡ଼ିକର ପାର୍କିଂ ପାଇଁ ସୁବ୍ୟବସ୍ଥା । ରାଜ୍ୟ ତଥା ରାଜ୍ୟ ବାହାରର ସମସ୍ତ ଟୁରିଷ୍ଟ ବସ୍ ମାଳତୀପାଟପୁର ବସଷ୍ଟାଣ୍ଡରେ ରହିବେ ଏବଂ ଏଠାରୁ ଯିବା ଆସିବା କରିବେ । ଭୁବନେଶ୍ୱର ପଟରୁ ପୁରୀକୁ ଆସୁଥିବା ନିୟମିତ ବସ୍, ଏପରିକି ମୋ ବସ୍ ମାଳତୀପାଟପୁର...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି