• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

medical student
କେମିତି ମଲେ ଡାକ୍ତରୀ ଛାତ୍ରୀ?

ବ୍ରହ୍ମପୁର MKCG ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ପିଜି ପ୍ରଥମ ବର୍ଷ ଛାତ୍ରୀ ଶୁଭାନୀ ପଟ୍ଟନାୟକଙ୍କୁ ହଷ୍ଟେଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଝିଅର ମୃତ୍ୟୁ ନେଇ ବାପା ଗଣମାଧ୍ୟମରେ ମୁହଁ ଖୋଲୁନଥିବାରୁ ଶୁଭାନୀଙ୍କ ମୃତ୍ୟୁକୁ ନେଇ...

Uniform Civil Code: Law Commission seeks views from public, religious bodies
ପୁଣି ଥରେ ଚର୍ଚ୍ଚାରେ ୟୁନିଫର୍ମ ସିଭିଲ କୋଡ୍

ପୁଣି ଥରେ ଚର୍ଚ୍ଚାରେ ୟୁନିଫର୍ମ ସିଭିଲ କୋଡ୍। ସମାନ ନାଗରିକ ସଂହିତା ନେଇ ଜନସାଧାରଣ ଓ ଧାର୍ମିକ ସଂଗଠନର ମତାମତ ଲୋଡ଼ିଛନ୍ତି ଲ’ କମିଶନ୍। ଏହାପରେ ୟୁନିଫର୍ମ ସିଭିଲ କୋଡକୁ ନେଇ ଆରମ୍ଭ ହୋଇଗଲାଣି ଧର୍ମଗତ ତର୍କ ବିତର୍କ।

PM Awas Yojana
ଆବାସ ଯୋଜନା; ମାଇଲେଜ୍‌ ପାଇଁ ଟଣାଓଟରା

ବହୁ ବାଦ ବିବାଦ, ଆରୋପ ପ୍ରତ୍ୟାରୋପ ପରେ ଶେଷରେ ପିଏମ୍ ଆବାସ ଯୋଜନାରେ ଘର ବଣ୍ଟନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । କେନ୍ଦ୍ର ମଂଜୁର କରିଥିବା ପ୍ରାୟ ୯ଲକ୍ଷ ୫୦ ହଜାର ଘର ଲାଗି କାର୍ଯ୍ୟଦେଶ ବାଣ୍ଟିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଥିପାଇଁ ଅନଲାଇନରେ...

Srimandir Corridor Project
ଖୋଲିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ଆଉଟର ଆକସେସ୍ ରୋଡ

ଖୋଲିଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପର ଆଉଟର ଆକସେସ୍ ରୋଡ। ଓବିସିସି ଅଧିକାରୀଙ୍କ ଉପସ୍ଥିତିରେ ଏହା ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲେ ବି ଚାରିଦ୍ବାର ପଟେ ଅସମ୍ପୂର୍ଣ୍ଣ କାମକୁ ନେଇ ଭକ୍ତ ଓ ସାହି ବାସିନ୍ଦାଙ୍କ ଅସନ୍ତୋଷ ଥମିନି। ଆଗାମୀ ରଥଯାତ୍ରାରେ ଭକ୍ତଙ୍କ ଯାତାୟାତ ପାଇଁ ଏହା ବେଶ୍ ଫଳପ୍ରଦ...

Nabajouban Darshan
ଉଭା ନାହିଁ, ସାହାଣ ମେଲା ମାତ୍ର ଘଣ୍ଟାଏ; ଏତେ କମ ସମୟରେ ସମସ୍ତେ ଜଗା ଦର୍ଶନ ପାଇବେ ତ ?

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆସନ୍ତା ୧୯ ତାରିଖରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ । ହେଲେ ଏବର୍ଷ ଉଭା ନଥିବାରୁ ଶ୍ରଦ୍ଧାଳୁଙ୍କୁ ମାତ୍ର ୩ ଘଣ୍ଟାର ନବ ଯୌବନ ଦର୍ଶନ ସୁଯୋଗ ମିଳିବ ବୋଲି ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏପଟେ ଦଶମୂଳକ ମୋଦକ ସେବନ...

Cyclone Biparjoy
ଗୁଜରାଟ ଉପକୂଳ ଛୁଇଁବା ଆରମ୍ଭ କଲାଣି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବିପର୍ଯ୍ୟୟ

ଗୁଜରାଟ ଉପକୂଳ ଛୁଇଁବା ଆରମ୍ଭ କଲାଣି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବିପର୍ଯ୍ୟୟ । ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ଆରମ୍ଭ ହୋଇଛି ସାଇକ୍ଲୋନର ଲ୍ୟାଣ୍ଡଫଲ ପ୍ରକ୍ରିୟା। ପବନର ବେଗ ବଢ଼ିବାରେ ଲାଗିଛି, ବର୍ଷା ବି ଜୋରଦାର ଛେଚୁଛି। ଘଣ୍ଟାପ୍ରତି ପ୍ରାୟ ୧୨୦ କିଲୋମିଟର ବେଗରେ ବହୁଛି ପବନ। ସେପଟେ ବିପର୍ଯ୍ୟୟ...

BJD leader accused of encroaching government land
ବାଃ ବାଃ ! ସରକାରୀ ଜମିକୁ ମାଡି ବସିଛନ୍ତି ଶାସକଦଳର ନେତା

ସରକାରୀ ଜମି, ହେଲେ ଘର କରି ମାଡି ବସିଛନ୍ତି ଶାସକଦଳର କର୍ମୀ । ସତ ସାମ୍ନାକୁ ଆସିବା ପରେ କହୁଛନ୍ତି ଆମେ ଘର କରିବା ପରେ ଜାଣିଲୁ ଏଇଟା ସରକାରୀ ଜାଗା

Deer park
ଜେଲ୍‌ରେ ରହିବା ପରି ଜୀବନ ବିତାଉଛନ୍ତି ହରିଣ !

ପାଟି ଫିଟୁନି ବୋଲି...୨୦ ରହିବା ଜାଗାରେ ରହିଛନ୍ତି ୨୦୦ । ଠିକ୍‌ରେ ଖାଇବା ମିଳୁନି କି ପାଣି...ଧୁମ୍‌ ଦ୍ୱିପ୍ରହରରେ ଆଉଟପାଉଟୁ ହେଉଛନ୍ତି ହରିଣ । ଆଜି କାଲି କହି ଦିନ ଗଡାଉଛି ପ୍ରଶାସନ

locals construct road
ଶୁଣିଲାନି ପ୍ରଶାସନ : କୋଦାଳ ଶାବଳ ଧରି ଗାଁକୁ ରାସ୍ତା କଲେ ଗ୍ରାମବାସୀ

ବାରମ୍ବାର ଦାବି ପରେ ବି ଶୁଣିଲାନି ପ୍ରଶାସନ । ହଇରାଣ ହରକତ ହେବା ପରେ ନିଜ ଗାଁକୁ ନିଜେ ରାସ୍ତା ତିଆରି କଲେ ଗ୍ରାମବାସୀ । ତାହା ପୁଣି ନିଜେ ଚାନ୍ଦା ଆଦାୟ କରି...ଏବେ ପ୍ରଶାସନ କହୁଛି ଜମି ନଥିଲା, ଏବେ ରାସ୍ତା ହେବାରୁ...

Odisha fishermen
୨ ମାସ ବନ୍ଦ ଥିଲା...କଟକଣା ହଟିବା ପରେ ସମୁଦ୍ରକୁ ଯିବେ ଧୀବର, ଲୋକଙ୍କ ପାଟିରେ ବାଜିବ ଲୁଣି ମାଛ

୨ ମାସ ଧରି ସମୁଦ୍ରରେ କଟକଣା ଥିଲା । ଏବେ ସମୁଦ୍ରକୁ ଯିବେ ମତ୍ସଜୀବୀ...ଧରିବେ ଲୁଣି ମାଛ । ୨ ମାସ ପରେ ସମୁଦ୍ର କଙ୍କଡ଼ା ଖାଇବେ ଲୋକେ । ରୋଜଗାରର ନୂଆ ଆଶା ରଖିଛନ୍ତି କୈବର୍ତ୍ତ୍ୟ ଭାଇ।

Train Accident
ଟ୍ରେନ୍‌ ଦୁର୍ଘଟଣାରେ ବାପା ଚାଲିଗଲେଣି...ଝିଅ କହୁଛି ସେ ଚେନ୍ନାଇରେ ଥିବା ପରି ଲାଗୁଛି

କରମଣ୍ଡଳ ନେଇଗଲା ବାପାଙ୍କ ଜୀବନ । ବାହାଘରର ୧୦ ଦିନ ପରେ ବାପା ଚାଲିଗଲେ...ହେଲେ ଏବେ ବି ଝିଅ ଭାବୁଛି ବାପା ଚେନ୍ନାଇରେ ଥିବା ପରି ମନେ ହେଉଛି...ଭଉଣୀ କହୁଛି ଭାଇ ଆସିବ ରାକ୍ଷୀ ପୁନେଇକୁ

Ration Card
ସରପଂଚଙ୍କୁ ମିଳୁଛି ରାସନ କାର୍ଡ...ଗରିବଙ୍କୁ କିଛି ନାହିଁ

ଏ ଯୋଜନା ଥିଲେ ଲାଭ କଣ? ସରପଂଚଙ୍କୁ ମିଳୁଛି ରାସନ କାର୍ଡ..ଗରିବ ହିତାଧିକାରୀ କାନ୍ଦି କାନ୍ଦି ବୁଲୁଛନ୍ତି ହେଲେ ତାଙ୍କୁ ମିଳିପାରୁନି ଖଣ୍ଡେ ରାସନ କାର୍ଡ । ଏମିତି ବିଚିତ୍ର ବ୍ୟବସ୍ଥା ଲାଗି ଦାୟୀ କିଏ?

Ollywood casting couch
ଓଲିଉଡ୍‌କୁ କାଷ୍ଟିଂ କାଉଚର ଅଭିଶାପ୍‌ : ବିନା କମ୍ପ୍ରମାଇଜରେ ଅଭିନୟ କରିବା ଅସମ୍ଭବ କି?

କାଷ୍ଟିଂ କାଉଚ୍ ଝଡ଼କୁ ନେଇ ଓଲିଉଡରେ ଲାଗିରହିଛି କମ୍ପନ। ଅଭିନେତ୍ରୀ ପ୍ରକୃତି ମିଶ୍ର ହୁଅନ୍ତୁ ଅବା ଯସ୍ମିନ ରଥ, ରୂପଶ୍ରୀ ପଣ୍ଡା ହୁଅନ୍ତୁ ଅବା ରାଣୀ ପ୍ରିୟଦର୍ଶିନୀ। ନବାଗତା ଅଭିନେତ୍ରୀଙ୍କ କାଷ୍ଟିଂ କାଉଚ୍ ଅଭିଯୋଗର ବଢ଼ିଚାଲିଛି ତାଲିକା। କୌଣସି ଥାନା କି କୋର୍ଟ କଚେରୀରେ ନୁହେଁ, ବରଂ ମିଡ଼ିଆ...

TN MINISTER
ବିଚାର ବିଭାଗୀୟ ହାଜତକୁ ଗଲେ ତାମିଲନାଡୁ ମନ୍ତ୍ରୀ

ବିଚାର ବିଭାଗୀୟ ହାଜତକୁ ଗଲେ ତାମିଲନାଡୁ ମନ୍ତ୍ରୀ, ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିଲେ

Sambalpur bride
ଅଧ ରାତିରେ ମଟନ୍‌ ଖାଇବାକୁ ଜିଦି କଲେ ବରଯାତ୍ରୀ : ବାହା ହେବାକୁ ମନା କରିଦେଲା କନିଆଁ

ସମ୍ବଲପୁର ସହର ଧମା ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କ ବାହାଘର ସୁନ୍ଦରଗଡ଼ର ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା । ପରିବାରର ସମ୍ମତି କ୍ରମେ ବାହାଘର ଦିନ ଧାର୍ଯ୍ୟ ହୋଇଥିଲା । ଆଉ ନିର୍ଦ୍ଧାରିତ ସମୟ ଅନୁସାରେ ବର ଆସିଥିଲା,...

amit saha
ଅମିତ ଶାହାଙ୍କ କାର୍ଯ୍ୟକ୍ରମ ସ୍ଥଗିତ

ଆସନ୍ତା ୧୭ରେ ହେବାକୁ ଥିବା ଅମିତ ଶାହାଙ୍କ କାର୍ଯ୍ୟକ୍ରମ ସ୍ଥଗିତ..ଗୁଜରାଟକୁ ଆସୁଥିବା ବାତ୍ୟା ‘ବିପର୍ଯ୍ୟୟ’ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି..ସ୍ଥଗିତ ନେଇ ବିଜେପି ସା.ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି

Crocodile
ମା’ ଆଖି ସାମ୍ନାରେ ପୁଅକୁ ଝାମ୍ପିନେଲା କୁମ୍ଭୀର

ପହିଲି ରଜରେ ଗାଁରୁ ସହର ଚାରିଆଡ଼େ ହସଖୁସିର ଆସର ଜମିଥିବା ବେଳେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଜଣେ ମା’ର କୋଳଶୂନ୍ୟ କରିଦେଇଛି କୁମ୍ଭୀର । ବ୍ରାହ୍ମଣୀ ନଦୀ କୂଳରୁ ନାବାଳକକୁ କୁମ୍ଭୀର ଝାମ୍ପି ନେଇଥିବା ବେଳେ କାନ୍ଦବୋବାଳିରେ ଫାଟି ପଡ଼ୁଛି ଗାଁ । ପୁଅକୁ ହରାଇ ଛାତି ବାଡ଼େଇ କାନ୍ଦୁଛି...

Marriage Issue
ଅଧ ରାତିରେ ମଟନ୍‌ ଖାଇବାକୁ ଜିଦି କଲେ ବରଯାତ୍ରୀ : ବାହା ହେବାକୁ ମନା କରିଦେଲା କନିଆଁ

ସମ୍ବଲପୁର ସହର ଧମା ଥାନା ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କ ବାହାଘର ସୁନ୍ଦରଗଡ଼ର ଜଣେ ଯୁବକଙ୍କ ସହ ସ୍ଥିର ହୋଇଥିଲା । ପରିବାରର ସମ୍ମତି କ୍ରମେ ବାହାଘର ଦିନ ଧାର୍ଯ୍ୟ ହୋଇଥିଲା । ଆଉ ନିର୍ଦ୍ଧାରିତ ସମୟ ଅନୁସାରେ ବର ଆସିଥିଲା,...

College topper
କଲେଜ ଟପ୍ପରଙ୍କ ଦୁଃଖ, ଟିଉସନ୍ କରି ଚଳାଉଛନ୍ତି ଘର

ଟ୍ୟୁସନ କରି ପାଠ ପଢିଲେ, କଲେଜ ଟପ୍ପର ହେଲେ ଭଦ୍ରକ ଝିଅ ରାଧାରାଣୀ । କୋଚିଂ କିମ୍ବା ପଢା ଖର୍ଚ୍ଚ ପାଇଁ ଟଙ୍କା ନଥିଲା । ତଥାପି ପରିସ୍ଥିତି ଆଗରେ ହାର୍ ନ ମାନି ଚାଳଘର ମାଟି ଚଟାଣରେ ପଢି ସବୁଠୁ ଅଧିକ ନମ୍ବର ରଖିଲେ ।

National Cancer Survivors Day
ଦୁଲଦୁଲି ବାଦ୍ୟର ତାଳେତାଳେ ନାଚିଲେ କ୍ୟାନସର ପୀଡ଼ିତ

କ୍ୟାନସର ପୀଡ଼ିତଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ । ବରଗଡ଼ରେ ଦୁଲଦୁଲି ବାଦ୍ୟ ଓ ସମ୍ବଲପୁରୀ ଗୀତରେ ନାଚିଲେ କ୍ୟାନସର ପୀଡିତ ।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି