ପ୍ରେମରେ ପୂରା ପାଗଳ ଥିଲେ ପ୍ରେମିକ । ବାରମ୍ବାର ଶାରୀରିକ ସଂପର୍କ ରଖିବାକୁ କରୁଥିଲେ ବାଧ୍ୟ : ବିରକ୍ତ ହେଲେ ପ୍ରେମିକା । ହୋଟେଲ୍କୁ ଯିବା ପାଇଁ ବ୍ଲାକ୍ମେଲ୍ କରିବାରୁ ପୋଲିସ୍ରେ ଅଭିଯୋଗ କଲେ ।
Published By: Sarbeswar
Last updated: 18 June 2023, 04:23 PM IST
ମାଆ ଚାଲିଗଲା ପରେ..ଦୁଇ ପୁଅଙ୍କୁ ମାଆର ସ୍ନେହ ଧରି ପାଳୁଛନ୍ତି ଜଣେ ବାପା । ରୋଷେଇବାସଠୁ ଶୁଆଇ ଦେବା...ଖୁଆଇ ଦେବାଠୁ ପଢାଇବା...ସବୁ କାମ ଟିକିନିଖି କରି କରୁଛନ୍ତି । ଦ୍ୱିତୀୟ ବିବାହ ପାଇଁ ପରିବାର ଲୋକ କହିଲେ ବି ମନାକରିଦେଲେ