• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

hampers students’ education
ହାତୀ ଲାଗି ପିଲାଙ୍କ ପାଠ ପଢାରେ ବନ୍ଧାହେଲା ଡୋରି

ମଣିଷ ନୁହେଁ ହାତୀ ଲାଗି ପିଲାଙ୍କ ପାଠ ପଢାରେ ବନ୍ଧାହେଲା ଡୋରି । ଗାଁ ସ୍କୁଲରେ ସିନା ପାଠ ପଢୁଥିଲେ ପିଲା...ହେଲେ ସ୍କୁଲ ଦୂରକୁ ଯିବାରୁ ଏବେ ହାତୀ ଭୟରେ ଘରୁ ବାହାରୁନାହାନ୍ତି ଛାତ୍ରଛାତ୍ରୀ

ମେଡିକାଲ ବାରଣ୍ଡାରେ ପଚୁଛି ଶବ
ମେଡିକାଲ ବାରଣ୍ଡାରେ ପଚୁଛି ଶବ

ପୋଲିସ ଶୋଇଛି, ଶବ ପଚୁଛି । କଥାଟା ଟିକିଏ ଅଡୁଆ ଲାଗୁଥିଲେ ବି ସତ । ଆନନ୍ଦପୁର ମେଡିକାଲ ବାରଣ୍ଡାରେ ଗତକାଲିଠାରୁ ପଡ଼ି ରହିଛି ଯୁବକଙ୍କ ଶବ । ବ୍ୟବଚ୍ଛେଦ ନ ହୋଇ ଆଉଟଡୋର ବାରଣ୍ଡାରେ ଶବ ପଡ଼ିରହିଛି ।

IT raid on Twin City Infracon Ltd
କଟକ ତ୍ରିଶୁଳିଆ ସ୍ଥିତ ଟ୍ୱିନସିଟି ଇନଫ୍ରାକନ ଅଫିସ୍‌ରେ IT ଚଢ଼ାଉ

କଟକ ତ୍ରିଶୁଳିଆ ସ୍ଥିତ ଟ୍ୱିନସିଟି ଇନଫ୍ରାକନ ଅଫିସ୍‌ରେ IT ଚଢ଼ାଉ । ଆୟକର ସମ୍ପର୍କିତ ଡକ୍ୟୁମେଣ୍ଟ ଯାଞ୍ଚ କରାଯାଉଥିବା ସୂଚନା । କାଲିଠାରୁ ନିରବଚ୍ଛିନ୍ନ ଭାବେ ୧୫ ଜଣିଆ ଟିମ୍‌ ପକ୍ଷରୁ ରେଡ୍‌

hampers education
ହାତୀ ଲାଗି ପିଲାଙ୍କ ପାଠ ପଢାରେ ବନ୍ଧାହେଲା ଡୋରି

ମଣିଷ ନୁହେଁ ହାତୀ ଲାଗି ପିଲାଙ୍କ ପାଠ ପଢାରେ ବନ୍ଧାହେଲା ଡୋରି । ଗାଁ ସ୍କୁଲରେ ସିନା ପାଠ ପଢୁଥିଲେ ପିଲା...ହେଲେ ସ୍କୁଲ ଦୂରକୁ ଯିବାରୁ ଏବେ ହାତୀ ଭୟରେ ଘରୁ ବାହାରୁନାହାନ୍ତି ଛାତ୍ରଛାତ୍ରୀ

Nayagarh
ଦବଙ୍ଗ ପୋଲିସ ଅଫିସର : ନାଁ ଶୁଣିବା ମାତ୍ରେ ଥରହର ମାଫିଆଙ୍କ ସହ ଅପରାଧୀ

ନାଁ ଯେମିତି କାମ ବି ସେମିତି । ବର୍ଦ୍ଦିରେ ଦେଖିବା ମାତ୍ରେ ଥରହର ମାଫିଆ । ଚୋରା ମଦଠୁ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସେ ମାଷ୍ଟର । ଉଲ୍ଲେଖନୀୟ କାମ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ମିଳିଛି ପୁରସ୍କାର।

Bhadrak Medical
୨୯ ବର୍ଷ ହେଲାଣି ମେଡିକାଲରେ ଝୁଲୁଛି ତାଲା

ଇଏ କେମିତିକା ସ୍ୱାସ୍ଥ୍ୟସେବା? ମାସେ କି ବର୍ଷେ ନୁହେଁ ବରଂ ୨୯ ବର୍ଷ ହେଲାଣି ଝୁଲିଲାଣି ତାଲା । ସମସ୍ତେ ଦେଖୁଛନ୍ତି ହେଲେ ଆଖି ବୁଜିଦେଇଛନ୍ତି

Restaurants
ଏଣିକି ରାତିସାରା ଖୋଲାରହିବ ରେଷ୍ଟୁରାଂଟ୍‌

ଗ୍ରାହକଙ୍କ ଲାଗି ବଡ଼ ଖବର । ଏଣିକି ସାରାରାତି ଖୋଲା ରହିବ ରେଷ୍ଟୁରାଂଟ୍‌...ଯିଏ ଯେତେବେଳେ ଚାହିଁବ ସିଏ ସେତେବେଳେ ଖାଇବ

Basic amenities
୭୫ ବର୍ଷ ହେଲାଣି ମିଳୁନି ମୌଳିକ ସୁବିଧା

୨୨ ବର୍ଷର ସ୍ଥିର ସରକାର । ଏଯାଏଁ ଗାଁକୁ ମିଳିଲାନି ମୌଳିକ ସୁବିଧା...ପିଇବା ପାଣି ପାଇଁ ନଈ ଭରସା, ଆଲୁଅ ଲାଗି ଡିବିରି ଭରସା

Sujata Need Help
ସ୍ୱାମୀ ଯିବା ପରେ ଅନ୍ଧାରରେ ସୁଜାତାଙ୍କ ଭବିଷ୍ୟତ

ସ୍ୱାମୀ ବଞ୍ଚିଥିବା ବେଳେ ଯାହା ଯେମିତି ପରିବାର ଚଳୁଥିଲା । କରୋନା ହେଲା କାଳ...ସ୍ୱାମୀ ଚାଲିଯିବା ପରେ ୩ ପିଲାଙ୍କ ପେଟରେ ଦାନା ଦେବାକୁ ଛେଳି ଚରାଉଛି ମାଆ । ବାରମ୍ବାର ଗୁହାରି କରିବା ପରେ ବି ମିଳୁନି ସରକାରୀ ସହାୟତା

OJEE counselling
ରାଙ୍କର ମାସେ ପରେ ବି ହୋଇନି ଆଡମିଶନ

ବୈଷୟିକ ଶିକ୍ଷାରେ ନାମ ଲେଖାଇବାକୁ ପରୀକ୍ଷା ଦେଲେ। ରାଙ୍କ୍ ବି ପାଇଲେ। ହେଲେ ମାସେ ପରେ ବି ଆଡମିଶନ୍ ହୋଇନି। ଅସନ୍ତୋଷ ପ୍ରବଳ ତେଜିବାରୁ ଓଜେଇଇ ପକ୍ଷରୁ ଆସନ୍ତାକାଲି ଠାରୁ କାଉନସେଲିଂ ଆରମ୍ଭ କରାଯାଉଛି।

Daitapati Nijog demands dress code
'ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଲାଗୁ ହେଉ ଡ୍ରେସ କୋଡ୍‌'

ଦକ୍ଷିଣ ଭାରତର ସବୁ ପ୍ରମୁଖ ମନ୍ଦିରରେ ନିୟମ ଅଛି, ହେଲେ ଶ୍ରୀମନ୍ଦିରରେ କାହିଁକି ଲାଗୁ ହେଉନି ଡ୍ରେସକୋଡ୍। ଭକ୍ତଙ୍କ ଏକାଗ୍ରତା ଓ ଜଗନ୍ନାଥ ସଂସ୍କୃତିର ମହାନତା ଦୃଷ୍ଟିରୁ କାଳିଆ ଦର୍ଶନପାଇଁ ଆସୁଥିବା ଭକ୍ତଙ୍କ ପାଇଁ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ କରିବାକୁ ଦାବି ଉଠାଇଛି ଦଇତାପତି ନିଯୋଗ। ଯାହାକୁ ଭକ୍ତ...

MKCG
ସମସ୍ୟା ଭିତରେ ବୁଡ଼ି ରହିଛି ବ୍ରହ୍ମପୁରର MKCG ମେଡିକାଲ କଲେଜ୍ ଓ ହସ୍ପିଟାଲ

ସମସ୍ୟା ଭିତରେ ବୁଡ଼ି ରହିଛି ବ୍ରହ୍ମପୁରର MKCG ମେଡିକାଲ କଲେଜ୍ ଓ ହସ୍ପିଟାଲ । ଦକ୍ଷିଣ ଓଡ଼ିଶାର ସବୁଠୁ ବଡ଼ ଆଉ ନିର୍ଭରଯୋଗ୍ୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଏବେ ୧୭୦ରୁ ଅଧିକ ଡାକ୍ତର ପଦବି ଖାଲି।

Maharashtra Political Crisis
ମୁମ୍ବାଇରେ ସିନିୟର ଓ ଜୁନିୟର ପାୱାରଙ୍କ ଶକ୍ତି ପ୍ରଦର୍ଶନ

ମୁମ୍ବାଇରେ ସିନିୟର ଓ ଜୁନିୟର ପାୱାରଙ୍କ ଶକ୍ତି ପ୍ରଦର୍ଶନ। ନିଜ ନିଜ ସମର୍ଥିତ ବିଧାୟକଙ୍କୁ ମଞ୍ଚରେ ବସାଇ ପରସ୍ପରକୁ ଚ୍ୟାଲେଞ୍ଜ କରିଛନ୍ତି କରିଛନ୍ତି ଶରଦ ଓ ଅଜିତ ପାୱାର। ସେପଟେ ଦଳର ନାଁ ଓ ଚିହ୍ନ ମାମଲା ପହଞ୍ଚିଛି ନିର୍ବାଚନ କମିଶନଙ୍କ ନିକଟରେ।

Electricity Bill
ଏତେ ଉତ୍ପାଦନ ହେଉଛି, ରେଟ୍‌ କାହିଁକି ବଢୁଛି ?

ଦେଶରେ ୟୁନିଟ୍ ପିଛା ବିଜୁଳିର ହାରାହାରି ମୂଲ୍ୟ ଯେତିକି, ରାଜ୍ୟରେ ସେହି ମୂଲ୍ୟଠୁ ଅଧିକ ୭୯ ପାଇସା ଅଧିକ ଦେଉଛନ୍ତି ଗ୍ରାହକ । ଦେଶର ସମସ୍ତ ୧୧୭ଟି ବିଜୁଳି ବିତରଣ କମ୍ପାନୀ ଗୁଡ଼ିକର ପ୍ରଦର୍ଶନ ଉପରେ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଅଧୀନ ପାୱାର ଫାଇନାନ୍ସ କର୍ପୋରେସନ୍ ବା ପିଏଫ୍‌ସିର...

Micro Finance
ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଜୁଲମ ପାଇଁ ଆତ୍ମହତ୍ୟା ବଢୁଥିବା ଅଭିଯୋଗ

ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଜୁଲମ ପାଇଁ ଆତ୍ମହତ୍ୟା ବଢୁଥିବା ଅଭିଯୋଗ । ରାଜ୍ୟରେ ୭ଦିନରେ ୫ଜଣ ଜୀବନ ହାରିବା ପରେ ଏଭଳି ଅଭିଯୋଗ ଆସିଛି । ମାଇକ୍ରୋ ଫାଇନାନ୍ସ ସଂସ୍ଥା ଗୁଡ଼ିକ ଲୋଭ ଦେଖାଇ ଋଣ ଦେଉଛନ୍ତି ଆଉ ତାପରେ ଆଦାୟ ବେଳକୁ ସବୁ ସୀମା ପାର କରିଯାଉଛନ୍ତି।...

IT raid 20 places of DN Group over tax evasion charges
ରାଜଧାନୀର ପ୍ରତିଷ୍ଠିତ ବ୍ୟାବସାୟିକ ସାମ୍ରାଜ୍ୟ ଡିଏନ୍ ଗ୍ରୁପରେ ପଶିଲା ଆୟକର ବିଭାଗ

ରାଜଧାନୀର ପ୍ରତିଷ୍ଠିତ ବ୍ୟାବସାୟିକ ସାମ୍ରାଜ୍ୟ ଡିଏନ୍ ଗ୍ରୁପରେ ପଶିଲା ଆୟକର ବିଭାଗ । ବଡ଼ ଧରଣର ଚଢ଼ାଉରେ ମିଳିଲା ସୁଟକେଶ୍ ସହ ୩ ଟ୍ରଙ୍କର ପ୍ରାୟ ୩୦କୋଟି ଟଙ୍କା

General Election 2024
ଓଡ଼ିଶାରେ କ୍ଷମତା ଦଖଲ ପାଇଁ ଗୌହାଟୀରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେପି

ଓଡ଼ିଶାରେ କ୍ଷମତା ଦଖଲ ପାଇଁ ଗୌହାଟୀରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେପି । ୨୦୨୪ରେ କେନ୍ଦ୍ରରେ ମୋଦି ଓ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ଆସନ୍ତାକାଲି ପୂର୍ବାଂଚଳ ରାଜ୍ୟଗୁଡିକୁ ନେଇ ବସିବ ବଡ଼ ବୈଠକ

King Somnath Singh Jagdev
ରାଜା ସୋମନାଥ ସିଂ ଜଗଦେବଙ୍କ ପ୍ରତିମୂର୍ତ୍ତିକୁ ଅପମାନ

ରାଜା ସୋମନାଥ ସିଂ ଜଗଦେବଙ୍କ ପ୍ରତିମୂର୍ତ୍ତିକୁ ଅପମାନ। ଶୌର୍ଯ୍ୟର ପ୍ରତୀକ ଖଣ୍ଡାକୁ କେହି ନେଇଯାଇଥିବା ଅଭିଯୋଗ । ଅନୁଗୋଳ ପୌରପାଳିକା କାର୍ଯ୍ୟାଳୟ ସାମ୍ନାରେ ଏହି ପ୍ରତିମୂର୍ତ୍ତି ଥିଲେ ବି କାହାରି ନଜର ନାହିଁ।

VK Pandian’s
5T ସଚିବଙ୍କ ଗସ୍ତବେଳେ ବୌଦ୍ଧ ସହରରେ ପ୍ରଶାସନ ଅଣ୍ଡା ଦୋକାନ ବନ୍ଦ କରିଥିବା ଅଭିଯୋଗ

5T ସଚିବଙ୍କ ଗସ୍ତବେଳେ ବୌଦ୍ଧ ସହରରେ ପ୍ରଶାସନ ଅଣ୍ଡା ଦୋକାନ ବନ୍ଦ କରିଥିବା ଅଭିଯୋଗ । 'ପର୍ବପର୍ବାଣିରେ ଅଣ୍ଡା ଦୋକାନ ବନ୍ଦ ହେଉନାହିଁ ହେଲେ 5T ସଚିବଙ୍କ ଗସ୍ତବେଳେ ଅଣ୍ଡା ଦୋକାନ ବନ୍ଦ ହୋଇଛି। ଜୀବନ ଜୀବିକା ଉପରେ ପ୍ରଭାବ ପଡୁଛି ।' - ଅଣ୍ଡା ବ୍ୟବସାୟୀ

Union Minister Nitin Gadkari
୧୫ ଟଙ୍କାରେ ବିକ୍ରି ହେବ ପେଟ୍ରୋଲ, ଫର୍ମୁଲା କହିଲେ ଗଡ଼କରୀ

ଦରଦାମର ମାୟାଜାଲ ଭିତରେ ଛନ୍ଦି ହୋଇ ତ୍ରାହି ତ୍ରାହି ଡାକୁଥିବା ଜନତାଙ୍କୁ ମିଳିବ ଆଶସ୍ତି । ଆଶାତୀତ ଭାବରେ କମ୍ ହୋଇଯିବ କନ୍ଦାଉଥିବା ପେଟ୍ରୋଲ ଦର । ମାତ୍ର ୧୫ ଟଙ୍କାରେ ବିକ୍ରି ହେବ ପେଟ୍ରୋଲ । ଏକଥା ଆମେ କହୁନୁ, ଖୋଦ୍ କେନ୍ଦ୍ରମନ୍ତ୍ରୀ କହିଛନ୍ତି । କେନ୍ଦ୍ର...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି