• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Outsourcing agencies of Odisha Govt put under ‘Mo Sarkar’
ଆଉଟସୋର୍ସିଂ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଲଲିପପ୍!

ଆଉଟସୋର୍ସିଂ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କ ଲଲିପପ୍!

Joranda mela
ଯୋରନ୍ଦା ମେଳାରେ ହଠାତ୍‌ ଉଭା ହେଲେ ହନୁମାନ !

ହନୁମାନ ବେଶରେ ପହଞ୍ଚିଥିବା ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ସ୍ଥାନୀୟ ଅଂଚଳରେ ପ୍ରବଳ ଗହଳି ବି ଲାଗିଥିଲା। ଆଉ ଭକ୍ତଙ୍କ ଶ୍ରଦ୍ଧାକୁ ନିରାଶ କରିନଥିଲେ ହନୁମାନ। ହନୁମାନ ବେଶଧାରୀ ବ୍ୟକ୍ତି ଜଣଙ୍କ ହେଉଛନ୍ତି ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଲାଇବ୍ରେରୀ ଦାୟିତ୍ୱରେ ଥିବା ଚପରାସୀ କୃଷ୍ଣ ଚନ୍ଦ୍ର ମେହେର।

Deogarh Monkey
ବିଷମ ସ୍ଥିତି...ଘର ଭିତରେ ରହୁଛନ୍ତି ମାଙ୍କଡ଼, ବାହାରେ ମଣିଷ

ଏମାନଙ୍କ ଉପଦ୍ରବ ଏତେ ମାତ୍ରାରେ ବଢିଲାଣି ଯେ ତ୍ରାହି ତ୍ରାହି ଡାକିଲେଣି ଫଳ ଓ ପରିବା ଦୋକାନୀ। ଦୋକାନରେ ପଶିବା ମାତ୍ରେ ପୂରା ସଫା କରିଦେଉଛନ୍ତି ସବୁ। ବଜାର ଭିତରେ ସାଇକେଲ କି ଗାଡିରେ ବ୍ୟାଗ୍‌ ରହିଲେ ତାକୁ ନେଇ ସିଧା ଗଛ ଉପରକୁ ଫେରାର। ମାଙ୍କଡକୁ ଉପଦ୍ରବ...

BJD
ବିଜେଡି ସଭାରେ ଉଡ଼ିଲା ଖଲିପତ୍ର...ଡାଲିହାଣ୍ଡିରେ ମୁହଁ ମାରିଲା ଷଣ୍ଢ

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନ ୧୦ ଟାରୁ ୧୧ ଟା ମଧ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଦୁଇ ଘଣ୍ଟା ବିଳମ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ତଳେ ବସି ବସି ବିରକ୍ତ ହୋଇଥିବା ମହିଳା ମାନେ ସଭା କାର୍ଯ୍ୟ...

Pintu Nanda
ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ

ଦର୍ଶକଙ୍କ ଭଲ ପାଇବା ସାଉଁଟି ମୁଁ ଦିଲ୍ଲୀ ଯାଉଛି, ମୋର ଆଶା ଓ ବିଶ୍ୱାସ ଭଲ ହୋଇ ଫେରିବି; ପିଣ୍ଟୁ ନନ୍ଦ

Turkey
ଛାରଖାର ତୁର୍କୀରୁ ଛାତିଥରା ଚିତ୍ର

ଛାରଖାର ତୁର୍କୀରୁ ଛାତିଥରା ଚିତ୍ର। ଯୁଆଡେ ଦେଖିବ ସିଆଡେ ମାଳମାଳ ଶବ

Meet Padmini Majhi, the messiah of Nuapada jungle
ଯୁଆଡେ ଦେଖିଲେ ଖାଲି ବନ...ଭରି ରହିଛି ଔଷଧୀୟ ବୃକ୍ଷ

ଯୁଆଡେ ଦେଖିଲେ ଖାଲି ବନ...ଭରି ରହିଛି ଔଷଧୀୟ ବୃକ୍ଷ। ଜୀବନ ସାରା ଜଙ୍ଗଲ ଜଗିବାକୁ କରିଛନ୍ତି ପଣ

Gop
ଖାଲି ଖଣି ନୁହେଁ ଓଡିଶାରୁ ବାହାରିବ ତୈଳ

ଖାଲି ଖଣି ନୁହେଁ ଓଡିଶାରୁ ବାହାରିବ ତୈଳ। ପୁରୀ ଗୋପରୁ ମିଳିଛି ସନ୍ଦେହ

Naba Das Murder
ଗୋପାଳକୁ ଜେରା କରି କଣ ପାଇଲା କ୍ରାଇମବ୍ରାଂଚ୍‌?

ଗୋପାଳକୁ ଜେରା କରି କଣ ପାଇଲା କ୍ରାଇମବ୍ରାଂଚ୍‌? ଏତେ ଦିନ ଗଲାଣି ତଦନ୍ତର ସତ ସାମ୍ନାକୁ କାହିଁକି ଆସୁନି?

NabaDas Murder Case
ମନ୍ତ୍ରୀଙ୍କୁ ମୁଁ ଏମିତି ମାରିଛି

କିଭଳି ନବ ଦାସଙ୍କୁ ଗୁଳି ମାରିଥିଲା, ଖେଳନା ବନ୍ଧୁକ ଧରି ଦେଖାଇଲା ଅଭିଯୁକ୍ତ ଗୋପାଳ। ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ମନ୍ତ୍ରୀଙ୍କୁ ଗୁଳି କରିଥିଲା ଗୋପାଳ

NaveenPatnaik
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ସନ୍ଦେହ କଲେଣି ବିଜେଡି ନେତା !

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପାଖରେ ଗୃହ ବିଭାଗ ରଖିଛନ୍ତି। ଆଜି କି କାଲି ନୁହେଁ ବରଂ ବର୍ଷବର୍ଷ ଧରି ଗୃହ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ନିଜ ପାଖରେ ରଖିଛନ୍ତି ନବୀନ। କିନ୍ତୁ ରାଜ୍ୟର ଜଣେ କ୍ୟାବିନେଟ୍‌ ତଥା ଟାଣୁଆ ମନ୍ତ୍ରୀଙ୍କୁ ଏମିତି ଭାବରେ ହତ୍ୟା କରାଯାଇଥିବାରୁ...

Mass Marriage
ଦୁଲୁକିଲା ରାଜଧାନୀ...ଏକା ସାଙ୍ଗରେ ବାହା ହେଲେ ୨୫ ଯୋଡ଼ା ବର-କନିଆଁ

ବାହାଘର...ଆଜିକା ସମୟରେ କେତେ ଟଙ୍କା ଯେ ଖର୍ଚ୍ଚ ହେଉଛି ତାହାର କୌଣସି ହିସାବ ନାହିଁ। ହେଲେ ଏଇ ବାହାଘର ବିନା ଯୌତୁକରେ ହେଉଛି। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏଇ ବାହାଘରରେ ରାଷ୍ଟ୍ରପତିଙ୍କ ଗାଁର ଝିଅ ବି...

Balasore Sub Collector
ଦବଙ୍ଗ ସବ୍‌-କଲେକ୍ଚରଙ୍କୁ ଦେଖିଲେ ଡର ଲାଗୁଛି...ବେଆଇନ କାମକୁ ରୋକିବାକୁ ଜୀବନକୁ ଲଗାଉଛନ୍ତି ବାଜି

ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ବାଲିମାଫିଆମାନଙ୍କ ଆକ୍ରମଣକୁ ଡରି ନଯାଇ ଦହପଡ଼ାରେ ଥିବା ଏକ ବେଆଇନ୍‌ ଇଟାଭାଟି ଉପରେ ଅତର୍କିତ ଚଢ଼ଉ କରିଥିଲେ କୁନାଲ। ପୂରା ତୟାରି ସହ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ପ୍ରଶାସନ ଇଟାଭାଟିକୁ ଭାଙ୍ଗି ଗୁଣ୍ଡ କରିଦେଇଥିଲା। 

Tension erupts in Athagarh
ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ପରେ ପ୍ରବଳ ଉତ୍ତେଜନା

ବନ ବିଭାଗ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ପରେ ପ୍ରବଳ ଉତ୍ତେଜନା । କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅଧିନରେ ଏକ ହାତୀ ଶିକାର ଅଭିଯୋଗରେ ଗିରଫ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏହାକୁ ନେଇ ତାତିଲେ ଲୋକେ । ଜାଳିଦେଲେ ବନବିଭାଗର ବିଟ୍ ହାଉସ...

BJD concern over jharsuguda bypoll
ନବ ଦାସଙ୍କ ଦଶାହ ଯାଇନି, ହେଲେ ବିଜେଡିକୁ ଘାରିଲାଣି ଉପନିର୍ବାଚନ ଭୋଟ ଚିନ୍ତା

କୌଣସି ସମୟରେ ଉପନିର୍ବାଚନ ହେବ। ଏହାର ଦାୟିତ୍ୱ ଆପଣଙ୍କୁ ନେବାକୁ ପଡ଼ିବ। ବିଜୟ ତ ନିଶ୍ଚିତ କିନ୍ତୁ କେତେ ପରିମାଣରେ ଭୋଟ୍‌ ଜିତିବୁ, ଏ ଦାୟିତ୍ୱ ଆପଣଙ୍କର। ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଏ ମନ୍ତବ୍ୟକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ।

Turkey Earthquake
ଭୟଙ୍କର ଭୂ-କମ୍ପ ! ନିମିଷେକେ ଭୁଶୁଡ଼ିଗଲା ଶହ ଶହ କୋଠା, NDRF-ମେଡିକାଲ ଟିମ୍ ପଠାଇବ ଭାରତ

ମୁହୂର୍ତ୍ତକ ମଧ୍ୟରେ ଧରାଶାୟୀ ହେଉଛି ବିରାଟ ଅଟ୍ଟାଳିକା । ଦେଖୁ ଦେଖୁ ମାଟିରେ ମିଶିଯାଉଛି ୬ ତାଲା ବିଲଡିଂ । ଆଉ ତା’ଭିତରେ ଚାପି ହୋଇଯାଇଛନ୍ତି ଶତାଧିକ ଲୋକ । ତୁର୍କୀରେ ଏମିତି ତାଣ୍ଡବ ରଚିଛି ପ୍ରକୃତି । ଗୋଟିଏ କି ଯୋନିଏ ନୁହେଁ ଏଭଳି ଶହ ଶହ...

vehicle scraping
ଆରମ୍ଭ ହେଲା ଭେଇକିଲ୍ ସ୍କ୍ରାପିଂ

ଓଡ଼ିଶାରେ ଆରମ୍ଭ ହେଲା ଭେଇକିଲ୍ ସ୍କ୍ରାପିଂ । ଦେଶରେ ଏପ୍ରିଲରେ ଆରମ୍ଭ ହେବାକୁ ଥିବା ବେଳେ ଏବେଠୁ ପ୍ରକ୍ରିୟା ଆରମ୍ଭ କରିଛି ଓଡ଼ିଶା ...

Naba Das
ନବ ଦାସ ହତ୍ୟା: ସାମ୍ରାଜ୍ୟ ଅକ୍ତିଆର ପାଇଁ ସାଂଘାତିକ ଷଡ଼ଯନ୍ତ୍ର, ହତ୍ୟା ପଛରେ ବିଜେଡିର ଉପକୂଳିଆ ନେତାଙ୍କ ହାତ !

ନବ ଦାସ ହତ୍ୟା ପଛରେ ହୋଇଛି କି ଟପ୍ ଲେବେଲ୍ ରାଜନୈତିକ ଷଡ଼ଯନ୍ତ୍ର ? ଏହା ଏକ ବିଜନେସ୍-ପଲିଟିକାଲ୍ ମର୍ଡର ନୁହେଁ ତ ? ଗୋପାଳ ଦାସଙ୍କୁ ମୋହରା କରି ନବଙ୍କୁ ରାସ୍ତାରୁ ହଟାଯାଇଛି କି ? ପାୱାରଫୁଲ୍ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ୯ ଦିନ...

day temperature increased in February
ଫେବ୍ରୁଆରୀରୁ କଲବଲ କରିବ ଖରା, ବଢିବ ଦିନ ତାପମାତ୍ରା

ବଢିବ ଦିନ ତାପମାତ୍ରା। ଫେବୃଆରୀରୁ କଲବଲ କରିବ ଖରା। ଓଡ଼ିଶାରେ ଫେବୃଆରୀ ମାସରେ ତାପମାତ୍ରା ସ୍ବାଭାବିକଠୁ 3 ରୁ 4 ଡିଗ୍ରୀ ଅଧିକ ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଯାହା ମାସର ପ୍ରଥମ ସପ୍ତାହ ରୁ ହିଁ ଅନୁଭୂତ ହେଲାଣି। ଗତକାଲି ରାଜ୍ୟର ଅଧିକାଂଶ...

Baragarh Accident
ଜଗା ଦର୍ଶନ ସାରି ଫେରୁଥିଲେ...ବାଟରେ ଚାଲିଗଲା ପ୍ରାଣ

ଚତୁର୍ଦ୍ଧାମୂର୍ତ୍ତିର ଦର୍ଶନ ସରିବା ପରେ ଭାରି ଖୁସି ଥିଲେ ସବୁ ଶ୍ରଦ୍ଧାଳୁ। ପୁଣି କେମିତି ଜଗାର ଡୋରି ଲାଗିବ ଆଉ ଥରେ କେମିତି ପୁରୀ ଆସିବେ କିଛି ଏମିତି କଥା ହୋଇ ଘରକୁ ଫେରୁଥିଲେ ପର୍ଯ୍ୟଟକ। ବାଟ ଅଧିକ ଥିବାରୁ ବସ୍‌ ବି ରହିରହି ଆଗକୁ ବଢୁଥିଲା। ରାସ୍ତା...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି